Home

ବରୁଣେଇ ପୀଠରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଖୋର୍ଦ୍ଧା, ୧୪।୩(ପ୍ରଭାତ ପାଣିଗ୍ରାହୀ): ସଂକ୍ରାନ୍ତିରେ ଖୋର୍ଦ୍ଧା ପ୍ରସିଦ୍ଧ ମା’ ବରୁଣେଇ ପୀଠରେ ପହଞ୍ଚିଛନ୍ତି ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ। ସେଠାରେ ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ସେ ବେଢା ପରିକ୍ରମା କରିଛନ୍ତି। ଏହାପରେ ମନ୍ଦିରର ରୂପାନ୍ତରଣ ନେଇ…

ସୁପ୍ରିମକୋର୍ଟଙ୍କ ବଡ ରାୟ, ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ

ନୂଆଦିଲ୍ଲୀ,୧୪।୩: ଠିକା କର୍ମଚାରୀଙ୍କୁ ନେଇ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, କୌଣସି ବ୍ୟକ୍ତି ଯଦି କୌଣସି ପଦବୀରେ ୧୨ମାସ ଅର୍ଥାତ୍‌ ବର୍ଷେ ଯାଏଁ ସ୍ଥାୟୀ କାମ କରୁଛନ୍ତି ତେବେ ସେମାନଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ପଡିବ।…

ରୂପ୍ରାରୋଡ୍‌ ରେଳ ଷ୍ଟେଶନରେ ମିଳୁନି ପାନୀୟ ଜଳ, ଯାତ୍ରୀ ହନ୍ତସନ୍ତ

ନର୍ଲା,୧୪ା୩(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୂପାରୋଡ୍‌ ରେଳଷ୍ଟେଶନ ପ୍ଲାଟ୍‌ଫର୍ମରେ ପାନୀୟ ଜଳର ବ୍ୟବସ୍ଥା ନ ଥିବାରୁ ଯାତ୍ରୀମାନେ ଶୋଷରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ପ୍ରାପ୍ତ ସୂଚନାନୁଯାୟୀ, ଏହି ପ୍ଲାଟ୍‌ଫର୍ମରେ ପାଣି ପୋଷ୍ଟରେ…

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ନେଇ ରାଷ୍ଟ୍ରପତିଙ୍କ ନିକଟରେ ରିପୋର୍ଟ ଦାଖଲ କଲେ ରାମନାଥ କୋବିନ୍ଦ

ନୂଆଦିଲ୍ଲୀ,୧୪।୩: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଆଜି ଲୋକ ସଭା ଏବଂ ରାଜ୍ୟ ସଭା ସମେତ ବିଭିନ୍ନ ସଂସ୍ଥାର ଏକକାଳୀନ ନିର୍ବାଚନ ପ୍ରସଙ୍ଗରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ ନିଜର ରିପୋର୍ଟ ଦାଖଲ କରିଛନ୍ତି।…

ମେୟରଙ୍କ ଗାଡ଼ି ଧକ୍କାରେ ଜଣେ ଆହତ

କଟକ,୧୪ା୩(କାର୍ତ୍ତିକ ସାହୁ): କଟକ ମେୟର ସୁବାସ ସିଂହଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକ ଆହତ ହୋଇଛନ୍ତି। ଖାନନଗର ଛକରେ ଦୁର୍ଘଟଣାଟି ଗୁରୁବାର ସକାଳେ ଘଟିଛି। ଦୁର୍ଘଟଣା ପରେ ସମ୍ପୃକ୍ତ ଯୁବକଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ…

ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼, ପେଟ୍ରୋଲ ଢାଳି ଦାମୀ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ

କାମାକ୍ଷାନଗର,୧୪।୩(ସରୋଜ ଭୂଷଣ ମହାନ୍ତି): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରଙ୍ଗଧର ଷ୍ଟାଡିୟମ ପଛପାଖରେ ଥିବା ଜଣେ ବ୍ୟବସାୟୀଙ୍କ ଘର ଓ ଗ୍ୟାରେଜ ଉପରେ ବୁଧବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି ଗ୍ୟାରେଜରେ ଥିବା ପିକ୍‌ଅପ୍‌ ଗାଡ଼ି ଜାଳିଦେବା…

ଗୋଟିଏ ହାତ ନାହିଁ, ଦେଶ ପାଇଁ ଆଣିଥିଲେ ସୁନା: ଏବେ ରାଜନୀତିରେ ଦେବେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୪।୩: ଜାଭେଲିଆ ଥ୍ରୋରେ ଦେଶକୁ ଗର୍ବିତ କରିଥିବା ଦେବେନ୍ଦ୍ର ଝାଝରିଆ ରାଜନୈତିକ ମଞ୍ଚରେ ପ୍ରବେଶ କରିଛନ୍ତି। ରାଜସ୍ଥାନର ଚୁରୁରୁ ଭାଜପା ତାଙ୍କୁ ଟିକେଟ ଦେଇଛି। କିନ୍ତୁ ଏହି ଯାତ୍ରା ତାଙ୍କ ପାଇଁ ଏତେ ସହଜ ନ ଥିଲା। ତାଙ୍କୁ ଆଠ ବର୍ଷ…

ବିଲେଇ ପାଇଁ ଜାପାନରେ ହାଇ ଆଲର୍ଟ, ଜାଣନ୍ତୁ ପୂରା ମାମଲା…

ଟୋକିଓ,୧୪ା୩: ସାଧାରଣ ଏକ ବିଲେଇ ପାଇଁ ଜାପାନ ପରି ସହରରେ ସତର୍କ ଘଣ୍ଟି ବାଜିବା ନିଶ୍ଚିତ ଆଶ୍ଚର୍ଯ୍ୟଜନକ ଘଟଣା। ହିରୋସିମା ପ୍ରିଫେକ୍ଟରର ଫୁକୁୟାମା କର୍ତ୍ତୃପକ୍ଷ କହିଛନ୍ତି, ଏକ ବିଲେଇ ପାଇଁ ସେମାନେ ସହରରେ ପାଟ୍ରୋଲିଂ ବଢ଼ାଇ ଦେଇଛନ୍ତି। ରବିବାର ଏକ ପ୍ଲାଣ୍ଟ୍‌…

ସୁପ୍ରିମକୋର୍ଟରେ ଓଡ଼ିଆ ରୋଷେୟାଙ୍କ ଝିଅ ଜିତିଲେ ଆମେରିକାରେ ସ୍କଲାର୍‌ଶିପ୍‌, ସମ୍ବର୍ଦ୍ଧିତ କଲେ CJI ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ୧୪।୩: ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଅନ୍ୟ ବିଚାରପତି ବୁଧବାର ସୁପ୍ରିମକୋର୍ଟରେ ଜଣେ ରୋଷେୟାଙ୍କ ଝିଅଙ୍କୁ ସମ୍ମାନିତ କରିଛନ୍ତି। ଆଇନରେ ସ୍ନାତକୋତ୍ତର ପାଇଁ ପ୍ରଜ୍ଞା ସାମଲ ଆମେରିକା ବିଶ୍ୱବିଦ୍ୟାଳୟରୁ ସ୍କଲାରଶିପ ଜିତିଛନ୍ତି। ଏହି ସଫଳତା ପାଇଁ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ…

ଚଳନ୍ତା ଟ୍ରେନ୍‌ରେ ବିବାହ କଲେ ପ୍ରେମୀଯୁଗଳ, ସାଥୀରେ ବି ଥିଲେ ବରଯାତ୍ରୀ, କାରଣ ଜାଣିଲେ…

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି ଏବଂ ସେମାନଙ୍କର ନିଜସ୍ବ ଚିନ୍ତାଧାରା ମଧ୍ୟ ସ୍ବତନ୍ତ୍ର। କିଛି ଲୋକ ବିବାହକୁ ସ୍ମରଣୀୟ କରିବା ପାଇଁ କେତେ କ’ଣ ବ୍ୟବସ୍ଥା କରିଥାନ୍ତି। ଏହି କାରଣରୁ କପଲ ସେମାନଙ୍କ ବଜେଟ୍‌ ଏବଂ ପସନ୍ଦ ଅନୁଯାୟୀ ବିବାହ…

‘ନିର୍ବାଚନରେ ଖର୍ଚ୍ଚ କରିବାକୁ କଂଗ୍ରେସ ପାଖରେ ଟଙ୍କାଟିଏ ବି ନାହିଁ’

ନୂଆଦିଲ୍ଲୀ,୧୪।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଆଉ ଦିନ କେଇଟା ପରେ ତାରିଖ ଘୋଷଣା ହେବା ବାକି ରହିଲା। ଏନେଇ ଅଣ୍ଟା ଭିଡିଲେଣି ଦେଶର ଦୁଇ ପ୍ରମୁଖ ଦଳ। ହେଲେ ଏହାରି ଭିତରେ ଦାଉ ସାଧିଛି ନିର୍ବାଚନୀ ବଣ୍ଡ ମାମଲା। ସୁପ୍ରିମକୋର୍ଟଙ୍କର…

ଆମେରିକା ସଂସଦରେ ଦିଆଗଲା ଭାରତର ଉଦାହରଣ

ଓ୍ବାଶିଂଟନ୍‌,୧୪।୩: ଆମେରିକାରେ ଚାଇନାର ଆପ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ମତ ଦେଇଛନ୍ତି ଆମେରିକାର ସାଂସଦ। ଅଧିକାଂଶ ସାଂସଦ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଭାରତର ଉଦାହରଣ ଦେଇଛନ୍ତି ଏବଂ କହିଛନ୍ତି ଯେ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri