ସବୁଜ ସ୍ବର୍ଣ୍ଣ: ପୁଣିଥରେ ବଢିବାରେ ଲାଗିଛି ବାଉଁଶରେ ପ୍ରସ୍ତୁତ ଜିନିଷର ଚାହିଦା
ମଧୁର ମୂର୍ଚ୍ଛନା ପାଇଁ ବ୍ୟବହୃତ ହେଉଥିବା ବଂଶୀ ହେଉ ଅବା କରୁଣ ରାଗିଣୀର ଲହର ଛୁଟାଉଥିବା କେନ୍ଦରା, ଜୀବନର ଶେଷଶଯ୍ୟା ଛ’ଖଣ୍ଡ କାଠର କୋକେଇ ହେଉ ଅବା ବିବାହ ବେଦିର ବୈଶାଲା, ପାରମ୍ପରିକ କୃଷି ଯନ୍ତ୍ରପାତି ହେଉ ଅବା ବନ୍ୟା ସମୟରେ…
ଟି୨୦ ମହିଳା ବିଶ୍ୱକପ୍: ଭାରତୀୟ ଦଳରେ ରିଚା ଘୋଷ ନୂଆ ମୁହଁ, ହରମନପ୍ରୀତଙ୍କୁ ନେତୃତ୍ୱ
ମୁମ୍ବାଇ,୧୨।୧(ପି.ଟି.)- ଆସନ୍ତା ଫେବୃୟାରୀ ୨୧ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍ ପାଇଁ ଏକ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହରମନପ୍ରୀତ କୌରଙ୍କୁ ଏହି ଦଳର ନେତୃତ୍ୱ ପ୍ରଦାନ କରାଯାଇଛି।…
କ୍ୟାନସରକୁ ହରାଇ ସ୍କୁଲରେ ପହଞ୍ଚିଲେ ୬ ବର୍ଷ ବୟସ୍କ ବାଳକ: ସାଥୀମାନେ ତାଳିମାରି କଲେ ସ୍ବାଗତ; ଭିଡ଼ିଓ ଭାଇରାଲ…
ଓହିୟୋ, ୧୨।୧: କ୍ୟାନସରରେ ପୀଡ଼ିତ ହୋଇଥିବା ଜଣେ ୬ ବର୍ଷ ବୟସ୍କ ବାଳକ ଚିକିତ୍ସା ପରେ ଶେଷରେ ସୁସ୍ଥ ହୋଇ ସ୍କୁଲକୁ ଫେରିଛନ୍ତି। ତାଙ୍କୁ ତାଙ୍କର ସହପାଠୀ ଏବଂ ଜୁନିଅର, ସିନିଅର ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ତାଳିମାରି ସ୍ବାଗତ କରିଛନ୍ତି। ଏବେ…
ଟେଷ୍ଟ ଫର୍ମାଟ ସବୁଠାରୁ ସ୍ବତନ୍ତ୍ର: ପୂଜାରା
ରାଜକୋଟ,୧୨।୧(ପି.ଟି.)- କ୍ରିକେଟର ପାରମ୍ଭରିକ ତଥା ସବୁଠାରୁ ଲମ୍ବା ଫର୍ମାଟ ରୂପ ପରିଗଣିତ ହେଉଥିବା ଟେଷ୍ଟ ହେଉଛି ସବୁଠାରୁ ସ୍ବତନ୍ତ୍ର। ଏହି ଫର୍ମାଟ ତା’ର ସ୍ଥିତି ବଜାୟ ରଖିବାରେ ସଫଳ ହେବ ବୋଲି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା କହିଛନ୍ତି। ସମୟର ପରବର୍ତ୍ତନ…
କୋଲକାତା ପୋର୍ଟ ଟ୍ରଷ୍ଟର ନାଁ ବଦଳାଇଲେ ମୋଦି
କୋଲକାତା,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କୋଳକାତା ପୋର୍ଟ ଟ୍ରଷ୍ଟର ୧୫୦ ତମ ବାର୍ଷିକୀ ଉତ୍ସବରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କୋଳକାତା ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ କରି ଶ୍ୟାମା ପ୍ରସାଦ ମୁଖାର୍ଜୀ ପୋର୍ଟ କରାଯିବ ବୋଲି କହିଛନ୍ତି। ମୋଦିଙ୍କ…
ମୁଜାଫରପୁର ଶେଲ୍ଟର ହୋମ୍ ମାମଲାରେ ଅପରାଧୀଙ୍କୁ ସୁରକ୍ଷା ଦେଉଛି ସିବିଆଇ: ତେଜସ୍ବୀ ଯାଦବ
ପାଟନା,୧୨।୧: ମୁଜାଫରପୁର ଶେଲ୍ଟର ହୋମ୍ ମାମଲାରେ ଆର୍ଜେଡି ନେତା ତେଜସ୍ବୀ ଯାଦବ ସିବିଆଇକୁ ରବିବାର କଡ଼ା ସମାଲୋଚନା କରିଛନ୍ତି। ତେଜସ୍ବୀ ଟୁଇଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶରେ ଅପରାଧୀଙ୍କୁ ସିବିଆଇ ସୁରକ୍ଷା ଦେଉଛି। ଶେଲ୍ଟର ହୋମ୍ର ୩୪ ଜଣ…
ପୁଣି ଶୀତରେ ଥରିଲା ସୋନପୁର: ତାପମାତ୍ରା ୪.୮ ଡିଗ୍ରୀ
ଭୁବନେଶ୍ୱର/ସୋନପୁର,୧୨।୧(ବ୍ୟୁରୋ/ନି.ପ୍ର.): ଅସହ୍ୟ ଶୀତରେ ପୁଣି ଥରିଛି ସୋନପୁର। ଏଠାରେ ରବିବାର ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରହିଥିବା ବେଳେ ଅନୁଗୋଳରେ ୬, ଟିଟିଲାଗଡ଼ରେ ୬.୫, ଦାରିଙ୍ଗବାଡ଼ିରେ ୭.୨, ଝାରସୁଗୁଡ଼ାରେ ୮.୪,…
ବୟୋଜ୍ୟେଷ୍ଠ ପେନସନ୍ଧାରୀଙ୍କୁ ସମ୍ମାନୀତ କଲେ ମୋଦି
କୋଲକାତା,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକୀ ଉତ୍ସବରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କୋଲକାତା ପୋର୍ଟ ଟ୍ରଷ୍ଟର ୨ ବୟୋଜ୍ୟେଷ୍ଠ ପେନସନ୍ଧାରୀଙ୍କୁ ସମ୍ମାନୀତ କରିଛନ୍ତି। ସେମାନେ ହେଲେ ନଗିନା ଭଗତ ଓ ନରେଶ ଚନ୍ଦ୍ର…
ଡମ୍ପର ଧକ୍କାରେ ବ୍ୟକ୍ତିଙ୍କ ଜୀବନଗଲା: କ୍ଷତିପୂରଣ ଦାବିରେ ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା
ରାଜନଗର,୧୨।୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ଗ୍ରାମର ବନମାଳୀ ଓଝାଙ୍କ ବଡ଼ପୁଅ ଶରତ (୪୫)ଙ୍କ ଉପରେ ରବିବାର ପୂର୍ବାହ୍ନରେ ଏକ ଡମ୍ପର ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ଡମ୍ପରଟି ଦ୍ରୁତଗତିରେ ଯିବା ସମୟରେ ଉତ୍ତ୍ୟେକ୍ତ ଗ୍ରାମବାସୀ ଡ୍ରାଇଭରଙ୍କୁ…
ଜେଏନ୍ୟୁ ହିଂସା: ଅଭିଯୁକ୍ତଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ ତଲବ; ସୋମବାର ହେବେ ହାଜର
ନୂଆଦିଲ୍ଲୀ,୧୨।୧: ଜେଏନ୍ୟୁରେ ଘଟିଥିବା ହିଂସାରେ ଚିହ୍ନଟ ହୋଇଥିବା ୯ ଜଣ ଅଭିଯୁକ୍ତ ଛାତ୍ରଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ ହାଜର ହେବା ପାଇଁ ତଲବ କରାଯାଇଛି। ସେମାନେ ସୋମବାର ସ୍ଥାନୀୟ କମଳା ମାକେର୍ଟ ସ୍ଥିତ କ୍ରାଇମ୍ ବ୍ରାଞ୍ଚ୍ର ଏସ୍ଆଇଟି କାର୍ଯ୍ୟାଳୟରେ ହାଜର ହେବେ।…
ଓମାନ ସୁଲତାନଙ୍କ ସମ୍ମାନରେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରିବ ଭାରତ
ନୂଆଦିଲ୍ଲୀ,୧୨।୧: ଓମାନ ସୁଲତାନଙ୍କ ସମ୍ମାନରେ ଭାରତ ଗୋଟିଏ ଦିନ ଅର୍ଥାତ୍ ଜାନୁୟାରୀ ୧୩ରେ ରାଷ୍ଟ୍ରୀୟ ଶୋକ ପାଳନ କରିବ ବୋଲି ସରକାର ଘୋଷଣା କରିଛନ୍ତି। ଏଥିପାଇଁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ କୌଣସି ଉତ୍ସବ ପାଳନ କରାଯିବ ନାହିଁ। ସୂଚନାଯୋଗ୍ୟ,ଓମାନର…
ଜାତୀୟ ଯୁବ ଦିବସ: ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ପୁରୀ ଅଫିସ,୧୨।୧: ଜାତୀୟ ଯୁବ ଦିବସ ଅବସରରେ ଦିଗବାରେଣୀ ଖୁଣ୍ଟିଠାରେ ଥିବା ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ରବିବାର ପୂର୍ବାହ୍ନରେ ମାଲ୍ୟାର୍ପଣ କରାଯାଇଛି। ଭାରତ ବିକାଶ ପରିଷଦ, ପୁରୀ ସେବାସମିତି, ରାମକୃଷ୍ଣ ମିଶନ, ନେହେରୁ ଯୁବକେନ୍ଦ୍ର, ମିଶନ ଓଡ଼ିଶା, ପୂଜ୍ୟପୂଜା ସଂସଦ, ଭାରତୀୟ ବିଦ୍ୟାର୍ଥୀ…
Archives


