Home

କରୋନା ବାୟୁରେ ବ୍ୟାପୁଛି: ପ୍ରମାଣକୁ ସ୍ବୀକାର କଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୮।୭: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଆଗାମୀ ଦିନରେ ଏହା ସଙ୍କଟ ସୃଷ୍ଟି କରିବା ନିଶ୍ଚିତ ହୋଇଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରୋନା ବାୟୁରେ ବ୍ୟାପୁଥିବା ପ୍ରମାଣିକ ତଥ୍ୟକୁ ସ୍ବୀକାର କରାଯାଇଛି। ଫଳରେ ସାରା ପୃଥିବୀରେ…

ଯାତ୍ରୀ ଅଭାବରୁ ବନ୍ଦ ହେବ ୩ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୮ା୭(ବ୍ୟୁରୋ): ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେଉ ନ ଥିବାରୁ ରାଜ୍ୟ ଭିତରେ ଚଳାଚଳ କରୁଥିବା ୩ଟି ସ୍ବତନ୍ତ୍ର ଟ୍ରେନ୍‌କୁ ବନ୍ଦ କରାଯିବ। ମଙ୍ଗଳବାର ପୂର୍ବତଟ ରେଳପଥ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଭିତରେ ଜରୁରିକାଳୀନ ଯାତାୟାତ ଏବଂ ଲକ୍‌ଡାଉନ ସମୟରେ…

ରତ୍ନସିଂହାସନରୁ ପଥର ଉଭାନ

ପୁରୀ ଅଫିସ,୮ା୭: ଶ୍ରୀମନ୍ଦିର ରତ୍ନସିଂହାସନରୁ ଖଣ୍ଡିଏ ପଥର ଗାଏବ କରିଦିଆଯାଇଛି। ଏନେଇ ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ସେବାୟତ ଈପ୍‌ସିତ ପ୍ରତିହାରୀ। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ପ୍ରତିହାରୀ କହିଛନ୍ତି ଯେ, ରତ୍ନସିଂହାସନରୁ ଗାଏବ ହୋଇଥିବା ପଥରରେ ଦେଢଟି ପଦ୍ମ ପାଖୁଡ଼ା…

ଜୋରରେ ହସିଲେ ହୋଇପାରେ ପକ୍ଷାଘାତ

ଓ୍ବାଶିଂଟନ, ୮।୭: କୁହାଯାଏ ହସ ସମସ୍ତ ଶାରୀରିକ ରୋଗରୁ ମୁକ୍ତି ଦେଇଥାଏ। ତେଣୁ ପୃଥିବୀର ବିଭିନ୍ନ ସ୍ଥାନରେ ରହିଛି ଲାଫିଙ୍ଗ୍‌ କ୍ଲବ୍‌। ହସିବା ଯୋଗୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତେବେ ବିଶେଷଜ୍ଞଙ୍କ ଅନୁସାରେ ଅତ୍ୟଧିକ ହସିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ…

ଏଲ୍‌ଏସିରେ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ନୂଆଦିଲ୍ଲୀ,୮।୭: ସୀମା ବିବାଦକୁ ନେଇ ପୂର୍ବ ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଭାରତ ଓ ଚାଇନା ସୈନ୍ୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଏବେ ଏଲ୍‌ଏସିକୁ ଲାଗି ରହିଥିବା ଭାରତୀୟ ଅଞ୍ଚଳର ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ମଙ୍ଗଳବାର…

ଓଡ଼ିଶାରେ କରୋନାର ୪ ଗ୍ରୁପ୍‌

ଭୁବନେଶ୍ୱର,୮।୭(ବ୍ୟୁରୋ): ଦେଶରେ କରୋନା ଭାଇରସର ଯେଉଁ ୪ଟି ଗ୍ରୁପ୍‌ ଅଛି ତାହା ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ୪ଟି ମଧ୍ୟରୁ ଗୋଟିଏ ଗ୍ରୁପ୍‌ ଅଧିକ ଦେଖାଯାଇଛି। ଏହି ଗ୍ରୁପ୍‌ ତାମିଲନାଡ଼ୁ ଓ ମହାରାଷ୍ଟ୍ରରୁ ଆସିଥିବା ଆକ୍ରାନ୍ତଙ୍କ ପାଖରେ ଦେଖିବାକୁ ମିଳିଛି। ତେବେ…

ଅନ୍‌ଲାଇନ୍‌ ଶିକ୍ଷା: ବାଦ୍‌ ପଡ଼ୁଛନ୍ତି ବହୁ ପିଲା

ଭୁବନେଶ୍ୱର, ୮।୭(ବ୍ୟୁରୋ): କରୋନା ଯୋଗୁ ଶିକ୍ଷାକ୍ଷେତ୍ର ଅବ୍ୟବସ୍ଥିତ ହୋଇପଡ଼ିଛି। ରାଜ୍ୟ ସରକାର ସ୍କୁଲ, କଲେଜକୁ ଅଗଷ୍ଟ ୩୧ପର୍ଯ୍ୟନ୍ତ ବନ୍ଦ ରଖିଥିବାବେଳେ ଏହା କେବେ ଖୋଲିବ ସେନେଇ କେହି ଠିକ୍‌ ଭାବେ କହିପାରୁ ନାହାନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଘୋର ବାଧାପ୍ରାପ୍ତ ହେଉଛି।…

ସଙ୍କଟରେ ସମନ୍ବୟ ଜରୁରୀ

ନୂଆଦିଲ୍ଲୀ,୮ା୭: ମହାମାରୀ କରୋନା ଭାରତକୁ ଅନେକ ଯନ୍ତ୍ରଣାଦାୟକ ଶିକ୍ଷା ଦେଇଛି। ପ୍ରଥମଟି ହେଲା ଆମେ ପ୍ରକୃତିର ନିର୍ମମ ଶୋଷଣ ଜାରି ରଖିପାରିବା ନାହିଁ। ସେହିପରି ଜଳବାୟୁ ସଙ୍କଟ, ଅନିଶ୍ଚିତ ପାଣିପାଗ, ବାୟୁ, ସ୍ଥଳ ଓ ସମୁଦ୍ରର ପ୍ରଦୂଷଣ ଭାରତ ତଥା ବିଶ୍ୱକୁ…

ତାଳଚେର ସାର କାରଖାନା ପ୍ରକଳ୍ପ କାର୍ଯ୍ୟ ବନ୍ଦ

ନୂଆଦିଲ୍ଲୀ,୮।୭: ଭାରତ-ଚାଇନା ଯୁଦ୍ଧ ଲଦାଖର ଗଲ୍‌ଓ୍ବାନ ଉପତ୍ୟକାରେ ହୋଇଥାଇପାରେ, କିନ୍ତୁ ତାହାର ପ୍ରଭାବ ଦୂରଦୂରାନ୍ତରେ ପଡ଼ୁଛି। ଓଡ଼ିଶାର ଦୁଇଜଣ ଶହୀଦ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ ପ୍ରଥମ ୨୦ ଭାରତୀୟ ମୃତ ଯବାନଙ୍କ ମଧ୍ୟରେ ଥିବାବେଳେ ଏବେ ଦୁଇଦେଶ ମଧ୍ୟରେ…

ଉପାନ୍ତ ଦେଇ କେନ୍ଦୁଝରକୁ ଫିଟିବ ବାଟ

ଢେଙ୍କାନାଳ ଅଫିସ, ୮।୭ ଢେଙ୍କାନାଳ ଜିଲାର କଙ୍କଡ଼ାହାଡ଼ ବ୍ଲକର ଉପାନ୍ତ ଅଞ୍ଚଳ ଦେଇ କେନ୍ଦୁଝରକୁ ପକ୍କାସଡ଼କ ନିର୍ମାଣ ହେବ। ଏଥିଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଅନୁମୋଦିତ ହେବା ପରେ ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ…

ଫୁଟ୍‌ବଲ କ୍ଲବର ୧୬ ଖେଳାଳି ଓ ଅଫିସିଆଲ କରୋନା ପଜିଟିଭ୍‌

ସୋଫିଆ (ବୁଲଗେରିଆ), ୮ା୭ (ଏପି)-ବୁଲ୍‌ଗେରିଆର ଚେର୍ନୋ ମୋର୍‌ ଫୁଟ୍‌ବଲ କ୍ଲବର ୧୨ଖେଳାଳି ଓ ୪ ଜଣ ଅଫିସିଆଲ କରୋନା ପଜିଟିଭ୍‌ ବୋଲି ଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଳବାର ପ୍ରକାଶ କରିଛନ୍ତି। ସମସ୍ତ ପଜିଟିଭ୍‌ ଖେଳାଳିଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବା ସହ ଆବଶ୍ୟକ ସତର୍କତା…

ଧୋନୀଙ୍କ ଫାର୍ମହାଉସ୍‌ ଆଗରେ ଫିକା କପିଲ-କୋହଲୀ-ତେନ୍ଦୁଲକରଙ୍କ ବଙ୍ଗଳା

ନୂଆଦିଲ୍ଲୀ,୭।୭: ଦୀର୍ଘ ଏକ ବର୍ଷ ଧରି କ୍ରିକେଟରୁ ଦୂରେଇ ଯାଇଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏବେ ପରିବାର ସହ ସମୟ ବିତାଉଛନ୍ତି। ଚଳିତ ବର୍ଷ ଖେଳାଯିବାକୁ ଥିବା ଆଇପିଏଲ୍‌ର ୧୩ତମ ସଂସ୍କରଣରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?