Home

ପରାଜୟ ଆଶଙ୍କା କରି ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରୁଛି ଭାଜପା

ଭୁବନେଶ୍ୱର,୯ା୪(ଅନିଲଦାସ):ଓଡ଼ିଶାରେ ପରାଜୟ ହେବାକୁ ଯାଉଥିବା ଅନୁଭବ କଲେ ରାଜ୍ୟର ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିବା ଓଡ଼ିଶା ଭାଜପା ନେତାଙ୍କ ଅଭ୍ୟାସ। ସାଧାରଣ ନିର୍ବାଚନ ୨୦୧୯ ଏବଂ ପରବର୍ତ୍ତୀ ସମୟରେ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ତାହା କରିଥିଲେ। ତେଣୁ ୨୦୨୪ ନିର୍ବାଚନରେ ଓଡ଼ିଶା…

ସ୍ତ୍ରୀଙ୍କ ସହ କଂଗ୍ରେସରେ ମିଶିଲେ ସୁବର୍ଣ୍ଣ ନାୟକ

ଭୁବନେଶ୍ୱର (ସୁନୀତ ମିଶ୍ର) /କେନ୍ଦୁଝର,(ନରେଶ ଚନ୍ଦ୍ର ପଟ୍ଟନାୟକ) ୯ା୪:କେନ୍ଦୁଝର ସଦରର ପୂର୍ବତନ ବିଜେଡି ବିଧାୟକ ସୁବର୍ଣ୍ଣ ନାୟକ ତାଙ୍କ ସ୍ତ୍ରୀ ପ୍ରତିଭା ମଞ୍ଜରୀ ନାୟକଙ୍କ ସହିତ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କର ବହୁ ସମର୍ଥକ ମଧ୍ୟ…

ଆମେଠିରୁ ନିର୍ବାଚନ ଲଢିବେ ରବର୍ଟ ଭଦ୍ରା? ଦେଲେ ଆଉ ଏକ ହିଣ୍ଟ

ନୂଆଦିଲ୍ଲୀ,୯।୪: ନେତାଠାରୁ ଜନତା ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଉତ୍ତରପ୍ରଦେଶର ଆମେଠି ଆସନରେ କଂଗ୍ରେସ ଏପର୍ଯ୍ୟନ୍ତ ଏହାର କାର୍ଡ ପ୍ରକାଶ କରିନାହିଁ। ଏହି ସମୟରେ, ଆମେଠିରୁ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ…

ଆହତ ହରିଣକୁ ଉଦ୍ଧାର କଲା ବନବିଭାଗ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ବନ ବିଭାଗ ମଙ୍ଗଳବାର ସକାଳୁ ବରଗଡ଼ ସହର ଉପକଣ୍ଠ ଟେଙ୍ଗନାନାଲି ନିକଟରୁ ଆହତ ଅବସ୍ଥାରେ ଜଣେ ହରିଣକୁ ଉଦ୍ଧାର କରିଛି। ହରିଣର ଗୋଡରେ ଗଭୀର ଆଘାତ ଲାଗିଛି। ପାଣି ଅନ୍ବେଷଣରେ ଆସିଥିବାବେଳେ କୌଣସି ଗାଡି ଧକ୍କାରେ ହରିଣ ଆହତ…

ଧୋନୀ ପଡିଆକୁ ଆସିବା ପୂର୍ବରୁ ଏମିତି କ’ଣ କାମ କଲେ ଜାଡେଜା, କମ୍ପିଲା ପୂରା ଷ୍ଟାଡିୟମ: ଦେଖନ୍ତୁ ଭିଡିଓ

ଚେନ୍ନାଇ,୯।୩: ଆଇପିଏଲ ୨୦୨୪ର ୨୨ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ କୋଲକାତା ନାଇଟ ରାଇଡର୍ସକୁ ୭ ଉଇକେଟରେ ପରାସ୍ତ କରିଛି। ଚେନ୍ନାଇ ବିପକ୍ଷରେ ଏହି ସିଜନରେ କୋଲକାତାର ଏହା ପ୍ରଥମ ପରାଜୟ ଥିଲା। ଚେନ୍ନାଇ ପ୍ରାୟ ଏକପାଖିଆ ମ୍ୟାଚ ଜିତିଥିଲା। ଧୋନୀ…

ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ଗତ ମାସରେ ଥିଲେ ନିଖୋଜ

ଓ୍ବାଶିଂଟନ,୯।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଗତ ମାସରେ ନିଖୋଜ ହୋଇଯାଇଥିବା ଭାରତୀୟ ଛାତ୍ର ମହମ୍ମଦ ଅବଦୁଲ ଅରଫତଙ୍କ ମୃତଦେହ ଏବେ ମିଳିଛି। ଆମେରିକାର କ୍ଲିଭଲାଣ୍ଡରୁ ମହମ୍ମଦ ଅବଦୁଲ ଆରାଫତଙ୍କ ମୃତଦେହ…

ପାକିସ୍ତାନରୁ ନିର୍ବାଚନ ଲଢନ୍ତୁ ରାହୁଲ-ପ୍ରିୟଙ୍କା, ଉପଦେଶ ଦେଲେ ପ୍ରମୋଦ କ୍ରିଷ୍ଣମ

ନୂଆଦିଲ୍ଲୀ,୯।୪: ଲୋକ ସଭା ନିର୍ବାଚନକୁ ନେଇ ଏବେ ସାରା ଦେଶରେ ରାଜନୈତିକ ବାତାବରଣ ଖୁବ ଉଷ୍ମ ରହିଛି। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ ଉପରେ କଳକି ଧାମର ପୀଠାଧିଶ୍ୱର ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ…

ସ୍ବତନ୍ତ୍ର ଶତକ ହାସଲ କଲେ ରବିନ୍ଦ୍ର ଜାଡେଜା

ଚେନ୍ନାଇ,୯।୩: ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୦ ଓଭରରେ ମାତ୍ର ୧୩୭ ରନ ସ୍କୋର କରିପାରନ୍ତି। କେକେଆରକୁ କମ ସ୍କୋରରେ ସୀମିତ ରଖିବାରେ ରବିନ୍ଦ୍ର ଜାଡେଜାଙ୍କ ବୋଲିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି…

ଅଫିସ୍‌ରେ ଫ୍ୟାମିଲି ଏମରଜେନ୍ସି କହି ଆଇପିଏଲ୍‌ ଦେଖିବାକୁ ଆସିଥିଲେ ଯୁବତୀ, ବସ୍‌ ଟିଭିରେ ଲାଇଭ୍‌ ଦେଖିବା ପରେ ଘଟିଲା…

ମୁମ୍ବାଇ,୯।୪: ଆଇପିଏଲ ଦେଖିବାକୁ ଲୋକଙ୍କ ମଧ୍ୟରେ ଅଜବ ନିଶା ଦେଖିବାକୁ ମିଳେ। ଏହାର ଜ୍ୱଳନ୍ତ ଉଦାହରଣ ନିକଟରେ ଦେଖିବାକୁ ମିଳିବ। ଜଣେ ଯୁବତୀ ମଧ୍ୟ ତାଙ୍କ ମାଲିକଙ୍କୁ ମିଛ କହି ଛୁଟି ନେଇ ଷ୍ଟାଡିୟମକୁ ମ୍ୟାଚ ଦେଖିବା ପାଇଁ ଆସିଥିଲେ। ଯାହାର…

ମଣିପୁରର ସ୍ଥିତିକୁ ନେଇ ମୋଦିଙ୍କୁ ଜବାବ ଦେଳେ ଜୟରାମ, କହିଲେ ଅପମାନଜନକ

ନୂଆଦିଲ୍ଲୀ,୯।୪: ସୋମବାର ଏପ୍ରିଲ ୮ ମଣିପୁରରେ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଉପରେ କଂଗ୍ରେସ ଅଭିଯୋଗ କରିଛି ଯେ ଉତ୍ତର-ପୂର୍ବ ରାଜ୍ୟରେ ହିଂସା ଭାରତୀୟ ଜନତା ପାର୍ଟି (ଭାଜପା) ର ବିଭାଜନ ତଥା ଧୃବିକରଣ ରାଜନୀତିର ଫଳାଫଳ। ଦଳର…

ଭାରତରେ ଟେସଲାର ଏଣ୍ଟ୍ରି କନଫର୍ମ!

ଓ୍ବାଶିଂଟନ,୯।୪: ଦୀର୍ଘ ଦିନ ଧରି ଟେସଲା ଭାରତରେ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି ଚାଲିଛି। ନିକଟରେ ପ୍ରକାଶ ପାଇଲା ଯେ ଏପ୍ରିଲ ଶେଷରେ ଏକ ଟେସଲା ଦଳ ଭାରତ ଗସ୍ତ କରିବାକୁ ଯାଉଛନ୍ତି। ଏହି ଦଳ ପ୍ରସ୍ତାବିତ କାରଖାନା ପାଇଁ ଉପଯୁକ୍ତ…

ରାସ୍ତାରେ ଛାଡ଼ି ପଳାଇଲେ ପ୍ରେମିକାଙ୍କ ମୃତଦେହ

ଭୁବନେଶ୍ୱର,(ସୂର୍ଯ୍ୟକାନ୍ତ ବେହେରା)/ପୁରୁଣା ଭୁବନେଶ୍ୱର, ୯ା୪(ସୁବାସ ଚନ୍ଦ୍ର ପ୍ରଧାନ):ପ୍ରେମିକାଙ୍କ ମୃତଦେହକୁ ନଦୀରେ ଫିଙ୍ଗିବାକୁ ସହଯୋଗୀଙ୍କ ସହ ବାଇକରେ ନେଉଥିଲେ। ହେଲେ ଅଧାବାଟରେ ସ୍ଥାନୀୟ ଲୋକେ ଏହା ଦେଖି ଧରିବାକୁ ଗୋଡ଼ାଇବାରୁ ଘଟିଲା ଦୁର୍ଘଟଣା। ଫଳରେ ରାସ୍ତା ମଝିରେ ବାଇକ ସହ ମୃତଦେହ ଛାଡ଼ି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri