‘ପଶ୍ଚିମବଙ୍ଗରେ ନମ୍ବର-୧, ସାଉଥରେ କରିବ କମାଲ,’ ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ ଶୁଣି ଭାଜପା କ୍ୟାମ୍ପରେ ଖୁସିର ଲହରୀ
ନୂଆଦିଲ୍ଲୀ,୮।୪: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ରବିବାର (ଏପ୍ରିଲ ୭) ଦାବି କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ନିଜର ଆସନ ବୃଦ୍ଧି କରିବ ଏବଂ ଦକ୍ଷିଣ ଏବଂ ଉତ୍ତର ପୂର୍ବ ଭାରତରେ ଭୋଟ…
କଙ୍ଗନାଙ୍କୁ ଟକ୍କର ଦେବେ ପ୍ରିୟଙ୍କା!
ନୂଆଦିଲ୍ଲୀ,୮।୪: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ପ୍ରାର୍ଥୀ କରିଛି। ଭାଜପାର ଏହି ନିଷ୍ପତ୍ତି ପରେ ରାଜନୀତି ହୋଇଛି ସରଗରମ। ତେବେ କଙ୍ଗନା ଭାଜପାର ପ୍ରାର୍ଥୀ ହେବା ପରେ ଲାଗାତାର ଭାବେ କଂଗ୍ରେସ…
ଭାଜପା କେବେ ଜାରି କରିବ ଘୋଷଣାପତ୍ର, ଆସିଲା ଅପଡେଟ
ନୂଆଦିଲ୍ଲୀ,୮।୪: ଲୋକ ସଭା ନିର୍ବାଚନ ପାଇଁ ଭାଜପାର ମନିଫେଷ୍ଟୋକୁ ନେଇ ବଡ ତଥ୍ୟ ସାମ୍ନାକୁ ଆସିଛି। ଯଦି ବିଶେଷ ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ଭାରତୀୟ ଜନତା ପାର୍ଟି ଚଳିତ ସପ୍ତାହରେ ଲୋକ ସଭା ନିର୍ବାଚନ ସମ୍ପର୍କରେ ନିଜର ମନିଫେଷ୍ଟୋ କିମ୍ବା…
ପୁଅକୁ ଭୋଟ୍ ଦେବା ପାଇଁ କହିବି: ସୁର
ଭୁବନେଶ୍ୱର,୮ା୪: କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଏଷନଇ ସୁର ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଁ ଅନ୍ୟ ଦଳ ପାଇଁ ପ୍ରଚାର କରିନାହିଁ। ମରିବା ପର୍ଯ୍ୟନ୍ତ କଂଗ୍ରେସରେ ହିଁ…
ନିର୍ବାଚନ ଲଢ଼ିବାକୁ ନେତା ପାଉନାହାନ୍ତି ବିଜେଡି, ଭାଜପା
ଭୁବନେଶ୍ୱର,୮।୪(ସୁନିତ୍ ମିଶ୍ର):ନିର୍ବାଚନ ଲଢ଼ିବା ପାଇଁ ବିଜେଡି ଓ ଭାଜପା ନେତା ପାଉନାହାନ୍ତି, ସେଥିଲାଗି କଂଗ୍ରେସରୁ ନେତାଙ୍କୁ ନେଇ ଟିକେଟ ଦେଉଛନ୍ତି। କଂଗ୍ରେସ ନେତା ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ବିଶ୍ୱରଞ୍ଜନ…
କଟକରେ ରାଜନୈତିକ ପାଣିପାଗ ଉଷ୍ମ: ଭାଜପା, କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣାକୁ ଅପେକ୍ଷା
କଟକ,୮ା୪(ଶିଳ୍ପା ପ୍ରିୟଦର୍ଶିନୀ):କଟକରେ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ବାରବାଟୀ-କଟକ ପାଇଁ ବିଜେଡି ପକ୍ଷରୁ ୨ ଦିନ ତଳେ ପ୍ରକାଶ ବେହେରାଙ୍କ ନାମ ଘୋଷଣା କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ବିଜେଡି…
ବିଜେଡି ଛାଡ଼ିଲେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ
ଅମରପାଲି,୮ା୪(ପୀତାମ୍ବର ସାହୁ): ସୋମବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଏବଂ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ଯୁବ ସଭାପତି ନାରାୟଣ ଲୁହା ଓ ତାଙ୍କ ଶତାଧିକ ସମର୍ଥକ। ଏନେଇ ଏକ ଖବରଦାତା ସମ୍ମିଳନୀରେ ସୂଚନା…
ରାହୁଲ ଗାନ୍ଧୀ ଜଣେ ଧୈର୍ଯ୍ୟହୀନ ବ୍ୟକ୍ତି, କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୮।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ଧୈର୍ଯ୍ୟହୀନ ବ୍ୟକ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି। ସରମା କହିଛନ୍ତି, ଆସାମର ସଂସ୍କୃତି ବିଷୟରେ ରାହୁଲ ଗାନ୍ଧୀ ବେଶୀ କିଛି ଜାଣନ୍ତି ନାହିଁ। ଆସାମ ବିଷୟରେ ଜାଣିବାକୁ ରାହୁଲ…
ବିଜେଡି ଛାଡ଼ିଲେ ପୂର୍ବତନ ଏମ୍ପି ପ୍ରଭାସ ସିଂ
ବରଗଡ଼,୮ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପୂର୍ବରୁ ବରଗଡ଼ ଜିଲା ବିଜେଡିକୁ ବଡ଼ ଝଟ୍କା ଲାଗିଛି। ବିଜେଡିର ଜିଲା ସଭାପତି ତଥା ପୂର୍ବତନ ଲୋକ ସଭା ଏମ୍ପି ଡକ୍ଟର ପ୍ରଭାସ ସିଂ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ତଥା…
ରାଗରେ ନିଆଁବାଣ ହେଲେ ଶୁବମନ ଗିଲ
ନୂଆଦିଲ୍ଲୀ,୮।୪:ଗୁଜରାଟ ଟାଇଟାନ୍ସକୁ ଆଇପିଏଲ୍ ୨୦୨୪ର ପଞ୍ଚମ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି। ଗୁଜୁରାଟକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ପରାସ୍ତ କରିଛି। ଏହି ପରାଜୟ ପରେ ଗୁଜରାଟ ଅଧିନାୟକ ଶୁବମନ ଗିଲ ରାଗରେ ନିଆଁବାଣ ହୋପଡିଛନ୍ତି। ଗିଲ କହିଛନ୍ତି, ଆମକୁ ଭଲ…
ସ୍ମୃତିଙ୍କ ଅଭିଯୋଗ, ରାହୁଲ ଓ୍ବାୟନାଡରେ ହିନ୍ଦୁଙ୍କୁ ହତ୍ୟା କରିବାକୁ ତାଲିକା ପ୍ରସ୍ତୁତ କରୁଥିବା ପିଏଫଆଇକୁ କରୁଛନ୍ତି ସମର୍ଥନ
ନୂଆଦିଲ୍ଲୀ,୮।୪: ଆମେଠିର ଭାଜପା ଏମପି ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କ ଉପରେ ଖୁବ ବର୍ଷିଛନ୍ତ। ସ୍ମୃତି ଇରାନୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ୱାୟାନାଡରେ ନିର୍ବାଚନ ଲଢିବା ପାଇଁ ହିନ୍ଦୁମାନଙ୍କୁ ହତ୍ୟା କରିବା ପାଇଁ ତାଲିକା ପ୍ରସ୍ତୁତ…
‘କେଜରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଉ’, ଆବେଦନକାରୀଙ୍କୁ ଝଟ୍କା, ଲାଗିପାରେ ଜରିମାନା
ନୂଆଦିଲ୍ଲୀ,୮।୪: ସୋମବାର ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ନେଇ କରାଯାଇଥିବା ଦାବି ଉପରେ ଏକ ଝଟକା ଦେଇଛନ୍ତି। ଏହା ପ୍ରଚାର ପାଇଁ କରାଯାଉଛି ବୋଲି ହାଇକୋର୍ଟ କହିଛନ୍ତି। ଆମେ ଆବେଦନକାରୀଙ୍କ ଉପରେ ଜରିମାନା ଲଗାଇବୁ।…

