Posted inଖେଳ

କାହା ପାଇଁ ବଳିଦାନ ଦେଲେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ ଚତୁର୍ଥ ଟି-୨୦ ମ୍ୟାଚରୁ ବାଦ ପଡ଼ିବାର ଭିତିରି କଥା

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବାଦ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ସାମିଲ କରାଯାଇଛି। ଏହା ବ୍ୟତୀତ, ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ମୟଙ୍କ ଯାଦବ ଖେଳିବେ। ତୃତୀୟ ଟି-୨୦ ମ୍ୟାଚରେ, ୧୫ ବର୍ଷୀୟ ବୈଭବ ଭାରତୀୟ ଦଳ ପାଇଁ ଇନିଂସ ଆରମ୍ଭ କରିଥିଲେ ଏବଂ ମାତ୍ର ୧୯ଟି ବଲରୁ ୪୫ ରନ ସଂଗ୍ରହ କରିଥିଲେ।
ତେବେ, ଈଶାନ କିଶନ ସୁସ୍ଥ ହୋଇ ଫେରିଥିବାରୁ, ବୈଭବଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିବାକୁ ପଡ଼ିଛି। ଈଶାନ ଉପଲବ୍ଧ ନଥିବା କାରଣରୁ ହିଁ ବୈଭବଙ୍କୁ ଖେଳିବାର ସୁଯୋଗ ମିଳିଥିଲା; ପ୍ରଥମ ମ୍ୟାଚରେ ଈଶାନ ଆହତ ହୋଇଥିବାରୁ ସେ ଦ୍ୱିତୀୟ ଓ ତୃତୀୟ ଟି-୨୦ ମ୍ୟାଚରୁ ବାଦ ପଡ଼ିଥିଲେ। ଫଳରେ, ଏହି ମ୍ୟାଚରେ ଭାରତ ପାଇଁ ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ପୁଣିଥରେ ଓପନିଂ ଯୋଡ଼ି ଭାବେ ନଜର ଆସିବେ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ରାଜ୍ୟ ସଭା ଏମ୍‌ପିଙ୍କ ପରଲୋକ: ରାଜନୈତିକ ମହଲରେ ଶୋକର ଛାୟା

ନୂଆଦିଲ୍ଲୀ,୩୦।୧୦: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭା ଏମ୍‌ପି ଆର୍କେ ସିହ୍ନାଙ୍କର ଶୁକ୍ରବାର ନୋଏଡାରେ ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି…

ପୁରୁଷଙ୍କର ବ୍ରେକ୍‌ଅପ କରିବାର ଅଧିକାର ନାହିଁ? ସୁପ୍ରିମକୋର୍ଟଙ୍କ ବୟାନକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୩୦।୧୦: ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଦୁଇଜଣ ବୟସ୍କ ବ୍ୟକ୍ତି ପାରସ୍ପରିକ ଇଚ୍ଛାରେ, ପ୍ରେମ ସମ୍ପର୍କରେ ରହି ଶାରୀରିକ ସମ୍ପର୍କ ରଖୁଛନ୍ତି, ତେବେ କେବଳ ପରବର୍ତ୍ତୀ ସମୟରେ…

ପାକିସ୍ତାନଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩୦।୧୦: ପାକିସ୍ତାନ ଭାରତକୁ ୪ ୱିକେଟରେ ଏକ ଶୋଚନୀୟ ପରାଜୟ ପ୍ରଦାନ କରିଛି। ‘ହଂକଂ ସିକ୍ସେସ’ (Hong Kong Sixes) ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ମାତ୍ର ୩.୫ ଓଭରରେ…

ହିଞ୍ଜିଳିକାଟୁରେ ବନ୍ୟା ବିଭୀଷିକା: ପାଣି ଘେରରେ ଶତାଧିକ ପରିବାର, ଯୋଗାଯୋଗ ବିଚ୍ଛିନ୍ନ

ହିଞ୍ଜିଳିକାଟୁ,୨୯।୧୦(ଦ୍ୱିତୀକୃଷ୍ଣ ପଣ୍ଡା): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ନେଇଛି। ଘୋଡ଼ାହାଡ଼…

କୁଲଡିହା ବନ ବିଭାଗ କାର୍ଯ୍ୟାଳୟ ଗୋଦାମ ଘରେ ହଠାତ୍‌ ଲାଗିଲା ନିଆଁ

ନୀଳଗିରି,୩୦ା୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): କୁଲଡିହା ବନ ବିଭାଗ କାର୍ଯ୍ୟାଳୟ ପାଖ ଗୋଦାମରେ ଏକ ଭୟାବହ ଅଘଟଣ ଘଟିଛି। ସେଠାରେ ହଠାତ୍‌ ନିଆଁ ଲାଗିବାର ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର…

ନୂଆ ଇତିହାସ ଲେଖିଲେ ରଶିଦ ଖାନ୍‌: ବିଶ୍ୱର ପ୍ରଥମ ବୋଲର୍‌ ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୩୦।୧୦: ଆଫଗାନିସ୍ତାନର ଷ୍ଟାର୍‌ ସ୍ପିନର ରଶିଦ ଖାନ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ଇତିହାସ ରଚିଛନ୍ତି। ସେ ଅନ୍ତର୍ଜାତୀୟ ଟି-୨୦ରେ ୨୦୦ ଉଇକେଟ ପୂରଣ କରିବାରେ ବିଶ୍ୱର ପ୍ରଥମ…

‘ଆଲଗୋରିଦମକୁ ଭୁଆଁ ବୁଲାଅ…’ ସୋସିଆଲ ମିଡିଆରେ ସରକାରଙ୍କୁ ଘେରିବା ପାଇଁ CJPର ନୂଆ ‘କୋଡୱାର୍ଡ’ ଯୋଜନା ଭାଇରାଲ

ନୂଆଦିଲ୍ଲୀ,୩୦।୧୦: ‘କକରୋଚ ଜନତା ପାର୍ଟି’ (CJP) ନିଜ ସମର୍ଥକମାନଙ୍କୁ ସୋସିଆଲ ମିଡିଆରେ ସରକାରଙ୍କୁ ସମାଲୋଚନା କରୁଥିବା ବିଷୟବସ୍ତୁ ପୋଷ୍ଟ କରିବା ଏବଂ ଭିଡିଓ ତିଆରି କରିବା ପାଇଁ…

ଶିବରାଜ ସିଂହ ଚୌହାନଙ୍କ ମା’ଙ୍କ ଦେହାନ୍ତ; କେନ୍ଦ୍ର ମନ୍ତ୍ରୀ କହିଲେ, ‘ମା’ଙ୍କ ବିୟୋଗ ଏକ ଶୂନ୍ୟସ୍ଥାନ ସୃଷ୍ଟି କରେ’

ନୂଆଦିଲ୍ଲୀ,୩୦।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମାଆ କାଶୀ ବାଇଙ୍କର ଆଜି (ଶୁକ୍ରବାର, ଅକ୍ଟୋବର ୩୦) ପରଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?