Posted inଜାତୀୟ

ନିର୍ବାଚନ ପୂର୍ବରୁ ଆସାମରେ କଂଗ୍ରେସକୁ ଝଟକା!

ଗୁଆହାଟି,୧୫।୩: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଆସାମର ବାରପେଟାରୁ ଦଳର ଏମପି ଅବଦୁଲ ଖାଲିକ ଦଳ ଛାଡିଛନ୍ତି। ଟିକେଟ ବାତିଲ ହେତୁ ସେ ଏହି ପଦକ୍ଷେପ ନେଇଥିବା କୁହାଯାଉଛି।
ଅବଦୁଲ ଖାଲିକ ବର୍ତ୍ତମାନ ବାରପେଟା ଲୋକ ସଭା ଆସନରୁ ଏମପି ଅଛନ୍ତି, କିନ୍ତୁ ଦଳ ତାଙ୍କୁ ଏଥର ଟିକେଟ ଦେଇନାହାଁନ୍ତି। ତାଙ୍କ ସ୍ଥାନରେ ଆସାମପ୍ରଦେଶ କଂଗ୍ରେସ ସେବା ଦଳ ସଭାପତି ଦୀପ ବୟାନଙ୍କୁ ଏହି ଆସନ ଦିଆଯାଇଛି। ଟିକେଟ ଘୋଷଣା ହେବା ମାତ୍ରେ ଆଲୋଚନା ଆରମ୍ଭ ହୋଇଥିଲା ଯେ ଅବଦୁଲ ଖାଲିକ ଦଳ ଛାଡିପାରନ୍ତି। ଟିକେଟ ପ୍ରତ୍ୟାଖ୍ୟାନ କରାଯିବା ପରେ ଅବଦୁଲ ଖାଲିକ କହିଥିଲେ ଯେ ଆସାମରେ ମୁସଲମାନ ସମ୍ପ୍ରଦାୟକୁ କଂଗ୍ରେସ ଅବହେଳା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି 

ପାଟନା,୧୫।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅସୁସ୍ଥ ହୋଇପଡ଼ିଛନ୍ତି। ଶନିବାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସକାଳେ ତାଙ୍କ ହାତରେ...

ବଦ୍ରିନାଥ ଯାଉଥିବା ବେଳେ ଅଳକାନନ୍ଦା ନଦୀକୁ ଖସିଲା ଟାଭେଲର୍‌; ୧୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୮ ଗୁରୁତର

ଡେରାଡୁନ,୧୫।୬: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର୍‌ ଅଳକାନନ୍ଦା ନଦୀକୁ ଖସି ପଡ଼ିବା ଯୋଗୁ ୧୨ ଜଣଙ୍କ...

କର୍ମଚାରୀଙ୍କୁ ବଡ଼ ଝଟ୍‌କା, ଆଗୁଆ ଟଙ୍କା ଉଠାଣ ସୁବିଧା ବନ୍ଦ କଲା EPFO !

ନୂଆଦିଲ୍ଲୀ,୧୫।୬: ସମଗ୍ର ଦେଶରେ କରୋନା ମହାମାରୀ ସମୟରେ ଦିଆଯାଇଥିବା କୋଭିଡ୍‌ ଅଗ୍ରୀମ ଟଙ୍କା ଉଠାଇବା ସୁବିଧାକୁ ବର୍ତ୍ତମାନ ବନ୍ଦ କରିଛି ଇପିଏଫ୍‌ଓ। ଦେଶରେ ଏବେ କରୋନା...

ଛତିଶଗଡରେ ୮ ନକ୍ସଲଙ୍କୁ ଏନକାଉଣ୍ଟର, ଜଣେ ଯବାନ ସହିଦ

ମାଲକାନଗିରି,୧୫।୬( ଦୁର୍ଯ୍ୟୋଧନ ପାତ୍ର ): ଛତିଶଗଡ ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲା ଜଙ୍ଗଲରେ ନକ୍ସଲ ଓ ସୁରକ୍ଷା ବଳ ମଧ୍ୟରେ ବଡ଼ ଏନକାଉଣ୍ଟର ହୋଇଛି। ଏହି...

ଓ୍ବାୟନାଡରୁ ନିର୍ବାଚନ ଲଢିବେ କି ପ୍ରିୟଙ୍କା? ଇସାରାରେ ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୧୫।୬: ଲୋକ ସଭା ନିର୍ବାଚନରେ କଂଗ୍ରେସ ନିଜର ଆସନ ବୃଦ୍ଧି କରିଛି। ଏଥର ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେରଳର ଉଭୟ ୱାୟନାଡ ଲୋକ...

ୟୁଟ୍ୟୁବର ଏହି ଥମ୍ବନେଲରେ ହେବ ଖୁବ ରୋଜଗାର, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୫।୬: ୟୁଟ୍ୟୁବର୍ସ ଏହାର କ୍ରିଏଟରଙ୍କୁ ଧ୍ୟାନରେ ରଖି ୟୁଟ୍ୟୁବ ‘ଥମ୍ବନେଲ ଟେଷ୍ଟ ଆଣ୍ଡ କମ୍ପେୟାର’ ନାମକ ଏକ ନୂତନ ଉପକରଣ ବାହାର କରିଛି। ୟୁଟ୍ୟୁବ ବ୍ୟବହାରକାରୀଙ୍କ...

କାହିଁକି ବିହାର ଯିବାକୁ ତରବର ହେଉଛନ୍ତି ମୋଦି, ନିଆଯାଇପାରେ କି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଲାଭ ଲଶ୍କରଙ୍କ ସହ ଜୁନ ୧୯ରେ ରାଜଗିର ଆନ୍ତର୍ଜାତୀୟ ନାଲନ୍ଦା ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେବେ। ସୂଚନାନୁସାରେ, ନାଲନ୍ଦା ବିଶ୍ୱବିଦ୍ୟାଳୟର...

ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିଯିବ ଏନଡିଏ ସରକାର, ଖାର୍ଗେଙ୍କ ବୟାନକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୧୫।୬: ଲୋକ ସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସର ମନୋବଳ ଅଧିକ ଶକ୍ତିଶାଳୀ ହୋଇଛି। ଯଦିଓ ଏନଡିଏ ମିଳିତ ମଞ୍ଚ ସରକାର ଗଠନ କରିଛି, I.N.D.I....

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri