କରୋନା ଶୂନ୍ୟ ହେବା ପରେ ଏକାଠି ରାତ୍ରୀ ଭୋଜନକରି ଉତ୍ସବ ମନାଇଲେ ସହରବାସୀ
ଚେକ୍ ରିପବ୍ଲିକର ରାଜଧାନୀ ପ୍ରାଗ ଚାଲର୍ସ ବ୍ରିଜ୍ରେ ଏକ ସୁନ୍ଦର ରାତ୍ରୀ ଭୋଜନର ଆୟୋଜନ ହୋଇଛି। ଏପରି ଉତ୍ସବ ମନାଇବାର କାରଣ ହେଉଛି ବର୍ତ୍ତମାନ ଏହି ସହରରେ ଜଣେ ହେଲେ କରୋନା ପଜିଟିଭ ନାହାନ୍ତି। ଏହି ଖୁସିକୁ ମନାଇବା ପାଇଁ ସହରର…
ଜୁଲାଇ ୧୩ରୁ ଅନ୍ଲାଇନରେ ପାଠ ପଢିବେ କଲେଜ ପିଲା
ଭୁବନେଶ୍ୱର,୨।୭(ବ୍ୟୁରୋ)- କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନଷ୍ଠାନରେ ପାଠ ପଢ଼ା ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳିସ୍ଥଳେ ପଛାଇ ଯାଉଥିବା ପାଠପଢା ଏବଂ ଉଚିତ୍ ସମୟରେ ପାଠ୍ୟକ୍ରମ ଶେଷ କରିବାକୁ ଅନ୍ଲାଇନରେ…
ବିନା ଭକ୍ତରେ ଚତୁର୍ଦ୍ଧାବିଗ୍ରହଙ୍କ ସୁନାବେଶ
ପୁରୀ ଅଫିସ, ୨।୭: ନବଦିନାତ୍ମକ ଯାତ୍ରା ଶେଷକରି ବୁଧବାର ବାହୁଡ଼ି ଆସିଛନ୍ତି ଚତୁର୍ଦ୍ଧାବିଗ୍ରହ। ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ମହାପ୍ରଭୁଙ୍କର ଗୁରୁବାର ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଛି। ପ୍ରାୟ ୧୩୮ ପ୍ରକାରର ସୁବର୍ଣ୍ଣ ଅଳଙ୍କାରେରେ ସଜ୍ଜିତ ହୋଇଛନ୍ତି ଦାରୁବିଗ୍ରହ। ବିଶ୍ୱନିଅନ୍ତାଙ୍କ ଏହି ଦିବ୍ୟ…
ଜାଣନ୍ତି ଟ୍ରେନ୍ ବଗିରେ ଲାଗିଥିବା ଝରକା କାହିଁକି ହୋଇଥାଏ ଭିନ୍ନ
ଭାରତୀୟ ରେଳ ଏସିଆ ମହାଦେଶର ଦ୍ୱିତୀୟ ରେଳ ନେଟ୍ଓ୍ବାର୍କ ସେବା। ବର୍ତ୍ତମାନ କରୋନା ମହାମାରୀ ଯୋଗୁ ଭାରତୀୟ ରେଳ ପ୍ରଭାବିତ ହୋଇଛି। ଆଶା କରାଯାଉଛି ଏହି ସମସ୍ୟା ଖୁବ୍ ଶୀଘ୍ର ଦୂରେଇ ଯିବ। ପୁଣି ସମସ୍ତ ଟ୍ରେନ୍ ଚଳାଚଳ ସ୍ବାଭବିକ ହେବ।…
ସୁଶାନ୍ତଙ୍କ ଘରେ ଥାଇ ବି ଆତ୍ମହତ୍ୟା ନେଇ ଜାଣିପାରିଲେନି ଏହି ବନ୍ଧୁ
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ମୁମ୍ବାଇ ପୋଲିସ। ଫଳରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗୁଲ୍ରେ ନିଜ ନାମକୁ ସର୍ଚ୍ଚ କରିଥିଲେ। ଏପରିକି…
ପୂଜାଙ୍କ ସ୍ଥାନ ନେଲେ ପରିଧି
ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ‘ଜଗତ୍ ଜନନୀ ମା’ ବୈଷ୍ଣୋ ଦେବୀ’ କାହାଣୀ ପୁଣିଥରେ ଛୋଟ ପରଦାକୁ ଫେରୁଛି। ଶୋ’ରେ ବୈଷ୍ଣୋ ଦେବୀ ଚରିତ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ପୂଜା ବାନାର୍ଜୀଙ୍କୁ ଦେଖିବାକୁ ମିଳିଥିଲା। ଏବେ ତାଙ୍କ ଚରିତ୍ରରେ ପରିଧି ଶର୍ମାଙ୍କୁ ଦେଖିବାକୁ…
ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି
ଭୁବନେଶ୍ୱର,୨।୭(ବ୍ୟୁରୋ): କରୋନା ରୋଗୀଙ୍କ ପାଇଁ ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ପ୍ଲାଜମା ଥେରାପିରେ ଚିକିତ୍ସା ପଦ୍ଧତି ନିରୂପଣ କରିବା ଲାଗି ବୈଷୟିକ କମିଟି…
ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଓ୍ବିକିପିଡିଆ ହୋଇଥିଲା ଅପଡେଟ୍, ଜାଣନ୍ତୁ ଏଥିରେ କ’ଣ ରହିଛି ସତ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ଦିନକୁ ଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସୁଛି। ଏବେ ତାଙ୍କ ଓ୍ବିକିପିଡିଆ ପେଜ୍କୁ ନେଇ ବେଶ୍ ଗରମାଗରମ ଖବର ଶୁଣିବାକୁ ମିଳୁଛି। ତାଙ୍କ ଓ୍ବିକିପିଡିଆ…
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ୧୪୯ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୫,୫୦୨କୁ ବୃଦ୍ଧି
ଭୁବନେଶ୍ୱର, ୨।୭(ବ୍ୟୁରୋ): ରାଜ୍ୟରେ ଗୁରୁବାର ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୪୯ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୨୪, ମୟୂରଭଞ୍ଜ ୧୪, କଟକ ୧୩, କଳାହାଣ୍ଡି-କେନ୍ଦ୍ରାପଡ଼ାରୁ ୬ଜଣ ଲେଖାଏ, ରାୟଗଡ଼ା ୫, ଅନୁଗୋଳ-ଝାରସୁଗୁଡ଼ା-ସୁନ୍ଦରଗଡ଼ରୁ…
ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଆତ୍ମହତ୍ୟାର ଧମକ ଦେଲେ ଏହି ଅଭିନେତ୍ରୀ
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି। ଟେଲିଭିଜନ ଶୋ’ ‘ଖତରୋ କେ ଖିଲାଡ଼ି’ରେ ନଜର ଆସିଥିବା ଭୋଜପୁରୀ ଅଭିନେତ୍ରୀ ରାଣୀ ଚାଟାର୍ଜୀଙ୍କ…
ଏହି ଅଭିନେତ୍ରୀ କରୋନା ପଜିଟିଭ ଚିହ୍ନଟ
ଦକ୍ଷିଣ ଭାରତର ଟିଭି ଧାରାବାହିକର ଏକ ଚର୍ଚ୍ଚିତ ନାମ ନବ୍ୟା ସ୍ବାମୀ। ଏବେ ଏହି ଅଭିନେତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ନିଜେ ନବ୍ୟା ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ଶେୟାରକରି ଏହି ସୂଚନା ଦେଇଛନ୍ତି। ସେ…
ଇନ୍ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ବିରାଟ ନିଅନ୍ତି ଏତିକି କୋଟି ଟଙ୍କା
ନୂଆଦିଲ୍ଲୀ,୨।୭: ଧନୀ ତାଲିକା ଜାରି କରିଛି ଇନ୍ଷ୍ଟାଗ୍ରାମ। ଏଥିରେ ଭାରତରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ କ୍ରିକେଟର ବିରାଟ କୋହଲୀ ଅଛନ୍ତି। ତାଲିକାର ୨୬ନଂ ସ୍ଥାନରେ ଅଛନ୍ତି ବିରାଟ। ସେହିଭଳି ପ୍ରିୟଙ୍କା ଅଛନ୍ତି ୨୮ତମ ସ୍ଥାନରେ। ଅପରପକ୍ଷେ ଫଲୋଅର୍ ସଂଖ୍ୟାକୁ ଯଦି…
Archives


