Home

ଏଣିକି ଦିନିକିଆ, ଟି୨୦ରେ ବାଧ୍ୟତାମୂଳକ ହେବ ‘ଷ୍ଟପ୍‌ କ୍ଲକ୍‌’ ବ୍ୟବହାର; ଜାଣନ୍ତୁ…

ଦୁବାଇ, ୧୫ା୩: ଏଣିକି ହ୍ବାଇଟ୍‌ ବଲ୍‌ କ୍ରିକେଟରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉଥିବା ‘ଷ୍ଟପ୍‌ ଓ୍ବାଚ୍‌’କୁ ନିୟମିତ ଭାବେ ବ୍ୟବହାର କରାଯିବ। ସମୟ ଅପଚୟକୁ ରୋକିବା ଦିଗରେ ଏଭଳି ପଦକ୍ଷେପ ନେଇଛି ଆଇସିସି। ତଦନୁଯାୟୀ ଗୋଟିଏ ଓଭର ଶେଷ ହେବା ପରେ…

ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେବେ ଅଷ୍ଟ୍ରେଲିଆର ଏହି ବ୍ୟାଟର୍‌, ଚମକାଇଲା ନିଷ୍ପତ୍ତି

ହୋବାର୍ଟ, ୧୫ା୩: ଆଗାମୀ ଶିଫିଲ୍ଡ ଶିଲ୍ଡ ଫାଇନାଲ ପରେ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେବେ ଅଷ୍ଟ୍ରେଲିଆର ଉଇକେଟକିପର-ବ୍ୟାଟର ମାଥ୍ୟୁ ଓ୍ବେଡ୍‌। କିନ୍ତୁ ହ୍ବାଇଟ-ବଲ୍‌ ଫର୍ମାଟରେ ସିଲେକ୍ସନ ପାଇଁ ସେ ଉପଲବ୍ଧ ରହିବେ ବୋଲି ପ୍ରକାଶ କରିଛନ୍ତି। ମାର୍ଚ୍ଚ ୨୧ରୁ ଟାସମାନିଆ…

ଇଲୋକ୍ଟରଲ ବଣ୍ଡକୁ ନେଇ ଅମିତ ଶାହାଙ୍କ ବଡ ବୟାନ, ଡର ଲାଗୁଛି…

ନୂଆଦିଲ୍ଲୀ,୧୫।୩: ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଏସବିଆଇ ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କରିଛି। ଏଥିରେ ଦେଶର ବିଭିନ୍ନ ପାର୍ଟିକୁ କୌଣସି ବ୍ୟକ୍ତି କିମ୍ବା କମ୍ପାନୀ କେତେ ଟଙ୍କା ଦେଇଛି ସେନେଇ ସବୁ ତଥ୍ୟ ପ୍ରକାଶ ପାଇଛି। ତେବେ ଏହାକୁ ନେଇ…

ହଟ୍‌ ସିନ୍‌ କରିବାକୁ ଡର ଲାଗେ: ସାମନ୍ଥା ପ୍ରଭୁ

ମୁମ୍ବାଇ: ଲୋକପ୍ରିୟ ତେଲଗୁ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନିଜର ବୋଲ୍ଡ ଲୁକ୍‌ ଓ ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ଦର୍ଶକ ଓ ନିଜ ଫ୍ୟାନ୍ସଙ୍କୁ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ପୁଷ୍ପାଶୁକ୍ରବାର ସେ ଇଣ୍ଡିଆ…

Video: ପୁଣି ଆହତ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା?ମୁମ୍ବାଇ ଇଣ୍ଡିଆନ୍ସକୁ ନେଇ ଆସିଲା ବଡ଼ ଖବର…

ନୂଆଦିଲ୍ଲୀ,୧୫।୩: ଆଇପିଏଲ୍‌ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ନିଷ୍ପତ୍ତି ନେଇ ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇ ଦେଇଥିଲା। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ…

ସିଏଏ ଆମର ଆଭ୍ୟନ୍ତରୀଣ ମାମଲା, ଯିଏ ଭାରତକୁ ନ ବୁଝନ୍ତି ଜ୍ଞାନ ନ ଦିଅନ୍ତୁ; ଆମେରିକାକୁ କଡ଼ା ଭାଷାରେ ଜବାବ ଦେଲା ଭାରତ…

ନୂଆଦିଲ୍ଲୀ,୧୫।୩: ନାଗରିକତ୍ୱ ସଂଶୋଧନ ଅଧିନିୟମ(ସିଏଏ)କୁ ନେଇ ଆମେରିକା ଦେଇଥିବା ବୟାନକୁ ଭୁଲ ଏବଂ ଅନୁଚିତ ବୋଲି କହିଛି ଭାରତ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସଓ୍ବାଲ କହିଛନ୍ତି ଯେ, ସିଏଏ ୨୦୧୯ ଭାରତର ଆଭ୍ୟନ୍ତରୀଣ ବିଷୟ। ଏହାର ଲାଗୁ ହେବାକୁ ନେଇ…

ଋଷିଆରେ ନିର୍ବାଚନ: କେରଳରେ ହେଉଛି ଭୋଟିଂ! ଜାଣନ୍ତୁ କାହିଁକି

ଥିରୁଭାନନ୍ତପୁରମ୍‌,୧୫।୩: କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏବର୍ଷ ନିର୍ବାଚନୀ ବର୍ଷ। ଭାରତରେ ଆଉ ମାସକ ପରେ ନିର୍ବାଚନ ହେବାକୁ ଥିବାବେଳେ ଦେଶର ବନ୍ଧୁରାଷ୍ଟ୍ର ଋଷିଆରେ ନିର୍ବାଚନ ଆରମ୍ଭ ହୋଇଛି। ଋଷିଆ ଜନସାଧାରଣ ବୁଥ୍‌କୁ ଯାଇ ଭୋଟିଂ କରୁଛନ୍ତି। ହେଲେ ସବୁଠାରୁ…

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଏସପି, ଟିଏମସିକୁ ଦେଲା ଗୋଟିଏ ସିଟ୍‌

ନୂଆଦିଲ୍ଲୀ,୧୫।୩: ସମାଜବାଦୀ ପାର୍ଟି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥର ସମାଜବାଦୀ ପାର୍ଟି ୭ ଜଣ ପ୍ରାର୍ଥୀ ଘୋଷଣା କରିଛିି। ଏହାପୂର୍ବରୁ ୩୧ ଜଣ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ତାଲିକାରେ ଏସପି…

କଂଗ୍ରେସର ଦେଲା ନୂଆ ସ୍ଲୋଗାନ୍‌… ‘ହାଥ୍‌ ବଦ୍‌ଲେଗା ହାଲାତ୍‌’

ନୂଆଦିଲ୍ଲୀ,୧୫।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ନୂଆ ସ୍ଲୋଗାନ ଦେଇଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବାର ଠିକ୍‌ ପୂର୍ବରୁ କଂଗ୍ରେସ ‘ହାଥ୍‌ ବଦ୍‌ଲେଗା ହାଲାତ୍‌’ ଅର୍ଥାତ ଦେଶର ସ୍ଥିତି ବଦଳାଇବାକୁ ସ୍ଲୋଗାନ ଦେଇଛି। କହିରଖୁଛୁ, କେନ୍ଦ୍ରର ମୋଦି ସରକାରଙ୍କ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ୍‌ଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୫।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଝଟ୍‌କା। ଇଡିର ଅଭିଯୋଗକ୍ରମେ ଏସିଏମ୍‌ଏମ୍‌ କୋର୍ଟ ଦ୍ୱାରା ଜାରି କରାଯାଇଥିବା ସମନ ଉପରେ ରୋକ ଲଗାଇବାକୁ ରାଉସ୍‌ ଆଭେନ୍ୟୁ କୋର୍ଟ ମନା କରିଦେଇଛନ୍ତି। ଏବେ କେଜ୍‌ରିଓ୍ବାଲଙ୍କୁ ମାର୍ଚ୍ଚ ୧୬ରେ ଅତିରିକ୍ତ ମୁଖ୍ୟ ମହାନଗର ନିଗମ…

ଇଡି ଚଢାଉବେଳେ ନିର୍ବାଚନୀ ବଣ୍ଡ କିଣିଛନ୍ତି ଏହି ଦିଗ୍‌ଗଜ ଖଣି-ଷ୍ଟିଲ କମ୍ପାନୀ, ଓଡିଶା ସହ ରହିଛି ଲିଙ୍କ୍‌

ନୂଆଦିଲ୍ଲୀ,୧୫।୩: ଲୋକସଭା ନିର୍ବାଚନ ଘୋଷଣାର ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଆୟୋଗ ଇଲୋକ୍ଟରଲ ବଣ୍ଡର ଡାଟା ଓ୍ବେବସାଇଟ୍‌ରେ ସାର୍ବଜନୀନ କରିଛନ୍ତି। ଆୟୋଗ, ଏସବିଆଇରୁ ବଣ୍ଡ କିଣିଥିବା ଓ ବଣ୍ଡ କିଣିଥିବା ରାଜନୈତିକ ଓ ସବୁ କମ୍ପାନୀର ନାମ ଓ୍ବେବସାଇଟରେ ଅପଲୋଡ କରିଛନ୍ତି।…

ସର୍ବାଧିକ ଇଲୋକ୍ଟରଲ ବଣ୍ଡ କିଣିଥିବା ଏହି କମ୍ପାନୀକୁ ମିଳିଥିଲା ୧୪ହଜାର କୋଟି ଟଙ୍କାର ଟେଣ୍ଡର

ନୂଆଦିଲ୍ଲୀ,୧୫।୩: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ଆୟୋଗ ଶୁକ୍ରବାର ଇଲୋକ୍ଟରଲ ବଣ୍ଡର ବିବରଣୀ ନିଜ ଓ୍ବେବସାଇଟ୍‌ରେ ଅପଲୋଡ କରିଛନ୍ତି। ସବୁଠାରୁ ଅଧିକ ନିର୍ବାଚନୀ ବଣ୍ଡ କିଣିଥିବା କମ୍ପାନୀର ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ରହିଛି ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ କମ୍ପାନୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?