‘ଆଲଗୋରିଦମକୁ ଭୁଆଁ ବୁଲାଅ…’ ସୋସିଆଲ ମିଡିଆରେ ସରକାରଙ୍କୁ ଘେରିବା ପାଇଁ CJPର ନୂଆ ‘କୋଡୱାର୍ଡ’ ଯୋଜନା ଭାଇରାଲ
ନୂଆଦିଲ୍ଲୀ,୩୦।୧୦: ‘କକରୋଚ ଜନତା ପାର୍ଟି’ (CJP) ନିଜ ସମର୍ଥକମାନଙ୍କୁ ସୋସିଆଲ ମିଡିଆରେ ସରକାରଙ୍କୁ ସମାଲୋଚନା କରୁଥିବା ବିଷୟବସ୍ତୁ ପୋଷ୍ଟ କରିବା ଏବଂ ଭିଡିଓ ତିଆରି କରିବା ପାଇଁ ନୂଆ କୌଶଳ ଶିଖାଉଛି। ସେମାନେ ବୁଝାଉଛନ୍ତି ଯେ, ଯଦି ପୋଷ୍ଟ, ଭିଡିଓ କିମ୍ବା…
ଶିବରାଜ ସିଂହ ଚୌହାନଙ୍କ ମା’ଙ୍କ ଦେହାନ୍ତ; କେନ୍ଦ୍ର ମନ୍ତ୍ରୀ କହିଲେ, ‘ମା’ଙ୍କ ବିୟୋଗ ଏକ ଶୂନ୍ୟସ୍ଥାନ ସୃଷ୍ଟି କରେ’
ନୂଆଦିଲ୍ଲୀ,୩୦।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମାଆ କାଶୀ ବାଇଙ୍କର ଆଜି (ଶୁକ୍ରବାର, ଅକ୍ଟୋବର ୩୦) ପରଲୋକ ହାଇଛି। ଶୁକ୍ରବାର ସକାଳେ ଭୋପାଳ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ…
ବାଦ୍ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ: ଟିମ ଇଣ୍ଡିଆରେ ୨ଟି ପରିବର୍ତ୍ତନ
ଅକଲାଣ୍ଡ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ର ଚତୁର୍ଥ ମୁକାବିଲା ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ , ଅନନ୍ତ ସିଂହଙ୍କୁ ଜେଲ ଯିବାକୁ ପଡ଼ିବ
ନୂଆଦିଲ୍ଲୀ,୩୦।୧୦: ଡୁଲାରଚାନ୍ଦ ଯାଦବ ହତ୍ୟା ମାମଲାରେ ଜେଡିୟୁ (JDU) ବିଧାୟକ ଅନନ୍ତ ସିଂହଙ୍କୁ ଏକ ବଡ଼ ଝଟକା ଲାଗିଛି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କ ଜାମିନ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଏକ ହତ୍ୟା ମାମଲାକୁ କେବଳ ରାଜନୈତିକ ବିବାଦ ଭାବରେ…
ବାତ୍ୟା ପରେ ବନ୍ୟା ଭୟ: ସ୍ଥିତି ଅନୁଧ୍ୟାନ କଲେ ବିଧାୟକ, ଲୋକଙ୍କ ସୁରକ୍ଷା ପାଇଁ…
ଗଞ୍ଜାମ,୩୦ା୧୦(ବିଦ୍ୟାଧର ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ସମଗ୍ର ଗଞ୍ଜାମ ଜିଲା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବେଳକୁ ବେଳ ଋଷିକୂଲ୍ୟା ନଦୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଋଷିକୂଲ୍ୟାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଯୋଗୁ ଚିନ୍ତାରେ ଗଞ୍ଜାମ ବ୍ଲକ ଅଞ୍ଚଳ…
ଇସ୍ରାଏଲରେ ସରକାର ଗଠନ ନେଇ ଅଚଳାବସ୍ଥା! ନେତାନ୍ୟାହୁଙ୍କ ଦଳ ସର୍ବାଧିକ ଆସନ ଜିତିଛି, ହେଲେ କାହା ପାଖରେ ନାହିଁ ସଂଖ୍ୟାଗରିଷ୍ଠତା
ଜେରୁଜେଲମ,୩୦।୧୦: ଇସ୍ରାଏଲର ସାଧାରଣ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ‘ଲିକୁଡ’ (Likud) ଦଳ ୨୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି; ତେବେ, ତାଙ୍କୁ ସମର୍ଥନ କରୁଥିବା ମେଣ୍ଟ ସରକାର ଗଠନ…
ଧୋଇଗଲା ତାଲିଯୋଡ଼ି ବ୍ରିଜ୍: ପହଞ୍ଚିଲା ଗ୍ରାମ୍ୟ ଉନ୍ନୟନ ବିଭାଗ, ଯନ୍ତ୍ରୀ କହିଲେ ଅନୁଦାନ ପରେ…
ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ବାଡ଼ାବାଙ୍ଗା-ଲାରିବାଡ଼ି ଦେଇ ଡାକରବାଡ଼ିକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତାର ତାଲିଯୋଡ଼ି ବ୍ରିଜ୍ଟି ଧୋଇଯାଇଛି। ଏ ସମ୍ପର୍କରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା…
ଅମଳ ପୂର୍ବରୁ ଉଜୁଡ଼ିଗଲା ସ୍ବପ୍ନ: ପାଣିରେ ଲୋଟୁଛି ପାଚିଲା ଧାନ, ଚାଷୀଙ୍କ ମୁଣ୍ଡରେ ଚଡ଼କ
ଅମରପାଲି,୩୦ା୧୦(ପୀତାମ୍ବର ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଓ ପବନ ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ବ୍ୟାପକ ଧାନଫସଲ କ୍ଷତିଗ୍ରସ୍ତ ହୋଇଛି। ଅମଳ ପାଇଁ ପ୍ରସ୍ତୁତ ପାଚିଲା ଧାନଗଛ ସବୁ ଜମିରେ ଲୋଟିପଡ଼ିଥିବା ବେଳେ ବର୍ଷା ପାଣି…
ଧୋଇଗଲା ବ୍ରିଜ୍ର ସଂଯୋଗୀକରଣ ରାସ୍ତା: ସୀତାପାଙ୍ଗା-ଅଡ଼ାଗାଡୁ ଯୋଗାଯୋଗ ବିଚ୍ଛିନ୍ନ
ଦାରିଙ୍ଗବାଡ଼ି, ୩୦।୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବର ପ୍ରଭାବରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଏକାଧିକ ସ୍ଥାନରେ ଭୂସ୍ଖଳନ ଏବଂ ବ୍ରିଜ୍ର ସଂଯୋଗୀକରଣ ରାସ୍ତା ଧୋଇଯିବା ଭଳି ଘଟଣା ସାମ୍ନାକୁ…
ସୋନିଆ ଗାନ୍ଧୀ, ଅଖିଳେଶ ଯାଦବ, ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ବ୍ୟବସାୟୀ, କଲେ ଏମିତି ଅନୁରୋଧ
ନୂଆଦିଲ୍ଲୀ,୩୦।୧୦: ‘ଚାମ୍ବର ଅଫ ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରି’ (CTI) ଶୁକ୍ରବାର ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ନଭେମ୍ବର ୧ରେ ରାମଲୀଳା ମୈଦାନରେ ଆୟୋଜିତ ହେବାକୁ ଥିବା ଦଳର ବିଶାଳ ରାଲିକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଛି।…
ପ୍ରଖର ଜଳସ୍ରୋତରେ ଭାସିଗଲା ପୋଲ: ୨୫ରୁ ଊର୍ଦ୍ଧ୍ୱ ଗାଁକୁ ଯାନବାହନ ଚଳାଚଳ ବନ୍ଦ
ଦିଗପହଣ୍ଡି, ୩୦।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ପରେ ନାଳରେ ପ୍ରବାହିତ ପ୍ରଖର ଜଳସ୍ରୋତ ଯୋଗୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଡେଙ୍ଗାଓସ୍ତା-ଭୀଷ୍ମଗିରି ରାସ୍ତାର ପାଞ୍ଚଆମ୍ବ ନିକଟରେ ଥିବା ପୋଲ ଭାସିଯାଇଛି। ଫଳରେ ଡେଙ୍ଗାଓସ୍ତାଠାରୁ କଇଠଖଣ୍ଡି ଭାୟା ଭୀଷ୍ମଗିରି ଗ୍ରାମକୁ…
ବନ୍ୟା ବିପତ୍ତି ବେଳେ ରାସ୍ତାରୋକୋ: ଭଞ୍ଜନଗରବାସୀଙ୍କ ଦୁଃଖ ଦ୍ୱିଗୁଣିତ
ଭଞ୍ଜନଗର, ୩୦।୧୦ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚଳିତ ବର୍ଷ ଦେଖାଦେଇଥିବା ଭୟାବହ ବନ୍ୟା ଅଞ୍ଚଳବାସୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ଏଭଳି ବନ୍ୟା ପରିସ୍ଥିତି ପୂର୍ବରୁ କେବେ ଦେଖି ନ ଥିବା ସ୍ଥାନୀୟ ଲୋକଙ୍କର ଶହ ଶହ କୋଟି…

