Home

ବୋହୂଙ୍କୁ ଟାଙ୍ଗିଆରେ ହାଣିବା ପରେ ନିଜେ ଆତ୍ମହତ୍ୟା କଲେ ଶ୍ୱଶୁର: ପଛରେ ଥିଲା ଏମିତି କାରଣ

ଧୂଷୁରୀ, ୧୯ା୯(ଦୀପ୍ତିରଞ୍ଜନ ନାୟକ): ପାରିବାରିକ କଳହକୁ ନେଇ ଜଣେ ବୃଦ୍ଧ ତାଙ୍କ ବୋହୂଙ୍କ ଟାଙ୍ଗିଆ ହାଣି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି ଗୁରୁବାର ଭଦ୍ରକ ଜିଲା…

EPFOକୁ ନେଇ ଆସିଲା ବଡ଼ ଖବର: ମନ୍ତ୍ରୀ ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୧୯ା୯(ପି.ଟି.):କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ)ର ୭ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟ ଏଣିକି ସେମାନଙ୍କ ପୋର୍ଟାଲରେ ଗୋଟିଏ ଲଗ୍‌ଇନ୍‌ କରି ସମସ୍ତ ପ୍ରମୁଖ ସେବା ପାଇବା ସହ ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ୍‌ ଆକାଉଣ୍ଟର ସବିଶେଷ ତଥ୍ୟ ପାଇପାରିବେ। କେନ୍ଦ୍ର ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡବ୍ୟ…

ହଜିଯାଇଥିବା ସୁନା ଫେରାଇଲା ପୋଲିସ

ଜଗନ୍ନାଥପ୍ରସାଦ,୧୯ା୯(ବିଭୁ ପ୍ରସାଦ ପଟ୍ଟନାୟକ): ମଙ୍ଗଳସୂତ୍ରକୁ ସଜାଡ଼ିବା ପାଇଁ ଆସି ଅସାବଧାନତାରୁ ହଜିଯାଇଥିବା ୫ ଗ୍ରାମର ଏକ ସୁନା ମଙ୍ଗଳସୂତ୍ର ଶୁକ୍ରବାର ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା ସୁବଳ ନାୟକଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନାନୁଯାୟୀ, ଗତ ୧୬ ତାରିଖ ମଙ୍ଗଳବାର ଲୁଣିଢେପ…

ପାକିସ୍ତାନକୁ ଲାଗିଲା ଜୋରଦାର ଝଟ୍‌କା, ଚାଇନା ବି ପାଇଲା ପାନେ

କାର୍ଲିଫର୍ଣ୍ଣିଆ,୧୯।୯: ପାକିସ୍ତାନ ଏବଂ ଚାଇନା ଜାତିସଂଘରେ ଏକ ବଡ଼ ଝଟକା ପାଇଛନ୍ତି। ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ବେଲୁଚିସ୍ତାନ ଲିବରେସନ ଆର୍ମି (BLA) ଏବଂ ଏହାର ଆତ୍ମଘାତୀ ଶାଖା, ମାଜିଦ ବ୍ରିଗେଡ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସେମାନଙ୍କର ମିଳିତ ପ୍ରସ୍ତାବକୁ…

ମାହାଙ୍ଗା ଡବଲ ମର୍ଡର ମାମଲା: ଜବାବ ଦାଖଲ ପାଇଁ ପୁଣି ସମୟ ନେଲେ ପ୍ରତାପ ଜେନା

ଭୁବନେଶ୍ୱର,୧୯ା୯: ସୁପ୍ରିମକୋର୍ଟରେ ପହଞ୍ଚିଛି ମାହାଙ୍ଗା ଡବଲ ମର୍ଡର ମାମଲା। ତେବେ ଜବାବ ଦାଖଲ ପାଇଁ ପୁଣି ସମୟ ନେଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା। ୪ ସପ୍ତାହରେ ଜବାବ ଦାଖଲ ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବାବେଳେ ଆଉ ୨ ସପ୍ତାହରେ…

ଆମେ କାହାକୁ ଭୟ କରୁନାହିଁ… ପାକିସ୍ତାନକୁ ବଡ଼ ମେସେଜ୍‌ ଦେଲେ ରାଜନାଥ

ନୂଆଦିଲ୍ଲୀ,୧୯।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅପରେଶନ ସିନ୍ଦୂରକୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ବିଶ୍ୱକୁ ଏକ ବଡ଼ ବାର୍ତ୍ତା ଦେଇଛି ଭାରତ। ଆମର ପ୍ରତିରୋଧ କେତେ ଦୃଢ଼ ହୋଇପାରେ ତାହା…

ବିଭିନ୍ନ ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବିଡିଓଙ୍କୁ ଦାବିପତ୍ର

କୋଟପାଡ଼,୧୯ା୯(ରାଜଶେଖର): କୋରାପୁଟ ଜିଲା କୋଟପାଡ଼ ବ୍ଲକ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ବତାଶନା ପଞ୍ଚାୟତର ଶତାଧିକ ମହିଳା ପୁରୁଷ, କର୍ମୀ ଶୁକ୍ରବାର କେନ୍ଦୁଗୁଡ଼ା ଛକରେ ଏକତ୍ରିତ ହେଇ ରାଲି ବାହାରି ଜାତୀୟ ରାଜପଥ ପରିକ୍ରମା କରି ସ୍ଥାନୀୟ ତହସିଲଦାର ଏବଂ ବିଡିଓଙ୍କୁ…

ରାଜ୍ୟରେ ଖାଲିପଡ଼ିଛି BEO ପଦବୀ

ଭୁବନେଶ୍ୱର,୧୯ା୯: ରାଜ୍ୟରେ ଖାଲିପଡ଼ିଛି ୧୦୫ (ଗୋଷ୍ଠୀ ଶିକ୍ଷା ଅଧିକାରୀ(BEO) ପଦବୀ। ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ଦେଇଛନ୍ତି। ମୟୂରଭଞ୍ଜରେ ସର୍ବାଧିକ ୯ଟି ପଦବୀ ଖାଲି ପଡ଼ିଛି। ରାଜ୍ୟର ବିଭିନ୍ନ ସ୍କୁଲ୍‌ରେ ଗୃହ ଭିତ୍ତିଭୂମିର ଆବଶ୍ୟକତା ରହିଛି।

ପୁଣି ନୋ କିସିଂ ନିୟମ ଭାଙ୍ଗିଲେ କାଜଲ, ଅନ୍‌ସ୍କ୍ରିନ୍‌ ସ୍ବାମୀଙ୍କୁ କିସ୍‌ ଦେଇ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଧାରାବାହିକ, ‘ଦି ଟ୍ରାଏଲ ୨’ ଓ୍ବେବ୍‌ ସିରିଜ୍‌ ଆଜି ଅର୍ଥାତ୍‌ ଶୁକ୍ରବାର JioHotstarରେ ରିଲିଜ ହୋଇଛି। ଏଥିରେ କାଜଲ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ନୟୋନିକା…

ରାଜ୍ୟରେ ମୁସଲମାନଙ୍କ ଜନସଂଖ୍ୟା ୯୦ ପ୍ରତିଶତ ହୋଇଯିବ…, ଭାଜପାର AI ଭିଡ଼ିଓ ଦେଖି ରାଗିଗଲେ ଓଓ୍ବାଇସି

ଗୁଆହାଟି,୧୯।୯: ଭାରତୀୟ ଜନତା ପାର୍ଟି (ଭାଜପା) ଆସନ୍ତା ବର୍ଷ (୨୦୨୬) ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇସାରିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବାରମ୍ବାର ଦାବି କରି ଆସୁଛନ୍ତି ଯେ ହିନ୍ଦୁମାନେ ସଂଖ୍ୟାଲଘୁ। ଏହାର ଜବାବରେ, ଆସାମ…

ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ନିର୍ଯାତନା ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ

ଖଡ଼ିଆଳ,୧୯।୯(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର୍‌ ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ନିର୍ଯାତନା ଘଟଣାରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସ ତୁରନ୍ତ ପଦକ୍ଷେପ ନେଇଛନ୍ତି। ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଜିଲାପାଳଙ୍କ…

ଏବେ କେଉଁଠି ଅଛନ୍ତି କେପି ଓଲି? ମିଳୁନାହାଁନ୍ତି ଓଲି, Gen Z ଆନ୍ଦୋଳନ ପରେ ଦେଇଥିଲେ ଇସ୍ତଫା

କାଠମାଣ୍ଡୁ,୧୯।୯: ନେପାଳରେ ଏବେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ସୁଶୀଳା କାର୍କି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ହୋଇଛନ୍ତି। Gen Z ଆନ୍ଦୋଳନ ପରେ ନେପାଳର ପରିସ୍ଥିତି ସମ୍ପ୍ରତି ଖରାପ ହୋଇଥିଲା, ଯାହା କେପି ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?