ଆଖିଓଁ ସେ ଗୋଲି ମାରେ
‘ଲଡ୍କି କମାଲ ହୈ ତୋ ଆଖିଓଁ ସେ ଗୋଲି ମାରେ’ ଗୀତ ସେ ସମୟରେ ବେଶ୍ ଲୋକପ୍ରିୟ ହୋଇଥିଲା। ଗୋବିନ୍ଦା ଏବଂ ରବିନା ଟଣ୍ଡନଙ୍କ ଡ୍ୟାନ୍ସ ମଧ୍ୟ କୌଣସି ଗୁଣରେ କମ୍ ନ ଥିଲା। ଦର୍ଶକ ଖୁବ୍ଶୀଘ୍ର ଏହି ଗୀତଟିକୁ ପୁଣିଥରେ…
ଭାଇ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ମୃତଦେହ ଧରି ଥାନାରେ ଆତ୍ମସମର୍ପଣ
ଜଗନ୍ନାଥ ପ୍ରସାଦ,୨୧।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳ ପଟାଧର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀଙ୍କ ଅତ୍ୟାଚାର ସହି ନ ପାରି ଭାଇ ସହ ମିଶି ତାଙ୍କୁ ହତ୍ୟା କରିଛନ୍ତି ସ୍ତ୍ରୀ। ହତ୍ୟା କରିବା ପରେ ଉଭୟ…
ବ୍ରେକ୍ଫାଷ୍ଟ କରୁ ନ ଥିବା ପିଲା କମ୍ ମାର୍କ ରଖନ୍ତି
ଲଣ୍ଡନ:ପିତାମାତାମାନେ ଏବେଠାରୁ ସାବଧାନ ହୋଇଯାନ୍ତୁ। ବ୍ରେକଫାଷ୍ଟ କରୁ ନ ଥିବା ପିଲା କମ୍ ମାର୍କ ରଖନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ପିଲାମାନେ ଖାଲିପେଟରେ ରହି ପାଠପଢ଼ିବା ଦ୍ୱାରା ମାନସିକ ସନ୍ତୁଳନ ରକ୍ଷା ହୋଇ ନ ଥାଏ। ଖାଲି ଘରେ ନୁହେଁ,…
ଚୁଟ୍କିଙ୍କ ଲେଉଟାଣି
ଥରେ ମନେପକାନ୍ତୁ ନା ସେହି ଚୁଟ୍କି ଚରିତ୍ରକୁ। ସୁପରହିଟ୍ ଓଡ଼ିଆ ସିନେମା ‘ଆକାଶେ କି ରଙ୍ଗ ଲାଗିଲା’ରେ ଏହି ଭୂମିକା ତାଙ୍କୁ କେତେ ମାଇଲେଜ୍ ଦେଇଥିଲା, ତାହା କହିବା ବାହୁଲ୍ୟ। ଏକ ଚୁଲ୍ବୁଲି ତଥା ଭାବପ୍ରବଣ ଭଉଣୀ ଭୂମିକାକୁ ସେ ଏତେ…
ସିଗାରେଟ ବଦଳାଇଦେଲା ଫୁସ୍ଫୁସ୍ ରଙ୍ଗ
ବେଜିଂ: ଧୂମପାନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏପରି ଚେତାବନୀ ପ୍ରତି ସିଗାରେଟ ପ୍ୟାକେଟ୍ରେ ଅତି ସହଜରେ ଦେଖିବାକୁ ମିଳେ। ଏହା ସତ୍ତ୍ୱେ ଏହି ମାରାତ୍ମକ ନିଶାକୁ ଛାଡ଼ି ପାରୁନାହାନ୍ତି ଅନେକେ। ହେଲେ ଏହାର କୁପ୍ରଭାବ ଫୁସ୍ଫୁସ୍କୁ କିପରି ପ୍ରଭାବିତ କରୁଛି ତାହାର ଏକ…
‘ଚେହ୍ରେ’ର ନୂଆ ଚେହେରା ଅଙ୍କିତା
ମୁମ୍ବାଇ: ବଲିଉଡ୍ ଫିଲ୍ମ ‘ଚେହ୍ରେ’କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ପ୍ରଥମେ ଫିଲ୍ମର ଷ୍ଟାର୍-କାଷ୍ଟଙ୍କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ପରେ ଯୋଡ଼ି ହୋଇଗଲା ହିରୋଇନ୍ଙ୍କ ସହ ବିବାଦ। ଅର୍ଥାତ୍ ଫିଲ୍ମରେ ମହାନାୟକ ଅମିତାଭ୍ ବଚ୍ଚନ ଏବଂ ଇମ୍ରାନ୍ ହାସ୍ମୀଙ୍କ ସହ କ୍ରିତି…
ଥାନାରେ ରୋବୋ ପୋଲିସ: ଏତଲା ରଖିବ, ସମାଧାନ ବି କରିବ
ବିଶାଖାପାଟଣା: ଥାନାରେ ପୋଲିସ୍ କର୍ମଚାରୀଙ୍କୁ କାମରେ ସହଯୋଗ କରିବ ରୋବୋ। ଏତଲା ରଖିବାଠାରୁ ଆରମ୍ଭ କରି ମାମଲା ସମାଧାନ ହେବାରେ ଏହା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବ। ସାଇବର ଅପରାଧୀଙ୍କୁ ଧରିବା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ପ୍ରଥମ ଥର ପାଇଁ…
ଧୋନୀଙ୍କ ଫଟୋ ଛାଡି ଏମିତି କହିଲେ କୋହଲି
ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ଦୂରେଇ ରହିଛନ୍ତି। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକ ହୁଅନ୍ତୁ କି ସାଥୀ ଖେଳାଳି ଧୋନୀଙ୍କୁ ଭୁଲିପାରୁନାହାନ୍ତି। ନିକଟରେ ଅଧିନାୟକ ବିରାଟ କୋହଲି…
ବିଶ୍ୱ ଟେଲିଭିଜନ ଦିବସ
ଜାତିସଂଘ: ୧୯୯୬ର ପ୍ରଥମାର୍ଦ୍ଧରେ ପ୍ରଥମେ ବିଶ୍ୱ ଟେଲିଭିଜନ ମଞ୍ଚ ଗଠନ କରାଯାଇଥିଲା। ପରେ ଜାତିସଂଘ ସାଧାରଣ ପରିଷଦ ସେହି ବର୍ଷ ୨୧ ନଭେମ୍ବରରେ ବିଶ୍ୱ ଟେଲିଭିଜନ ଦିବସ ପାଳନ କରାଯିବା ଲାଗି ଘୋଷଣା କରିଥିଲା। ଜାତିସଂଘ ଏହାର ସଦସ୍ୟ ରାଷ୍ଟଙ୍କୁ ଆମନ୍ତ୍ରଣ…
ଚାଷୀ ଆନ୍ଦୋଳନ, ଧାନର ଅଭାବୀ ବିକ୍ରିକୁ ନେଇ ବିଧାନସଭାରେ ଝଡ଼: ବିରୋଧୀଙ୍କ ହୋ-ହଲ୍ଲା, ଗୃହ ମୁଲତବୀ
ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର ଜିଲାରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଧାନ ବିକ୍ରିକୁ ନେଇ ଆରମ୍ଭ କରାଯାଇଥିବା ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଧାନର ଅଭାବୀ ବିକ୍ରୀ ଦେଖାଦେଇଛି। ମଣ୍ଡିରେ…
ମହାପ୍ରଭୁଙ୍କ ମାମୁଘର ବିବାଦ: ଶାସ୍ତ୍ର, ପୁରାଣ, ସ୍ବତ୍ବଲିପିରେ ଉଲ୍ଲେଖ ନାହିଁ
ପୁରୀ ଅଫିସ, ୨୧।୧୧: ମହାପ୍ରଭୁଙ୍କ ମାମୁଘର ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ପ୍ରଥମାଷ୍ଟମୀ ଅବସରରେ ମଙ୍ଗଳବାର ନିଆଳି ମାଧବରୁ ପୋଢୁଅଁ। ଭାର ମହାପ୍ରଭୁଙ୍କ ପାଇଁ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ। ନିଆଳିର ମାଧବାନନ୍ଦଜୀଉ ମହାପ୍ରଭୁଙ୍କ ମାମୁ…
ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଘାଟିରେ ଖୋଲିଲା ସମସ୍ତ ସ୍କୁଲ
ଶ୍ରୀନଗର,୨୧।୧୧: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦର ୧୦୮ ଦିନ ପରେ ଏବେ ଘାଟିର ସମସ୍ତ ସ୍କୁଲ ଖୋଲି ଯାଇଥିବା ଖବର ମିଳିଛି। ଏବେ କିନ୍ତୁ ପିଲାମାନେ ୟୁନିଫର୍ମ ବଦଳରେ ସାଧାରଣ ପୋଷାକରେ ସ୍କୁଲ ଯାଉଛନ୍ତି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ସରକାରଙ୍କ…
Archives


