ଆସୁଛି ଦୀପାବଳି : ଏସବୁ ସ୍ଥାନରେ ଅନୁଭବ କରିବେ ପୂର୍ଣ୍ଣିମା ରାତିର ଜହ୍ନ ଆଲୁଅ
ଭାରତରେ ଏମିତି କିଛି ସ୍ଥାନ ରହିଛି, ଯେଉଁଠିକି ଯିବା ପାଇଁ ସବୁ ସମୟରେ ମନ ଚାହିଁବ। ବିଶେଷକରି ଦୀପାବଳିରେ ଏଠାକୁ ଯିବାର ମଜା କିଛି ଅଲଗା। ଅମାବାସ୍ୟା ରାତିରେ ବି ପୂର୍ଣ୍ଣିମା ରାତି ଜହ୍ନର ପରଶ ପାଇପାରିବେ। ତେବେ ଆସନ୍ତୁ ଜାଣିବା…
ସେନାଧ୍ୟକ୍ଷ ବିପିନ ରାଓ୍ବତଙ୍କ ସହ କଥା ହେଲେ ପ୍ରତିରକ୍ଷାମନ୍ତ୍ରୀ
ନୂଆଦିଲ୍ଲୀ,୨୦।୧୦: ପାକିସ୍ତାନ ରବିବାର ତଙ୍ଗଧାର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତୀୟ ସେନା ଏହାର କଡା ଜବାବ ଦେଇଛନ୍ତି। ଏହାପରେ ସୀମାର ସ୍ଥିତିକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସେନାମୁଖ୍ୟ ବିପିନ ରାଓ୍ବରଙ୍କ ସହ କଥା ହୋଇଛନ୍ତି। ସେ କହିଛନ୍ତି…
ମାଲକାନଗିରି ଜିଲାରେ ମୋବାଇଲ ସେବା ବିପର୍ଯ୍ୟସ୍ତ : ଓଡ଼ିଶାର ଲୋକଙ୍କୁ କଥା ହେବାକୁ ଯିବାକୁ ପଡ଼ୁଛି ଆନ୍ଧ୍ର
ମାଲକାନଗିରି,୨୦।୧୦(ଡି.ଏନ.ଏ)- ମାଲକାନଗିରି ଜିଲାରେ ବିଏସଏନଏଲ ମୋବାଇଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ା ଜିଲା ସଦର ମହକୁମାରେ ଗତ ୨୦ ଦିନ ଧରି ୩ଜି ସେବା ନ ଥିବାରୁ ବାରମ୍ବାର କଲ ଡ୍ରପ ହେବା ସହ କିଛି ଶୁଣାଯାଉନାହିଁ ା ନେଟ ସେବା…
ଜମ୍ମୁ-କଶ୍ମୀରରୁ ଟ୍ରାନ୍ସଫର୍ ହେବେ ଲଦାଖ ବାସିନ୍ଦା ୩୮୦ ପୋଲିସ
ନୂଆଦିଲ୍ଲୀ,୨୦।୧୦: ଜମ୍ମୁ-କଶ୍ମୀରରେ ମୁତୟନ ଥିବା ୩୮୦ ପୋଲିସଙ୍କୁ ଲଦାଖକୁ ଟ୍ରାନ୍ସଫର କରାଯିବ। ସେମାନେ ଲଦାଖର ବାସିନ୍ଦା। ଲଦାଖରେ ବିଭିନ୍ନ ଅଞ୍ଚଳ ସମ୍ପର୍କରେ ଭଲଭାବେ ସେମାନେ ପରିଚିତ ଥିବାରୁ ସୁରକ୍ଷା କାର୍ଯ୍ୟ ସୁଦୃଢ଼ ହୋଇପାରିବ। ସୂଚନାଯୋଗ୍ୟ, ଏନେଇ ୩୮୫ ପୋଲିସଙ୍କ ଟ୍ରାନ୍ସଫର ପାଇଁ…
୧୨ ତାଲିବାନ୍ ଆତଙ୍କବାଦୀ ନିହତ: ୧୬ ସାଧାରଣ ଲୋକ ମୁକ୍ତ
କାବୁଲ,୨୦।୧୦: ଆଫଗାନିସ୍ତାନରେ ମିଳିତ ସୁରକ୍ଷାବଳଙ୍କୁ ଏନ୍ କାଉଣ୍ଟରରେ ୧୨ ତାଲିବାନ୍ ଆତଙ୍କବାଦୀ ନିହତ ହୋଇଛନ୍ତି। ତାଲିବାନ୍ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୧୬ ଜଣ ସାଧାରଣ ଲୋକଙ୍କୁ ମିଳିତ ସୁରକ୍ଷାକର୍ମୀ ମୁକ୍ତ କରିଛନ୍ତି। ବାଘଲାନ୍ ପ୍ରଦେଶର ଉତ୍ତର ଅଞ୍ଚଳରେ ଜାରି ରହିଥିବା…
ଗଛରେ ପିଟିହେଲା ବାଇକ୍ : ୨ ଯୁବକ ମୃତ
ସିମୁଳିଆ,୨୦।୧୦(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ଅଞ୍ଚଳରେ ଲକ୍ଷ୍ମୀପୂଜା ଅବସରରେ ଅପେରା ଦେଖିବା ପାଇଁ ଆସି ଦୁଇ ଯୁବକ ରବିବାର ଭୋର୍ ୪ଟାରେ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ତେବେ ବାଇକ୍ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଫଳରେ…
୩ ଜଣ ଯାତ୍ରୀଙ୍କୁ ନେଇ ୧୫ ଶହ ୮୧ କିମି ଯାତ୍ରା କଲା ଟ୍ରେନ୍
ଫିରୋଜପୁର,୨୦।୧୦: ପାର୍ବଣ ଋତୁରେ ଯାତ୍ରୀଙ୍କ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ ବିଭିନ୍ନ ସ୍ପେଶାଲ ଟ୍ରେନ୍ ଯାତ୍ରା କରିଥାଏ। ଚଳିତ ପାର୍ବଣ ଋତୁରେ ପଞ୍ଜାବର ଫିରୋଜପୁରରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ସ୍ପେଶାଲ ଟ୍ରେନ୍ ଆରମ୍ଭ ହୋଇଛି। ଶୁକ୍ରବାର ଟ୍ରେନ୍ଟି ଯାତ୍ରା ଆରମ୍ଭ…
ଖାଦ୍ୟଶସ୍ୟ ବ୍ୟାଙ୍କ: ଗରିବ ଲୋକଙ୍କୁ ଉଧାରରେ ଦେଉଛି ଡାଲି ଚାଉଳ
ପ୍ରୟାଗରାଜ୍,୨୦।୧୦: ଉତ୍ତରପ୍ରଦେଶ ପ୍ରୟାଗରାଜ୍ ଜିଲାରେ ଗରିବଙ୍କୁ ସହାୟତା ପାଇଁ ଖାଦ୍ୟଶସ୍ୟ ବ୍ୟାଙ୍କ ସ୍ଥାପନ କରାଯାଇଛି। ଏହାର ୭୦ଟି ଶାଖା ଜିଲାରେ କାର୍ଯ୍ୟକରୁଛି। କୌଣସି କାମ ଧନ୍ଦା ନ ମିଳିଲେ ଗରିବ ଲୋକେ ଖାଇବାକୁ ହଇରାଣ ହୋଇଥାନ୍ତି। ତେବେ ଏହି ବ୍ୟାଙ୍କ ପକ୍ଷରୁ…
ପରୀକ୍ଷାରେ ବହି ଦେଖି କପି କରି ବି ୭୦ ଶିକ୍ଷକ ହେଲେ ଫେଲ୍
ଭୋପାଳ,୨୦।୧୦: ମଧ୍ୟପ୍ରଦେଶରେ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ଏକ ପରୀକ୍ଷାରେ ବହି ଦେଖି କପି କରି ମଧ୍ୟ ୭୦ ସରକାରୀ ସ୍କୁଲ୍ ଶିକ୍ଷକ ଫେଲ୍ ହୋଇଛନ୍ତି। ପୂର୍ବରୁ ପ୍ରଥମଥର ହୋଇଥିବା ଏହି ପରୀକ୍ଷାରେ ଫେଲ୍ ହୋଇଥିବା ୧୪ ଶହ ଜଣ ଶିକ୍ଷକଙ୍କୁ ପାଶ୍…
ସମୁଦ୍ରରେ ବୁଡ଼ିଯାଉଥିବା ଦୁଇ ପର୍ଯ୍ୟଟକ ଉଦ୍ଧାର
ପୁରୀ ଅଫିସ,୨୦।୧୦: ସମୁଦ୍ରରେ ବୁଡ଼ିଯାଉଥିବା ବେଳେ ଦୁଇ ପର୍ଯ୍ୟଟକ ରବିବାର ଉଦ୍ଧାର ହୋଇଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗର ସନ୍ଧ୍ୟା କୁଣ୍ଡୁ ଓ ଟାଟା ନଗର ସେକ୍ଟର ୨ର ରୀନା ସିହ୍ନା। ସମୁଦ୍ର ସ୍ନାନ ସମୟରେ ହଠାତ୍ ଏକ ବଡ଼ଧରଣର ଲହଡ଼ି ଆସିବାରୁ…
ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଜଳେଶ୍ୱର ଷ୍ଟେଶନରେ ସମ୍ବର୍ଦ୍ଧନା
ଭୋଗରାଇ,୨୦।୧୦(ଡି.ଏନ୍.ଏ.): ପୁରୀ ଗୋବର୍ଦ୍ଧନ ପୀଠର ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ନନ୍ଦନକାନନ ଏକ୍ସପ୍ରେସ୍ରେ ରବିବାର ଜଳେଶ୍ୱର ଷ୍ଟେଶନରେ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି l ଗୁରୁଜୀ ଆଜି ଅପରାହ୍ନ ୪ଟାରେ ଭୋଗରାଇ…
ଯୋଗୀଙ୍କୁ ଭେଟିଲେ କମଲେଶଙ୍କ ପରିବାର
ଲକ୍ଷ୍ନୌ,୨୦।୧୦: ହିନ୍ଦୁ ସମାଜ ପାର୍ଟିର ନେତା କମଲେଶ ତିଓ୍ବାରୀଙ୍କ ମା’ ସ୍ତ୍ରୀ ଓ ଭାଇ ରବିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟିଛନ୍ତି। ଏହି ସମୟରେ କମଲେଶଙ୍କ ସ୍ତ୍ରୀ କିରଣ ତିଓ୍ବାରୀ ହତ୍ୟାକାରୀଙ୍କୁ ଫାଶିଦଣ୍ଡ ଦିଆଯାଉ ବୋଲି ଯୋଗୀଙ୍କୁ…
Archives


