ଶିବସେନା ପାଇଁ ବୁମେରାଂ ସାଜିଲା ୫୦-୫୦ ଫର୍ମୂଲା
ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ଭାଜପା ସହିତ ମିଶି ସରକାର ଗଠନ ପାଇଁ ଶିବସେନା ପକ୍ଷରୁ ୫୦-୫୦ ଫର୍ମୂଲା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏବେ ଏହା ଶିବସେନା ଲାଗି ବୁମେରାଂ ସାଜିଛି। ଏନ୍ସିପି ସହିତ ମେଣ୍ଟ ସରକାର ଯୋଜନା କରୁଥିବ ଶିବସେନା ଏବେ ହତାଶ୍…
ଗୁରୁ ନାନକଙ୍କ ବାଣୀ ସମାଜରେ ଶାନ୍ତି ଓ ମୈତ୍ରୀ ଭାବନା ସୃଷ୍ଟି କରୁ: ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୨।୧୧: ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗୁରୁ ନାନକଙ୍କ ବାଣୀ ସମାଜରେ ଶାନ୍ତି ଓ ମୈତ୍ରୀ ଭାବନା ସୃଷ୍ଟି କରୁ। ଲୋକେ ତାଙ୍କର ଦିବ୍ୟ ବାଣୀରୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଶିକ୍ଷା…
ଶିବସେନା ନେତା ହେବେ ମୁଖ୍ୟମନ୍ତ୍ରୀ: କଂଗ୍ରେସ
ମୁମ୍ବାଇ,୧୨।୧୧: ମହାରାଷ୍ଟ୍ର ରାଜନୀତି ଏବେ ନୂଆ ମୋଡ ନେବାକୁ ଯାଉଛି। ଅର୍ଥାତ୍ ରାଷ୍ଟ୍ରପତି ଶାାସନକୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହେଲାଣି। କିନ୍ତୁ ଇତିମଧ୍ୟରେ ମହାରାଷ୍ଟ୍ରର କଂଗ୍ରେସ ନେତା କେସି ପଦଭି କହିଛନ୍ତି ଶେଷ ଫଳାଫଳ ସକରାତ୍ମକ ହେବ ଓ ଶିବସେନା…
ଛୁଟି ଦିନରେ ଗାଡ଼ି ଯାଞ୍ଚ: ଟ୍ରକ୍ ଚଢ଼ିଯିବାରୁ ଆର୍ଟିଓ କର୍ମଚାରୀଙ୍କ ମୃତ୍ୟୁ
କେନ୍ଦୁଝର, ୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପୁରୁଣା ସହର ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍ରେ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅର୍ଥାତ୍ ଛୁଟି ଦିନରେ ଗାଡ଼ି ଯାଞ୍ଚ ଚାଲିଥିଲା। ଏହି ସମୟରେ ଟ୍ରକ୍ ଧକ୍କାରେ ଜଣେ ଆର୍ଟିଓ କର୍ମଚାରୀ(ଚାଳକ)ଙ୍କ ମୃତ୍ୟୁ ଘଟିଛି।…
ସମ୍ବର ହ୍ରଦରୁ ହଜାରେରୁ ଅଧିକ ପକ୍ଷୀଙ୍କ ମୃତଦେହ ଉଦ୍ଧାର
ଜୟପୁର,୧୨।୧୧: ରାଜସ୍ଥାନରେ ଥିବା ସମ୍ବର ହ୍ରଦରୁ ହଜାରେରୁ ଅଧିକ ପକ୍ଷୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏଥିରେ କେତେକ ବିଦେଶୀ ପକ୍ଷୀ ମଧ୍ୟ ରହିଥିବା କୁହାଯାଉଛି। ହ୍ରଦର ଜଳ ଦୂଷିତ ହେବା ଅବା କୌଣସି ଭୁତାଣୁ ଜନିତ ରୋଗରୁ ପକ୍ଷୀଙ୍କ ମୃତ୍ୟୁ…
ସିକାଗୋରେ ପ୍ରବଳ ବରଫପାତ: ୧୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡାଣ ବାତିଲ
ଓ୍ବାଶିଂଟନ୍,୧୨।୧୧: ଆମେରିକାର ସିକାଗୋ ଓ ଆଖପାଖ ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି। ସିକାଗୋ ଓହରା ଓ ମିଡଓ୍ବେ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରର ରନଓ୍ବେ ସନ୍ଧ୍ୟା ପର୍ଯ୍ୟନ୍ତ ବରଫ ଚାଦରରେ ଢ଼ାଙ୍କି ହୋଇଯାଇଥିଲା। ଏଥିଯୋଗୁ ସୋମବାର ୧୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡାଣକୁ ବାତିଲ…
ହୋଶଙ୍ଗାବାଦ୍ରେ ରହିଛି ଗୁରୁ ନାନକଙ୍କ ହାତଲେଖା ଗୁରୁ ଗ୍ରନ୍ଥ ସାହିବ
ହୋଶଙ୍ଗାବାଦ୍,୧୨।୧୧: ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ମଧ୍ୟପ୍ରଦେଶର ହୋଶଙ୍ଗାବାଦ୍ଠାରେ ଥିବା ଗୁରୁ ସିଂ ସଭା ଗୁରୁଦ୍ୱାରାରେ ମହା ସମାରୋହରେ ପାଳିତ ହେଉଛି। ନର୍ମଦା ନଦୀ କୂଳରେ ଥିବା ଏହି ଗୁରୁଦ୍ୱାରାରେ ଗୁରୁ ନାନକଙ୍କ ହାତଲେଖା ଗୁରୁ ଗ୍ରନ୍ଥ ସାହିବ ରହିଛି। ଏଥିରେ…
ଚାନ୍ଦବାଲିରେ ବୋଇତ ବନ୍ଦାଣ ଉତ୍ସବ
ଚାନ୍ଦବାଲି,୧୨ା୧୧(ଡି.ଏନ୍.ଏ.): କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳନ ପାଇଁ ଭଦ୍ରକ ଜିଲାର ଉଭୟ ଚାନ୍ଦବାଲି ଓ ଧାମରା ଅଞ୍ଚଳ ମଙ୍ଗଳବାର ଉତ୍ସବମୁଖର ହୋଇଉଠିଛି। ଚାନ୍ଦବାଲି ‘ଆମ ପରମ୍ପରା’ ସଙ୍ଗଠନ ପକ୍ଷରୁ ୭ଜଣ ସାଧବ ଶନିବାର…
ବିଶ୍ୱର ସବୁଠାରୁ ଦାମୀ କଙ୍କଡ଼ା: ମୂଲ୍ୟ ୩୨ ଲକ୍ଷ ୬୬ହଜାର
ପ୍ରାଚୀନ ସମୟର ବିରଳ ଜିନିଷର ନିଲାମ ହୋଇଥାଏ। ଏଥିପାଇଁ କୋଟି କୋଟି ଟଙ୍କାର ଡାକରା ହୁଏ। ବିଶ୍ୱରେ ଏମିତି ଅନେକ କୋଟିପତି ରହିଛନ୍ତି ଯେଉଁମାନଙ୍କର ପ୍ରାଚୀନ ଜିନିଷ ଏକାଠି କରିବାର ସଉକ ରହିଛି। ହେଲେ ଆଶ୍ଚର୍ଯ୍ୟର କଥା ଏକ କଙ୍କଡ଼ାର ନିଲାମ…
ଖୁବ୍ଶୀଘ୍ର ଶପଥ ନେବେ ହରିୟାଣା କ୍ୟାବିନେଟ
ହରିୟାଣା,୧୨।୧୧: ହରିୟାଣା ବିଧାନସଭାରେ ଏପର୍ଯ୍ୟନ୍ତ ମନ୍ତ୍ରୀମାନଙ୍କ ଶପଥଗ୍ରହଣ କାର୍ଯ୍ୟକ୍ରମ ହୋଇନାହିଁ। ଅକ୍ଟୋବର ୨୭ରୁ ମୁଖ୍ୟମନ୍ତ୍ରୀ ଭାବେ ଭାଜପାର ମନୋହର ଲାଲ ଖଟ୍ଟର ଶପଥ ନେଇଥିବା ବେଳେ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ…
ଭାରତୀୟ କ୍ରିକେଟ ଟିମ୍ ବସ୍ରେ ସ୍ବଚ୍ଛ ଭାରତର ବାର୍ତ୍ତା
ଇନ୍ଦୋର,୧୨।୧୧: ଆସନ୍ତା ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାକୁ ଭାରତ ଓ ବାଂଲାଦେଶ କ୍ରିକେଟ ଦଳ ଇନ୍ଦୋରରେ ପହଞ୍ଚିଛନ୍ତି। ନାଗପୁରରୁ ଆସି ସ୍ବତନ୍ତ୍ର ବିମାନ ଯୋଗେ ଦେବୀ ଅହଲ୍ୟାବାଈ ହୋଲକାର ବିମାନବନ୍ଦରରେ ଦୁଇ ଦଳ ପହଞ୍ଚିଛନ୍ତି।…
ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍କା
ଡେରାଡୁନ,୧୨।୧୧: ଉତ୍ତରାଖଣ୍ଡ ପିଥରାଗଡ଼ ଜିଲାର କିଛି ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ପିଥରାଗଡ଼ ରହିଥିବା ଜଣାପଡ଼ିଛି। ସକାଳ ୭ଟା ୩୦ରେ ପିଥରାଗଡ଼ର ମୁନସିୟାରି, ଡିଡିହାଟ ସମେତ ବହୁ ସ୍ଥାନରେ…
Archives


