ଓମ୍ ବିର୍ଲା ହେଲେ ୧୭ ତମ ଲୋକ ସଭା ବାଚସ୍ପତି: ସମସ୍ତ ଦଳ କଲେ ସମର୍ଥନ
ନୂଆଦିଲ୍ଲୀ,୧୯।୬: ରାଜସ୍ଥାନ କୋଟା ଲୋକ ସଭା ଆସନରୁ ନିର୍ବାଚିତ ହୋଇଥିବା ଓମ୍ ବିର୍ଲା ୧୭ତମ ଲୋକ ସଭାର ବାଚସ୍ପତି ହୋଇଛନ୍ତି। ବୁଧବାର ବାଚସ୍ପତି ଭାବେ ତାଙ୍କ ନାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ରଖିଥିଲେ। ମୋଦିଙ୍କ ପ୍ରସ୍ତାବକୁ ରାଜନାଥ ସିଂ ସମର୍ଥନ…
‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବୈଠକ: ଭାଗ ନେବ ନାହିଁ କଂଗ୍ରେସ
ନୂଆଦିଲ୍ଲୀ, ୧୯।୬: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ମୁଦ୍ଦାକୁ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦ ଭବନର ଲାଇବ୍ରେରୀରେ ବୁଧବାର ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।…
ଆଖୁ ଜମିରେ କାମ କରିବା ଲାଗି ୩ ବର୍ଷରେ କଢ଼ାଯାଇଛି ୪ ହଜାରରୁ ଅଧିକ ମହିଳାଙ୍କ ଗର୍ଭାଶୟ: ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ
ମୁମ୍ବାଇ,୧୯।୬: ମହାରାଷ୍ଟ୍ର ବିଡ୍ ଜିଲାରେ ଆଖୁ ଜମିରେ କାମ କରିବା ପାଇଁ ମହିଳାଙ୍କ ଗର୍ଭାଶୟ କଢ଼ାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଏହାର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଡ୍ ଜିଲାରେ ୪ ହଜାର ୬ ଶହ ୫ ଜଣ…
ଭାରତୀୟ ଦଳକୁ ପ୍ରଶଂସା କରି ଫଶିଲେ ପାକିସ୍ତାନୀ କ୍ରିକେଟର
ନୂଆଦିଲ୍ଲୀ, ୧୯।୬: ବିଶ୍ୱକପରେ ଭାରତଠାରୁ ଲଗାତର ୭ମ ଥର ଲାଗି ପରାସ୍ତ ହେବା ପରେ ପାକିସ୍ତାନ ଦଳର ସବୁଠି ଆଲୋଚନା ହେଉଛି। ଏହି ସମୟରେ ପାକିସ୍ତାନର ପୂର୍ବତନ ଖେଳାଳି ଉମର ଅକମଲ ଭାରତୀୟ ଦଳକୁ ପ୍ରଶଂସା କରି ଫଶି ଯାଇଛନ୍ତି। ତାଙ୍କୁ…
ସଡ଼କ ସୁରକ୍ଷା ପାଇଁ ୭ ଶହ ହେଲମେଟ୍ ବାଣ୍ଟିଲେ ଟ୍ରାଫିକ୍ ପୋଲିସ: ଭିଡ଼ିଓ ଭାଇରାଲ
ନୂଆଦିଲ୍ଲୀ,୧୯।୬: ସୁଡ଼କ ସୁରକ୍ଷା ନେଇ ଏବେ ଦିଲ୍ଲୀର ଜଣେ ଟ୍ରାଫିକ୍ ପୋଲିସ ହେଡ୍ କନେଷ୍ଟବଳ ଅଣ୍ଟା ଭିଡ଼ିଛନ୍ତି। ସେ ଇତିମଧ୍ୟରେ ୭ଶହ ହେଲମେଟ୍ ମାଗଣାରେ ଲୋକଙ୍କୁ ବାଣ୍ଟିବା ସହିତ ସଚେତନତା ପାଇଁ ଏକ ର଼୍ୟାପ୍ ସଙ୍ଗ୍ ମଧ୍ୟ ରେକର୍ଡିଂ କରିଛନ୍ତି। ଟ୍ରାଫିକ୍…
ଭାରତ ଆସିବେ ପାକିସ୍ତାନ ଆଥଲେଟ୍: ସରକାର ଦେଲେ ଅନୁମତି
ନୂଆଦିଲ୍ଲୀ, ୧୯।୬: ଭାରତରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଖେଳ ଇଭେଣ୍ଟରେ ପାକିସ୍ତାନ ଖେଳାଳି ଭାଗ ନେଇପାରିବ। ଭାରତୀୟ ଅଲମ୍ପିକ୍ ସଂଘ(ଆଇଓଏ) ଏନେଇ ଇଣ୍ଟରନାଶନାଲ ଅଲମ୍ପିକ କମିଟି(ଆଇଓସି)କୁ ପତ୍ର ଲେଖି ଜଣାଇଛିି। ଗତ ଫେବୃଆରିରେ ଭାରତରେ ଆୟୋଜିତ ହୋଇଥିବା ବିଶ୍ୱ ତୀରନ୍ଦାଜ୍…
ଶୁଖିଲା ନଦୀରେ ଜଳ ଭରିବା ପାଇଁ ଅଣ୍ଟା ଭିଡିଛନ୍ତି ୨୦ ହଜାର ମହିଳା
ଭେଲୋର,୧୯।୬: ତାମିଲ୍ନାଡୁ ଭେଲୋରରେ ଗତ ୧୫ ବର୍ଷ ଧରି ଶୁଖିଲା ପଡ଼ିଥିବା ନାଗାନାଧି ନଦୀରେ ଜଳ ଭରିବା ପାଇଁ ଏହି ଅଞ୍ଚଳର ୨୦ ହଜାର ମହିଳା ଅଣ୍ଟା ଭିଡ଼ିଛନ୍ତି। ନଦୀର ବିଭିନ୍ନ ସ୍ଥାନରେ କୂଅ ଖୋଳି ଏଥିରେ ପୁଣି ଜଳ ଭରିବା…
ମସ୍ତିଷ୍କ ଜ୍ୱର ଆତଙ୍କ ୧୩୦ ଶିଶୁଙ୍କ ଗଲାଣି ଜୀବନ
ପାଟନା,୧୯।୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ଏଠାରେ ୭୫ ନୂଆ ଶିଶୁ ଏହି ରୋଗରେ ପୀଡିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୩୦୦ରୁ…
ଗୁରୁବାର ମୋଦି ସମସ୍ତ ଏମ୍ପିଙ୍କୁ ଦେବେ ରାତ୍ର ଭୋଜନ
ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ତମ ଲୋକ ସଭାର ସମସ୍ତ ଏମ୍ପିଙ୍କୁ ଗୁରୁବାର ରାତ୍ର ଭୋଜନ ଦେବେ। ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଲୋକ ସଭା ତଥା ରାଜ୍ୟ ସଭାର ସମସ୍ତ ଏମ୍ପିଙ୍କୁ ନିମନ୍ତ୍ରଣ ସମ୍ପର୍କରେ ଅବଗତ କରାଇଛନ୍ତି।…
ରାହୁଲଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ମୋଦି
ନୂଆଦିଲ୍ଲୀ, ୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟୁଇଟ୍ କରି ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ମୋଦି ରାହୁଲଙ୍କ ସୁସ୍ଥ ନିରାମୟ ତଥା ଦୀର୍ଘ ଜୀବନ କାମନା କରିଛନ୍ତି। ବୁଧବାର ରାହୁଲଙ୍କ ଜନ୍ମଦିନ ଅବସରରେ…
୪୯ ବର୍ଷରେ ପାଦ ଦେଲେ ରାହୁଲ ଗାନ୍ଧୀ: ଏବେ ୨୦୨୪କୁ ଆଶା
ନୂଆଦିଲ୍ଲୀ,୧୯।୬: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ୪୯ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୭୦ ଜୁନ୍ ୧୯ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ରାହୁଲଙ୍କ ବୟସ ବଢ଼ିବା ସହିତ କଂଗ୍ରେସର ସ୍ଥିତି ଧୀରେ ଧୀରେ ସଙ୍କଟ ଦେଇ ଗତି କରୁଥିବା…
ମଡେଲଙ୍କୁ ଅସଦାଚରଣ: ୭ ଗିରଫ
କୋଲକାତା,୧୯ା୬(ପି.ଟି.): ମଡେଲରୁ ଅଭିନେତ୍ରୀ ପାଲଟିଥିବା ଉଷଶୀ ସେନଗୁପ୍ତାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ୭ ଯୁବକଙ୍କୁ କୋଲକାତା ପୋଲିସ ଗିରଫ କରିଛି। ପୂର୍ବତନ ମିସ୍ ଇଣ୍ଡିଆ ୟୁନିଭର୍ସ ଉଷଶୀ ସୋମବାର ରାତି ୧୧ଟା ୪୦ରେ ଜଣେ ସହକର୍ମୀଙ୍କ ସହିତ କର୍ମସ୍ଥଳରୁ ଘରକୁ ଫେରୁଥିବାବେଳେ…
Archives


