Home

ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ

ଜୟପୁର, ୭।୧(ନି.ପ୍ର): କୋରାପୁଟ ଜିଲା ବୋରିଗୁମ୍ମାରେ କାର୍ଯ୍ୟରତ ଆରଡବ୍ଲୁଏସ୍‌ଏସ୍‌ର ନିଖୋଜ କନିଷ୍ଠ ଯନ୍ତ୍ରୀ ଭେଙ୍କଟେଶ୍ୱର ରାଓଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହରଡାଗୁଡା ନିକଟସ୍ଥ ମୂଷା ମାଟି ଜଙ୍ଗଲରୁ ଏସ୍‌ଡିପିଓଙ୍କ ଉପସ୍ଥିତିରେ ବିସିଂହପୁର ପୋଲିସ ରାଓଙ୍କ ମୃତଦେହ ଉଦ୍ଧାର କରିଛି। ମୃତ୍ୟୁର କାରଣକୁ…

ଏସିଆର ପରିଷ୍କାର ଗାଁ: ଲୋକେ କୁହନ୍ତି ଭଗବାନଙ୍କ ବଗିଚା…

ଏପରି ଏକ ଗାଁ ରହିଛି ଯେଉଁଠି ସଫେଇ ପାଇଁ ସରକାରଙ୍କ ଉପରେ ନିର୍ଭର କରି ନ ଥାନ୍ତି ଏଠାକାର ବାସିନ୍ଦା। ଗାଁର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସଭିଏଁ ଗଁାକୁ ସଫା ସୁତୁରା ରଖିବା ପାଇଁ ଦିନସାରା ଲାଗି ରୁହନ୍ତି। ପରିବେଶକୁ ସୁନ୍ଦର…

୮ରେ ଭାରତ ବନ୍ଦ: ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ବାତିଲ

ଭୁବନେଶ୍ୱର, ୭।୧(ବ୍ୟୁରୋ): ୧୨ ଦଫା ଦାବି ନେଇ ୧୦ଟି ଟ୍ରେଡ୍‌ ୟୁନିୟନ ପକ୍ଷରୁ ଆସନ୍ତା ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।…

ଯୁବତୀଙ୍କ ଅଧିକ ପସନ୍ଦ ଚଷମା ପିନ୍ଧୁଥିବା ଯୁବକ…

ପ୍ରେମ ଏକ ସ୍ବର୍ଗୀୟ ଅନୁଭୁତି। ତେବେ ଏକ ଗବେଷଣାରୁ ଜଣାପଡ଼ିଛି ଯୁବତୀମାନେ ପ୍ରେମ ପାଇଁ ଯୁବକଙ୍କ ପାଖରେ କେତେକ ନିଦ୍ଦିଷ୍ଟ ଗୁଣ ଉପରେ ଗୁରୁତ୍ୱାରୋପ କରିଥାନ୍ତି। ସାଧାରଣତଃ ଚଷମା ପିନ୍ଧୁଥିବା ଯୁବକଙ୍କୁ ଯୁବତୀମାନେ ଅଧିକ ପସନ୍ଦ କରିଥାନ୍ତି ବୋଲି ପରଫେକ୍ଟ ଗ୍ଲାସ୍‌…

ଇଣ୍ଟରନ୍ୟାଶନାଲ କାଇଟ୍‌ ଫେଷ୍ଟିଭାଲର ଉଦ୍‌ଘାଟନ କଲେ ରୂପାନି

ଅହମ୍ମଦାବାଦ,୭।୧: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ମଙ୍ଗଳବାର ଇଣ୍ଟରନ୍ୟାଶନାଲ କାଇଟ୍‌ ଫେଷ୍ଟିଭାଲ ୨୦୨୦ର ଉଦ୍‌ଘାଟନ କରିଛନ୍ତି। ‘ମକର ସଂକ୍ରାନ୍ତି’ ବା ‘ଉତ୍ତରାୟନ’ ଉତ୍ସବ ଅବସରରେ ୧୯୮୯ ମସିହାରୁ ଅହମ୍ମଦାବାଦରେ ଅନୁଷ୍ଠିତ ହେଉଛି ଇଣ୍ଟରନ୍ୟାଶନାଲ କାଇଟ୍‌ ଫେଷ୍ଟିଭାଲ। ପ୍ରତିବର୍ଷ ଏଠାରେ ଗୁଡି(କାଇଟ୍‌)ର ମୂଲ୍ୟ…

ଜାନୁୟାରୀ ୧୦ରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଲାଗୁ ହେବନି ସୁତକ

ନୂଆଦିଲ୍ଲୀ,୭।୧: ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁୟାରୀ ୧୦ ତାରିଖ ମଧ୍ୟ ରାତ୍ରରେ ହେବ। ତେବେ ଏହା ଉପଛାୟା ଯୋଗୁ ହେଉଥିବାରୁ ଏହା ଭାରତରେ ଦେଖାଗଲେ ମଧ୍ୟ କୌଣସି ସୁତକ ଲାଗୁ ହେବନି। ଦେବନୀତି ସ୍ବାଭାବିକ ଭାବେ କରାଯିବ। ସାଧାରଣତଃ…

ଜେଏନ୍‌ୟୁ ହିଂସା: ‘ଫ୍ରି କଶ୍ମୀର’ ପୋଷ୍ଟରକୁ ନେଇ ସଫେଇ ଦେଲେ ଯୁବତୀ

ମୁମ୍ବାଇ,୭।୧: ଜେଏନ୍‌ୟୁ ହିଂସାକୁ ନେଇ ମୁମ୍ବାଇର ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆରେ ବିରୋଧ ପ୍ରଦର୍ଶନ ସମୟରେ ସାମ୍ନାକୁ ଆସିଥିବା ‘ଫ୍ରି କଶ୍ମୀର’ ପୋଷ୍ଟରକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ହେଲେ ଏହି ପୋଷ୍ଟରକୁ ଧରିଥିବା ଯୁବତୀ ଜଣକ ଏ ନେଇ…

ଆମେରିକା ସୈନ୍ୟ ବାହିନୀଙ୍କୁ ଆତଙ୍କବାଦୀ ଘୋଷଣା କଲେ ରାଷ୍ଟ୍ରପତି ରୁହାନି

ତେହେରାନ୍‌,୭।୧: ଆମେରିକା ଏବଂ ଇରାନ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଇରାନ୍‌ ରାଷ୍ଟ୍ରପତି ହସନ ରୁହାନି ଆମେରିକାର ସୈନ୍ୟ ବାହିନୀଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ଏହା ଦ୍ୱାରା ଏଣିକି ଇରାନ୍‌ ଏହାର ସୀମା ଆଖପାଖରେ ଥିବା ଆମେରିକା ସୈନ୍ୟ…

ଚେକ୍‌ ଜାଲିଆତି କରି ୬.୮୨ ଲକ୍ଷ ଠକେଇ ମାମଲା: ୪ ଅଭିଯୁକ୍ତ ଗିରଫ

ବରଗଡ ଅଫିସ,୭।୧: ବରଗଡ ଜିଲା ଭଟ୍‌ଲିସ୍ଥିତ ଏସ୍‌ଡିସିସି ବ୍ୟାଙ୍କର ଜଣେ ଉପଭୋକ୍ତା ଅପରାଜିତା ମିଶ୍ରଙ୍କ ଆକାଉଣ୍ଟରୁ ଚେକ୍‌ ଜାଲିଆତି କରି ୬.୮୨ ଲକ୍ଷ ଠକେଇ ମାମଲାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ ଟାଉନ ଥାନା…

ପଶ୍ଚିମବଙ୍ଗ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ମମତା

କୋଲକାତା,୭।୧: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ପଶ୍ଚିମବଙ୍ଗରେ ଏହା ଲାଗୁ କରାଯିବ ନାହିଁ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ। ପୁଣିଥରେ ମଙ୍ଗଳବାର ଦକ୍ଷିଣ ୨୪ ପ୍ରଗଣାର ପଥର ପ୍ରତିମାଠାରେ ଆୟୋଜିତ…

ମଙ୍ଗଳ-ଶୁକ୍ର ଗ୍ରହରୁ ଏଲିୟନ ଆସି ଜେଏନ୍‌ୟୁରେ କରିଥିଲେ ଆକ୍ରମଣ: ଅସାଦୁଦ୍ଦିନ

ନୂଆଦିଲ୍ଲୀ,୭।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ହିଂସା ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜେଏନ୍‌ୟୁରେ କୌଣସି ବ୍ୟକ୍ତି ନୁହେଁ ବରଂ ଏଲିୟନ୍‌ ଆସି ଆକ୍ରମଣ କରିଥିଲେ। ସେ ମଙ୍ଗଳ ଓ…

ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି

ରାଜନଗର,୭।୧(ଡି.ଏନ.ଏ): ପ୍ରକୃତିର ଗନ୍ତାଘର ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତବର୍ଷ ୧ ଲକ୍ଷ ୧୮,୩୨୬ଟି ପକ୍ଷୀ ଆସିଥିବାବେଳେ ଗତବର୍ଷ ୧ ଲକ୍ଷ ୯୦୫୯ଟି ପକ୍ଷୀ ଆସିଥିଲେ। ସେହିପରି ଗତଥର ୭୪ ପ୍ରକାର ପକ୍ଷୀ ଆସିଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?