Home

ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌: ୧୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଅସୁସ୍ଥ

ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ପଣପଣାସ୍ଥିତ ଫାଲ୍‌କନ କମ୍ପାନୀର ଚିଙ୍ଗୁଡ଼ିି ପ୍ରୋସେସିଂ ପ୍ଲାଣ୍ଟରେ ବୁଧବାର ରାତି ପ୍ରାୟ ୯ଟା ବେଳେ କ୍ଲୋରିନ ଗ୍ୟାସ୍‌ ଲିକ୍‌ ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଅସୁସ୍ଥ ହୋଇପଡିଛନ୍ତି। ଗ୍ୟାସ୍‌ ଲିକ୍‌ ଘଟଣା…

ହାର୍ଟଆଟାକ୍‌ ଓ ମେଦବହୁଳତାରୁ ଦୂରେଇ ରହିବା ପାଇଁ ସପ୍ତାହରେ ଏଥିରୁ ୨ ଥର…

ଛତୁରେ ବହୁ ମାତ୍ରାରେ ପୋଷକତ୍ବ ରହିଛି। ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ। ଛତୁ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ସପ୍ତାହରେ ୨ଥର ଛତୁ ଖାଇଲେ ହାର୍ଟଆଟାକ୍‌ ଓ ମେଦବହୁଳତା ହେବା ଆଶଙ୍କା ଦୂର ହୋଇଥାଏ ବୋଲି…

କୋଷ୍ଠକାଠିନ୍ୟ ଦୂର କରେ ପାଳଙ୍ଗ ଶାଗ

ପାଳଙ୍ଗ ଶାଗ ଖାଇବାକୁ ସ୍ବାଦିଷ୍ଟ ହେବା ସହିତ ଶରୀର ପାଇଁ ମଧ୍ୟ ଉପକାରୀ ଅଟେ। ଏହା ଶରୀରରେ ହିମୋଗ୍ଲୋବିନ ବଢାଇବାରେ ସହାୟକ ହୋଇଥାଏ। ପାଳଙ୍ଗ ଶାଗରେ ଏମିନୋ ଏସିଡ, ଭିଟାମିନ ଏ, ବି, ସି, କେ, ଇ, ଆଏରନ, ଆୟୋଡିନ, ପୋଟାସିୟମ,…

ଆଇପିଏଲ୍‌ ୨୦୨୦: ମୁମ୍ବାଇ ପାଇଁ ଖେଳିବେ ବୋଲ୍ଟ

ନୂଆଦିଲ୍ଲୀ, ୧୩।୧୧ (ପି.ଟି.): ନ୍ୟୁଜିଲାଣ୍ଡ ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୨୦୨୦ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ। ସେହିଭଳି ଉତ୍ତର ପ୍ରଦେଶ ଯୁବ ବୋଲର ଅଙ୍କିତ ରାଜପୁତ ରାଜସ୍ଥାନ ରୟାଲ୍ସ ପକ୍ଷରୁ…

ପଞ୍ଜାବରେ କବାଡ଼ି ବିଶ୍ୱକପ୍‌

ଚଣ୍ଡିଗଡ଼, ୧୩।୧୧ (ପି.ଟି.):୨୦୧୯ କବାଡ଼ି ବିଶ୍ୱକପ୍‌ ପଞ୍ଜାବରେ ଅନୁଷ୍ଠିତ ହେବ। ଡିସେମ୍ବର ୧ରୁ ୯ ତାରିଖ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ। ସେହିଭଳି ଶିଖ୍‌ ଗୁରୁ ‘ଗୁରୁ ନାନକ ଦେବ ଜୀ’ଙ୍କ ୫୫୦ତମ ଜନ୍ମବାର୍ଷିକ ଏହି ବର୍ଷ ପାଳନ କରାଯାଉଥିବାରୁ ବିଶ୍ୱକପ୍‌କୁ…

ଲଙ୍ଗର ପାଇଁ ରୁଟି ତିଆରି କଲେ ବ୍ରିଟେନ ରାଜକୁମାର

ନୂଆଦିଲ୍ଲୀ,୧୩।୧୧: ବ୍ରିଟେନ ରାଜକୁମାର ପ୍ରିନ୍ସ ଚାଲର୍‌ସ ୩ଦିନିଆ ଗସ୍ତରେ ଭାରତକୁ ଆସିଛନ୍ତି। ବୁଧବାର ପ୍ରଥମେ ଦିଲ୍ଲୀସ୍ଥିତ ଗୁରୁଦ୍ୱାରା ବାଂଲା ସାହିବରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଚାଲର୍‌ସ ଗୁରୁଦ୍ୱାରା ଦର୍ଶନ କରିବା ପରେ ଲଙ୍ଗର ପାଇଁ କରାଯାଇଥିବା ସମସ୍ତ…

ଥାନାରୁ ଅଭିଯୁକ୍ତ ଫେରାର

ନବରଙ୍ଗପୁର/ପାପଡାହାଣ୍ଡି,୧୩।୧୧(ବି.ପ୍ର./ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ହାଜତରୁ ଜଣେ ଅଭିଯୁକ୍ତ ପରିସ୍ରା ଯିବା ବାହାନାରେ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ତେନ୍ତୁଳିଖୁଣ୍ଟି ଥାନା ଅଧୀନ ପଠାନଗୁଡା ଗାଁର ଅରୁଣ ହରିଜନ। ଅକ୍ଟୋବର ୫ ତାରିଖରେ ଜେଲରୁ ସେ…

ବୋମା ବିସ୍ଫୋରଣରେ ଜଣେ ଆହତ: ଯୁବକ ଗିରଫ

ବନ୍ତ,୧୩।୧୧ (ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅନ୍ତର୍ଗତ ଟିଲୋ ତାଳପଦା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ କେତେକ ଯୁବକଙ୍କ ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଆହତ ହୋଇଥିବା ବ୍ୟକ୍ତିଙ୍କ ପୁଅ…

ପୁଲଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣ: ସ୍ଥାନୀୟ ଦୋକାନୀ ମୃତ

ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲା ଅବନ୍ତିପୁରା ଅଞ୍ଚଳର ଜଣେ ସ୍ଥାନୀୟ ଦୋକାନୀଙ୍କୁ ବୁଧବାର ସନ୍ଧ୍ୟାରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ସନ୍ଧ୍ୟାରେ କିଛି ଆତଙ୍କବାଦୀ ଦୋକାନୀଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହାପରେ …

ଅସୁସ୍ଥ ମୁଲାୟମ ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ,୧୩।୧୧: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି(ଏସ୍‌ପି)ର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଅସୁସ୍ଥ ହୋଇପଡ଼ିଛନ୍ତି। ବୁଧବାର ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥିତ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତର ଏବେ ତାଙ୍କର ଚିକିତ୍ସା କରୁଥିବା…

କଟକରେ ପ୍ରଥମ ଥର ପାଇଁ ଆୟୋଜନ ହେଲା ପଥ ଉତ୍ସବ

କଟକ ଅଫିସ, ୧୩ା୧୧:ବାଲିଯାତ୍ରା ଉପଲକ୍ଷେ କଟକ ସହରରେ ପ୍ରଥମ ଥର ପାଇଁ ଜିଲା ପ୍ରଶାସନ ପକ୍ଷରୁ ‘ପଥ ଉତ୍ସବ’ ଆୟୋଜିତ ହୋଇଛି। ବୁଧବାର ପ୍ରଥମ ଦିନରେ ଏଥିରେ ହାତଗଣତି ଲୋକ ଦେଖିବାକୁ ମିଳିଥିଲେ। ପ୍ରଚାର, ପ୍ରସାର ଅଭାବରୁ ଜନସମାଗମ ହୋଇ ନ…

ଶାହାରୁଖ୍‌ଙ୍କଠାରୁ ଅଧିକ ରୋମାଣ୍ଟିକ ପୁଅ ଆର୍ୟନ୍‌

ଶାହାରୁଖଙ୍କ ପୁଅ ଆର୍ୟନଙ୍କ ଆଜି ଅର୍ଥାତ୍‌ ବୁଧବାର ୨୨ତମ ଜନ୍ମଦିବସ। ଆଜିର ଏହି ଖାସ୍‌ ଦିନରେ ତାଙ୍କ ବିଷୟରେ କିଛି କଥା ଜାଣିନେବା ଆସନ୍ତୁ। ଆର୍ୟନ୍‌ ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟ ଷ୍ଟାର୍‌କିଡ୍‌। ବାପାଙ୍କ ପରି ସେ ମଧ୍ୟ ଖୁବ୍‌ ଖୁସି ମିଜାଜର।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri