Home

ଦିଲ୍ଲୀ ସଡ଼କରେ ସଂଗ୍ରାମ! କେଜରିଓ୍ବାଲଙ୍କ ଗିରଫକୁ ବିରୋଧ କରି ଏଏପି ଘେରିବ ପ୍ରଧାନମନ୍ତ୍ରୀ ଆବାସ

ନୂଆଦିଲ୍ଲୀ,୨୬।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫକୁ ନେଇ ମଙ୍ଗଳବାର ଶାସକ ଆମ ଆଦମୀ ପାର୍ଟି ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟରେ ରାସ୍ତାରେ ସଂଗ୍ରାମ ହୋଇପାରେ। ମୁଖ୍ୟମନ୍ତ୍ରୀଙ୍କ ଗିରଫକୁ ବିରୋଧ କରି ମଙ୍ଗଳବାର ଏଏପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଭିଡିଓ କଲରେ ପରିବାର ସହ କଥା ହେଲେ ବିରାଟ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୬।୩: ସୋମବାର ଆଇପିଏଲ ୨୦୨୪ର ଷଷ୍ଠ ମ୍ୟାଚରେ ବିରାଟ କୋହଲି ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ ଏବଂ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବରେ ବିଚାର କରାଯାଇଥିଲା। ୧୧ ଚୌକା ଓ ଦୁଇଟି ଛକା ସହାୟତାରେ…

କଙ୍ଗନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଗଲେ ସୁପ୍ରିୟା

ନୂଆଦିଲ୍ଲୀ,୨୬।୩: ୨୦୨୪ ଲୋକ ସଭା ନିର୍ବାଚନରେ ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ପ୍ରାର୍ଥୀ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଏବେ ଫସି ଯାଇଛନ୍ତି। ସର୍ବଦଳୀୟ ସମାଲୋଚନା ପରେ ସେ ଆପତ୍ତିଜନକ ପୋଷ୍ଟକୁ…

ମନ କିଣିନେବ ଭୁଟାନ ରାଜାଙ୍କ ପିଲାମାନଙ୍କ ସହ ମୋଦିଙ୍କ ଫଟୋ

ଥିମ୍ପୁ/ନୂଆଦିଲ୍ଲୀ,୨୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ଏବଂ ୨୩ ମାର୍ଚ୍ଚରେ ଭୁଟାନ ଗସ୍ତରେ ଯାଇଥିଲେ। ଭୁଟାନ ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛି। କିନ୍ତୁ ମୋଦିଙ୍କ ଏହି ଗସ୍ତର ଅର୍ଥ ଏହି ସମ୍ମାନଠାରୁ ଅଧିକ ଥିଲା। ଭାରତ ଏବଂ ଭୁଟାନ…

ପାକିସ୍ତାନର ଦ୍ୱିତୀୟ ବଡ ନୌସେନା ଏୟାର ବେସ ଉପରେ ଆକ୍ରମଣ, ଗଡିଲା ୪ ଆତଙ୍କବାଦୀଙ୍କ ମୁଣ୍ଡ

ଇସଲାମାବାଦ,୨୬।୩: ଆତଙ୍କବାଦୀମାନେ ସୋମବାର ରାତିରେ ପାକିସ୍ତାନର ବିଶୃଙ୍ଖଳିତ ବାଲୁଚିସ୍ତାନ ପ୍ରଦେଶର ତୁର୍ବତ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନାଭାଲ ଏୟାର ବେସ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସୁରକ୍ଷା ବାହିନୀ ନୌସେନାର ଏୟାରବେସ ଉପରେ ହୋଇଥିବା…

ବିଗିଡିଲା ବାହୁବଳୀ ମୁଖତାର ଅନ୍‌ସାରୀଙ୍କ ସ୍ବାସ୍ଥାବସ୍ଥା, ଆଇସିୟୁରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: ବାହୁବଳୀ ନେତା ମୁଖତାର ଅନସାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ବୃନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ଏବେ ମେଡିକାଲ କଲେଜର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଏହାକୁ ନେଇ ମେଡିକାଲ କଲେଜରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି…

‘ଅନ୍ଧାରରେ ରାହୁଲ ଗାନ୍ଧୀଙ୍କ ଭବିଷ୍ୟତ’

ଗୁଆହାଟୀ,୨୬।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ କିଛି ଦିନ ବାକି ଅଛି । ଆସାମରେ ଭୋଟ ପୂର୍ବରୁ ନିର୍ବାଚନ ପ୍ରଚାରରେ ନିୟୋଜିତ ରାଜନୈତିକ ଦଳ ସେମାନଙ୍କ ପ୍ରତିପକ୍ଷଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହି…

ସକାଳେ ଛାଡିଥିଲେ ବିଜେଡି, ସନ୍ଧ୍ୟାରେ ଭାଜପାରେ ହେଲେ ସାମିଲ

ଭୁବନେଶ୍ୱର,୨୫।୩: ବିଜେଡିରୁ ଇସ୍ତଫା ଦେଇଥିବା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ସାରେ ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ଗଞ୍ଜାମରେ ଭାଜପା ବେଶ୍‌ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ଅଛନ୍ତି। ରାଜ୍ୟ ବିଜେପି…

ଅବଶିଷ୍ଟ ମ୍ୟାଚଗୁଡିକର କାର୍ଯ୍ୟସୂଚୀ ପ୍ରକାଶ: ଜାଣନ୍ତୁ କେବେ, କେଉଁଠାରେ ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ,୨୫।୩: ଆଇପିଏଲ ୨୦୨୪ ସିଜିନ ଆରମ୍ଭ ହୋଇଛି । ଲୋକ ସଭା ନିର୍ବାଚନ ହେତୁ ବିସିସିଆଇ ଆଇପିଏଲର ୧୭ ତମ ସିଜିନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରି ନ ଥିଲା। କିନ୍ତୁ ବର୍ତ୍ତମାନ ବୋର୍ଡ ପରବର୍ତ୍ତୀ କାର୍ଯ୍ୟସୂଚୀ ପ୍ରକାଶ କରିଛି। ୧୭ତମ…

ଜୟପୁରରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଜୟପୁର,୨୫।୩: ରାଜସ୍ଥାନର ଜୟପୁର ସହରୀ ଲୋକ ସଭା ଆସନରେ କଂଗ୍ରେସ ପାଇଁ ଅସୁବିଧା ଉପୁଜିଛି। ତେବେ ପାର୍ଟି ହାଇକମାଣ୍ଡ ଶୀଘ୍ର ଟିକେଟ ବଣ୍ଟନ ନିଷ୍ପତ୍ତି ବଦଳାଇ ପ୍ରତାପ ଖାଚରିଆୱାସଙ୍କୁ ଏହାର ପ୍ରାର୍ଥୀ ଘୋଷଣା କରିଥିଲେ। ବାସ୍ତବରେ କଂଗ୍ରେସ ପାର୍ଟି ଗତ ସପ୍ତାହରେ…

ଭାଜପାର ମାଷ୍ଟର ଷ୍ଟ୍ରୋକ୍‌, ମହୁଆଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଲେ ରାଜମାତା

କୋଲାକାତା,୨୫।୩: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ଭାରତୀୟ ଜନତା ପାର୍ଟି(ଭାଜପା) ରବିବାର (୨୪ ମାର୍ଚ୍ଚ) ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ୧୧୧ ପ୍ରାର୍ଥୀଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଦଳ ପଶ୍ଚିମବଙ୍ଗର କୃଷ୍ଣନଗର…

ହୋଇଗଲା ଘର ବାହୁଡା…, ଭାଜପାରେ ସାମିଲ ହେଲେ ଖଣି ବ୍ୟବସାୟୀ ଜନାର୍ଦ୍ଦନ ରେଡ୍ଡୀ

ବେଙ୍ଗାଲୁରୁ,୨୫।୩: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ଖଣି ବ୍ୟବସାୟୀ ଜି ଜନାର୍ଦ୍ଦନ ରେଡ୍ଡୀ ସୋମବାର ଲୋକ ସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଗତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ରେଡ୍ଡୀ ଭାଜପା ସହିତ ତାଙ୍କର ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?