Home

କାହିଁକି ସୁନାର କଇଁଚିରେ ପ୍ରଥମ ଗ୍ରାହକଙ୍କ କେଶ କାଟିଲେ ସେଲୁନ ମାଲିକ

ମୁମ୍ବାଇ,୩୦।୬: କରୋନା ଲକ୍‌ଡାଉନ୍‌ ଯୋଗୁ ପ୍ରାୟ ୩ମାସ ପରେ ମହାରାଷ୍ଟ୍ରରେ ସେଲୁନ ଓ ବ୍ୟୁଟି ପାର୍ଲର ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ସରକାରଙ୍କ ଅନୁମତି ପରେ କୋହ୍ଲାପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। କୋହ୍ଲାପୁରରେ ଜଣେ ସେଲୁନ ମାଲିକ ନିଜ…

ଚାଇନା ଆପ୍‌ ବ୍ୟାନ୍‌: ଚିଙ୍ଗାରି ଆପ୍‌କୁ ଡାଉନଲୋଡ୍‌ କଲେଣି ଲକ୍ଷେରୁ ଅଧିକ ୟୁଜର

ନୂଆଦିଲ୍ଲୀ, ୩୦।୬: ଭାରତରେ ଚାଇନାର ୫୯ଟି ଆପ୍‌କୁ ବ୍ୟାନ୍‌ କରାଯିବା ଲାଗି ଘୋଷଣା କରାଯାଇଛି। ଏସମ୍ପର୍କିତ ଘୋଷଣା ପରେ ୟୁଜର ଟିକ୍‌ଟକ୍‌ର ଭାରତୀୟ ଭର୍ସନ ଚିଙ୍ଗାରି ଆପ୍‌ ଡାଉନଲୋଡ୍‌ କରୁଛନ୍ତି। ସୋମବାରଠାରୁ ଇତିମଧ୍ୟରେ ଲକ୍ଷେରୁ ଅଧିକ ୟୁଜର ଏହି ଆପ୍‌କୁ ଡାଉନଲୋଡ୍‌…

ଆକ୍ରାନ୍ତ ପୋଲିସ ଅଧିକାରୀଙ୍କ ସ୍ତ୍ରୀ କରୋନା ପିଜିଟିଭ

କଟକ ଅଫିସ,୩୦।୬: କଟକ ସିଡିଏ ସେକ୍ଟର ୯ରୁ ପୂର୍ବରୁ ଜଣେ ପୋଲିସ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିଲେ। ଫଳରେ ପରିବାର ବର୍ଗଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏବେ ପୋଲିସ ଅଧିକାରୀଙ୍କ ସ୍ତ୍ରୀଙ୍କ ରିପୋର୍ଟ ପିଜିଟିଭ ଆସିଛି। ମଙ୍ଗଳବାର କଟକ…

ଲାଲୁଙ୍କଠାରୁ ୧୧ ବର୍ଷ ସାନ ରାବିଡି ଦେବୀ, ବିବାହର ବର୍ଷେ ପରେ ଦେଖିଥିଲେ ପରସ୍ପରର ମୁହଁ

ଦେଶ ଏବଂ ବିହାର ରାଜନୀତିରେ ପରିଚୟ ସୃଷ୍ଟି କରିଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପରିବାର ବିହାରର ପ୍ରଥମ ରାଜନୈତିକ ପରିବାର କୁହାଯାଏ। ଏହି ଶିଖରରେ ପହଞ୍ଚିବା ପାଇଁ ଲାଲୁଙ୍କୁ ଖବ୍‌ ପରିଶ୍ରମ କରିବାକୁ ପଡିଥିଲା। ୧୯୭୩ ଜୁନ୍‌ ୧ରେ…

ଭାଲୁ ଛୁଆ ମୁହଁରେ ପଶିଗଲା ପ୍ଲାଷ୍ଟିକ ବୋତଲ: ଛଟପଟ ହେଉଥିବା ଦେଖି ଏମିତି କଲେ ଲୋକେ

ଏକ ଛୁଆ ଭାଲୁ ମୁହଁରେ ପ୍ଲାଷ୍ଟିକ ବୋତଲ ପସିଯାଇଥିଲା। ଭାଲୁଟି ବୋତଲକୁ ବାହାର କରିବାକୁ ବହୁ ଚେଷ୍ଟା କରୁଥିଲେ ମଧ୍ୟ ସେଥିରେ ସେ ସଫଳ ହୋଇ ନଥିଲା। ଫଳରେ ଭାଲୁଟି ଅସୁବିଧାର ସମ୍ମୁଖୀନ ହୋଉ ପାଣିରେ ଭାସୁଥିଲା। ଏହି ସମୟରେ ଏକ…

ଆମିରଙ୍କ ଘରର ଏହି ସଦସ୍ୟ କରୋନା ପଜିଟିଭ୍‌

ମୁମ୍ବାଇ,୩୦।୬: ବଲିଉଡ୍‌ର ମିଷ୍ଟର ଫରଫେକ୍ଟନିଷ୍ଟ ଆମିର ଖାଁଙ୍କ ଘରର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅମିରଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ କେତେକଙ୍କ କରୋନା ପଜିଟିଭ୍‌ ବାହାରିଛି। ମୁମ୍ବାଇ ବିଏମ୍‌ସି ପକ୍ଷରୁ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବା ସହ…

ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ମନା କଲେ ହସ୍ପିଟାଲ କର୍ତ୍ତୃପକ୍ଷ: ରାସ୍ତାରେ କଲେ ପ୍ରସବ

ଜୟପୁର, ୩୦।୬: କରୋନା ସଂକ୍ରମଣ ନେଇ ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ବହୁ ଗୁରୁତର ସମସ୍ୟା ନେଇ ଆସୁଥିବା ରୋଗୀଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯିବାକୁ ମନା କରି ଦିଆଯାଉଛି। ରାଜସ୍ଥାନ ବାଂସଓ୍ବାଡ଼ାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।…

ଛତ୍ରପୁର ୬ ଦିନିଆ ଶଟ୍‌ଡାଉନ: ହେବ ସମସ୍ତଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ

ଛତ୍ରପୁର, ୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍‌ଏସିକୁ ୬ ଦିନ ସମ୍ପୂର୍ଣ୍ଣ ଶଟ୍‌ଡାଉନ କରାଯାଇଛି। ମଙ୍ଗଳବାର ପ୍ରଥମ ଦିନରେ ଛତ୍ରପୁର ସହର ଖାଁ ଖାଁ ଦେଖିବାକୁ ମିଳୁଛି। କେବଳ ଔଷଧ ଦୋକାନ ବ୍ୟତିତ ଅନ୍ୟ ସବୁ ଦୋକାନ ବନ୍ଦ ରହିଛଇ।…

ଆସନ୍ତା ୨ ସୁଦ୍ଧା ସରିବ ଶ୍ରୀମନ୍ଦିର ଗର୍ଭଗୃତ ମରାମତି କାମ: ଏଏସ୍‌ଆଇ

ପୁରୀ ଅଫିସ, ୩୦।୬: ଶ୍ରୀମନ୍ଦିର ଭିତରେ କୌଣସି ପ୍ରକାର ବିପଦ ନାହିଁ। ବିଶେଷଜ୍ଞମାନଙ୍କ ଯାଞ୍ଚ ପରେ ଯେଉଁସବୁ କାମ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା ତାହା କରାଯାଉଛି। ଏଏସ୍‌ଆଇ ଓ ପୂର୍ତ୍ତବିଭାଗ ମରାମତି କାର୍ଯ୍ୟ କରୁଛନ୍ତି। ଆସନ୍ତା ୨ ତାରିଖ ସୁଦ୍ଧା…

ଗୁଗଲ ପ୍ଲେ ଷ୍ଟୋରରୁ ତୁରନ୍ତ ୫୯ ଚାଇନା ଆପ୍‌ ହଟାଇବାକୁ ନିର୍ଦ୍ଦେଶ: ୪୮ଘଣ୍ଟା ମଧ୍ୟରେ ଜବାବ ରଖିବ କମ୍ପାନୀ

ନୂଆଦିଲ୍ଲୀ,୩୦।୬: ଭାରତ ଓ ଚାଇନା ସୀମାରେ ଜାରି ରହିଥିବା ଉତ୍ତେଜନାର ପ୍ରଭାବ ଏବେ ଦୁଇ ଦେଶର ସମ୍ପର୍କ ଉପରେ ପଡୁଥିବା ଦେଖିବାକୁ ମିଳୁଛି। ସୋମବାର ୟୁଜର୍ସଙ୍କ ଗୋପନୀୟତା, ସୁରକ୍ଷା ଓ ତଥ୍ୟ ଚୋରି ହେଉଥିବା ଅଭିଯୋଗରେ କେନ୍ଦ୍ର ସରକାର ଦେଶରେ ୫୯…

ବୁଧବାରରୁ କାଉଣ୍ଟରରେ ମିଳିବ ମଦ: ଭିଡ ଏଡ଼ାଇବା ପାଇଁ କରାଯିବ ଇ-ଟୋକନ ବ୍ୟବସ୍ଥା

ଭୁବନେଶ୍ୱର, ୩୦।୬(ବ୍ୟୁରୋ):  ବୁଧବାରଠାରୁ ମଦ ଦୋକାନ କାଉଣ୍ଟରରେ ମଦ ମିଳିବ। ଓ୍ବାଇନ୍‌, ବିୟର, ଦେଶୀ ଓ ବିଦେଶୀ ମଦ ଗ୍ରାହକ କିଣିପାରିବେ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ତେବେ କାଉଣ୍ଟରରେ ଭିଡ ଏଡ଼ାଇବା ପାଇଁ ଇ-ଟୋକନ…

୨୬/୧୧ ଭଳି ହେବ ବିସ୍ଫୋରଣ: ତାଜ୍‌ ହୋଟେଲକୁ ପାକିସ୍ତାନରୁ ଫୋନ୍‌ରେ ଧମକ

ମୁମ୍ବାଇ, ୩୦।୬: ମୁମ୍ବାଇର ତାଜ୍‌ ହୋଟେଲକୁ ପାକିସ୍ତାନରୁ ଫୋନ୍‌ରେ ଧମକ ମିଳିଛି। ୨୬/୧୧ ଭଳି ପୁଣି ହୋଟେଲରେ ବିସ୍ଫୋରଣ ହେବ ବୋଲି ଫୋନ୍‌ରେ କେହି ଜଣେ ଧମକ ଦେଇଥିବା ପୋଲିସ କହିଛି। ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ହୋଟେଲ ପରିସରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri