ଏଇ ଭାରତରେ
କେଶ କାଟିବାକୁ ହେଲେ ସେଲୁନ୍ ଯିବାକୁ ପଡ଼େ। ହେଲେ ସେଲୁନ୍ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳୁଛି ଉତ୍ତରପ୍ରଦେଶ ବାରାଣସୀରେ। ଏଠାରେ ଜଣେ ବ୍ୟକ୍ତି ସାଇକେଲରେ…
ସିଂହଳୀ ନାତ
ଭାରତର ଦକ୍ଷିଣପୂର୍ବ (ପ୍ରମୁଖତଃ ତାମିଲନାଡୁ) ସମୁଦ୍ର ତଟ ଏବଂ ଶ୍ରୀଲଙ୍କାର ଉତ୍ତରାର୍ଦ୍ଧ ମଧ୍ୟରେ ଏମିତି ଏକ ସ୍ଥାନ ରହିଛି, ଯାହାକୁ ଇଂଲିଶରେ ପାକ୍ ଷ୍ଟ୍ରେଟ୍ କୁହାଯାଉଛି। ଏହାର ଓଡ଼ିଆରେ ଅର୍ଥ ହେବ ‘ପାକ ଜଳସଂଯୋଗୀ’। ଅର୍ଥାତ୍ ଏକ ସ୍ବଳ୍ପ ଗଭୀରତାପୂର୍ଣ୍ଣ ଜଳଡମ୍ବରୁ,…
ଆକାଂକ୍ଷୀ ଅଞ୍ଚଳ ବିକାଶ ପରିଷଦ
ଆଞ୍ଚଳିକ ବୈଷମ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୯୯୮ ମସିହାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରିଥିଲେ। ନୂଆ ସରକାର ଉତ୍ତର ଓଡ଼ିଶା ବିକାଶ ପରିଷଦ ଏବଂ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଏକ ଉଚ୍ଚସ୍ତରୀୟ କାର୍ଯ୍ୟବାହିନୀ…
ମହାଜାଗତିକ ରଶ୍ମିର ଆବିଷ୍କାର
କିନ୍ତୁ ତାଙ୍କର ଏହି ସନ୍ଦେହ ଅମୂଳକ ବୋଲି ପ୍ରମାଣ ହେଲା, କାରଣ ଲୁହା ଏଥିରୁ ମୁକ୍ତ ଥିଲା। ଏହି ପୃଷ୍ଠଭୂମିରେ ସେ ୧୯୧୦ରେ ଏକ ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ପୃଥିବୀର ତେଜଷ୍କ୍ରିୟ ବସ୍ତୁ (କୃତ୍ରିମ ହେଉ ଅବା ପ୍ରାକୃତିକ) ବାୟୁ…
୩ ବର୍ଷିଆ ଯୁଦ୍ଧ
ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୨୪ ଫେବୃଆରୀରେ ୩ ବର୍ଷ ପୂରିଲା। ୨୦୨୨ ଏହି ଦିନରେ ରୁଷିଆ ପ୍ରଥମେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ସାଧାରଣରେ ଘୋଷଣା କରିଥିଲେ ଯେ, ୟୁକ୍ରେନ୍ ସହ ଯୁଦ୍ଧ ୭ ଦିନରେ ସରିଯିବ…
ଜିଲାରେ କୃଷିଭିତ୍ତିକ ଶିଳ୍ପର ବିକାଶ ବାଟବଣା
ଭବାନୀପାଟଣା,୨୪ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ଗୌଡ଼ସର୍ଗିଗୁଡା ଓ ଭବାନୀପାଟଣା ସରକାରୀ ଆଇଟିଆଇ ନିକଟରେ ଘରୋଇ ଉଦ୍ୟମରେ ୨ଟି ଚିନିକଳ ପ୍ରତିଷ୍ଠା ହୋଇଥିଲା। ଭବାନୀପାଟଣା ଚିନିକଳ ୧୯୭୭ରୁ ବନ୍ଦ ହୋଇଥିବା ବେଳେ ସର୍ଗିଗୁଡା ଚିନିକଳ ୨୪ବର୍ଷ ହେଲା ବନ୍ଦ…
ସବୁ ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ଜରୁରୀ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୪ା୨(ପିଟି): ଦୁର୍ନୀତି ନିବାରଣ ଆଇନ ବଳରେ ରୁଜୁ ହେଉଥିବା ସବୁ ମାମଲାରେ ପ୍ରାଥମିକ ତଦନ୍ତ ବାଧ୍ୟତାମୂଳକ ନୁହେଁ। ଏପରି କି ପ୍ରାଥମିକ ତଦନ୍ତ ଅଭିଯୁକ୍ତଙ୍କ ନ୍ୟସ୍ତ ଅଧିକାର ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ୨୦୨୪ ମାର୍ଚ୍ଚରେ କର୍ନାଟକ ହାଇକୋର୍ଟ ଜଣେ…
ତେଜସ୍କ୍ରିୟ ଆବର୍ଜନା
ଶକ୍ତି ଅପରିହାର୍ଯ୍ୟ। କାମ କରିବା ସକାଶେ ଆମକୁ ଶକ୍ତି ଦରକାର। କଳକାରଖାନା ଓ ଗାଡ଼ିମୋଟର ଚାଲିବା ପାଇଁ ଶକ୍ତି ଦରକାର। ଖାଦ୍ୟ ଖାଇଲେ ଆମ ଶରୀରକୁ ଶକ୍ତି ମିଳେ। କିନ୍ତୁ ଗାଡ଼ିମୋଟର ଓ କଳକାରଖାନା ଚାଲିବା ପାଇଁ କୋଇଲା, ଇନ୍ଧନଗ୍ୟାସ୍, ପେଟ୍ରୋଲ୍,…
ସୂଚନା ଅଧିକାର ଆଇନ ଉପରେ ଆକ୍ରମଣ
ଗତ କିଛିଦିନ ତଳେ ୟୁଟ୍ୟୁବ୍ରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସୁପ୍ରିମ୍କୋର୍ଟର ଜଣେ ବିଚାରପତି ମାମଲା ଶୁଣାଣି ସମୟରେ ଜଣେ ଆଡଭୋକେଟ୍ଙ୍କୁ ସେ କାହିଁକି ମ୍ୟୁନିସିପାଲିଟିକୁ ଉକ୍ତ ସଂସ୍ଥାର ବଜେଟ, କର୍ମଚାରୀ ନିଯୁକ୍ତି ସମ୍ପର୍କିତ ତଥ୍ୟ ମାଗିଥିଲେ ଓ ଏହିସବୁ…
ରତ୍ନାକର ପଟ୍ଟନାୟକ ଏଲ୍ଆଇସିର ନୂଆ ପରିଚାଳନା ନିର୍ଦ୍ଦେଶକ
ଜୟପୁର,୨୪ା୨(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରର ରତ୍ନାକର ପଟ୍ଟନାୟକ ଭାରତର ପ୍ରମୁଖ ରଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି)ର ନୂଆ ପରିଚାଳନା ନିର୍ଦ୍ଦେଶକ ଭାବେ ନିକଟରେ ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ଜୁନ୍ ପହିଲାରୁ ସେ ଏଲ୍ଆଇସି ଶୀର୍ଷ ପରିଚାଳନା…
ଆଉ ୨ଦିନ ବର୍ଷା, ଘଡ଼ଘଡ଼ି: ଏସବୁ ଜିଲାକୁ ସତର୍କ ସୂଚନା…
ଭୁବନେଶ୍ୱର,୨୪।୨(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ହେଲା ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନ ହେଉଛି। ତେବେ ଆସନ୍ତା ୨ଦିନ ମଧ୍ୟ ବିଭିନ୍ନ ଜିଲାରେ ବର୍ଷା ସମ୍ଭାବନା ରହିଥିବାବେଳେ ଘଡ଼ଘଡ଼ି ଓ ବିଜୁଳି ପାଇଁ ଆଞ୍ଚଳିକ ପାଣିପାଗ…
ସଜ୍ଜନଙ୍କୁ ବିଜ୍ନେସ୍ ଲିଡର ଅଫ୍ ଦି ଡିକେଡ୍ ଆଓ୍ବାର୍ଡ
ନୂଆଦିଲ୍ଲୀ,୨୪।୨: ଜେଏସ୍ଡବ୍ଲ୍ୟୁ ଗ୍ରୁପର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କୁ ନିକଟରେ ଆଉ ଏକ ଜାତୀୟସ୍ତର ପୁରସ୍କାର ‘ବିଜ୍ନେସ୍ ଲିଡର ଅଫ୍ ଦି ଡିକେଡ୍ ଆଓ୍ବାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ଜେଏସ୍ଡବ୍ଲ୍ୟୁ ଗ୍ରୁପକୁ ସଜ୍ଜନ ଏକ ବିଶ୍ୱସ୍ତରୀୟ ସଙ୍ଗଠନରେ ପରିଣତ କରିବା ସହିତ…
Archives


