ଦେଶର ଶିକ୍ଷା ବ୍ୟବସ୍ଥା ବଦଳିଲା
ପଞ୍ଚମ ଯାଏ ମାତୃଭାଷାରେ ଶିକ୍ଷା ନୂଆ ଜାତୀୟ ଶିକ୍ଷାନୀତି (ଏନ୍ଇପି)ରେ ପ୍ରସ୍ତାବିତ ପରିବର୍ତ୍ତନ ମଧ୍ୟରୁ ପ୍ରମୁଖ ହେଉଛି ୧୦+୨ ବ୍ୟବସ୍ଥାକୁ ଉଚ୍ଛେଦ କରିବା। ଏହା ବଦଳରେ ୫+୩+୩+୪ ସ୍କୁଲ କରିକୁଲମ୍ ବ୍ୟବସ୍ଥା କରାଯିବ। ଏହି ବ୍ୟବସ୍ଥାରେ ମୋଟ ସ୍କୁଲ ଶିକ୍ଷା ୧୨…
ବାୟୋ ଟଏଲେଟ୍ଯୁକ୍ତ ହେଲା ସମସ୍ତ ଟ୍ରେନ୍
ଭୁବନେଶ୍ୱର,୩୦।୭(ବ୍ୟୁରୋ): ପରିବେଶ ସ୍ବଚ୍ଛତା ଦିଗରେ ପୂର୍ବତଟ ରେଳପଥ ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। ନିଜ ଅଧୀନରେ ଥିବା ସମସ୍ତ ଟ୍ରେନ୍କୁ ବାୟୋ ଟଏଲେଟ୍ଯୁକ୍ତ କରିଛି। ପୂର୍ବତଟ ରେଳପଥରେ ମୋଟ ୩୨୪୭ଟି କୋଚ୍ରେ ବର୍ତ୍ତମାନ ପରିବେଶ ଅନୁକୂଳ ବାୟୋଟଏଲେଟ୍ଗୁଡ଼ିକ ସଂଯୋଗ କରାଯାଇଛି।…
ବାହୁବଲୀ ନିର୍ଦ୍ଦେଶକଙ୍କ ଘରେ କରୋନା: ହୋମ୍ କ୍ୱାରାଣ୍ଟାଇନ୍ରେ ପୁରା ପରିବାର
ମୁମ୍ବାଇ,୩୦।୭: ବେଶ୍ ଲୋକପ୍ରିୟ ଫିଲ୍ମ ବାହୁବଲୀ ଓ ବାହୁବଲୀ-୨ ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜାମୌଲି ଓ ତାଙ୍କ ପରିବାରର ମମସ୍ତ ସଦସ୍ୟଙ୍କ ନିକଟରେ ସାମାନ୍ୟ କରୋନା ଲକ୍ଷଣ ଦେଖାଯିବାରୁ ସେମାନେ ହୋମ୍ କ୍ୱାରାଣ୍ଟାଇନ୍ରେ ରହିଥିବା ଜଣାପଡ଼ିଛି।…
ରାତ୍ରିକାଳୀନ କଟକଣା କୋହଳ
ନୂଆଦିଲ୍ଲୀ,୩୦।୭: ଦେଶରେ କୋଭିଡ୍-୧୯ ସ୍ଥିତିକୁ ଅନୁଧ୍ୟାନ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଅନ୍ଲକ୍-୩ ନିର୍ଦ୍ଦେଶନାମା(ଗାଇଡ୍ଲାଇନ) ଜାରି କରାଯାଇଛି। ଏହା ଅଗଷ୍ଟ ୩୧ପର୍ଯ୍ୟନ୍ତ ଜାରି ରହିବ। ଜୁନ୍ ୨୯ତାରିଖରେ ଜାରି ହୋଇଥିବା ଅନ୍ଲକ୍-୨ ଆସନ୍ତା ଶୁକ୍ରବାର ଶେଷ ହେଉଛି। ତେଣୁ କଣ୍ଟେନ୍ମେଣ୍ଟ…
ନୂଆ ଶିକ୍ଷାନୀତି: ୫+୩+୩+୪
ନୂଆଦିଲ୍ଲୀ,୩୦।୭:ଏନ୍ଇପିରେ ରହିଥିବା ପ୍ରସ୍ତାବ ଅନୁଯାୟୀ ୧୦+୨ଶିକ୍ଷା ପାଟର୍ନ (ଢାଞ୍ଚା)ରେ ପରିବର୍ତ୍ତନ କରାଯିବ। ଅର୍ଥାତ୍ ୧୨ ବର୍ଷର ସ୍କୁଲ୍ ଶିକ୍ଷା ଓ ୩ ବର୍ଷର ଅଙ୍ଗନଓ୍ବାଡି ବା ପ୍ରାକ୍ ବିଦ୍ୟାଳୟ ଶିକ୍ଷାକୁ ନେଇ ୫+୩+୩+୪ ଶିକ୍ଷା ପାଟର୍ନ ପ୍ରସ୍ତୁତ ହେବ। ତଦନୁଯାୟୀ ୩ରୁ…
ଆଦିତ୍ୟ ଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
କଟକ ଅଫିସ,୩୦।୭: ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ। ଏନେଇ ଗୁରୁବାର ଡିଜିପି ଅଭୟ ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଜୁଲାଇ ୭ରେ ଆଦିତ୍ୟଙ୍କ…
ଗଛରେ ଝୁଲୁଛି ୩ ମୃତଦେହ
ଛେଣ୍ଡିପଦା,୨୯ା୭(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଲିପଟା ପଞ୍ଚାୟତର ଡିମିରିପଦା ପାହାଡ଼କୁ ଲାଗିଥିବା ବାଲିକୁଦିଆ ଜଙ୍ଗଲର ଏକ ଗଛରେ ୩ ଜଣଙ୍କ ମୃତଦେହ ଝୁଲୁଥିବା ବୁଧବାର ରାତିରେ ଦେଖିବାକୁ ମିଳିଛି। ବାଲିପଟା ଗାଁର ଜଣେ ଗାଈ ଚରାଳି ସାରେ ଫେରୁଥିବା ବେଳେ…
ଚଳିତବର୍ଷ ପ୍ରଦର୍ଶନୀ ପଡିଆରେ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ
ଭୁବନେଶ୍ୱର,୨୯।୭(ବ୍ୟୁରୋ)-ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟ ସରକାର ଚଳିତବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସକୁ ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡିଆରେ କରିବାକୁ ନିଷ୍ପତି ନେଇଛନ୍ତି। ପରେଡ କେବଳ ପୋଲିସ ବ୍ୟାଣ୍ଡ ପାର୍ଟି, ୩ଟି…
ସୁଶାନ୍ତଙ୍କ ଏକ୍ସଗର୍ଲଫ୍ରେଣ୍ଡଙ୍କ ବୟାନ ରେକର୍ଡ କଲା ପାଟନା ପୋଲିସ
ମୁମ୍ବାଇ,୨୯।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ମାସ ବିତିଯାଇଛି। ହେଲେ ଏଯାଏଁ ତାଙ୍କ ମୃତ୍ୟୁ ପଛର ରହସ୍ୟ ଉପରୁ ପର୍ଦ୍ଦା ଉଠାଇ ପାରିନ ପୋଲିସ। ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ଓ ବିହାର ପୋଲିସ ଯାଞ୍ଚ କରୁଛି। ସୁଶାନ୍ତଙ୍କ…
ରାଜ୍ୟରେ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା: ଆଉ ୮୭୮ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୨୯।୭(ବ୍ୟୁରୋ)-ରାଜ୍ୟରେ ବୁଧବାର ପୁଣି ୮୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ୮୭୮ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୩୯୬ ଜଣ, ଖୋର୍ଦ୍ଧାରୁ ୧୧୪ଜଣ, ଗଜପତିରୁ ୪୯ଜଣ, ଜଗତସିଂହପୁରରୁ ୪୪ଜଣ, କୋରାପୁଟରୁ ୩୫ଜଣ, ବାଲେଶ୍ୱରରୁ ୩୩ଜଣ, କନ୍ଧମାଳରୁ ୨୯ଜଣ, ଅନୁଗୋଳରୁ ୨୬ଜଣ, କେନ୍ଦୁଝରରୁ ୨୩ଜଣ,…
କରୋନାରୁ ବର୍ତ୍ତିବା ପାଇଁ ନିଆରା ଉପାୟ ଆପଣାଇଲେ ବ୍ୟକ୍ତି
କାନବେରା,୨୯।୭: ବିଶ୍ୱରେ ମହାମାରୀ କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଲିଛି। କରୋନା ସହ ମୁକାବିଲା କରିବା ପାଇଁ ସାରା ଦେଶର ବିଶେଷଜ୍ଞ ଭ୍ୟାକ୍ସିନ ବାହାର କରିବାରେ ଲାଗିପଡ଼ିଛନ୍ତି। ତେବେ ଭ୍ୟାକସିନ୍ ନ ବାହାରିବା ପର୍ଯ୍ୟନ୍ତ ଲୋକମାନେ ବିଭିନ୍ନ ଉପାୟ ଆପଣାଇ ଏଥିରୁ…
ସଞ୍ଜୟଙ୍କ ଜନ୍ମଦିନରେ ରିଲିଜ ହେଲା ‘କେଜିଏଫ ଚ୍ୟାପ୍ଟର ୨’ ପୋଷ୍ଟର
ବଲିଉଡର ଖ୍ୟାତନାମା ଅଭିନେତା ସଞ୍ଜୟ ଦତ୍ତଙ୍କ ଆଜି ଜନ୍ମଦିନ। ସେ ୬୧ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ଆଗାମୀ ଫିଲ୍ମ ‘କେଜିଏଫ ଚ୍ୟାପ୍ଟର ୨’ରେ ତାଙ୍କ ଅଧୀରା ଲୁକକୁ ରିଲିଜ କରି ଦିଆଯାଇଛି। ଏଥିରେ ସେ ଅତ୍ୟନ୍ତ ଭୟଙ୍କର ଅନ୍ଦାଜରେ…

