Home

ଚିଲଡ୍ରେନ୍‌ ବ୍ୟାଙ୍କ: ଟଙ୍କାଏ ଦିଟଙ୍କା ଜମା କରୁଛନ୍ତି ଛୋଟ ପିଲା

ଇନ୍ଦୋର,୧୯।୧୧: ମଧ୍ୟପ୍ରଦେଶ ଇନ୍ଦୋରରେ ଛୋଟ ଛୋଟ ପିଲାଙ୍କ ଦ୍ୱାରା ଗଠନ କରାଯାଇଛି ଚିଲଡ୍ରେନ୍‌ ବ୍ୟାଙ୍କ। ଏଥିରେ ନିଜ ପକେଟ ମନିରୁ ଟଙ୍କାଏ ଦିଟଙ୍କା ଛୋଟ ଛୋଟ ପିଲା ସଞ୍ଚୟ କରୁଛନ୍ତି। ଇତିମଧ୍ୟରେ ବ୍ୟାଙ୍କରେ ୧୫୦ ଜଣ ଖାତା ଖୋଲିଛନ୍ତି। ସ୍ଥାନୀୟ ଛତିପୁରା…

ଲଣ୍ଡନ ଗଲେ ନଓ୍ବାଜ

ଲାହୋର,୧୯।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ମଙ୍ଗଳବାର ଲଣ୍ଡନ ଗସ୍ତ କରିଛନ୍ତି। ଅସୁସ୍ଥ ଥିବା ଶରିଫ ଅଧିକ ଚିକିତ୍ସା ପାଇଁ ଏକ ଏୟାର ଆମ୍ବୁଲାନ୍ସ ଯୋଗେ ମଙ୍ଗଳବାର ଲଣ୍ଡନ ଯାତ୍ରା କରିଥିବା ସୂଚନା ମିଳିଛି। ତାଙ୍କ ସହ ଭାଇ ଶେହବାଜ…

ବରଗଡରେ କ୍ୟାନସର୍‌ ହସ୍ପିଟାଲ୍‌ ସ୍ଥାପନ ଦାବି ତେଜିଲା

ବରଗଡ ଅଫିସ, ୧୯।୧୧: ବରଗଡରେ କ୍ୟାନସର ହସପିଟାଲ ସ୍ଥାପନ ଦାବି ପୁଣି ଜୋର୍‌ ଧରିଛି। ଏହି କ୍ରମରେ ମଙ୍ଗଳବାର ଦିନ ୧୦ଟାରୁ ସ୍ଥାନୀୟ ଗାନ୍ଧୀଛକରେ ୟୁନାଇଟେଡ ଫୋରମ ଫରକ୍ୟାନସର ହସ୍ପିଟାଲ ଇନ ବରଗଡ ପକ୍ଷରୁ ଧାରଣା ଦିଆଯାଇଛି। ଦିନ ୧ଟା ପର୍ଯ୍ୟନ୍ତ…

କୋଇଲା ଖଣିରେ ବିସ୍ଫୋରଣ: ୧୫ ମୃତ

ବେଜିଂ,୧୯।୧୧: ଚାଇନାର ଏକ କୋଇଲା ଖଣିରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ୯ରୁ ଅଧିକ ଲୋକ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶାଙ୍କଶି…

ପରସ୍ପର ମଧ୍ୟରେ ଲଢିଲେ ହେବ ଉଭୟଙ୍କର କ୍ଷତି: ଭାଗବତ

ମୁମ୍ବାଇ,୧୯।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଏବେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ଜଣା ସ୍ବାର୍ଥରେ କ୍ଷତି ହୋଇଥାଏ, ଏହାପରେ ବି କେହି ସ୍ବାର୍ଥ ଛାଡନ୍ତି ନାହିଁ। ଆଉ ପରସ୍ପର ମଧ୍ୟରେ…

ଏଠାରେ ୧କିଲୋ ପ୍ଲାଷ୍ଟିକ୍‌ ବଦଳରେ ମିଳୁଛି କିଲେ ଚାଉଳ

ମୁଲୁଗୁ,୧୯।୧୧: ଦେଶକୁ ପ୍ଲାଷ୍ଟିକ୍‌ ମୁକ୍ତ ଓ ପରିବେଶ ଦୂଷିତ ହେବାରୁ ବଞ୍ଚାଇବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ତେଲେଙ୍ଗାନାର ମୁଲୁଗୁର ଜିଲାପାଳ ସି. ନାରାୟଣ ରେଡ୍ଡୀ ଏଥିପାଇଁ ଏକ ନିଆରା ପଦକ୍ଷେପ…

ଅର୍ଦ୍ଧଶତକ ହାସଲ ପରେ ଏହି ଖେଳାଳିଙ୍କ ଚାଲିଗଲା ଜୀବନ

ହାଇଦ୍ରାବାଦ,୧୯।୧୧: ହାଇଦ୍ରାବାଦ୍‌ରେ କ୍ଲବ କ୍ରିକେଟ ମ୍ୟାଚ୍‌ ଚାଲିତତ୍ବାବେଳେ ଏକ ଅଘଟଣା ଘଟିଛି। ବ୍ୟାଟ୍‌ କି ବଲ୍‌ ବାଜି ନୁହେଁ, ଜଣେ ଖେଲାଳିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ବୀରେନ୍ଦ୍ର ନାଏକ। ଏ-୩ ଡିଭିଜନ ଦିନିକିଆ ଲିଗ ମ୍ୟାଚରେ ମରେଡପଲ୍ଲୀ ବ୍ଲୁଜ…

ବଦଳିପାରେ କଂଗ୍ରେସର ‘ଭାରତ ବଚାଓ’ ରାଲିର ତାରିଖ

ନୂଆଦିଲ୍ଲୀ,୧୯।୧୧: ଆସନ୍ତା ୩୦ ତାରିଖରେ କଂଗ୍ରେସ ପକ୍ଷରୁ ‘ଭାରତ ବଚାଓ’ ରାଲି କରାଯିବାର ତାରିଖ ଧାର୍ଯ୍ୟ କରାଯାଇଥିଲା। ହେଲେ ଏବେ ଏଥିରେ ପରିବର୍ତ୍ତନ କରାଯିବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ସଂସଦର ଶୀତ ଅଧିବେଶନ ଚାଲିଥିବାରୁ ଏହାକୁ ଏବେ…

ମୃତଦେହ ସଂସ୍କାର ଗୃହରେ ଜନ୍ମଦିନ ପାଳନ କଲେ ଯୁବକ: କେକ୍‌ କାଟି ଖୁଆଇଲେ

ନାସିକ୍‌,୧୯।୧୧: ମହାରାଷ୍ଟ୍ର ନାସିକ୍‌ରେ ଜଣେ ଯୁବକ ମୃତଦେହ ସଂସ୍କାର ଗୃହରେ ସାଙ୍ଗମାନଙ୍କ ସହିତ ଜନ୍ମଦିନ ପାଳନ କରିଛନ୍ତି। ରାତି ୧୨ଟା ପରେ ସ୍ଥାନୀୟ ନିପାଦ୍‌ ଅଞ୍ଚଳର ଚାନ୍ଦୋରି ଗାଁରେ ଥିବା ମୃତଦେହ ସଂସ୍କାର ପାଇଁ ଉଦ୍ଧିଷ୍ଟ ବୈଦ୍ୟୁତିକ ଚୁଲା ଗୃହ ନିକଟରେ…

ପିତା ହେବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍‌

ଅଜିଙ୍କେ ରାହାଣେଙ୍କ ପରେ ଆଉ ଜଣେ କ୍ରିକେଟର୍‌ ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଦ୍ରୁତ ବୋଲର୍‌ ଧବଳ କୁଲକର୍ଣ୍ଣି। ସେ ନିଜ ଟୁଇଟର ଆକାଉଣ୍ଟରେ ଏହି ଖୁସି ଖବର ଜଣାଇଛନ୍ତି। ସ୍ତ୍ରୀ ଶ୍ରଦ୍ଧା ଖାରପୁଡେଙ୍କ ସହ ଏକ ଫଟୋ…

ପାଓ୍ବାରଙ୍କ ସସ୍‌ପେନ୍ସ: ସଞ୍ଜୟ କହିଲେ ବୁଝିବାକୁ ଲାଗିବ ଆଉ କିଛି ଜନ୍ମ

ମୁମ୍ବାଇ,୧୯।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗି ରହିଛି ଅସାମଞ୍ଜସ୍ୟ। ନୂଆ ସମିକରଣ ଅନୁଯାୟୀ ଶିବସେନା ଏନ୍‌ସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ଚାହୁଁଛି। ହେଲେ ଏହାକୁ ନେଇ କଂଗ୍ରେସ କି ଏନ୍‌ସିପି ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟସୂଚନା…

ଫସଲ ସୁରକ୍ଷା ପାଇଁ ଜମିରେ ସାଉଣ୍ଡ୍‌ ବକ୍ସ୍‌ ଲଗାଉଛନ୍ତି କର୍ନାଟକ ଚାଷୀ

ବେଙ୍ଗାଲୁରୁ,୧୯।୧୧: ଫସଲକୁ ବନ୍ୟପ୍ରାଣୀ ଏବଂ ଅନ୍ୟ ବୁଲା ପ୍ରାଣୀଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ନାନା ପ୍ରକାର ଉପାୟ ଗ୍ରହଣ କରିଥାନ୍ତି। ତେବେ ବହୁ ସମୟରେ ସେ ସବୁ ଅସଫଳ ରହିଥାଏ। ତେବେ କର୍ନାଟକର ସୋରାବା ଅଞ୍ଚଳ ଚାଷୀ କମ୍‌ ଖର୍ଚ୍ଚରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri