Home

ଭାଜପା ବିରୋଧରେ ନିର୍ବାଚନ ଲଢିବାକୁ ଘୋଷଣା କଲେ ଈଶ୍ୱରପ୍ପା

ବେଙ୍ଗାଲୁରୁ,୧୬।୩: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା କେ.ଏସ .ଈଶ୍ୱରପ୍ପା ଶୁକ୍ରବାର (୧୫ ମାର୍ଚ୍ଚ) ଶିମୋଗା ଆସନରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ଆଗାମୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ତାଙ୍କ ପୁଅ କେ ଇ କାନ୍ତେଶଙ୍କୁ…

ସାରା ବିଶ୍ୱରେ ସର୍ବାଧିକ ଭୋଟର ଭାରତରେ, ଏଥର ଏତେ କୋଟି ଲୋକ ଦେବେ ପ୍ରଥମ ଥର ଭୋଟ

ନୂଆଦିଲ୍ଲୀ,୧୬।୩: ଆଜି ଦେଶରେ ବାଜିବ ଲୋକସଭା ନିର୍ବାଚନର ବିଗୁଲ। ଶନିବାର ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବେ। ଦେଶରେ ଆରମ୍ଭ ହେବ ନିର୍ବାଚନର ମହୋତ୍ସବ। ଭୋଟର ସ୍ଥିର କରିବ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ କାହା ହାତରେ କ୍ଷମତାର କମାଣ…

ମୋଦି ସରକାରଙ୍କ ବଡ ବଡ ଆକ୍ସନ, ୟାସିମ ମଲିକଙ୍କ ଦଳ ଉପରେ ୫ ବର୍ଷ ପାଇଁ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୬।୩: କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ସଂଗଠନ ଉପରେ ପ୍ରତିବନ୍ଧକକୁ ବଢାଇ ନରେନ୍ଦ୍ର ମୋଦି ସରକାର ଶନିବାର ଘୋଷଣା କରିଛନ୍ତି ଯେ ‘ଜାମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ’ ୫ବର୍ଷ ପାଇଁ ଏକ ‘ବେଆଇନ ସଂଗଠନ’ ହେବ। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ…

ବଡ ଘୋଷଣା କରିପାରନ୍ତି ନବୀନ, ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୬।୩: ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହା ଚଳିତ ସରକାରର ଶେଷ କ୍ୟାବିନେଟ । ତେବେ ଏହି କ୍ୟାବିନେଟରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ଯାହା ଉପରେ ରହିଛି ସମସ୍ତଙ୍କର ନଜର । ତେବେ ଯାହା…

ଉଡୁଥିବା ସମୟରେ ହଜିଗଲା ବୋଇଂ ଫ୍ଲାଇଟର ପ୍ୟାନେଲ

ଓରେଗନ,୧୬।୩: ବୋଇଙ୍ଗ ବିମାନର କିଛି ନା କିଛି ଘଟଣା ଜାରି ରହିଛି, ନିକଟରେ ୭୩୭-୮୦୦ର ଏକ କ୍ୟାବିନ ପ୍ୟାନେଲ ମଧ୍ୟଭାଗରେ ହଠାତ୍‌ ଅଦୃଶ୍ୟ ହୋଇଗଲା। ବାସ୍ତବରେ, ଗତ ଶୁକ୍ରବାର ସାନ ଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆମେରିକାର ଓରେଗନର ମେଡଫୋର୍ଡ ଅନ୍ତର୍ଜାତୀୟ ବିମାନବନ୍ଦରରେ…

ଉଦୟ ଭାଟିଆ, ମାନସୀ ଗୁପ୍ତାଙ୍କୁ ଡାଏନା ସ୍ମୃତି ପୁରସ୍କାର

ଲଣ୍ଡନ/ନୂଆଦିଲ୍ଲୀ,୧୬।୩: ଦିଲ୍ଲୀର ଇନୋଭେଟର ଉଦୟ ଭାଟିଆ ଏବଂ ହରିୟାଣାର ମାନସିକ ସ୍ବାସ୍ଥ୍ୟ ପ୍ରଚାରକ ମାନସୀ ଗୁପ୍ତା, ଡାଏନା ମେମୋରିଆଲ ପୁରସ୍କାରରେ ସମ୍ମାନିତ ବିଶ୍ୱର ୨୦ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି। ୱେଲ୍ସର ସ୍ବର୍ଗତ ରାଜକୁମାରୀଙ୍କ ସ୍ମୃତିରେ ପ୍ରତିଷ୍ଠିତ ଡାଏନା ପୁରସ୍କାର ଚ୍ୟାରିଟି ଏହାର…

କୋର୍ଟରେ ହାଜର ହେଲେ କେଜରିଓ୍ବାଲ, ଜାମିନ ଆବେଦନ ମଞ୍ଜୁର

ନୂଆଦିଲ୍ଲୀ,୧୬।୩: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ରାଉଜ ଆଭେନ୍ୟୁ କୋର୍ଟରେ ପହଞ୍ଚିଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ସେ କୋର୍ଟରେ ହାଜର ହେବେ। କିଛି ସମୟ ମଧ୍ୟରେ ସେ…

ଡ୍ୟୁକୋର ସ୍ପ୍ରିଙ୍ଗ୍‌-ସମର କଲେକ୍ସନ

ଭୁବନେଶ୍ୱର,୧୬।୩: ଡ୍ୟୁକୋ ଫ୍ୟାଶନ୍ସ (ଇଣ୍ଡିଆ) ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ନୂତନ ସଂଗ୍ରହ ‘ସ୍ପ୍ରିଙ୍ଗ୍‌-ସମର କଲେକ୍ସନ’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବ୍ରାଣ୍ଡ୍‌ର ଲାଟେଷ୍ଟ ସମର କଲେକ୍ସନ-୨୦୨୪ରେ ସବୁ ବର୍ଗର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଓ ଗୁଣାତ୍ମକମାନର ପୋଷାକ…

ସୁସ୍ଥ ଜୀବନଯାପନକୁ ଗୁରୁତ୍ୱ

ଭୁବନେଶ୍ୱର,୧୬।୩: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଜୀବନଯାପନ ଅତିବାହିତ କରିବା ଏକ ପ୍ରମୁଖ ସମସ୍ୟା ପାଲଟିଛି। ଫଳରେ ସବୁବର୍ଗର ଲୋକ ନାନା ପ୍ରକାର ରୋଗର ଶିକାର ହେଉଥିବାବେଳେ କିଡ୍‌ନୀ ରୋଗ ସେଥିମଧ୍ୟରୁ ଅନ୍ୟତମ ବୋଲି କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ…

ନୂଆ ରୂପରେ ଚନ୍ଦ୍ରଶେଖରପୁର ତନିସ୍କ ଷ୍ଟୋର

ଭୁବନେଶ୍ୱର,୧୬।୩ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଗହଣା ରିଟେଲ ବ୍ରାଣ୍ଡ୍‌ ତନିସ୍କର ସର୍ବବୃହତ୍‌ ଆଉଟ୍‌ଲେଟ୍‌ ‘ଚନ୍ଦ୍ରଶେଖରପୁର ତନିସ୍କ ଷ୍ଟୋର’ର ପୁନଃ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଷ୍ଟୋର ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।…

ଫ୍ଲୋ ଉଇ-ପିଚ୍‌ ଇନୋଭେଶନ ଚ୍ୟାଲେଞ୍ଜ

ଭୁବନେଶ୍ୱର,୧୬।୩:ଓଡ଼ିଶା ସରକାରଙ୍କ ଷ୍ଟାର୍ଟଅପ୍‌ ଓଡ଼ିଶା ଓ ଫିକି ଫ୍ଲୋର ମିଳିତ ସହଯୋଗରେ ଏକ ରାଜ୍ୟସ୍ତରୀୟ ‘ଫ୍ଲୋ ଉଇ-ପିଚ୍‌ ଇନୋଭେଶନ ଚ୍ୟାଲେଞ୍ଜ ’ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ବିଶେଷକରି ଓଡ଼ିଶାରେ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତୀକରଣ କରିବା ଉଦ୍ଦେଶ୍ୟରେ ଏକ ଫ୍ଲୋ ଉଇ-ପିଚ୍‌ ଇନୋଭେଶନ…

ମଧୁବାଲାଙ୍କ ଉପରେ ହେବ ବାୟୋପିକ୍‌

ମୁମ୍ବାଇ: ଭାରତର କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀ ଉପରେ ଖୁବ୍‌ଶୀଘ୍ର ବାୟୋପିକ୍‌ ନିର୍ମାଣ ହେବାକୁ ଯାଉଛି। ‘ଡାର୍ଲିଂ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ଚିତ୍ର ନିର୍ମାତା ଜସ୍ମିତ କେ. ରିନ୍‌ ଏହି ଜୀବନୀ ଚଳଚ୍ଚିତ୍ରର ସଞ୍ଚାଳନ କରିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?