Home

କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଗେଟ୍‌ ବାହାରେ ଖାଦ୍ୟ ପୁଡ଼ିଆ ରଖୁଛନ୍ତି ପରିବାର ସଦସ୍ୟ: ଭୋକ ବିକଳରେ ଖାଉଛନ୍ତି ପ୍ରବାସୀ

ମହାସମୁନ୍ଦ, ୩୦।୬: ଭୋକ ବିକଳରେ ମଣିଷ ସବୁ କରିବାକୁ ପ୍ରସ୍ତୁତ। ଏହାର ସଦ୍ୟତମ ଉଦାହରଣ ଛତିଶଗଡ଼ର ମହାସମୁନ୍ଦ ଜିଲାରେ ଥିବା ଏକ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଦେଖିବାକୁ ମିଳିଛି। ସ୍ଥାନୀୟ ବସନା ବ୍ଲକ୍‌ର ଅଖରାଭାଠା ଗାଁରେ ପ୍ରବାସୀ ଶ୍ରମିକଙ୍କୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ରଖାଯାଇଛି।…

ଡରେଇଲାଣି ରାଜଧାନୀ: ପୁଣି ୬ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୩୨୦ରେ ପହଞ୍ଚିଲା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ପଜିଟିଭ୍‌୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଏଠାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମଙ୍ଗଳବାର ପୁଣି ୬ ଜଣ କରୋନା ପଜିଟଭ୍‌ ଚିହ୍ନଟ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା…

ଗଞ୍ଜାମରେ ପୁଣି ୩ ନୂଆ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୦କୁ ବୃଦ୍ଧି

ଛତ୍ରପୁର,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମଙ୍ଗଳବାର ପୁଣି ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୦କୁ ବୃଦ୍ଧି ପାଇଛି। ଜିଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୫୨ ଜଣ ସୁସ୍ଥ ହୋଇଥିବା…

ଅଗ୍ନିଶମ ବିଭାଗ, ହୋମଗାର୍ଡର ଏଡିଜିପି ଭାବେ ଦାୟିତ୍ୱ ଗ୍ରହଣକଲେ ଡ. ସୌମ୍ୟା ମିଶ୍ର

କଟକ ଅଫିସ,୩୦।୬: ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡର ଏଡିଜିପି ଭାବେ ବରିଷ୍ଠ ଆଇପିଏସ୍‌ ଅଫିସର ଡ. ସୌମ୍ୟା ମିଶ୍ର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଏବଂ ଆଇଜି ଅସିତ ପାଣିଗ୍ରାହୀ ତାଙ୍କୁ ସ୍ବାଗତ କରିଥିଲେ। ୧୯୯୪…

ଭୁଟାନ ଉପରେ ଚାଇନାର ଆଖି: ସକତେଙ୍ଗ୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଧିକାର କରିବାକୁ ଷଡ଼ଯନ୍ତ୍ର

ଥିମ୍ପୁ, ୩୦।୬: ଚାଇନା ଭୁଟାନର କିଛି ଅଞ୍ଚଳକୁ ନିଜ ଅଧିକାରରେ ନେବା ଲାଗି ଷଡ଼ଯନ୍ତ୍ର ରଚିଛି। ଭୁଟାନର ସକତେଙ୍ଗ୍‌ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଚାଇନା ନିଜର ବୋଲି ଦାବି କରିଛି। ଏହି ଜମି ନେଇ ପୂର୍ବରୁ ଚାଇନା ଏବଂ ଭୁଟାନ ମଧ୍ୟରେ କେବେ…

ମାନବିକତାର ପରିଚୟ ଦେଲେ ଏହି ବ୍ୟକ୍ତି: ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ହରିଣକୁ

ଜଣେ ବ୍ୟକ୍ତି ପ୍ରକୃତ ମାନବିକତାର ପରିଚୟ ଦେଖାଇଛନ୍ତି। ସେ ନିଜ ଜୀବନକୁ ବାଜି ଲଗାଇ ନଦୀରେ ଫସିରହିଥିବା ଏକ ହରିଣକୁ ପଞ୍ଚାଇଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ହରିଣ ନଦୀରେ ଫସି ରହିଥିବା…

ବାହୁଡ଼ା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ମୁତୟନ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ ଅଫିସ, ୩୦।୬: ଜୁଲାଇ ୧ରେ ବାହୁଡ଼ା ଯତ୍ରା। କୋଭିଡ୍‌ ଗାଇଡ୍‌ ଲାଇନ୍‌ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ସମସ୍ତ ପ୍ରକାର କାର୍ଯ୍ୟ କରାଯିବ। ତେଣୁ ଏହାକୁ ନଜରରେ ରଖି ବାହୁଡ଼ା ଯାତ୍ରା ପାଇଁ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା କରାଯାଇଛି। ମୋଟ…

ଭିଡିଓ ରେକର୍ଡିଂରେ ହେବ ଯୁକ୍ତ ୨ ପାଠପଢ଼ା: ତାଲିମ ନେବେ ଅଧ୍ୟାପକ

ଭୁବନେଶ୍ୱର, ୩୦।୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ସ୍କୁଲ, କଲେଜ ଖୋଲିବା ନେଇ ନିଶ୍ଚିତତା ନ ଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ତେଣୁ ଅନ୍‌ଲାଇନରେ ପଢ଼ିବେ ଯୁକ୍ତ ଦୁଇ ଛାତ୍ରୀଛାତ୍ର। ବିଭିନ୍ନ ବିଷୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରୀଛାତ୍ରଙ୍କୁ ନେଇ…

ଟିକ୍‌ଟକ୍‌ ବ୍ୟବହାରକାରୀଙ୍କ ପାଇଁ ବିକଳ୍ପ ଏହି ଆପ୍‌, ୨୫ ଲକ୍ଷରୁ ଅଧିକ କଲେଣି ଏହାକୁ ଡାଉନଲୋକ

ନୂଆଦିଲ୍ଳୀ,୩୦।୬: ଭାରତରେ ଟିକ୍‌ଟକ୍‌ ବ୍ୟାନ ହେବାପରେ ଏବେ ଭାରତୀୟ ଆପ୍‌ ଚିଙ୍ଗାରୀର ଚାହିଦା ବୃଦ୍ଧି ପାଇଛି। ଏହି ଆପ୍‌କୁ ଗୁଗୁଲ ପ୍ଲେ ଷ୍ଟୋରରେ ୨୫ ଲକ୍ଷରୁ ଅଧିକ ଡାଉନଲୋଡ କରିସାରିଲେଣି। କମ୍ପାନୀ ମୁତାବକ, ଏହି ଆପ୍‌କୁ ମାତ୍ର ଦଶ ଦିନ ମଧ୍ୟରେ…

କାହିଁକି ସୁନାର କଇଁଚିରେ ପ୍ରଥମ ଗ୍ରାହକଙ୍କ କେଶ କାଟିଲେ ସେଲୁନ ମାଲିକ

ମୁମ୍ବାଇ,୩୦।୬: କରୋନା ଲକ୍‌ଡାଉନ୍‌ ଯୋଗୁ ପ୍ରାୟ ୩ମାସ ପରେ ମହାରାଷ୍ଟ୍ରରେ ସେଲୁନ ଓ ବ୍ୟୁଟି ପାର୍ଲର ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ସରକାରଙ୍କ ଅନୁମତି ପରେ କୋହ୍ଲାପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। କୋହ୍ଲାପୁରରେ ଜଣେ ସେଲୁନ ମାଲିକ ନିଜ…

ଚାଇନା ଆପ୍‌ ବ୍ୟାନ୍‌: ଚିଙ୍ଗାରି ଆପ୍‌କୁ ଡାଉନଲୋଡ୍‌ କଲେଣି ଲକ୍ଷେରୁ ଅଧିକ ୟୁଜର

ନୂଆଦିଲ୍ଲୀ, ୩୦।୬: ଭାରତରେ ଚାଇନାର ୫୯ଟି ଆପ୍‌କୁ ବ୍ୟାନ୍‌ କରାଯିବା ଲାଗି ଘୋଷଣା କରାଯାଇଛି। ଏସମ୍ପର୍କିତ ଘୋଷଣା ପରେ ୟୁଜର ଟିକ୍‌ଟକ୍‌ର ଭାରତୀୟ ଭର୍ସନ ଚିଙ୍ଗାରି ଆପ୍‌ ଡାଉନଲୋଡ୍‌ କରୁଛନ୍ତି। ସୋମବାରଠାରୁ ଇତିମଧ୍ୟରେ ଲକ୍ଷେରୁ ଅଧିକ ୟୁଜର ଏହି ଆପ୍‌କୁ ଡାଉନଲୋଡ୍‌…

ଆକ୍ରାନ୍ତ ପୋଲିସ ଅଧିକାରୀଙ୍କ ସ୍ତ୍ରୀ କରୋନା ପିଜିଟିଭ

କଟକ ଅଫିସ,୩୦।୬: କଟକ ସିଡିଏ ସେକ୍ଟର ୯ରୁ ପୂର୍ବରୁ ଜଣେ ପୋଲିସ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିଲେ। ଫଳରେ ପରିବାର ବର୍ଗଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏବେ ପୋଲିସ ଅଧିକାରୀଙ୍କ ସ୍ତ୍ରୀଙ୍କ ରିପୋର୍ଟ ପିଜିଟିଭ ଆସିଛି। ମଙ୍ଗଳବାର କଟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri