Home

ଟ୍ରାକ୍ଟରରୁ ୧୧କୁଇଣ୍ଟାଲ ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୩ା୭(ଡି.ଏନ.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଘାଟକୋଣ୍ଡା ଓ ବୁରୁଡ଼ିପୁଟ ଗ୍ରାମରୁ ଆନ୍ଧ୍ରକୁ ଏକ ଟ୍ରାକ୍ଟର ଯୋଗେ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ଧରାପଡିଛି। ଏହାର ପରିମାଣ ୧ ୧କୁଇଣ୍ଟାଲ ୭୦ କେଜି। ଚିତ୍ରକୋଣ୍ଡା ଥାନା ଅଧିକାରୀ ଯୁଗଳ ଶବରଙ୍କ…

ଦାନରେ ଝାଡୁ ଦେଉଛନ୍ତି କି….

ଦାନ କଲେ ପୂଣ୍ୟ ମିଳେ। ଦାନରେ ଭଗବାନ ଖୁସି ହୋଇଥାନ୍ତି। ଦାନ କରୁଥିବା ବ୍ୟକ୍ତିର ଘରେ ସୁଖ ଶାନ୍ତି ସର୍ବଦା ବାସ କରେ ବୋଲି କୁହାଯାଇଥାଏ। ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କ ସାହାର୍ଯ୍ୟ କଲେ ପୂଣ୍ୟ ମିଳିଥାଏ। ହେଲେ ଦାନ ସର୍ବଦା ଯୋଗ୍ୟ…

ଗଲଓ୍ବାନ ଘାଟିରେ ଆହତ ଯବାନଙ୍କୁ ହସ୍ପିଟାଲରେ ଭେଟିଲେ ମୋଦି

ଲେହ,୩।୭: ଲଦାଖ ଏଲ୍‌ଏସିର ଗଲଓ୍ବାନ ଘାଟିରେ ଚାଇନା ସୈନ୍ୟଙ୍କ ସହ ସଂଘର୍ଷ ହେବା ପରେ ୨ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଛି। ଏହି ଉତ୍ତେଜନାକୁ ଶେଷ କରିବା ପାଇଁ କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର…

ସୁଶାନ୍ତଙ୍କ ନାମରେ ନାମିତ ହେଲା ପାଟନାର ଏହି ଛକ

ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଏବେ ବି ପ୍ରଶଂସକଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ଅନେକ ଏହାକୁ ଗ୍ରହଣ କରିପାରୁନାହାନ୍ତି। ଗୋଟିଏ ପଟେ ତାଙ୍କର ମୃତ୍ୟୁକୁ ନେଇ ସିବିଆଇ ଯାଞ୍ଚ କରାଯିବାକୁ ଦାବି କରାଯାଉଥିବା ବେଳେ ଅନ୍ୟପକ୍ଷେ ପ୍ରଶଂସକମାନେ…

ବାହାର ଶ୍ରମିକଙ୍କୁ ରାଜଧାନୀ ମନା

ଭୁବନେଶ୍ୱର,୩।୭(ବ୍ୟୁରୋ)-ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଶୁକ୍ରବାର ପଦକ୍ଷେପ ନିଆଯାଇଛି। ସମସ୍ତ ସରକାରୀ ଓ ଘରୋଇ କଣ୍ଟ୍ରାକ୍ଟରଙ୍କୁ ବାହାର ରାଜ୍ୟରୁ ଶ୍ରମିକ ନ ଆଣିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରୁ ହଟସ୍ପଟ ଅଞ୍ଚଳରୁ…

ବିଏସ୍‌ଏନ୍‌ଏଲ୍‌ ଲଞ୍ଚ କଲା ୬୦୦ ଦିନ ବୈଧତା ପ୍ଲାନ୍‌, ମୂଲ୍ୟ କେତେ ଜାଣନ୍ତୁ

ନୂଆଦିଲ୍ଲୀ,୩।୭: ଭାରତ ସଂଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌) ଏକ ନୂଆ ପ୍ଲାନ ଆଣିଛି। ୬୦୦ ଦିନ ଭ୍ୟାଲିଡିଟି(ବୈଧତା) ଥିବା ଏହି ପ୍ଲାନର ମୂଲ୍ୟ ରହିଛି ୨,୩୯୯ ଟଙ୍କା। ଏହାଛଡ଼ା କମ୍ପାନୀ ତାମିଲନାଡ଼ୁ ଏବଂ ଚେନ୍ନାଇରେ ୧୪୯ ଟଙ୍କା ଏବଂ ୭୨୫ ଟଙ୍କାର ପ୍ଲାନକୁ…

କମେଡିଆନ୍‌ ସୁନୀଲ ଗ୍ରୋଭର ହେଲେ ହିନ୍ଦୀ ଶିକ୍ଷକ

ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏ ନେଇ ଗତ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେଣୁ ଏହି ସମୟରେ ଶିକ୍ଷକମାନେ ପିଲାମାନଙ୍କର ଅନ୍‌ଲାଇନ୍‌ କ୍ଲାସ ନେଉଛନ୍ତି। ଏଭଳି ସମୟରେ ପିଲାମାନେ ଶିକ୍ଷକମାନଙ୍କୁ କିପରି ହଇରାଣ…

କରୋନାକୁ ହରାଇ ଘରକୁ ଫେରିଲେ କୋଲକାତାର ଏହି ୯୯ ବୟସ୍କ ବୃଦ୍ଧ

କୋଲକାତା,୩।୭: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ମହାମାରୀରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ଥିଲେ ହେଁ ଶହ ଶହ ସଂଖ୍ୟାରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ବିଶେଷଭାବେ ବୟସ୍କ ବ୍ୟକ୍ତି ଏହାର ଶିକାର ହେଲେ ମୃତ୍ୟୁ…

ବିବାହ ପରେ ମାତ୍ର ୨୧ ଦିନ ଏକତ୍ର ରହିଥିଲେ ବିରାଟ-ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି କୌଣସି ନା କୌଣସି ଖବରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପୂର୍ବରୁ ମଧ୍ୟ ଏହି ଯୋଡି ଏକାଠି ସମୟ ବିତାଉଥିବାକୁ ନେଇ ଚର୍ଚ୍ଚାରେ ରହୁଥିଲେ। ଏବେ…

ସାର୍କକୁ ପଞ୍ଝାରେ ଧରି ସମୁଦ୍ର କୂଳରେ ଉଡିଲା ପକ୍ଷୀ

ପକ୍ଷୀ ଆକାରଠାରୁ ସାର୍କର ଆକାର ବିଶାଳକାୟ। ତେବେ ଗତ କିଛିଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଏକ ଶିକାରୀ ପକ୍ଷୀ ସାର୍କ ମାଛକୁ ତାର ପଞ୍ଝାରେ ଧରି ଆମେରିକା ମାୟର୍ଟଲ ସମୁଦ୍ରକୂଳରେ ଉଡୁଥିବା ଦେଖିବାକୁ…

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ୨୦୩ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୫,୭୦୫କୁ ବୃଦ୍ଧି

ଭୁବନେଶ୍ୱର, ୩।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫,୭୦୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୩୮ ଜଣ ରହିଛନ୍ତି। ସେହିପରି ଖୋର୍ଦ୍ଧା ୩୭, ଗଜପତି ୧୯,…

କରୋନା ଲକ୍ଷଣ ଲୁଚାଇଲେ ଆପଣ ଲୁଚିଯିବେ: ବାଗ୍‌ଚୀ

ଭୁବନେଶ୍ୱର,୩।୭(ବ୍ୟୁରୋ): ୪୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରକୁ ଘର ବୁଲି ସର୍ଭେ ହେଉଛି। ଗାଁର ପ୍ରତି ଘର ଏବଂ ସହରର ପ୍ରତି ବସ୍ତି ଅଞ୍ଚଳରେ ସର୍ଭେ ହେବ। ଘର ଘର ବୁଲି ଆଶା, ଏଏନ୍‌ଏମ୍‌ କର୍ମୀ ଲକ୍ଷଣ ନେଇ ସର୍ଭେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri