ରାସ୍ତା କଡ଼ରେ ଗାଡ଼ିରେ ବସି ମୋବାଇଲ୍ରେ ଗପିଲେ ବି କଟିବ ଚାଲାଣ
ଚଣ୍ଡିଗଡ଼,୧୬।୧: ରାସ୍ତାରେ ଗାଡ଼ି ଚଳାଇବା ସମୟରେ ମୋବାଇଲ୍ରେ ଗପିଲେ ଚାଲାଣ କଟିବାର ବ୍ୟବସ୍ଥା ରହିଛି। ତେବେ ରାସ୍ତାକଡ଼ରେ ଗାଡ଼ି ରଖି ମୋବାଇଲ୍ରେ କଥାହେଲେ ଏବେ ଜରିମାନା ଦେବାକୁ ପଡ଼ିବ। ନୂତନ ମୋଟର ଯାନ ଆଇନ ଅନ୍ତର୍ଗତ ଆସନ୍ତା ଫେବୃୟାରୀଠାରୁ ଚଣ୍ଡିଗଡ଼ରେ ଏଭଳି…
‘ଲଭ୍ ଆଜ୍ କଲ୍-୨’ର ପ୍ରଥମ ପୋଷ୍ଟର ରିଲିଜ, ରୋମାଣ୍ଟିକ ଭାବେ ନଜର ଆସିଲେ ସାରା-କାର୍ତ୍ତିକ
ବମ୍ବେ: ରିଲିଜ ହୋଇଛି ସୈଫ ଲଳନା ସାରା ଅଲ୍ଲୀ ଖାଁ- ଅଭିନେତା କାର୍ତ୍ତିକ ଆର୍ୟନ ଅଭିନୀତ ଫିଲ୍ମ ‘ଲଭ ଆଜ୍ କଲ-୨’ର ପ୍ରଥମ ଲୁକ୍। ଉଭୟ ନିଜ ନିଜର ସୋସିଆଲ ପୃଷ୍ଠାରେ ଫିଲ୍ମର ପୋଷ୍ଟରକୁ ଶେୟାର କରିଛନ୍ତି। ଏଥିରେ ଉଭୟଙ୍କୁ ରୋମାଣ୍ଟିକ୍…
ପୁଅକୁ ଦେଖି ଭାବବିହ୍ବଳ ହେଲେ ସାନିଆ
ହୋବାର୍ଟ, ୧୬।୧:ଭାରତୀୟ ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ଏଠାରେ ଚାଲିଥିବା ହୋବାର୍ଟ ଇଣ୍ଟରନ୍ୟାଶନାଲ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇବର୍ଷ ପରେ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଥିବା ସାନିଆ ୟୁକ୍ରେନର ନାଡିଆ କିଚେନୋକଙ୍କୁ ସାଥୀ କରି ଏହି ପ୍ରତିଯୋଗିତା ଖେଳୁଛନ୍ତି।…
ନିର୍ଭୟା ମାମଲା: ଜେଲ୍ ପ୍ରଶାସନଙ୍କୁ ରିପୋର୍ଟ ମାଗିଲେ କୋର୍ଟ
ନୂଆଦିଲ୍ଲୀ,୧୬।୧: ଦୀର୍ଘ ୭ ବର୍ଷ ତଳର ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ମାମଲାର ଶୁଣାଣି କରି ଆଜି ଦିଲ୍ଲୀର ଏକ କୋର୍ଟ ତିହାର ଜେଲ୍ ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି। ଆସନ୍ତା ୨୨ରେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪…
ମୋଦି-ମେଡିକାଲ ସଂଘ ମୁହାଁମୁହିଁ
ନୂଆଦିଲ୍ଲୀ,୧୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ମେଡିକାଲ ସଂଘ ମୁହାଁମୁହିଁ ହୋଇଛନ୍ତି। ମୋଦିଙ୍କ ଏକ ମନ୍ତବ୍ୟ ନେଇ ମେଡିକାଲ ସଂଘ କ୍ଷୋଭ ପ୍ରକାଶ କରିଛି। ଜାନୁୟାରୀ ୨ରେ ଏକ ବୈଠକରେ ମୋଦି କହିଥିଲେ ଯେ, ବଡ଼ବଡ଼ ଔଷଧ କମ୍ପାନୀଗୁଡ଼ିକ ଡାକ୍ତରମାନଙ୍କୁ…
କାହିଁକି ନିଜଠୁ ୧୦ ବର୍ଷ ସାନ ନିକ୍ଙ୍କୁ ବିବାହ କରିଥିଲେ ପ୍ରିୟଙ୍କା ଚୋପ୍ରା
ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍ ଜୋନାସ୍। ପ୍ରିୟଙ୍କା ପ୍ରାୟତଃ ନିକ୍ଙ୍କ ସହ ଫଟୋ ଛାଡୁଥିବାର ଦେଖାଯାଇଛି। ନିଜ ବିବାହକୁ ନେଇ ଏକ ସାକ୍ଷାତକାରରେ ବଡ ଖୁଲାସା କରିଛନ୍ତି ପ୍ରିୟଙ୍କା। ନିଜଠୁ…
‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’: କେବଳ ଶିକ୍ଷାର୍ଥୀ ପଚାରିବେ ମୋଦିଙ୍କୁ ପ୍ରଶ୍ନ
ନୂଆଦିଲ୍ଲୀ,୧୬।୧: ଜାନୁୟାରୀ ୨୦ରେ ହେବାକୁ ଥିବା ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’ର ତୃତୀୟ ସଂସ୍କରଣରେ କେବଳ ଶିକ୍ଷାର୍ଥୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ପଚାରି ପାରିବେ ବୋଲି ସୂଚନା ମିଳିଛି। ଯାହାକୁ ନେଇ ମୋଦି ପିଲାମାନଙ୍କୁ ଉପଯୋଗୀ ଟିପ୍ସ ପ୍ରଦାନ କରିବେ।…
ବ୍ୟାଟ୍ ଛାଡି ବନ୍ଧୁକ ଧରିଲେ ଧୋନୀ
ରାଞ୍ଚି,୧୬।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି କେବେ ପଡିଆକୁ ଫେରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇ ରହିଛି। ଏସବୁ ଭିତରେ ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ରାଞ୍ଚିର…
ଏହି ଅଭିନେତ୍ରୀଙ୍କୁ ଭେଟିବା ପାଇଁ ୫ଦିନ ଫୁଟ୍ପାଥରେ ଶୋଇଲେ ପ୍ରଶଂସକ
ଏମିତି କିଛି ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କର ପ୍ରିୟ ଅଭିନେତ୍ରୀଙ୍କ ପାଇଁ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥା’ନ୍ତି। ସେମିତି ଜଣେ ପ୍ରଶଂସକ ହେଉଛନ୍ତି ଭାସ୍କର। ଅଭିନେତ୍ରୀ ପୂଜା ହେଗ୍ଡ଼େଙ୍କୁ ଭେଟିବା ପାଇଁ ମୁମ୍ବାଇ ଆସି ସେ ଫୁଟ୍ପାଥରେ ପାଞ୍ଚ ରାତି…
ବିହାରରେ ପୁଣି ଶାସନ ଡୋରି ଧରିବ ଜେଡିୟୁ-ଭାଜପା ମେଣ୍ଟ
ବୈଶାଳି,୧୬।୧: ବିହାରରେ ପୁଣି ଥରେ ଶାସନ ଡୋରି ଜେଡିୟୁ-ଭାଜପା ମେଣ୍ଟ ହାତକୁ ଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍ଆର୍ସି)କୁ ସମର୍ଥନ କରି ଶାହ ବିହାର ଗସ୍ତରେ ଯାଇ ବୈଶାଳିଠାରେ ଆୟୋଜିତ…
ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଖଲିକୋଟ କନିଷ୍ଠ ମହାବିଦ୍ୟାଳୟ ପରିଦର୍ଶନ
ବ୍ରହ୍ମପୁର ଅଫିସ,୧୬।୧: ଗଞ୍ଜାମ ଜିଲା ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଖଲିକୋଟ କନିଷ୍ଠ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମୀକ୍ଷା କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ସୁନ୍ଦରଲାଲ ସିଲ୍ ଓ ଉପ ନିର୍ଦ୍ଦେଶକ ଭାଗୀରଥି କାଣ୍ଡି। ମହାବିଦ୍ୟାଳୟରେ ପହଞ୍ଚି…
ଶୁକ୍ରବାର ଜିସାଟ୍-୩୦ର ହେବ ଉତ୍କ୍ଷେପଣ: ୧୫ ବର୍ଷ ପାଇଁ କରିବ କାର୍ଯ୍ୟ
ସାୟେନି,୧୬।୧: ଦେଶର ସଞ୍ଚାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଶୁକ୍ରବାର ମହାକାଶକୁ ଜିସାଟ୍-୩୦ ଉତ୍କ୍ଷେପଣ କରାଯିବ। ଏହା ଦ୍ୱାରା ଟେଲିଭିଜନ ପ୍ରସାରଣ, ପାଣିପାଗ ସୂଚନା ଆଦି କାର୍ଯ୍ୟ ଅଧିକ ଭଲ ଭାବେ ସମ୍ପନ୍ନ ହୋଇପାରିବ। ଏହାଦ୍ୱାରା ଭାରତରେ ଇଣ୍ଟରନେଟ୍ ସ୍ପିଡ୍ ବଢ଼ିପାରିବ।…

