କରିସ୍ମା କପୁରଙ୍କ ପ୍ରେମରେ ପାଗଳ ଥିଲେ ଏହି ଲୋକପ୍ରିୟ ଅଭିନେତା
ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଗୋଟିଏ ସମୟରେ ଚର୍ଚ୍ଚା ଜୋର୍ ଧରିଥିଲା। ଏହି ୨ କଳାକାର ପରସ୍ପରଙ୍କୁ ପାଗଳପରି ପ୍ରେମ କରୁଥିଲେ। ସେମାନଙ୍କ ନିର୍ବଦ୍ଧ ଶେଷ ହୋଇଥିବା ମଧ୍ୟ ଶୁଣିବାକୁ…
ଗଞ୍ଜାମରୁ ଅନ୍ୟ ଜିଲାକୁ ଯିବା ପାଇଁ ଆଉ ଦରକାର ପଡ଼ିବନି ପାସ୍
ଛତ୍ରପୁର,୨ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲାରୁ ଅନ୍ୟ ଜିଲାକୁ ଗାଡ଼ିରେ ଯାତ୍ରା କରିବା ପାଇଁ ଅନୁମତି ସହ ପାସ ଆଉ ଦରକାର ପଡ଼ିବନି। ଏହି ନିୟମ ତଥା ବ୍ୟବସ୍ଥାକୁ ଗଞ୍ଜାମ ଜିଲାରୁ ମଙ୍ଗଳବାରଠାରୁ ଉଠାଇ ଦିଆଯାଇଛି। ଗଞ୍ଜାମରେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଏପରି…
ଦ୍ୱିତୀୟ ଥର ଖିଲାପ କଲେ ମାସେ ବନ୍ଦ ହେବ ଦୋକାନ: ଜିଲାପାଳ
ଛତ୍ରପୁର,୨ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କୋଭିଡ୍-୧୯ ଗାଇଡ୍ଲାଇନ୍କୁ ଆହୁରି କଡ଼ାକଡ଼ି ପାଳନ କରାଯିବ। ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ସେପ୍ଟେମ୍ବରରେ ସତର୍କତା ଜରୁରୀ। ସବୁ ନିୟମ ପାଳନ କଲେ କରୋନାକୁ ହଟାଇ ହେବ। ଦୋକାନୀମାନେ ପଞ୍ଚସୂତ୍ର ପାଳନ ବାଧ୍ୟତାମୂଳକ ବୋଲି…
ସାନିଟାଇଜରରେ କ୍ଷତିକାରକ ମିଥାନଲ୍: ଆଖିକୁ କରିଦେବ ନଷ୍ଟ !
ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ଅନ୍ତରରେ ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ୍ ପିନ୍ଧିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି…
ଲଶ୍କର ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ: ୪ ଗିରଫ
ଶ୍ରୀନଗର, ୨।୯: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ସହିତ ସମ୍ପର୍କ ରଖିଥିବା ୪ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କୁ ଜମ୍ମୁ-କଶ୍ମୀରର ବୁଦ୍ଗାମ୍ର ବେରଓ୍ବାହାର ପେଥ୍କୋଟ୍ ଅଞ୍ଚଳରୁ ଗିରଫ କରାଯାଇଛି। ସେମାନଙ୍କୁ ଶକିଲ ଅହମ୍ମଦ ଓ୍ବାନୀ, ଶୋଓ୍ବାକତ୍ ଅହମ୍ମଦ୍, ଅକ୍ୱିବ୍ ମକବୁଲ୍ ଖାଁ…
ଏହି କ୍ରିକେଟରଙ୍କ ବାଜିଛି ୩ ଥର ଶାହାନାଇ
ଦେଶ ବିଦେଶର କ୍ରିକେଟରଙ୍କ ପ୍ରେମ ଏବଂ ବିବାହକୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ। କେବଳ ବିବାହ ନୁହେଁ ବ୍ରେକ୍ଅପ୍କୁ ନେଇ ମଧ୍ୟ ଆଲୋଚନା ହୋଇଥାଏ। ଏମିତି କିଛି କ୍ରିକେଟର ଅଛନ୍ତି ସେମାନେ ୨-୨ଥର ବିବାହ କରିଛନ୍ତି। କିନ୍ତୁ ସେମାନଙ୍କଠାରୁ ଆଗରେ…
ଡେଲିଭରୀ ଚାର୍ଜ ନ ଦେବାରୁ ନବଜାତକକୁ ୧ ଲକ୍ଷ ଟଙ୍କାରେ ବିକିଦେଲେ ଡାକ୍ତର!
ଲକ୍ଷ୍ନୌ,୨ା୯: ମାନବିକତା ହଜିଯାଇଥିବା ପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ଗିରବ ରିକ୍ସାଚାଳକ ଡେଲିଭରୀ ଚାର୍ଜ ଦେଇପାରିଲେନି ବୋଲି ଭଗବାନ ବୋଲି ମନାଯାଉଥିବା ଡାକ୍ତର ନବଜାତକଙ୍କୁ ୧ ଲକ୍ଷ ଟଙ୍କାରେ ବିକି ଦେବା ଘଟଣା ଲୋକଲୋଚନକୁ ଆସିଛି। ଏହି…
ଏହି ତାରିଖଟି ସଚିନ ତେନ୍ଦୁଲକରଙ୍କ ପାଇଁ ଥିଲା ଅଶୁଭ
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ କ୍ରିକେଟ କ୍ୟାରିୟରରେ ଅନେକ ବିରଳ ରେକର୍ଡ ହାସଲ କରିଛନ୍ତି। ତାଙ୍କ ରେକର୍ଡ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ସଚିନ ନିଜ କ୍ୟାରିୟର ଗୋଟିଏ ମାସର ପ୍ରତି ତାରିଖରେ ଶତକ କିମ୍ବା ଦ୍ୱିଶତକ ଲଗାଇଛନ୍ତି, କିନ୍ତୁ…
ଭିଜିଲାନ୍ସ ଜାଲରେ ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ
ଲଖନପୁର, ୨।୯(ଡି.ଏନ୍.ଏ.)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ ସରକାରୀ ବାସଭବନ ସମେତ ୬ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବୁଧବାର ଏକସଙ୍ଗେ ଚଢାଉ କରାଯାଇଛି। ଏଥି ମଧ୍ୟ ବ୍ରଜରାଜନଗର ପୌର କାର୍ଯ୍ୟାଳୟ, ଝାରସୁଗୁଡା ମଙ୍ଗଳ…
ଦୁଇ ଲୁଟେରାଙ୍କ ସହ ଲଢ଼ି ଜିତିଲେ ଏହି ଯୁବତୀ, ପୁରସ୍କାର ରାଶି ଘୋଷଣା କଲା ପୋଲିସ
ଚଣ୍ଡିଗଡ଼,୨ା୯: ଜଳନ୍ଧରର ଡେପୁଟି କମିଶନର ଘନଶ୍ୟାମ ଥୋରୀ ଜଣେ ଯୁବତୀଙ୍କୁ ୫୧,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଫେରାର ଅଛନ୍ତି। ତେବେ ଯୁବତୀ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି…
ବାଂଲାଦେଶ ଶରଣରେ ପଶିଲା ନେପାଳ
କାଠମାଣ୍ଡୁ,୨।୯: ନେପାଳ ଏବେ ବାଂଲାଦେଶ ଶରଣରେ ପଶିଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫୋନ କରି ୫୦ ହଜାର ଟନ୍ ୟୁରିୟା ଫର୍ଟିଲାଇଜର୍ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ନେପାଳରେ ୟୁରିୟାର ଅଭାବ ଯୋଗୁ ଚାଷୀମାନେ ଅସୁବିଧାର…
ଆରମ୍ଭ ହେଲା ପିତୃପକ୍ଷ
ପୁରୀ ଅଫିସ,୨ା୯: ବୁଧବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ଏହା ୧୫ ଦିନ ଅର୍ଥାତ୍ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ। ଏହି ୧୫ ଦିିନରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରାଯାଇଥାଏ। ଏଥିଲାଗି ଶ୍ରୀକ୍ଷେତ୍ରରେ ତିଳ ତର୍ପଣ…

