କେନ୍ଦ୍ରାପଡ଼ା ବିଜେଡି ଜିଲା ସଭାପତି ହେଲେ ଧୀରେନ ସାହୁ
ଭୁବନେଶ୍ୱର,୨୦ା୨(ଅନିଲ ଦାସ)-ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଧୀରେନ କୁମାର ସାହୁଙ୍କୁ କେନ୍ଦ୍ରାପଡ଼ା ବିଜୁ ଜନତା ଦଳ ଜିଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ମଙ୍ଗଳବାର ବିଜେଡି ପକ୍ଷରୁ ଜାରି ପ୍ରେସ୍ ଇସ୍ତାହାରରେ କୁହାଯାଇଛି।…
ବୁଧବାର ନବୀନ ନିବାସ ଘେରିବ ମହିଳା କଂଗ୍ରେସ, ସାମିଲ ଦେବେ ଅଳକା ଲାମ୍ବା
ଭୁବନେଶ୍ୱର,୨୦।୨(ସୁନିତ୍ ମିଶ୍ର): ରାଜ୍ୟରେ ମହିଳାମାନଙ୍କ ପ୍ରତି ବଢୁଥିବା ହିଂସା ବିରୋଧରେ ବୁଧବାର ନବୀନ ନିବାସ ଘେରିବ ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ସୂଚନା ଦେଇଛନ୍ତି। ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ମଧ୍ୟ ଏହି କାର୍ଯ୍ୟକ୍ରମରେ…
ଅନୁଷ୍କା ପୁଣି ହେଲେ ମା‘, ବିରୁଷ୍କାଙ୍କ ଘରେ କୁନି ଶିଶୁ ପୁତ୍ର…
ମୁମ୍ବାଇ,୨୦।୨ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଘରେ ପୁଣି ହସ ଫୁଟୁଛି। ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିଛନ୍ତି। ଏଥର ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଅଭିନେତ୍ରୀ…
Reverse Mortgage Scheme: ଅବସର ପରେ ମିଳିବ ଟଙ୍କା…
ନୂଆଦିଲ୍ଲୀ,୨୦।୨ : ସମସ୍ତେ ବୃଦ୍ଧାବସ୍ଥା ପାଇଁ ଟଙ୍କା ସଞ୍ଚୟ କରିବାକୁ ଚାହାନ୍ତି କିନ୍ତୁ ଅଧିକ ମୁଦ୍ରାସ୍ଫୀତି ଯୋଗୁ ଏହା କରିବା କଷ୍ଟକର ହୋଇଥାଏ। ପିଲାମାନଙ୍କର ଶିକ୍ଷା ଏବଂ ଘରର ଖର୍ଚ୍ଚ ଏତେ ହୋଇଯାଏ ଯେ ସଞ୍ଚୟ ପାଇଁ କୌଣସି ଟଙ୍କା ରୁହେ…
ରାଜ୍ୟବାସୀଙ୍କ ଅଧାର କାର୍ଡ ଡିଆକ୍ଟିଭେଟ କରିଛନ୍ତି କେନ୍ଦ୍ର ସରକାର,ମମତାଙ୍କ ଅଭିଯୋଗର ଉତ୍ତର ଦେଲା UIDAI…
କୋଲକାତା,୨୦।୨ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗବାସୀଙ୍କ ଆଧାର କାର୍ଡକୁ ସରକାରୀ ଯୋଜନାର ଲାଭ ପାଇବାକୁ ରୋକିବା ପାଇଁ ଡିଆକ୍ଟିଭେଟ…
ମାଘରେ ତାତିଲା ଭୁବନେଶ୍ୱର, ଏବେ ଠୁ ୩୫ ଡିଗ୍ରୀ ଉପରେ ୧୫ସହର
ଭୁବନେଶ୍ୱର,୨୦।୨(ଅସମାପିକା ସାହୁ): ବୈଶାଖ-ଜ୍ୟେଷ୍ଠ ମାସ ଆସିବାକୁ ଆହୁରି ଢେର ସମୟ ବାକିଥିବାବେଳେ ଏବେ ଚାଲିଛି ମାଘ। ତା’ପରେ ଆସିବ ଫାଲଗୁନ ଓ ଚୈତ୍ର। ତା’ପରେ ଯାଇ ଆସିବ ବୈଶାଖ। କିନ୍ତୁ ଏବେଠୁ ଦାଉ ସାଜିଲାଣି ଖରା। ଆଜି ରାଜ୍ୟର ୧୫ଟି ସହରର…
ଏଇ ମାସରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀ ଯିବେ
ଭୁବନେଶ୍ୱର,୨୦।୨: ଲୋକସଭା ନିର୍ବାଚନକୁ ଆଉ ମାସ କେଇଟା ଥିବାବେଳେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ବିଜେଡି, ଭାଜପା ଓ କଂଗ୍ରେସ। କଂଗ୍ରେସର ଶୀର୍ଷ ନେତାଙ୍କ ଓଡିଶା ଗସ୍ତ ପରେ ଏବେ ଭାଜପାର ଶୀର୍ଷ ନେତୃତ୍ୱଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି ।…
EPFO REPORT: ଡିସେମ୍ବର ୨୦୨୩ରେ ବଢ଼ିଲେ ୧୫.୬୨ ଲକ୍ଷ କର୍ମଚାରୀ, ନିଯୁକ୍ତି ଦେବାରେ ଏସବୁ ୫ ରାଜ୍ୟ ଆଗୁଆ…
ନୂଆଦିଲ୍ଲୀ,୨୦।୨ : ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ମଙ୍ଗଳବାର ଦିନ ପ୍ରକାଶିତ ବେତନ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୦୨୩ ରେ ୧୫.୬୨ ଲକ୍ଷ ନୂତନ ସଦସ୍ୟ ଅବସର ପାଣ୍ଠି ସଂସ୍ଥା ଇପିଏଫଓରେ ଯୋଗ ଦେଇଛନ୍ତି। ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି…
ନିଆଁ ସାଜିଲା ବଇରି: ଜଳିଗଲା ୧୨ ବଖରା, ବାହାଘର ପାଇଁ ଥିବା ଟଙ୍କା, ସୁନା ବି ପୋଡ଼ି ପାଉଁଶ
ହାଟଡିହୀ,୨୦l୨(ଶୁଭକାନ୍ତ ନାୟକ)- କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ ପଣ୍ଡୁଆ ଗାଁର ନାଇକ ସାହିରେ ସୋମବାର ରାତିରେ ନିଆଁ ଲାଗି ୯ ପରିବାରର ୧୨ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମର ଫୁଲ ନାଇକ, ମଦନ ନାଇକ,ଦାମୋଦର ନାଇକ, ଶାନ୍ତି ନାଇକ,…
ମାର୍ଚ୍ଚ ୨ରୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପରୀକ୍ଷା, ଗବେଷଣା ପାଇଁ ଛାତ୍ରୀଛାତ୍ରଙ୍କୁ ମିଳିବ ଛାତ୍ରବୃତ୍ତି
ଭୁବନେଶ୍ବର,୨୦।୨: ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ ପାଇଁ ଆସନ୍ତା ମାର୍ଚ୍ଚ ୨ରୁ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ତିନିଦିନ ହେବ। ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୨, ୪ ଓ ୬ ତାରିଖରେ ପରୀକ୍ଷା ଦେବେ। ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ। ପ୍ରଥମ…
ଗଞ୍ଜାମରେ ସ୍ବତ୍ୱଧାରୀ ଚାଷୀଙ୍କୁ ମିଳିବ ସ୍ଥିତିବାନ ପଟ୍ଟା,ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର,୨୦।୨(ସନ୍ତୋଷ ପାଢୀ/ଦିଲୀପ ସାମଲ)- ଗଞ୍ଜାମ ଜିଲାସ୍ତରୀୟ ପଟ୍ଟା ପ୍ରଦାନ ସମାରୋହ ଛତ୍ରପୁରସ୍ଥିତ ଖେଳପଡିଆଠାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ସିକିମ ସ୍ବତ୍ୱଧାରୀ ଚାଷୀମାନଙ୍କୁ ସ୍ଥିତିବାନ ପଟ୍ଟା…
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି
କୋରାପୁଟ,୨୦।୨(ଅମିତାଭ ବେହେରା) ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୨୯ କୋଟି ଟଙ୍କାର ପ୍ରଶାସନିକ ଭବନ ସମେତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସୁନାବେଡ଼ାସ୍ଥିତ କ୍ୟାମ୍ପସରେ ଆୟୋଜିତ ଏହି ଅନଲାଇନ କାର୍ଯ୍ୟକ୍ରମରେ…
Archives


