Home

ମାସିକ ୬ ହଜାର ଟଙ୍କା ଆୟ କରୁଥିବା ଯୁବକଙ୍କ ନାଁରେ ଆସିଲା ୩.୪୯ କୋଟି ଟଙ୍କାର ଆୟକର ନୋଟିସ

ଭୋପାଳ,୧୬।୧: ମଧ୍ୟପ୍ରଦେଶ ଭିଣ୍ଡର ରବି ଗୁପ୍ତା ନାମକ ଜଣେ ଯୁବକଙ୍କ ନିକଟକୁ ୩.୪୯ କୋଟି ଟଙ୍କାର ଆୟକର ନୋଟିସ ଆସିଥିବା ସେ ପ୍ରକାଶ କରିଛନ୍ତି। ତାଙ୍କର ମାସିକ ଆୟ ପ୍ରାୟ ୬ ହଜାର ଟଙ୍କା ହୋଇଥିବା ବେଳେ ଏତେ ପରିମାଣର ଆୟକର…

ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଆହତଙ୍କ ଚିକିତ୍ସା ପାଇଁ ଏସ୍‌ସିବିରେ ଗଠନ ହେଲା ସ୍ବତନ୍ତ୍ର ଟିମ୍‌

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ଗୁରୁବାର ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରାକ୍‌ରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌କୁ ପଛରୁ ଧକ୍କା ଦେବା ଯୋଗୁ ଟ୍ରେନ୍‌ର ୮ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ…

ଘନକୁହୁଡ଼ି: ଚିଲିକା ମଝିରେ ଦେଢ଼ଘଣ୍ଟା ଅଟକିଲା ଡଙ୍ଗା, ଯାତ୍ରୀ ଆତଙ୍କିତ

କୃଷ୍ଣପ୍ରସାଦ,୧୬।୧(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁ ସାତପଡ଼ା-ଜହ୍ନିକୁଦା ଚିଲିକା ମଝିରେ ଏକ କୁଦରେ ଯାତ୍ରୀବାହୀ ଡଙ୍ଗା ଅଟକି ଯିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏହି ଡଙ୍ଗାଟି ସକାଳ ୭ଟା ୩୦ରୁ ୯ଟା ପର୍ଯ୍ୟନ୍ତ ଏଠାରେ ଅଟକି…

ହିନ୍ଦୁ ରୀତିନୀତିରେ ମାଙ୍କଡ଼ର ଅନ୍ତିମ ସଂସ୍କାର

ଦଭାନ୍‌ଗିରି: ଅନେକ ସମୟରେ ପଶୁମାନଙ୍କର ବ୍ୟବହାର ସମସ୍ତଙ୍କୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ପଶୁ ଓ ଲୋକମାନଙ୍କ ମଧ୍ୟରେ ନିବିଡ଼ତା ବଢିଯାଏ, ଯାହା ଘଟିଛି କର୍ନାଟକର ଛନ୍ନାଗିରି ତହସିଲ ଅନ୍ତର୍ଗତ ଏସ୍‌ଭିଆର୍‌ କଲୋନୀରେ। ଏହି କଲୋନୀକୁ କିଛିଦିନ ତଳେ ଦଳେ ମାଙ୍କଡ଼ ଆସିଥିଲେ।…

ବାଘୁଣୀର ବିବାଦୀୟ ହତ୍ୟା ଉପରେ ଆଧାରିତ ଫିଲ୍ମରେ ନଜର ଆସିବେ ବିଦ୍ୟା

ମୁମ୍ବାଇ: ବିଦ୍ୟା ବଲାନ୍‌ ବଲିଉଡ୍‌ର ଜଣେ ବହୁମୁଖୀ ଅଭିନେତ୍ରୀ। ତାଙ୍କ ଫିଲ୍ମ ପ୍ରାୟତଃ ନାରୀ କୈନ୍ଦ୍ରିକ ହୋଇଥିବାବେଳେ ଫିଲ୍ମରେ ସୁସ୍ଥ ସମାଜ ପାଇଁ ବାର୍ତ୍ତା ମଧ୍ୟ ରହିଥାଏ। ତେବେ ୨୦୨୦ରେ ରିଲିଜ୍‌ ହେବାକୁ ଯାଉଛି ବିଦ୍ୟାଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’। ଏହାପରେ…

ସଞ୍ଜୟଙ୍କ ବିବାଦୀୟ ବୟାନକୁ ନେଇ ଆରମ୍ଭ ହେଲା ରାଜନୀତି

ନୂଆଦିଲ୍ଲୀ,୧୬।୧: ଶିବାସନା ନେତା ସଞ୍ଜୟ ରାଉତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଇନ୍ଦିରା ଗାନ୍ଧୀଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ଏବେ ରାଜନୈତିକ ମୋଡ ନେଇଛି। ଏହାକୁ ନେଇ କଂଗ୍ରେସ ସଞ୍ଜୟଙ୍କୁ ଘେରିବା ପରେ ଏବେ ସେ ସଫେଇ ଦେଇଛନ୍ତି। ସଞ୍ଜୟ କହିଛନ୍ତି,…

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ୩୦ ଊର୍ଦ୍ଧ୍ୱ ଯୁବ କଂଗ୍ରେସ କର୍ମୀ ଅଟକ

ପୁରୀ ଅଫିସ,୧୬।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରିଛନ୍ତି ଯୁବ କଂଗ୍ରେସ। ମେଡିକାଲ ଛକରେ ମୁଖ୍ୟମନ୍ତ୍ରୀ ଗୋ ବ୍ୟାକ୍‌ ନାରା ଦେଇ ୩୦ ଉର୍ଦ୍ଧ୍ୱ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ…

୨୯. ୭୭ ଗ୍ରାମ ବ୍ରାଉନସୁଗାର, ୪ ବାଇକ୍‌ ଜବତ: ୨ ଗିରଫ

ଖୋର୍ଦ୍ଧା ଅଫିସ,୧୬ା୧: ଖୋର୍ଦ୍ଧା ଜିଲାର ଜଙ୍କିଆ ଥାନା ପୋଲିସ ଛଣଗିରିର ଦେଉଳି, ସିକୋ ବାଉତି ମନ୍ଦିର ସାହି ଉପରେ ବୁଧବାର ଚଢ଼ାଉ କରି ୨୯. ୭୭ ଗ୍ରାମ ବ୍ରାଉନସୁଗାର ଓ ୪ ବାଇକ୍‌ ଜବତ କରିଛନ୍ତି। ଏହି ଘଟଣାରେ ଗିରଫ ହୋଇଥିବା…

ବିନା କାଉନ୍‌ସିଲରେ ଭୁବନେଶ୍ୱରକୁ ବର୍ଷେ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ): ୨୦୧୯ ଜାନୁୟାରୀ ୧୫ରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଶେଷ କାଉନ୍‌ସିଲ ବୈଠକ ବସିଥିଲା। ଏହାପରେ କାଉନ୍‌ସିଲର କାର୍ଯ୍ୟକାଳ ସରିଥିଲେ ମଧ୍ୟ ପୌର ନିର୍ବାଚନ କିମ୍ବା ନୂଆ କାଉନ୍‌ସିଲ୍‌ ଗଠନ ହୋଇପାରିନି। ଇତିମଧ୍ୟରେ ବିନା କାଉନ୍‌ସିଲ୍‌ରେ ଭୁବନେଶ୍ୱରକୁ ବୁଧବାର…

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୪ ସ୍ଥାନରେ ଚାଲିଛି ତନାଘନା

ସମ୍ବଲପୁର,୧୬।୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜର ସୁରେଶ ଚନ୍ଦ୍ର ମିର୍ଞ୍ଚାଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି। ସମ୍ବଲପୁର ଓ ଝାରସୁଗୁଡ଼ା ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉରେ…

ଦୈନିକ ୨ ଯାତ୍ରୀରେ ଚାଲିଛି ଟ୍ରେନ୍‌

ବଲାଙ୍ଗୀର ଅଫିସ, ୧୬ା୧: ଆଜିକୁ ଠିକ୍‌ ଏକବର୍ଷ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ବଲାଙ୍ଗୀର-ଖୋର୍ଦ୍ଧା ୧୬.୮ କିଲୋମିଟର ରେଳପଥକୁ ଉଦ୍‌ଘାଟନ କରି ବଲାଙ୍ଗୀର-ବିଛୁପାଲି ପାସେଞ୍ଜର ଟ୍ରେନ୍‌ ଚଳାଚଳର ଲୋକାର୍ପଣ କରିଥିଲେ। ଏହି ବହୁ ଚର୍ଚ୍ଚିତ ଟ୍ରେନ୍‌ ଚଳାଚଳକୁ…

ଆତଙ୍କବାଦକୁ ମୂଳପୋଛ କରିବାକୁ ଆମେରିକା ଭଳି ମଡେଲ ଆପଣେଇବାକୁ ପଡିବ: ବିପିନ ରାଓ୍ବତ

ନୂଆଦିଲ୍ଲୀ,୧୬।୧: ରାୟସିନା ଡାଏଲଗର ତୃତୀୟ ଦିନରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଗୁରୁବାର ଦିଲ୍ଲୀରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେବା ସମୟରେ ଆତଙ୍କବାଦକୁ ନେଇ କଥା ହୋଇଛନ୍ତି। ସେ କହିଛନ୍ତି ଆତଙ୍କବାଦକୁ ମୂଳପୋଛ କରିବାକୁ ହେଲେ ଆମକୁ ଆମେରିକା ଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri