Home

ମଞ୍ଚେଷ୍ଟରରେ ଢୋଲ ବଜାଉଥିବା ନଜର ଆସିଲେ ମେସି, ଜର୍ସି ପିନ୍ଧି ପାକିସ୍ତାନକୁ କଲେ ସମର୍ଥନ !

ମଞ୍ଚେଷ୍ଟର, ୨।୯: ଲୋକପ୍ରିୟ ଫୁଟବଲର୍‌ ଲିଓନେଲ ମେସି ବାର୍ସିଲୋନା କ୍ଲବ ଛାଡିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କୁ କିଣିବା ପାଇଁ ମଞ୍ଚେଷ୍ଟର ସିଟି ପ୍ରମୁଖ ଦାବିଦାର ଭାବେ ନଜର ଆସୁଛି। ହେଲେ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ତୃତୀୟ ଟି…

ପଦୋନ୍ନତି ପାଇଲେ ୪ ବରିଷ୍ଠ ରାଜସ୍ବ ସହାୟକ

ବରଗଡ଼,୨ା୯: ବରଗଡ଼ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ୪ ବରିଷ୍ଠ ରାଜସ୍ବ ସହାୟକଙ୍କ ପଦୋନ୍ନତି ସହିତ ବଦଳି ହୋଇଛି। ଏହି କ୍ରମରେ ବରଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସଞ୍ଜିବ କୁମାର ଷଡ଼ଙ୍ଗୀଙ୍କୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ) ଅଫିସକୁ ବଦଳି ହୋଇଛି।…

ବଲିଉଡ୍‌ର ଏହି ସୁପରଷ୍ଟାରମାନେ ହଲିଉଡ୍‌ରେ ବି କରିଛନ୍ତି ଦମ୍‌ଦାର ଅଭିନୟ

ମୁମ୍ବାଇ: ବଲିଉଡ୍‌ର ଅନେକ କଳାକାର ହଲିଉଡ୍‌ ଫିଲ୍ମରେ ମଧ୍ୟ ସେମାନଙ୍କର ଦମ୍‌ଦାର ଅଭିନୟ ଦେଖାଇଛନ୍ତି। ଇରଫାନ୍‌ ଖାନ୍‌ଙ୍କଠାରୁ ଆରମ୍ଭ କରି ଅମିତାଭ ବଚ୍ଚନଙ୍କ ପର୍ଯ୍ୟନ୍ତ ସୁପରଷ୍ଟାରମାନେ ହଲିଉଡ୍‌ରେ ସେମାନଙ୍କ ଜଲ୍‌ଓ୍ବା ଦେଖାଇଛନ୍ତି। ଏପରିକି କିଛି କଳାକାର ମାତ୍ର କେତେ ସେକେଣ୍ଡ ପାଇଁ…

ମୋ ବିରୋଧରେ କୋର୍ଟ ଗଲେ, ମୁଁ ସୁପ୍ରିମକୋର୍ଟ ଯାଇ ହାହାକାର କରିବି: ଜାଣନ୍ତୁ ଏପରି କାହିଁକି କହିଲେ ଅର୍ନବ

ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ଦାୟିତ୍ୱ ଏବେ ସିବିଆଇ ହାତରେ। ଦିନକୁ ଦିନ ଘଟଣା ନୂଆ ମୋଡ ନେଉଥିବାରୁ ମିଡିଆଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଏହାର ଚର୍ଚ୍ଚା ହେଉଛି। ଏପରିସ୍ଥଳେ ରିପବ୍ଲିକ ଭାରତ ଟେଲିଭିଜନ…

ସ୍ତ୍ରୀଙ୍କୁ ଛାଡି ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ରହୁଥିଲେ ଗୋବିନ୍ଦା

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ଗୋଟିଏ ସମୟରେ ତାଙ୍କ ଅଭିନୀତ ସମସ୍ତ ଫିଲ୍ମ ସୁପରହିଟ୍‌ ହେଉଥିଲା। ସେ ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ବଲିଉଡ୍‌ରେ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କର ଯୋଡି ମଧ୍ୟ ଜମିଛି।…

ଆଜି ଦିନକରେ ବରଗଡ଼ରେ ୧୮୫ ନୂଆ ଆକ୍ରାନ୍ତ ଚିହ୍ନଟ

ବରଗଡ଼ ଅଫିସ,୨ା୯: ବରଗଡ଼ରେ ଦିନକରେ ୧୮୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୧୦୯ ଜଣ ରହିଛନ୍ତି। ସେହିପରି ବରଗଡ଼ ବ୍ଲକର ୧୨, ବରପାଲି ଏନ୍‌ଏସିର ୧୧, ବରପାଲି ୮, ଭେଡେନ୍‌ ୍‌୩, ଅତାବିରା…

ନାଳକୁ ଗାଧୋଇ ଯାଇଥିବା ବେଳେ ପଥର ସନ୍ଧିରେ ଫସିଲା ବାଳକଙ୍କ ଗୋଡ଼: ୪ ଘଣ୍ଟା ନାକେଦମ୍‌ ହେବା ପରେ ଉଦ୍ଧାର

ହରଭଙ୍ଗା,୨।୯(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗାବ୍ଲକ ତିଲେଶ୍ବର ପଞ୍ଚାୟତର ବୁରୁବୁଡା ଗ୍ରାମର ଜଣେ ବାଳକ ନିକଟସ୍ଥ ଲକ୍ଷ୍ମିନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡଟି ପଥର ସନ୍ଧିରେ ରହିଯାଇଥିଲା। ପୂର୍ବାହ୍ନ ୧୧ଟାରୁ ଏପରି ଘଟିଥିବା ବେଳେ ଦୀର୍ଘ ୪ ଘଣ୍ଟାର ପ୍ରଚେଷ୍ଟା ପରେ ଶେଷରେ…

ଟ୍ରକ ସହ ମୁହାଁମୁହିଁ: ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଖସିଲା ବସ୍‌

ଛେଣ୍ଡିପଦା,୨ା୯(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ତୁକୁଡ଼ା ଗ୍ରାମ ନିକଟ ଦେଇ ଯାଇଥିବା ଅନୁଗୋଳ – ସମ୍ବଲପୁର ୫୫ନଂମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଖସିପଡ଼ିଛି। ତେବେ ଏହି ଦୁର୍ଘଟଣାରୁ ୪୦ ଜଣରୁ ଊଦ୍ଧର୍‌ବ…

ମେଲବକ୍ସରୁ ଚିଠି ଖାଇଗଲା ଛେଳି, ଆଉ ତା’ପରେ..

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ମଜାଳିଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓରେ ଗୋଟିଏ ଛେଳି ମେଲ ବକ୍ସରୁ ସମସ୍ତ ଚିଠି ଖାଇଦେବାର ଦେଖାଯାଇଛି। ଭିଡିଓଟି ଆମେରିକାର ଆଲାବାମା ସହରର ଟୋକ୍ସିର ବୋଲି…

ରକ୍ତଦାନ କରିବାକୁ ଶରୀରରେ ଗୋଟିଏ ବି ଟାଟୁ କରି ନାହାନ୍ତି ଏହି ଶ୍ରେଷ୍ଠ ଫୁଟବଲ ଖେଳାଳି, ନିଜେ ଜଣେ ବୋନ୍‌ ମ୍ୟାରୋ ଡୋନର୍‌

ପ୍ରାୟତଃ ଖେଳାଳିମାନେ ନିଜ ହେୟାରଷ୍ଟାଇଲ୍‌, ବିଳାସପୂର୍ଣ୍ଣ କାର୍‌, ପୋଷାକ ସାଙ୍ଗକୁ ଶରୀରରେ ବିଭିନ୍ନ ପ୍ରକାର ଟାଟୁକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ହେଲେ ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳି ମଧ୍ୟରେ ଗଣନା କରାଯାଉଥିବା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦେହରେ ଗୋଟିଏ ମଧ୍ୟ ଟାଟୁ ଦେଖିବାକୁ ମିଳେନାହିଁ।…

ବର ୭୦କୁ କନ୍ୟା ୬୦, ଡାକ୍ତରଖାନାରେ ସାକ୍ଷାତ ଘରେ ହେଲା ବିବାହ

ପ୍ରେମ କେତେବେଳେ କେଉଁଠି କାହା ସହ ହେବ କହି ହୁଏ ନାହିଁ। ପ୍ରେମରେ ବୟସ ମଧ୍ୟ ଖୋଜାପଡ଼େନି। ପରିଣତ ବୟସରେ ବି ପ୍ରେମ ହେଉଥିବା ଅନେକ ନଜିର ରହିଛି। ଏମିତି ଏକ କୌତୂହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଭୁରାଖେଡ଼ି ଗ୍ରାମରେ।…

କରୋନା ଟିକା ନେଇ ଲୋକଙ୍କୁ ମିଛ ଆଶା ଦିଅନ୍ତୁ ନାହିଁ ସରକାର

ନୂଆଦିଲ୍ଲୀ,୨।୯: ଭାରତରେ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍‌ ଏବେ ଜାରି ରହିଛି। ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଏବେ ଭାରତରେ ଗୋଟିଏ ନୁହେଁ ୩ଟି ଟିକା ଟ୍ରାଏଲ୍‌ ପର୍ଯ୍ୟାୟରେ ଅଛି। ପ୍ରଧାନମନ୍ତ୍ରୀ ଲୋକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?