ହାଇସ୍କୁଲରେ ୧,୦୬୧ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କିଭଳି କରିବେ ଆବେଦନ…
ଭୁବନେଶ୍ୱର,୧୫।୩(ଅସମାପିକା ସାହୁ): ରାଜ୍ୟରେ ଖାଲି ପଡ଼ିଥିବା ୧୦୬୧ ପୋଷ୍ଟ ଗ୍ରାଜୁଏଟ୍(ସ୍ନାତକୋତ୍ତର) ଶିକ୍ଷକ ପଦବୀ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୪୮୮ ବର୍ଗ (୨) ହାଇସ୍କୁଲ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ଗୁଡିକ ପାଇଁ…
ଏବେ ଧରାପଡ଼ିବ କାହାକୁ କିଏ ଦେଇଛି କେତେ ଟଙ୍କା, SBI କୁ ସୁପ୍ରିମକୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୫।୩: ଇଲୋକ୍ଟରଲ ବଣ୍ଡ ବା ନିର୍ବାଚନୀ ବଣ୍ଡକୁ ନେଇ ସୁପ୍ରିମକୋର୍ଟ ଏସବିଆଇ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟଙ୍କ ଆଦେଶ ପରେ ଏସବିଆଇ ନିର୍ବାଚନୀ ବଣ୍ଡର ତଥ୍ୟ ଦେଇ ସାରିଛି। ନିର୍ବାଚନ ଆୟୋଗ ଏହି ସୂଚନାକୁ ନିଜ ଓ୍ବେବସାଇଟରେ ଅପଲୋଡ…
କବିତାଙ୍କ ଘରେ ଇଡି ରେଡ
ନୂଆଦିଲ୍ଲୀ,୧୫।୩: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଏବଂ ବିଆରଏସ ଏମଏଲସି କେ. କବିତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଚଢାଉ କରୁଛି। ଦିଲ୍ଲୀର ମଦ ସ୍କାମ ମାମଲାରେ ତାଙ୍କୁ ନାମିତ କରାଯାଇଥିଲା। ତାଙ୍କୁ ପୂର୍ବରୁ ଉଭୟ ଇଡି ଏବଂ ସିବିଆଇ…
ଏସବିଆଇକୁ ନୋଟିସ! ଇସିଙ୍କୁ ସିଜେଆଇଙ୍କ ପ୍ରଶ୍ନ ଡାଟାରେ ବଣ୍ଡ ନମ୍ବର କାହିଁକି ନାହିଁ?
ନୂଆଦିଲ୍ଲୀ,୧୫।୩: ନିର୍ବାଚନ ବଣ୍ଡ ମାମଲା ସମ୍ପର୍କରେ ଶୁକ୍ରବାର (ମାର୍ଚ୍ଚ ୧୫, ୨୦୨୪) ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ନିର୍ବାଚନ ଆୟୋଗ କହିଛନ୍ତି ଯେ ୨୦୧୯ବର୍ଷ ପୂର୍ବରୁ ରାଜନୈତିକ ଦଳଗୁଡିକରୁ ମିଳିଥିବା ଦାନ ବିଷୟରେ ସୁପ୍ରିମକୋର୍ଟଙ୍କୁ ଏକ ସିଲ ହୋଇଥିବା…
ନିର୍ବାଚନ ପୂର୍ବରୁ ଆସାମରେ କଂଗ୍ରେସକୁ ଝଟକା!
ଗୁଆହାଟି,୧୫।୩: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଆସାମର ବାରପେଟାରୁ ଦଳର ଏମପି ଅବଦୁଲ ଖାଲିକ ଦଳ ଛାଡିଛନ୍ତି। ଟିକେଟ ବାତିଲ ହେତୁ ସେ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ଅବଦୁଲ ଖାଲିକ ବର୍ତ୍ତମାନ…
ମେଣ୍ଟକୁ ନେଇ ଏମିତି କହିଦେଲେ ପ୍ରଶାନ୍ତ ଜଗଦ୍ଦେବ: ପୁଣି ବଢିଲା ସସ୍ପେନ୍ସ
ଭୁବନେଶ୍ୱର,୧୫।୩: ରାଜ୍ୟରେ ଭାଜପା ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଆଶା ଏବଂ ଆଶଙ୍କା ବଢୁଥିବାବେଳେ ନିକଟରେ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିବା ଚିଲିକା ବିଧାୟକ ନିଜ ପ୍ରତିକ୍ରିୟା ଦେଇଛନ୍ତି। ମେଣ୍ଟ ଚର୍ଚ୍ଚା ବିଜେଡିରୁ ଆରମ୍ଭ ହୋଇଛି। ଯେହେତୁ…
ଲୋକ ସଭା ନିର୍ବାଚନ ଲଢିବାକୁ ମନା କଲେ ସିଦ୍ଧୁ
ଚଣ୍ଡିଗଡ଼,୧୫।୩: କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁ ସ୍ପଷ୍ଟ କରିଛନ୍ତି ଯେ ସେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ସିଦ୍ଧୁ କୁହନ୍ତି, ଯଦି ମୋତେ ଲୋକ ସଭା ଯିବାକୁ ପଡିବ, ମୁଁ କୁରୁକ୍ଷେତ୍ରରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା…
‘ହାତ’ ଛାଡି ‘ଝାଡୁ’ ଧରିଲେ ବିଧାୟକ
ଚଣ୍ଡିଗଡ,୧୫।୩: ପଞ୍ଜାବରେ କଂଗ୍ରେସକୁ ଏକ ବଡ ଝଟ୍କା ଲାଗିଛି। କଂଗ୍ରେସ ବିଧାନସଭା ଦଳର ଉପନେତା ତଥା ବିଧାୟକ ରାଜକୁମାର ଚାବୱାଲ ଦଳ ତଥା ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଆମ ଆଦମୀ ପାର୍ଟିରେ…
ଘରେ ବିଦ୍ୟୁତ୍ ତାର ସଜାଡୁଥିବାବେଳେ ମାରିଲା କରେଣ୍ଟ୍: ଚାଲିଗଲା ଜୀବନ
ତିହିଡି,୧୫।୩(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି ଥାନା ଗୁଆମାଳ ପଞ୍ଚାୟତ ଅଧୀନ ସଦାନନ୍ଦପୁର ଗ୍ରାମରେ ଶୁକ୍ରବାର ସକାଳେ ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ରବିନାରାୟଣ ଦାସ(୬୦)। ରବିନାରାୟଣ ତାଙ୍କ ଘରେ ବିଦ୍ୟୁତ୍ ତାର ସଜାଡିବା ବେଳେ…
ହସ୍ପିଟାଲରେ ଅମିତାଭ ବଚ୍ଚନ: ଘର ବାହାରେ ପ୍ରଶଂସକଙ୍କ ଭିଡ଼
ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସ୍ବାସ୍ଥ୍ୟାବସ୍ଥା ଖରାପ ରହିଛି। ତାଙ୍କୁ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ଅମିତାଭ ବଚ୍ଚନ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି। କଡା ସୁରକ୍ଷା ମଧ୍ୟରେ ବିଗ ବି ଆଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅମିତାଭ ବଚ୍ଚନଙ୍କୁ…
ଦୁଇ ଗୋରୁ ବେପାରୀଙ୍କ ଉପରକୁ ଗୁଳିମାଡ଼
ସୁନ୍ଦରଗଡ଼,୧୫ା୩(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା କୁତ୍ରା ନିକଟରେ ଶୁକ୍ରବାର ଏକ ପିକ୍ଅପ୍ ଉପରକୁ ଗୁଳିମାଡ ହୋଇଛି। ଏଥିରେ ଥିବା ଡ୍ରାଇଭର ଓ ଅନ୍ୟ ଜଣଙ୍କ ଦେହରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ସେମାନେ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…
ଯୁବକଙ୍କ କାଠଫାଳିଆ ମାଡ଼ରେ ଆଉ ଜଣେ ଯୁବକଙ୍କ ଜୀବନ ଗଲା
ପାରଳାଖେମୁଣ୍ଡି,୧୫ା୩(ଗିରିଧାରୀ ପରିଛା): ଜଣେ ଯୁବକଙ୍କ କାଠ ଫାଳିଆ ମାଡ଼ରେ ଆଉ ଜଣେ ଯୁବକଙ୍କ ଜୀବନ ଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକଠାରେ। ମୃତ ଯୁବକ ଜଣକ ହେଲେ ମୋହନା ଥାନା ପିଣ୍ଡିକି ଗାଁର ଭକ୍ତ ବନ୍ଧୁ…

