Home

୨୫ରୁ କାଜୋଲ, ଟ୍ବିଙ୍କଲଙ୍କ ଟକ୍‌ ଶୋ

ମୁମ୍ବାଇ: ଆସନ୍ତା ୨୫ରୁ ଓଟିଟି ଫ୍ଲାଟ୍‌ଫର୍ମ ପ୍ରାଇମ୍‌ ଭିଡିଓରେ ‘ଟୁ ମଚ୍‌ ଓ୍ବିଥ୍‌ କାଜୋଲ ଆଣ୍ଡ୍‌ ଟ୍ବିଙ୍କଲ’ ନାମକ ଏକ ଟକ୍‌ ଶୋ’ ଆରମ୍ଭ ହେବ। ଅଭିନେତ୍ରୀ କାଜୋଲ ଏବଂ ଟ୍ବିଙ୍କଲ ଖାନ୍ନା ଏହି ଶୋ’କୁ ହୋଷ୍ଟ କରିବେ। ରବିବାର ପ୍ରାଇମ୍‌…

ଦୀର୍ଘାୟୁ ପାଇଁ ପ୍ରସିଦ୍ଧ ନିକୋୟା ଉପଦ୍ୱୀପ

ସାନ୍‌ ଜୋସ୍‌: ଆମେରିକୀୟ ଦେଶ କୋଷ୍ଟାରିକାର ନିକୋୟା ଉପଦ୍ୱୀପ ନିଜର ଅନନ୍ୟ ଜୀବନଶୈଳୀ ଏବଂ ଲୋକଙ୍କ ଦୀର୍ଘାୟୁ ଜୀବନ ପାଇଁ ବିଶ୍ୱପ୍ରସିଦ୍ଧ। ଏଠାକାର ଲୋକଙ୍କ ହାରାହାରି ଆୟୁ ପ୍ରତି ଆମେରିକୀୟଙ୍କ ହାରାହାରି ଆୟୁ ତୁଳନାରେ ପ୍ରାୟ ୧୦ ବର୍ଷ ଅଧିକ। ଏଠାକାର…

ଭାରତରେ କ୍ରୋନିକ୍‌ ଡିଜିଜ୍‌ ମୃତ୍ୟୁ ବଢ଼ିଛି

ନୂଆଦିଲ୍ଲୀ, ୧୬ା୯ (ପି.ଟି.): କ୍ୟାନ୍‌ସର, ହୃଦ୍‌ରୋଗ ପରି କ୍ରୋନିକ୍‌ ଡିଜିଜ୍‌ (ଦୀର୍ଘକାଳୀନ ରୋଗ)ରେ ମୃତ୍ୟୁ ସମ୍ଭାବନା ବଢ଼ିଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ରହିଛି। ଲାନ୍‌ସେଣ୍ଟ ପତ୍ରିକାରେ ଏ ସମ୍ପର୍କିତ ଏକ ଅଧ୍ୟୟନ ସୋମବାର ପ୍ରକାଶ ପାଇଛି। ଅଧ୍ୟୟନ ଅନୁଯାୟୀ, ୨୦୧୦ରୁ ୨୦୧୯…

ଅବୈଧ ଥିଲେ ବିହାର ଏସ୍‌ଆଇଆର୍‌କୁ ରଦ୍ଦ କରିଦେବୁ

ନୂଆଦିଲ୍ଲୀ,୧୬ା୯(ପି.ଟି.): ନିର୍ବାଚନ କମିଶନ (ଇସି) ସାମ୍ବିଧାନିକ କର୍ତ୍ତୃପକ୍ଷ ଭାବେ ଆଇନ ଅନୁଯାୟୀ ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚଳାଇଥିବା ନେଇ ଭରସା ରହିଥିବା ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ତେବେ କୌଣସିି ପର୍ଯ୍ୟାୟରେ ଆଇନର ଉଲ୍ଲଂଘନ ହୋଇଥିଲେ, ସମ୍ପୂର୍ଣ୍ଣ…

ଏମାନେ ବି ଥିଲେ ମେଧାବୀ

ଦେଶ ଶାସନରେ ଯେଉଁ ଦଳ ଥାଉ ନା କାହିଁକି ଦେଶ ଚଳାନ୍ତି ଅମଲାମାନେ। ଏମାନେ ସରକାରଙ୍କ ପାଇଁ ନୀତି ନିର୍ଦ୍ଧାରଣ କରନ୍ତି ଏବଂ ନିର୍ଦ୍ଧାରିତ ନୀତିକୁ କାର୍ଯ୍ୟକାରୀ କରନ୍ତି। ଏହି ନିର୍ଦ୍ଧାରିତ ନୀତି କାହିଁରେ କେତେ ସୋପାନ ଦେଇ ଉପରୁ ତଳଯାଏଁ…

ସେ ଯେଉଁ ସଙ୍ଗୀତ ସାନ୍ନିଧ୍ୟ

ଅବନ୍ଧୁ ଜୀବନ ଅସୂର୍ଯ୍ୟ ମହୀ/ଦେହ ଧରି କିଏ ପାରିବ ରହି!“- ଖୁବ୍‌ ମର୍ମସ୍ପର୍ଶୀ ଏ କାବି୍ୟକ ଉଚ୍ଚାରଣ ଜୀବନ ଓ ବଞ୍ଚିବା ସମ୍ପର୍କରେ କେଡ଼େବଡ଼ ସତ୍ୟଟିଏ ଉପସ୍ଥାପନ ନ କରେ! ସୂର୍ଯ୍ୟ ନ ଥିବେ ଅଥଚ ସଂସାର ଥିବ ପୁଣି ବଞ୍ଚିବା…

ଅନ୍ୟାୟ ବଣ୍ଟାହେଉଛି

ସମାଧାନ ନ ହୋଇ ପଡ଼ିରହିଥିବା ଅନେକ କୋଟି ମାମଲା ଦ୍ୱାରା ଭାରତୀୟ ନ୍ୟାୟ ବ୍ୟବସ୍ଥା ଭାରାକ୍ରାନ୍ତ ହୋଇଗଲାଣି। ଏହି ବିଷୟରେ ଅନେକ ଲେଖା ଓ ଆଲୋଚନା ଏବଂ ସମ୍ମିଳନୀ କରାଯାଉଥିବା ପରିଲକ୍ଷିତ ହେଉଛି। ଅନେକ ସମ୍ମିଳନୀରେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତିମାନେ…

ଫୁଟ୍‌ବଲ ଟୁର୍ନାମେଣ୍ଟ: ଲମ୍ବଡୁରା ଟିମ୍‌ ଚାମ୍ପିୟନ

ଦେବଗଡ଼, ୧୬ା୯ (ଶଶାଙ୍କ ଶେଖର ଝାଙ୍କର)- ତିଲେଇବଣି ବ୍ଲକ ଲଇମୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ କନ୍ଦର୍ପ ଗ୍ରାମରେ ନୀଳଚକ୍ର ଯୁବକ ସଂଘ ପକ୍ଷରୁ ଆୟୋଜିତ ୨ ଦିନିଆ ଜିଲାସ୍ତରୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୋଟ୍‌ ୧୬ଟି ଅଂଶଗ୍ରହଣ କରିଥିଲା।…

ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ୫ ଦିନି ବିତିଲା, ଗିରଫ ହେଲେନି ଅଭିଯୁକ୍ତ

ଦେବଗଡ଼,୧୬ା୯(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଆଦର୍ଶ ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ଜଣେ ବ୍ୟବସାୟୀ ଯୌନ ନିର୍ଯାତନା ଦେଇଥିବା ବୁଧବାର ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି। ହେଲେ ଇତିମଧ୍ୟରେ ୫ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ…

ICCର ଦ୍ୱାରସ୍ଥ ହେଲା ପାକିସ୍ତାନ, ଏହି ବ୍ୟକ୍ତିଙ୍କୁ ତୁରନ୍ତ ହଟାଅ

ମୁମ୍ବାଇ,୧୫।୯: ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା କ୍ରିକେଟ ମ୍ୟାଚକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସିଆ କପ ୨୦୨୫ରେ, ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରିନାହିଁ, ବରଂ ସେମାନଙ୍କୁ ସର୍ବସାଧାରଣରେ ଅପମାନିତ ମଧ୍ୟ କରିଛି। ଟିମ ଇଣ୍ଡିଆ…

ପାହାଡର ଉନ୍ନତି ପାଇଁ ୮ କୋଟି ବ୍ୟୟ ହେବ : ଏନଏସଏସ କ୍ୟାମ୍ପ ଉଦଘାଟିତ

ଭଞ୍ଜନଗର,୧୫/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସପ୍ତାହ ବ୍ୟାପି ହେବାକୁ ଥିବା ମେଗା ଚାରା ରୋପଣ କାର୍ଯ୍ୟକ୍ରମ ସୋମବାର ଉଦଘାଟିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଆର୍ଥିକ ସହାୟତାରେ କେଏସୟୁ ବି କଲେଜ…

ହାତୀର ସୁରକ୍ଷା ପାଇଁ ସଂକଳ୍ପ: ଭୀଷ୍ମଗିରି କଲେଜରେ ହାତୀ ସଭା

ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ କଲେଜରେ ଧରିତ୍ରୀ, ଓଡିଶାପୋଷ୍ଟ, ଟ୍ରି ଫାଉଣ୍ଡେସନ, ଶେରଗଡ଼ ଓ ବିକାଶ ସାଥୀ ର ସହଭାଗିତାର ‘ହାତୀ ସଭା’ ଅନୁଷ୍ଠିତ ହୋଇଥିଲା। ଡିଗ୍ରୀ କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?