Home

ପୁଣିଥରେ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ, କହିଲେ ଆମେ ଭାରତର ଖୁବ ନିକଟତର

ଓ୍ବାଶିଂଟନ,୧୮।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି ଏବଂ ନିଜକୁ ଭାରତର ବହୁତ ନିକଟତର ବୋଲି କହିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ବିଷୟରେ ପଚରାଯିବାରୁ ଟ୍ରମ୍ପ…

ମୋ ଜୀବନର ସର୍ବୋଚ୍ଚ ସମ୍ମାନ ମଧ୍ୟରୁ ଗୋଟିଏ, କାହିଁକି ଏମିତି କହିଲେ ଟ୍ରମ୍ପ, ଜାଣନ୍ତୁ…

ଲଣ୍ଡନ,୧୮।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ, ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ବର୍ତ୍ତମାନ ୟୁକେ ଗସ୍ତରେ ଅଛନ୍ତି। ଟ୍ରମ୍ପ ଏବଂ ମେଲାନିଆ ମଙ୍ଗଳବାର ସାରେ କିଙ୍ଗ ଚାଲର୍‌ସ ତୃତୀୟଙ୍କ ନିମନ୍ତ୍ରଣରେ ୟୁକେକୁ ସେମାନଙ୍କର ଦ୍ୱିତୀୟ ଐତିହାସିକ ରାଜ୍ୟ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ଏହି କମ୍ପାନୀ ନାଁରେ ମାମଲା କଲେ ପୀଡ଼ିତଙ୍କ ପରିବାର

ଓ୍ବାଶିଂଟନ,୧୮।୯: ଏୟାର ଇଣ୍ଡିଆ ଫ୍ଲାଇଟ ୧୭୧ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାରି ଜଣ ଯାତ୍ରୀଙ୍କ ପରିବାର ଆମେରିକୀୟ ବିମାନ ନିର୍ମାତା ବୋଇଂ ଏବଂ ପ୍ରଯୁକ୍ତିବିଦ୍ୟା କମ୍ପାନୀ ହନିୱେଲ ବିରୋଧରେ ଏକ ମାମଲା ଦାୟର କରିଛନ୍ତି। ପରିବାର ଅଭିଯୋଗ କରିଛନ୍ତି ଯେ କମ୍ପାନୀଗୁଡ଼ିକର…

ରାଜ କୁନ୍ଦ୍ରା-ଶିଳ୍ପା ଶେଟ୍ଟୀ ଠକେଇ ମାମଲାରେ ନୂଆ ମୋଡ଼, EOW ରାଡାରରେ ବିପାଶା ବସୁ, ନେହା ଧୁପିଆ, ଏକତା କପୁର

ମୁମ୍ବାଇ,୧୮।୯: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ୬୦ କୋଟି ଠକେଇ ମାମଲାରେ ଏକ ନୂତନ ମୋଡ଼ ଆସିଛି। ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଏବେ ତିନି ଜଣ ପ୍ରମୁଖ…

ମୁଇଜୁଙ୍କ ଉପରେ ସୁନା କଳସ ଢାଲିଲା ଭାରତ, କଲା ଏମିତି କାମ ପାକିସ୍ତାନକୁ ଲାଗିବ ଜୋରଦାର ଝଟକା

ନୂଆଦିଲ୍ଲୀ,୧୮।୯: ଭାରତୀୟ ହାଇ କମିଶନ ଗୁରୁବାର (ସେପ୍ଟେମ୍ବର ୧୮, ୨୦୨୫)ରେ ଘୋଷଣା କରିଛନ୍ତି ଯେ ଭାରତ ଜରୁରୀକାଳୀନ ଆର୍ଥିକ ସହାୟତା ଭାବରେ ମାଳଦ୍ୱୀପର ୫୦ ନିୟୁତ ଆମେରିକୀୟ ଡଲାର ସରକାରୀ ବଣ୍ଡ (ଟି-ବିଲ)କୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛି।…

8th Pay Commission ଲାଗୁ ହେଲେ ସରକାରୀ କ୍ଲର୍କ ହେବେ ମାଲାମାଲ: ଜାଣନ୍ତୁ କେତେ ବଢିବ ଦରମା

ନୂଆଦିଲ୍ଲୀ,୧୮।୯: ଭାରତରେ ନୂତନ ବେତନ କମିଶନ ଲାଗୁ ହେଲେ, ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏହାର ସୁପାରିଶ ଉପରେ ନଜର ରଖନ୍ତି। ବର୍ତ୍ତମାନ, ୮ମ ବେତନ କମିଶନକୁ ନେଇ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। କ୍ଲର୍କ ଏବଂ…

ସତରେ କ’ଣ ୯୦ ପ୍ରତିଶତ ଚାକିରି ଖାଇଯିବ AI? ମୋର୍ଗାନ ଷ୍ଟାନଲିଙ୍କ ରିପୋର୍ଟ ଦେଲା ଜବାବ

ଓ୍ବାଶିଂଟନ,୧୮।୯: ବିଶ୍ୱ ସ୍ତରରେ ଦ୍ରୁତ ଗତିରେ ଲୋକପ୍ରିୟ ହେଉଥିବା AI ପ୍ରଯୁକ୍ତିବିଦ୍ୟା ଭବିଷ୍ୟତରେ ଶ୍ରମ ବଜାର ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବାକୁ ପ୍ରସ୍ତୁତ। ଏହା ବିଶ୍ୱ ବାଣିଜ୍ୟରେ ସବୁଠାରୁ ପରିବର୍ତ୍ତନକାରୀ ଶକ୍ତି ଭାବରେ ଦ୍ରୁତ ଗତିରେ ଉଭା ହେଉଛି। ଏକ…

ଟ୍ରମ୍ପଙ୍କ ରିପୋର୍ଟରେ ରହିଛି ୨୩ ଦେଶର ନାମ, ନିଶା ଉତ୍ପାଦନ ପାଇଁ କିଏ ଦାୟୀ, ଭାରତ-ପାକିସ୍ତାନର ବି ରହଛି ନାଁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଂଗ୍ରେସରେ ‘ପ୍ରେସିଡେଣ୍ଟସିଆଲ ଡିଟରମିନେଶନ’ ଶୀର୍ଷକ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ ସେହି ଦେଶଗୁଡ଼ିକର ତାଲିକା ଦିଆଯାଇଛି ଯେଉଁମାନେ ବେଆଇନ ନିଶା ଉତ୍ପାଦନର କେନ୍ଦ୍ର କିମ୍ବା ପ୍ରମୁଖ ଚୋରା ଚାଲାଣ ପଥ ସହିତ ଜଡିତ।…

ପୋତାହେଲା ଲକ୍ଷାଧିକ ଟଙ୍କାର ବାଣ, ବେଆଇନ ଭାବେ ଗଚ୍ଛିତ ରଖି…

ଗଞ୍ଜାମ,୧୮ା୯(ଅଖିଳ ତରାଇ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗ୍ରାମରେ ବେଆଇନ ଭାବେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ବାଣ ସାମଗ୍ରୀକୁ ପୋଲିସ ଜବତ କରିବା ପରେ ଏହାକୁ ନଷ୍ଟ କରିଦିଆଯାଇଛି। ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ମାନ୍ୟବର କୋର୍ଟର…

ସୌଦି ଆରବ ପରେ ଏବେ ବାଂଲାଦେଶ…, ୟୁନୁସଙ୍କୁ ଭେଟିବେ ଶେହବାଜ ସରିଫ, ଜାଣନ୍ତୁ କ’ଣ ରହିଛି ଯୋଜନା

ଇସଲାମାବାଦ,୧୮।୯: ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ସେପ୍ଟେମ୍ବର ୨୨ରେ ନ୍ୟୁୟର୍କ ଗସ୍ତ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟିବେ। ଉଭୟ ନେତା ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA) ଅଧିବେଶନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି, ଏବଂ UNGA ଅବସରରେ…

ଭାରତ ପାଇଁ ଖୁସିଖବର: ଆମେରିକା ନେଲା ବଡ଼ ନିଷ୍ପତ୍ତି!

ନୂଆଦିଲ୍ଲୀ,୧୮।୯: ଭାରତ ପାଇଁ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଏବେ ଖୁବ ଶୀଘ୍ର ଆସୁଥିବା ପରି ମନେ ହେଉଛି। ଆମେରିକା ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍‌ ଉଠାଇବାର ସମ୍ଭାବନା ରହିଛି। ଗୁରୁବାର ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ…

ଛାଡ଼ପତ୍ର ବଦଳରେ ମ୍ୟାରେଜ୍‌ ଗ୍ରାଜୁଏସନ କରୁଛନ୍ତି ଦମ୍ପତି; ଜାଣନ୍ତୁ କ’ଣ ଏହି ଟ୍ରେଣ୍ଡ, କାହିଁକି ଦମ୍ପତ୍ତି ମାନେ…

ନୂଆଦିଲ୍ଲୀ,୧୮।୯: ବୈବାହିକ ଜୀବନରେ ଉତ୍ଥାନ-ପତନ ଲାଗି ରହିଥାଏ। କେତେବେଳେ ପରିସ୍ଥିତି ଏପରି ହୋଇଥାଏ ଯାହାର ସମାଧାନ ବାହାରିପାରେ। କିନ୍ତୁ କେତେବେଳେ ପରିସ୍ଥିତି ଏମିତି ସୃଷ୍ଟି ହୁଏ ଯେ ବିବାହ ଆଗକୁ ବଢ଼ିପାରେ ନାହିଁ। ଶେଷରେ ଦମ୍ପତିମାନେ ଛାଡ଼ପତ୍ର ମୁହାଁ ହେଉଥିବା ଦେଖାଯାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?