ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଅଟକ
ସମ୍ବଲପୁର,୩୦ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାସାୟନିକ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା(ଏଚ୍ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଜଣେ ଅବସରପ୍ରାପ୍ତ ସୁଇପର ଆକ୍ରମଣ କରିଛନ୍ତି। ଫଳରେ ସେ ଗୁରୁତର ହୋଇ ବର୍ତ୍ତମାନ ବୁର୍ଲା ଭୀମସାରରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଅଭିଯୁକ୍ତ କୃପାସିନ୍ଧୁ…
ପ୍ରଶଂସା ସାଉଁଟିଲେ ଶ୍ରଦ୍ଧା କପୁର: ‘ଇଠା’ର ଧମାକାଦାର ଟ୍ରେଲର ରିଲିଜ୍
ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ପୁଣି ବଡ଼ ପରଦାକୁ ଫେରୁଛନ୍ତି। ମ୍ୟାଡକ ଫିଲ୍ମସ ଏବଂ କଠପୁତଲି କ୍ରିଏସନ୍ସର ଆଗାମୀ ଫିଲ୍ମ ‘ଇଠା’ରେ ସେ ଏକ ଭିନ୍ନ ତଥା ଚ୍ୟାଲେଞ୍ଜିଂ ଚରିତ୍ରରେ ନଜର ଆସିବେ। ମହାରାଷ୍ଟ୍ରର ପ୍ରସିଦ୍ଧ ପାରମ୍ପରିକ ଲୋକ କଳାକାର ବିଠାବାଇ…
ଅଧାରେ ରହିଲା ଜଗା ଦର୍ଶନ, ବଡ଼ଦାଣ୍ଡରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଭକ୍ତ, ଆଉ ତା’ ପରେ…
ପୁରୀ,୩୦ା୧୦(ଅଜିତ୍ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିବା ଜଣେ ଭକ୍ତଙ୍କର ପୁରୀରେ ଦେହାନ୍ତ ହୋଇଛି। ମନ୍ଦିରରେ ଦର୍ଶନ ପାଇଁ ବ୍ୟାରିକେଡ୍ ବାହାରେ ଅପେକ୍ଷା କରିଥିବାବେଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଫଳରେ ମହାପ୍ରଭୁଙ୍କ ଦର୍ଶନ ତାଙ୍କ ପାଇଁ ଅଧା…
ଗଞ୍ଜାମରେ ବନ୍ୟା ସ୍ଥିତି: ପ୍ରଶାସନ ପ୍ରସ୍ତୁତ, ଅନୁଧ୍ୟାନ ପାଇଁ ଆସିବେ କେନ୍ଦ୍ରୀୟ ପ୍ରତିନିଧି ଦଳ
ଛତ୍ରପୁର,୩୦ା୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି। ଭଞ୍ଜନଗରଠାରୁ ଛତ୍ରପୁର ପର୍ଯ୍ୟନ୍ତ ଋଷିକୁଲ୍ୟା ନଦୀକୂଳିଆ ଅଞ୍ଚଳର ବିଭିନ୍ନ ଗାଁରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ…
ଘରେ ଜରୁରୀକାଳୀନ ଖାଦ୍ୟସାମଗ୍ରୀ ଗଚ୍ଛିତ କରି ରଖୁଛନ୍ତି ଜାପାନ, ଆମେରିକା, ବ୍ରିଟେନର ଲୋକେ, କିଛି ବଡ଼ ଘଟଣା ଘଟିବାକୁ ଯାଉଛି କି? ଜାଣନ୍ତୁ…
ଓ୍ବାଶିଂଟନ/ଟୋକିଓ,୩୦।୧୦: ବିଶ୍ୱର ଅନେକ ବିକଶିତ ଦେଶ ନିଜ ନାଗରିକମାନଙ୍କୁ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବାକୁ ପରାମର୍ଶ ଦେଉଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ଯୁକ୍ତରାଜ୍ୟ (ୟୁକେ), ଜାପାନ, ନରୱେ, ଫିନଲ୍ୟାଣ୍ଡ ଏବଂ ସ୍ବିଡେନ ଅନ୍ୟତମ। ଏହି ଦେଶଗୁଡ଼ିକର ସରକାର…
ତ୍ରିଲୋଚନ ହତ୍ୟାକାଣ୍ଡ ଘଟଣା: ସିନ୍ ରିକ୍ରିଏଶନ କଲା ପୋଲିସ, ଗୋଟି ଗୋଟି କରି ସତ ବଖାଣିଲେ ଅପରାଧୀ
ପାଟଣା,୩୦ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନାରେ କାର୍ଯ୍ୟରତ ମହିଳା କନଷ୍ଟେବଳ ତୁଳସୀ ମହାନ୍ତଙ୍କ ସ୍ବାମୀ ତଥା ବ୍ୟବସାୟୀ ତ୍ରିଲୋଚନ ମହାନ୍ତଙ୍କ ହତ୍ୟାକାଣ୍ଡର ଏକ ମାସ ପରେ ପୋଲିସ ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ଉଠାଇଛି। ଶୁକ୍ରବାର ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା…
ବିରୋଧୀଙ୍କୁ କଡ଼ା ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ: କହିଲେ ‘ଦେଶ ସଙ୍କଟର ସମ୍ମୁଖୀନ ହେଲେ ସେମାନେ ଖୁସି ହୁଅନ୍ତି’
ନୂଆଦିଲ୍ଲୀ,୩୦।୧୦: ବାନାସକାଣ୍ଠାରେ, ପ୍ରଧାନମନ୍ତ୍ରୀ ମୋଦି ୧୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସେଗୁଡ଼ିକର ଉଦଘାଟନ କରିଛନ୍ତି। ଏହା ସହିତ, ସେ ‘ପିଏମ-କିସାନ’ (PM-Kisan) ଯୋଜନାର ୨୪ତମ କିସ୍ତି ମଧ୍ୟ ଜାରି କରିଛନ୍ତି,…
ପୁରୁଷଙ୍କର ବ୍ରେକ୍ଅପ କରିବାର ଅଧିକାର ନାହିଁ? ସୁପ୍ରିମକୋର୍ଟଙ୍କ ବୟାନକୁ ନେଇ ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୩୦।୧୦: ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଦୁଇଜଣ ବୟସ୍କ ବ୍ୟକ୍ତି ପାରସ୍ପରିକ ଇଚ୍ଛାରେ, ପ୍ରେମ ସମ୍ପର୍କରେ ରହି ଶାରୀରିକ ସମ୍ପର୍କ ରଖୁଛନ୍ତି, ତେବେ କେବଳ ପରବର୍ତ୍ତୀ ସମୟରେ ସମ୍ପର୍କ ଭାଙ୍ଗିଯିବା କାରଣରୁ ତାହାକୁ ବଳାତ୍କାର ବୋଲି ଧରାଯାଇପାରିବ ନାହିଁ। ଆଇନ ପ୍ରଣେତାଙ୍କର…
ପାକିସ୍ତାନଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୩୦।୧୦: ପାକିସ୍ତାନ ଭାରତକୁ ୪ ୱିକେଟରେ ଏକ ଶୋଚନୀୟ ପରାଜୟ ପ୍ରଦାନ କରିଛି। ‘ହଂକଂ ସିକ୍ସେସ’ (Hong Kong Sixes) ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ମାତ୍ର ୩.୫ ଓଭରରେ ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିନେଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୬…
କୁଲଡିହା ବନ ବିଭାଗ କାର୍ଯ୍ୟାଳୟ ଗୋଦାମ ଘରେ ହଠାତ୍ ଲାଗିଲା ନିଆଁ
ନୀଳଗିରି,୩୦ା୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): କୁଲଡିହା ବନ ବିଭାଗ କାର୍ଯ୍ୟାଳୟ ପାଖ ଗୋଦାମରେ ଏକ ଭୟାବହ ଅଘଟଣ ଘଟିଛି। ସେଠାରେ ହଠାତ୍ ନିଆଁ ଲାଗିବାର ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡ଼ି ନାହିଁ। ସୂଚନାଯୋଗ୍ୟ, କୁଲଡିହା ବନବିଭାଗ କାର୍ଯ୍ୟାଳୟ ବାଲେଶ୍ୱର ଜିଲା…
କାହା ପାଇଁ ବଳିଦାନ ଦେଲେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ ଚତୁର୍ଥ ଟି-୨୦ ମ୍ୟାଚରୁ ବାଦ ପଡ଼ିବାର ଭିତିରି କଥା
ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବାଦ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ସାମିଲ କରାଯାଇଛି। ଏହା ବ୍ୟତୀତ, ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ମୟଙ୍କ ଯାଦବ ଖେଳିବେ। ତୃତୀୟ…
ନୂଆ ଇତିହାସ ଲେଖିଲେ ରଶିଦ ଖାନ୍: ବିଶ୍ୱର ପ୍ରଥମ ବୋଲର୍ ଭାବେ କଲେ ଏମିତି କାରନାମା
ନୂଆଦିଲ୍ଲୀ,୩୦।୧୦: ଆଫଗାନିସ୍ତାନର ଷ୍ଟାର୍ ସ୍ପିନର ରଶିଦ ଖାନ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ରେ ଇତିହାସ ରଚିଛନ୍ତି। ସେ ଅନ୍ତର୍ଜାତୀୟ ଟି-୨୦ରେ ୨୦୦ ଉଇକେଟ ପୂରଣ କରିବାରେ ବିଶ୍ୱର ପ୍ରଥମ ବୋଲର ହୋଇଛନ୍ତି। ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଶାରଜାହରେ ଖେଳାଯାଉଥିବା ୩ ମ୍ୟାଚ…

