Home

ଜୟଶଙ୍କର-ୟାଙ୍ଗ ଆଲୋଚନା

ମସ୍କୋ, ୧୦।୯: ରୁଷିୟା ରାଜଧାନୀ ମସ୍କୋଠାରେ ସାଙ୍ଘାଇ ସହଯୋଗ ସଙ୍ଗଠନ( ଏସସିଓ) ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପୁଷ୍ଠଭୂମିରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଓ ଚାଇନା ପ୍ରତିପକ୍ଷ ୟାଙ୍ଗ ୟି ଗୁରୁବାର ଆଲୋଚନା କରିଛନ୍ତି। ସାରେ ଏକ ଭର୍ଚିୁଆଲ କାର୍ଯ୍ୟକ୍ରମରେ…

ବର୍ଷା-ଅନୁଭବଙ୍କୁ ଭେଟିଲେ ମାନବାଧିକାର କର୍ମୀ

କଟକ ଅଫିସ,୧୧ା୯:ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଗୁରୁବାର କେତେଜଣ ମାନବାଧିକାର କର୍ମୀ ଆଗେଇ ଆସିଛନ୍ତି। ସେମାନେ ଅନୁଭବଙ୍କ ଚୌଧୁରୀବଜାରସ୍ଥିତ ବାସଭବନକୁ ଯାଇ ଅନୁଭବ ଓ ବର୍ଷାଙ୍କ…

କମିପାରେ ଶସ୍ୟ ଉତ୍ପାଦନ

ଭୁବନେଶ୍ୱର,୧୧ା୯(ବ୍ୟୁରୋ):ଚଳିତ ବର୍ଷର ଅନିୟମିତ ମୌସୁମ ବର୍ଷା ଖରିଫ ଫସଲ ପାଇଁ ମହା ବିପଦ ସୃଷ୍ଟି କରିଛି। ଜୁଲାଇ ମାସର ବର୍ଷାଭାବ ଏବଂ ଅଗଷ୍ଟର ଅତ୍ୟଧିକ ବୃଷ୍ଟି ରାଜ୍ୟର ଖରିଫ ଶସ୍ୟ ଉତ୍ପାଦନକୁ ଗୁରୁତର ପ୍ରଭାବିତ କରିବା ଆଶଙ୍କା ଦେଖାଦେଇଛି। କମ୍‌ ବେଶି…

ଦୁବାଇରେ ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ୍‌

ନୂଆଦିଲ୍ଲୀ, ୧୧ା୯ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଦୁର୍ନୀତି ନିବାରଣ ୟୁନିଟ୍‌ (ଏସିୟୁ) ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ଛି। ଟି୨୦ ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡ଼ିକ ବିନା ଦର୍ଶକରେ ରୁଦ୍ଧଦ୍ୱାରରେ ଖେଳାଯିବ। ଏଣୁ ସୋସିଆଲ…

ସ୍ମିଥ୍‌ଙ୍କ ମତରେ କୋହଲି ଶ୍ରେଷ୍ଠ

ମାଞ୍ଚେଷ୍ଟର, ୧୧।୯(ପି.ଟି.)- ସାମ୍ପ୍ରତିକ ଅନ୍ତର୍ଜାତୀୟ କ୍ରିକେଟରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ ଦୁଇ ସମକକ୍ଷ ବ୍ୟାଟ୍ସମ୍ୟାନ। ଉଭୟ ଖେଳାଳି ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ମାତ୍ର ବର୍ତ୍ତମାନ…

ରେସିଂ ପଏଣ୍ଟ ସହ ଚୁକ୍ତି କଲେ ଭେଟେଲ

ଲଣ୍ଡନ, ୧୧ା୯ (ଏପି)-ଚାରିଥର ଫର୍ମୁଲା ଓ୍ବାନ୍‌ ଚାମ୍ପିୟନ ସେବାଷ୍ଟିଆନ ଭେଟେଲ ରେସିଂ ପଏଣ୍ଟ ଟିମ୍‌ ସହ ଚୁକ୍ତି କରିଛନ୍ତି। ଟିମ୍‌ର ନାମ କିନ୍ତୁ ନିକଟରେ ବଦଳିଯିବ। ଏହା ଆଷ୍ଟନ ମାର୍ଟିନ ଭାବେ ପରିଚିତ ହେବ। ସର୍ଗିଓ ପେରେଜ ଟିମ୍‌ ଛାଡ଼ି ଚାଲିଯିବା…

ଦୁତିଆ ଓଷା ଭାର ନେଇ ଯାଉଥିଲେ: ମାମୁ, ଭଣଜାଙ୍କୁ ଚପିଦେଲା ଟ୍ରକ

ରସୁଲପୁର, ୧୦।୯ (ଡି.ଏନ୍‌.ଏ.)ଯାଜପୁର ଜିଲା କୁଆଖିଆ ଥାନା ଅଧୀନ ୬ ନଂ. ଜାତୀୟ ରାଜପଥର ଖଣ୍ଡିତର ନିକଟସ୍ଥ ଖରସ୍ରୋତା ପୋଲ ଉପରେ ଗୁରୁବାର ଅପରାହ୍ନ ୨ଟା ସମୟରେ ଟ୍ରକ ଧକ୍କାରେ ମାମୁ ଭଣଜାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତ୍ୟକ୍ତ…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ଭୁବନେଶ୍ୱରର ୨୩ ମାସର ଶିଶୁ ଦୀୟା: ଜାଣନ୍ତୁ କାହିଁକି…

କଟକ ଅଫିସ,୧୦ା୯: ବୟସ ୨୩ ମାସ। ଏହି କୋମଳ ବୟସରେ ସେ ରଚିଛନ୍ତି ଏକ ଇତିହାସ। ଏହି ଶିଶୁଜଣଙ୍କ ହେଲେ ଭୁବନେଶ୍ୱର ବ୍ରହ୍ମେଶ୍ୱର ପାଟଣାର ପ୍ରସନ୍ନଜିତ ମହାନ୍ତି ଓ ଶୁଭଶ୍ରୀ ବିଶ୍ୱାଳଙ୍କ ଝିଅ ଜାନଭି ମହାନ୍ତି ଓରଫ ଦୀୟା ା ଓଡ଼ିଶାର…

ସୁସ୍ଥ ହେଲେ ୨୭୦୬ କରୋନା ଆକ୍ରାନ୍ତ: କେଉଁ ଜିଲାରୁ କେତେ ପଢନ୍ତୁ

ଭୁବନେଶ୍ୱର,୧୦।୯(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୨୭୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୪୧୧ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୫୪, ମୟୂରଭଞ୍ଜରୁ ୨୩୩, ଗଞ୍ଜାମରୁ ୧୭୩, ନୟାଗଡ଼ରୁ ୧୫୨, ବରଗଡ଼ରୁ ୧୩୯, ପୁରୀରୁ ୧୩୨, ରାୟଗଡ଼ାରୁ ୧୦୧, ଝାରସୁଗୁଡ଼ାରୁ…

ଏହି ଲୋକପ୍ରିୟ ଅଭିନେତ୍ରୀ କରୋନା ଆକ୍ରାନ୍ତ

ମୁମ୍ବାଇ,୧୦।୯-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ସାରା ଖାନ। ସେ ନିକଟରେ କରୋନା ଟେଷ୍ଟ କରିଥିଲେ। ଗୁରୁବାର ତାଙ୍କ ରିପୋର୍ଟ ଆସିଛି। ଏ ନେଇ ସାରା ନିଜ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁର୍ଭାଗ୍ୟବଶତଃ ଆଜି ମୁଁ…

ଭୁବନେଶ୍ୱରରୁ ଆଉ ୪୬୦ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୪୦୫

ଭୁବନେଶ୍ୱର, ୧୦।୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଆଉ ୪୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୮୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୭୫ ରହିଛି। ସେହିପରି ଭୁବନେଶ୍ୱରରୁ ୪୦୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ତେଲୁଗୁ ଫିଲ୍ମରେ ଡେବ୍ୟୁ କରିବେ ଅନୀଲ କପୁର

ମୁମ୍ବାଇ,୧୦।୯-ତେଲୁଗୁ ଫିଲ୍ମମରେ ଡେବ୍ୟୁ କରିବେ ବଲିଉଡ ଅଭିନେତା ଅନୀଲ କପୁର। ମହେଶ ବାବୁଙ୍କ ଆଗାମୀ ତେଲୁଗୁ ଫିଲ୍ମ ସରକାରୁ ଭାରି ପାତାରେ ସେ ନେଗେଟିଭ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି। ଆଉ ଏହି ଅପ କମିଂ ପ୍ରୋଜେକ୍ଟରେ ହିରୋ ଭୂମିକାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?