Home

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଲ୍ୟାପ୍‌ଟପ୍‌: ମିଳିଲା ଏମିତି କିଛି, ଗ୍ରାହକଙ୍କ ହେଶ୍‌ ଉଡିଲା

ନୂଆଦିଲ୍ଲୀ,୯।୫: ଅନଲାଇନ ଶପିଂ ଆପ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଅନଲାଇନ ଆପଗୁଡ଼ିକର ବିଶ୍ୱସନୀୟତା ଧୀରେ ଧୀରେ ହ୍ରାସ ପାଉଛି। ଏହାର କାରଣ ଗ୍ରାହକମାନଙ୍କୁ ସଠିକ ଉତ୍ପାଦ ପ୍ରଦାନ ନ କରିବା ଏବଂ ସେମାନଙ୍କୁ ପ୍ରତାରଣା କରିବା। ଏହି…

ଟଳିପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର,୯।୫: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାର ରେଡୱାନି ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ପ୍ରାୟ ୪୦ ଘଣ୍ଟା ପରେ ଶେଷ ହୋଇଛି। ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଭାରତୀୟ ସେନାର ଚିନାର କର୍ପସ…

ଦବିଲା ରାସ୍ତା, ଫସିଲା ସାର ବୋଝେଇ ଟ୍ରକ୍‌

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ କଂକ୍ରିଟ ରାସ୍ତାରେ ଗୁରୁବାର ଏକ ସାର ବୋଝେଇ ଟ୍ରକ୍‌ ଫସି ରହିଥିବା ଦେଖିବାକୁ ମିଳିଛି। ଉକ୍ତ କଂକ୍ରିଟ ରାସ୍ତାଟି ୨୦୨୩-୨୪ ଆର୍ଥିକ ବର୍ଷରେ…

ଶୋଇଥିଲେ ଶ୍ରମିକ, ଗୁଳିବର୍ଷଣ କଲେ ଆତଙ୍କବାଦୀ: ୭ ମୃତ

ନୂଆଦିଲ୍ଲୀ,୯।୫: ଆଜିକାଲି ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଘଟୁଛି। ପୁଣି ଥରେ ଆତଙ୍କବାଦୀମାନେ ଗ୍ବାଦ୍‌ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀମାନେ ଗ୍ବାଦ୍‌ରର ସରବନ୍ଦର ଫିସ ହାରବର୍‌ ଜେଟି ନିକଟରେ ଥିବା…

କୋହଲି ନୁହେଁ, ଏହି ୨ ବ୍ୟାଟ୍‌ସମ୍ୟାନ୍‌ ଅରେଞ୍ଜ୍‌ କ୍ୟାପ୍‌ ଜିତିବାର ପ୍ରମୁଖ ଦାବିଦାର

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସିଜିନ୍‌ ଏହାର ଶେଷ ପର୍ଯ୍ୟାୟରେ ପ୍ରବେଶ କରିଛି। ଆଗାମୀ ୨ ସପ୍ତାହରୁ କମ ସମୟ ମଧ୍ୟରେ, ଆଇପିଏଲ ୨୦୨୪ର ଲିଗ ପର୍ଯ୍ୟାୟ ଶେଷ ହେବ। ଗୋଟିଏ ପଟେ ପଏଣ୍ଟ ଟେବୁଲରେ ଟପ -୪ରେ ରହିବାକୁ…

ପିଜା ଖାଇବାକୁ ବିମାନ ବୁକ୍‌ କରି ବିଦେଶରେ ପହଞ୍ଚିଲେ ଯୁବତୀ

ବାସ୍ତାବରେ ଧନୀମାନଙ୍କର ପରିଭାଷା କ’ଣ? ଏହାର ଅର୍ଥ ହେଲା ଧନୀଙ୍କ ପାଖରେ ଅର୍ଥର ଅଭାବ ନ ଥାଏ। ତେଣୁ ମନ ଯାହା ଚାହେଁ, ତାହା କରିଦିଅନ୍ତି। ସାମାନ୍ୟ ଜିନିଷ ପାଇଁ ବି ଧନୀମାନେ ବିଦେଶ ଯାତ୍ରା କରିଥାନ୍ତି। ଏପରି ଅନେକ ଉଦାହରଣ…

ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ ଗୁରୁବାର ସକାଳ ସମୟରେ ଦାରିଙ୍ଗବାଡି ବ୍ଲକର ବାଡାବାଙ୍ଗା ପଞ୍ଚାୟତ ସମେତ ସିମନବାଡି, ତିଲୋରୀ, ବୁଡ଼ାଗୁଡା…

ମାତ୍ର ୧୨ ରନ୍‌ରେ ଅଲଆଉଟ୍‌ ହେଲା ଏହି ଟିମ୍‌: ୭ ବ୍ୟାଟ୍ସମ୍ୟାନ୍‌ ‘ଶୂନ’ରେ ଆଉଟ୍‌

ନୂଆଦିଲ୍ଲୀ,୯।୫: ଆଜିକାଲି ଆଇପିଏଲ ୨୦୨୪ରେ ବିଭିନ୍ନ ବଡ଼ ସ୍କୋର କରୁଛନ୍ତି, କିନ୍ତୁ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ ରେ ଗୋଟିଏ ଦଳ ମାତ୍ର ୧୨ ରନ ପାଇଁ ଅଲଆଉଟ ହୋଇଛି। ନିକଟରେ ଅନୁଷ୍ଠିତ ଜାପାନ ବନାମ ମୋଙ୍ଗୋଲିଆ ମ୍ୟାଚର ଏହା ଘଟିଛି। ମୋଙ୍ଗୋଲିଆ…

ହେଡ୍‌-ଅଭିଷେକଙ୍କ ବ୍ୟାଟିଂ ଦେଖି ସଚିନଙ୍କ ହୋଶ୍‌ ଉଡିଲା: ଦେଲେ ଏମିତି ପ୍ରତିକ୍ରିୟା

ହାଇଦ୍ରାବାଦ୍‌,୯।୫: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ ବୋଲରମାନଙ୍କୁ ପ୍ରହାର କରୁଛନ୍ତି। ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରେ ଟ୍ରାଭିସ ହେଡ ଏବଂ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ କ୍ରିକେଟ ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। ମିଳିତ ଭାବେ ସେମାନେ କେବଳ ୫୮ ବଲରେ…

ଅଲଗା ହେବେ ଦୀପଭିର! ଇନଷ୍ଟାରୁ ଡିଲିଟ କଲେ ବିବାହ ଫଟୋ

ମୁମ୍ବାଇ: ବଲିଉଡର ଲଭ ବାର୍ଡ ଦୀପିକା ପାଦୁକାନ ଓ ରଣଭିର ସିଂଙ୍କ ବୈବାହିକ ଜୀବନରେ ଉଠିଛି କି ଝଡ। କାରଣ ଉଭୟ ଦୀପଭିର ନିଜ ସୋସିଆଲ ମିଡିଆ ଇନଷ୍ଟାରୁ ସେମାନଙ୍କ ବିବାହ ଫୋଟ ଡିଲେଟ କରିଦେଇଛନ୍ତି। ଚର୍ଚ୍ଚା ହେଉଛି କି, ତାଙ୍କ…

ଦେଶରେ କେବଳ ଜଣେ ନେତା ସତ କହୁଛନ୍ତି, ସେ ହେଉଛନ୍ତି…..

ଲକ୍ଷ୍ନୌ,୯।୫: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶରରେ ରାଲି କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରେ କେବଳ ଜଣେ ନେତା ଅଛନ୍ତି ଯିଏ ସଠିକ କଥା କୁହନ୍ତି ଏବଂ ସେ ହେଉଛନ୍ତି ମୋର ଭାଇ ରାହୁଲ…

‘ଶେଷ ନିଃଶ୍ୱାସ ଯାଏ ଲଢ଼ିବି…’ମାୟାବତୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ମୁହଁ ଖୋଲିଲେ ଆକାଶ ଆନନ୍ଦ

ଲକ୍ଷ୍ନୌ,୯।୫: ଲୋକ ସଭା ନିର୍ବାଚନ ମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ପଦବୀରୁ ହଟାଇ ଦେଇଛନ୍ତି। ଏପରିକି ତାଙ୍କୁ ଉତ୍ତରାଧିକାରୀ କରିବା ନିଷ୍ପତ୍ତି ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି। ଏହାକୁ ନେଇ ରାଜନୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?