Home

ପାକିସ୍ତାନର ଆସିଲା ହୋସ୍‌! ଭାରତ ସହ ବ୍ୟବସାୟ ଆରମ୍ଭ କରିବାକୁ ଉଛନ୍ନ

ଇସଲାମାବାଦ,୨୫।୩: ପାକିସ୍ତାନର ନୂତନ ସରକାର ଭାରତ ସହ ବାଣିଜ୍ୟ ଆରମ୍ଭ କରିବାକୁ ବ୍ୟଗ୍ରତା ଦେଖାଉଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସହାକ ଦାର ଭାରତ ସହିତ ବାଣିଜ୍ୟ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ୨୦୧୯ରେ, ଭାରତ ଧାରା ୩୭୦ଏବଂ ୩୫ଏ ରଦ୍ଦ…

ଗିଲଙ୍କ ଆଗରେ ହାର୍ଦ୍ଦିକ ଫେଲ! ହାରୁଥିବା ବାଜି ଜିତିଲା ଗୁଜରାଟ

ଅହମ୍ମଦାବାଦ,୨୫।୩: ଶୁବମନ ଗିଲଙ୍କ କ୍ୟାପଟେନଶିପରେ ଗୁଜୁରାଟ ଟାଇଟାନ୍ସ (ଜିଟି) ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ ୨୦୨୪ର ପଞ୍ଚମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ (MI) କୁ୬ରନରେ ପରାସ୍ତ କରିଛି। ଗୁଜୁରାଟ ପାଇଁ ଉମେଶ ଯାଦବ ଗତ ଓଭରରେ…

ସେ ଆଗ ଅପେକ୍ଷା ଅଧିକ ଭୟଙ୍କର ହୋଇଯାଇଛନ୍ତି, କେଜରିଓ୍ବାଲଙ୍କ ମାମଲାରେ ମୋଦିଙ୍କୁ ଟାର୍ଗେଟ କଲେ ସଞ୍ଜୟ

ନୂଆଦିଲ୍ଲୀ,୨୫।୩: ମହାରାଷ୍ଟ୍ରର ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ କହିଛନ୍ତି, ‘ଦିଲ୍ଲୀର ରାମଲିଲା ମଇଦାନରେ ଇଣ୍ଡିଆ ଆଲାଇନ୍ସ ଏକ ବିକ୍ଷୋଭ ପ୍ରଦର୍ଶନ କରୁଛି। ଆମେ ସମସ୍ତେ ସେହି ରାଲିରେ ଯୋଗଦେବୁ। ପ୍ରଧାନମନ୍ତ୍ରୀ ମୋଦି ଅରବିନ୍ଦ କେଜରିୱାଲଙ୍କୁ ଭୟ କରୁଛନ୍ତି। ବର୍ତ୍ତମାନ ଅରବିନ୍ଦ…

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ ରହିଛି। ସେ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ ରବର୍ଟ୍‌ ବେନ୍‌ସନ୍‌। ଆମେରିକାସ୍ଥିତ ହାର୍ଭାର୍ଡ ମେଡିକାଲ…

ଲଣ୍ଡନରେ ସଡ଼କ ଦୁର୍ଘଟଣାର ଶିକାର ହେଲେ ଭାରତୀୟ ଛାତ୍ରୀ

ଲଣ୍ଡନ,୨୫।୩: ଲଣ୍ଡନରେ ଏକ ସଡ଼କ ଦୁର୍ଘଟଣାରେ ୩୩ ବର୍ଷୀୟ ଭାରତୀୟ ଛାତ୍ରୀ ଚିସ୍ତା କୋଚରଙ୍କ ମୃତ୍ୟୁ ଘଟିଛି। ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ପିଏଚଡି କରୁଥିବା ଚିସ୍ତା ସାଇକେଲରେ ତାଙ୍କ ଘରକୁ ଯାଉଥିବାବେଳେ ଏକ ଲୋରୀ (ଟ୍ରକ) ତାଙ୍କ ସାଇକେଲକୁ ଧକ୍କା…

ହୋଲିର ଶୁଭକାମନା ଜଣାଇଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, ଇସ୍ରାଏଲ ରାଷ୍ଟ୍ରଦୂତ କହିଲେ ଭାରତୀୟ ଆମର ପରିବାର

ନୂଆଦିଲ୍ଲୀ,୨୫।୩: ସୋମବାର ଦେଶ ସମେତ ସମଗ୍ର ବିଶ୍ୱରେ ହୋଲିର ପର୍ବ ଆନନ୍ଦ ଏବଂ ଉତ୍ସାହରେ ପାଳନ କରାଯାଉଛି। ଏହି ଅବସରରେ, ବିଦେଶର ଲୋକମାନେ ହୋଲି ରଙ୍ଗ ଏବଂ ଗୁଲାଲ ସହିତ ଖେଳୁଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ହୋଲି ପର୍ବରେ ଭାରତୀୟଙ୍କୁ…

ଉଦ୍ୟୋଗପତି ପଲ୍ଲବିଙ୍କୁ ଟିକେଟ, ଗୋଆରେ ପ୍ରଥମ ଥର ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ଭାଜପା

ପଣଜୀ,୨୫।୩: ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଲ୍ଲବି ଡେମ୍ପୋ ଗୋଆରୁ ଭାଜପା ପ୍ରାର୍ଥୀ ଭାବରେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଗୋଆ ନିର୍ବାଚନ ଇତିହାସରେ ସେ ହେଉଛନ୍ତି ପ୍ରଥମ ମହିଳା ପ୍ରାର୍ଥୀ ଯିଏ ପାର୍ଟି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।…

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ପଶ୍ଚିମବାଡ଼…

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ ପ୍ରାକୃତିକ ଔଷଧୀୟ ଫଗୁ ବଦଳରେ ବିଷାକ୍ତ, ଅସ୍ବାସ୍ଥ୍ୟକର ତଥା ମାରାତ୍ମକ ରାସାୟନିକ ରଙ୍ଗ ବ୍ୟବହାର…

ପାକିସ୍ତାନକୁ ପୁଣି ଜବାବ ଦେଲା ଭାରତ, କହିଲା ଲୋକତନ୍ତ୍ରକୁ ନେଇ ଲେକ୍ଚର ନୁହେଁ, ପ୍ରଥମେ ବନ୍ଦ କର ଆତଙ୍କବାଦୀଙ୍କ ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ/ଜେନେଭା,୨୫।୩: ଆନ୍ତଃ-ସଂସଦୀୟ ୟୁନିଅନ (ଆଇପିୟୁ) ରେ ଭାରତ ପାକିସ୍ତାନକୁ ଟାର୍ଗେଟ କରି କହିଛି ଯେ ଗଣତନ୍ତ୍ରର ଖରାପ ରେକର୍ଡ ଥିବା ଦେଶ ଲେକ୍ଚର ଦେବା ହାସ୍ୟାସ୍ପଦ। ଏହା ପ୍ରଥମେ ଜମ୍ମୁ କଶ୍ମୀରର ସୀମା ପାର୍ଶ୍ୱରେ ଥିବା ଆତଙ୍କବାଦୀ କାରଖାନା ବା ଫ୍ୟାକ୍ଟ୍ରିଗୁଡ଼ିକୁ…

ହୋଲି ମିଳନ କାର୍ଯ୍ୟକ୍ରମରେ କଂଗ୍ରେସ ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି, ବର୍ଷିଲା ବିଧା-ଗୋଇଠା

ଫରିଦାବାଦ,୨୫।୩: ରବିବାର ନୂଆଦିଲ୍ଲୀର ଫରିଦାବାଦରେ ହୋଲି ମିଳନ କାର୍ଯ୍ୟକ୍ରମ ସମୟରେ କଂଗ୍ରେସ ନେତାମାନେ ପରସ୍ପର ସହ ସଂଘର୍ଷ କରିଥିଲେ। କଥାବାର୍ତ୍ତା ଗାଳି ଗୁଲଜରୁ ଆରମ୍ଭ ହୋଇ ଏହା ମାଡପିଟକୁ ବଢିଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଅନୁଶାସନ…

ଫସଲ ଦଳିଚକଟି ନଷ୍ଟ କଲେ ହାତୀପଲ

ବୁଗୁଡ଼ା,୨୫।୩(କାଳୀଚରଣ ଦାଶ): ଦକ୍ଷିଣ ଘୁମୁସର ବନଖଣ୍ତ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳରେ ସାତ ଟିକିଆ ବଣୁଆ ହାତୀପଲର ଉପଦ୍ରବ ଘଟାଇ ବ୍ୟାପକ ଫସଲ ହାନି ଯୋଗୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଶନିବାର ବିଲମ୍ବିତ ରାତିରେ ଶଙ୍କୁରୁ ପଞ୍ଚାୟତର ଚକାବଟ, ଚିଲିଖମା ଓ ଭାଲୁଆସାହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?