ଗୋଟିଏ ଗଛରେ ଫଳିଛି ୪୦ ପ୍ରକାର ଫଳ, ଜାଣନ୍ତୁ ଏହାର ବିଶେଷତ୍ୱ
ସାଧାରଣତଃ ଗୋଟିଏ ଗଛରେ ହିଁ ଗୋଟିଏ ପ୍ରକାର ଫଳ ଫଳିଥାଏ। ଆମ୍ବ ଗଛରେ ଆମ୍ବ ଫଳୁଥିବାବେଳେ ପିଜୁଳି ଗଛରେ ପିଜୁଳି ଫଳିଥାଏ। ମାତ୍ର ବିଶ୍ୱରେ ଏମିତି ଏକ ଗଛ ଅଛି, ଯେଉଁ ଗଛରେ ୪୦ ପ୍ରକାର ଫଳ ଫଳିଛି। ଏହି ଗଛ…
ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର ତାତି: ଭୁବନେଶ୍ୱରରେ ଗର୍ଜିଲେ ଚାଷୀ
ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟୋକନ୍ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବା ପରେ ଚାଷୀମାନେ ଏହାକୁ ବିରୋଧ କରୁଛନ୍ତି। ବରଗଡ଼, ସୋନପୁର, ସମ୍ବଲପୁର, ବଲାଙ୍ଗୀର ଜିଲାର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଭୁବନେଶ୍ୱରରେ ମଧ୍ୟ…
୨୦୧୯ରେ ୩୬୫ ଆତଙ୍କବାଦୀଙ୍କ ଏନ୍କାଉଣ୍ଟର ହୋଇଛି: ସୋଲିସିଟର ଜେନେରାଲ
ନୂଆଦିଲ୍ଲୀ,୨୧।୧୧: ଜମ୍ମୁ-କଶ୍ମୀର ଲକ୍ଡ଼ାଉନ୍ ନେଇ ସୁପ୍ରିମ୍କୋର୍ଟରେ ଶୁଣାଣି ଜାରି ରହିଛି। ଏସମ୍ପର୍କରେ ସୋଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ଯେ, ୨୦୧୯ରେ ଜମ୍ମୁ-କଶ୍ମୀରରେ ୩୬୫ ଆତଙ୍କବାଦୀଙ୍କ ଏନ୍କାଉଣ୍ଟର ହୋଇଛି। ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ କେତେକ କଟକଣା ଜାରି କରିବାର ଆବଶ୍ୟକତା…
ଚିକେନ ରାଜପୁତାନା
ପୁରୀ ସହରର ଭିଆଇପି ରୋଡରେ ରହିଛି ହୋଟେଲ ଭିଆଇପି ସ୍କୋୟାର। ଏହି ହୋଟେଲର ଏକ ଚାହିଦା ଥିବା ଡିଶ୍ ହେଉଛି ଚିକେନ ରାଜପୁତାନା। ଏହାର ଗୋଟିଏ ପ୍ଲେଟ ଦାମ୍ ୨୩୦ ଟଙ୍କା। ହୋଟେଲର ମୁଖ୍ୟ ଶେଫ୍ ଆକାଶ ଏହାର ପ୍ରସ୍ତୁତି ସମ୍ପର୍କରେ…
ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ କ୍ୟାବିନେଟର ପ୍ରଥମ ହିନ୍ଦୁ ମନ୍ତ୍ରୀ ହେଲେ ଅନିତା ଆନନ୍ଦ
ଓଟାଓ୍ବା,୨୧।୧୧: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ତାଙ୍କ କ୍ୟାବିନେଟର ଘୋଷଣା କରିଛନ୍ତି। ଏଥିରେ ସାମିଲ ହୋଇଥିବା ୭ ନୂଆ ମୁହଁଙ୍କ ମଧ୍ୟରେ ଭାରତୀୟ ମୂଳ ବାସିନ୍ଦା ଅନିତା ଇନ୍ଦିରା ଆନନ୍ଦଙ୍କୁ ସ୍ଥାନ ଦିଆଯାଇଥିବା ଜଣାପଡିଛି। ଏହି କ୍ୟାବିନେଟରେ ସ୍ଥାନ ପାଇଥିବା…
ସକାଳୁ ଯୋଗ କରେ
ମୈତ୍ରୀ ମୋନାଲି ପ୍ରଧାନ। ମଡେଲିଂ କ୍ୟାରିୟରରେ କାର୍ଯ୍ୟ କରୁଥିବା ମୈତ୍ରୀ ଓଡ଼ିଶା ତଥା ଦେଶ ବିଦେଶରେ ବିଭିନ୍ନ ବିୟୁଟି ପିଜାଣ୍ଟରେ ଭାଗ ନେଇ ଟାଇଟଲ ହାସଲ କରିଛନ୍ତି। ସେ ପ୍ରଥମେ ୨୦୧୬ରେ କିଟ୍ ନହ୍ନିପରୀ ଲିଟିଲ ମିସ୍ ଇଣ୍ଡିଆ ଟାଇଟଲ ହାସଲ…
ରାସ୍ତାରେ ପଡିଲା ବିଡା ବିଡା ଟଙ୍କା, ଗୋଟାଇବାକୁ ଲୋକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା
କୋଲକାତା,୨୧।୧୧: ବିରାଟ ଅଟ୍ଟାଳିକା ଉପରୁ ବିଡା ବିଡା ଟଙ୍କା ପଡୁଛି। ରାସ୍ତାରେ ଟଙ୍କା ଗୋଟାଇବାକୁ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର କୋଲକାତା ସହରରେ। ଏକ ଘରୋଇ ସଂସ୍ଥାର ଏକ କାର୍ଯ୍ୟାଳୟ…
‘ପବ୍ କଲ୍ଚର୍’
ରେଷ୍ଟୁରାଣ୍ଟ, କାଫେ, କ୍ଲବ୍, ଲାଉଞ୍ଜ୍ ଏବେ ଯୁବଗୋଷ୍ଠୀଙ୍କ ପାଇଁ ପ୍ରମୁଖ ହ୍ୟାଙ୍ଗ୍ଆଉଟ୍ ସ୍ଥାନଭାବେ ପରିଗଣିତ ହେଉଛି। ଆମୋଦପ୍ରମୋଦ ପାଇଁ ସବୁବେଳେ କିଛି ନା କିଛି ନୂଆ ଖୋଜୁଥିବା ମଣିଷ ସପ୍ତାହକର କାମରୁ ଟିକେ ଫୁରସତ୍ ନେଇ କିଛି ଭିନ୍ନ କରିବାକୁ ଚାହୁଁଛି।…
କେଜରିଓ୍ବାଲଙ୍କ ଅଭିଯୋଗର ଉତ୍ତର ରଖିଲେ ପାଶଓ୍ବାନ
ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀର ପାନୀୟ ଜଳ ବିଶୁଦ୍ଧ ନୁହେଁ। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ବାନ ନିକଟରେ ଏକ ରିପୋର୍ଟ ପ୍ରଦାନ କହିଥିଲେ। ଯେଉଁଥିରେ ବିଶ୍ୱରେ ପ୍ରଦୂଷିତ ସହରର ପାଣି ମଧ୍ୟରେ ରାଜଧାନୀ ଦିଲ୍ଲୀ ଥିଲା ଏକ ନମ୍ବର। ହେଲେ ଏହାକୁ…
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦା ରାଜପାକ୍ସେ
କଲମ୍ବୋ,୨୧।୧୧: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ମହିନ୍ଦା ରାଜପାକ୍ସେ ଶପଥ ନେଇଛନ୍ତି। ନୂଆ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶ୍ରୀଲଙ୍କା ଇତିହାସରେ ପ୍ରଥମ କରି ଦୁଇ ଭାଇ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଭାବେ…
ସିଦ୍ଧିମାରୁ ବେବୋ
କରୀନା କପୁରଙ୍କ ନିକ୍ ନେମ୍ ‘ବେବୋ’ ବୋଲି ପ୍ରାୟ ଅନେକେ ଜାଣନ୍ତି। ହେଲେ ଏହାପୂର୍ବରୁ ତାଙ୍କ ଜେଜେ ତଥା ବଲିଉଡ୍ର ଶୋ’ମ୍ୟାନ୍ ଭାବେ ପରିଚିତ ପ୍ରଖ୍ୟାତ ଅଭିନେତା-ପ୍ରଯୋଜକ-ନିର୍ଦ୍ଦେଶକ ରାଜ କପୁର କରୀନାଙ୍କ ନିକ୍ ନେମ୍ ‘ସିଦ୍ଧିମା’ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ…
ଭୁଲ୍ କରୁଛି କଂଗ୍ରେସ: ନିରୁପମ
ମୁମ୍ବାଇ,୨୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା ସହ ଏନ୍ସିପି ଓ କଂଗ୍ରେସ ମେଣ୍ଟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଏବେ ଏହାକୁ ନେଇ କଂଗ୍ରେସ ନେତା ସଞ୍ଜୟ ନିରୁପମ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ମହାରାଷ୍ଟ୍ରରେ…
Archives


