୪ ହସ୍ପିଟାଲ ପାଇଁ ଗାଇଡ୍ଲାଇନ୍
କଟକ ଅଫିସ୍,୬ା୭: କଟକ ସହରର ହସ୍ପିଟାଲଗୁଡ଼ିକରେ କରୋନା କାୟା ବିସ୍ତାର କରି ଚାଲିଛି। ବିଶେଷ କରି ଏସ୍ସିବି ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ସ୍ଥିତି ଅଣାୟତ୍ତ ହେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର…
ରଥଯାତ୍ରାରେ ସାମିଲ ହୋଇଥିଲେ ଅଣସେବକ
ପୁରୀ ଅଫିସ,୬ା୭: ଆଇନର କାଠଗଡ଼ା ଭିତରେ ଦୀର୍ଘଦିନ ଲଢେଇ ଚାଲିଲା। ପ୍ରଥମେ ନାଁ ଓ ପରେ ହଁ କହିଲେ ସୁପ୍ରିମକୋର୍ଟ। ଶେଷରେ ପୁରୀ ରଥଯାତ୍ରାକୁ ଦେଲେ ସର୍ତ୍ତମୂଳକ ଅନୁମତି। ବିନା ଭକ୍ତରେ ହେବ ରଥଯାତ୍ରା। କରୋନା ସଂକ୍ରମଣ ଯେପରି ନ ବ୍ୟାପିବ…
ମରାମତି ହେଲାନି ରତ୍ନଭଣ୍ଡାର
ପୁରୀ ଅଫିସ,୬ା୭: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ମହାପ୍ରଭୁଙ୍କ ବହୁ ଦୁର୍ମୁଲ୍ୟ ରତ୍ନ ଅଳଙ୍କାର। ବାହାର ରତ୍ନଭଣ୍ଡାର ବର୍ଷକୁ ଏକାଧିକ ଥର ଖୋଲାଯାଇଥାଏ। କିନ୍ତୁ ଶେଷଥର ପାଇଁ ୧୯୮୫ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ୩୫ବର୍ଷ ହେଲା ରତ୍ନଭଣ୍ଡାର ଗୃହର ସ୍ଥିତି ଯାଞ୍ଚ ହୋଇନାହିଁି।…
ବ୍ଲାକ୍ ହୋଲରୁ ବିଶ୍ୱ ସୃଷ୍ଟି
ବିଶ୍ୱ ସୃଷ୍ଟି ପଛରେ କି ରହସ୍ୟ ଅଛି ତାହା ଜାଣିବା ପାଇଁ ପ୍ରୟାସ ଜାରି ରହିଛି। ଏହି ତାଲିକାରେ ନିକଟରେ ଆଉ ଏକ ରୋମାଞ୍ଚକର ତଥ୍ୟ ସାମିଲ କରାଯାଇଛି। ଅଷ୍ଟ୍ରେଲିଆର ମହାକାଶବିଜ୍ଞାନୀମାନେ ଏ ନେଇ ଗବେଷଣା କରି ଏପରି ତଥ୍ୟ ବିଷୟରେ…
ସଙ୍ଗରୋଧ କେନ୍ଦ୍ରରୁ ଫେରୁଥିବା ମା’ ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ
ପାତ୍ରପୁର,୫ା୭(ଡି.ଏନ୍.ଏ.)- ପାତ୍ରପୁର ବ୍ଲକ ଜରଡ଼ା ଥାନା ଅଞ୍ଚଳର ଏକ ସଙ୍ଗରୋଧ କେନ୍ଦ୍ରରୁ ଚାଲିଚାଲି ଫେରୁଥିବା ମା’ ପୁଅଙ୍କୁ ରବିବାର ଅଜଣା ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତମାନେ ହେଲେ ପାତ୍ରପୁର ଗ୍ରାମର ତ୍ରିବେଣୀ ମହାନ୍ତି ଓ ତାଙ୍କ ପୁଅ ସୁଶାନ୍ତ। ଏନେଇ…
ଆସନ୍ତାକାଲି ୩ ଜିଲାରେ ଅତିପ୍ରବଳ ବର୍ଷା
ଭୁବନେଶ୍ୱର, ୫।୭(ବ୍ୟୁରୋ)- ସାରା ରାଜ୍ୟରେ ମୌସୁମୀବାୟୁ ସକ୍ରିୟ ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଖପାଖରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। କିନ୍ତୁ ଆସନ୍ତା ଦୁଇଦିନ ପ୍ରବଳ ବର୍ଷା ହେବ।…
ଯୁବତୀଙ୍କ ପାଇଁ କ୍ୱାରାଣ୍ଟାଇନରେ ପୂରା ପରିବାର
ସମ୍ବଲପୁର,୫।୭(ବ୍ୟୁରୋ)-ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଧୀନ ଏଲ୍ଆଇସି କଲୋନୀର ଜଣେ ଯୁବତୀଙ୍କ ପାଇଁ ତାଙ୍କ ପୂରା ପରିବାରକୁ ହୋମ୍ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିଛି। ସମ୍ପୃକ୍ତ ଯୁବତୀ ଜଣକ କରୋନା କଟକଣା ପାଳନ କରି ନ ଥିବା ଅଭିଯୋଗ ହୋଇଛି। ଏ ନେଇ…
କେବେ ଆସିବ କରୋନା ଟିକା, ସରକାର ଦେଲେ ସ୍ପଷ୍ଟୀକରଣ
ନୂଆଦିଲ୍ଲୀ,୫।୭:ମହାମାରୀ କରୋନା ଭୂତାଣୁକୁ ରୋକିବା ଲାଗି ପ୍ରସ୍ତୁତ କରାଯାଉଥିବା ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍ଆର୍) କରୋନା ଭାଇରସ୍ ଟିକା ପ୍ରସ୍ତୁତ କରିବା ଅଭିଯାନକୁ ଜୋର୍ଦାର କରି ଅଗଷ୍ଟ ୧୫ ତାରିଖରେ ଏହି ଟିକା ଲଞ୍ଚ୍…
ବର୍ଷେ ପର୍ଯ୍ୟନ୍ତ ଜାରି ରହିବ କରୋନା ନିୟମ
ଥିରୁଭାନନ୍ତପୁରମ୍,୫।୭: ଆଗାମୀ ବର୍ଷେ ଯାଏ କରୋନା ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେରଳ ସରକାର। କରୋନା ସଂକ୍ରମଣକୁ ରୋକିବା ପାଇଁ ରବିବାର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ଆଗାମୀ ଜୁଲାଇ ୨୦୨୧ ଯାଏ କରୋନା ନିୟମ ଅବଧି…
ମହମବତୀ କାରଖାନାରେ ଲାଗିଲା ନିଆଁ, ୭ଜଣଙ୍କ ଜୀବନଗଲା
ଗାଜିଆବାଦ୍, ୫।୭: ଉତ୍ତରପ୍ରଦେଶର ଗାଜିଆବାଦ ଜିଲା ମୋଦିନଗର ଅଞ୍ଚଳରେ ଥିବା ଏକ ମହମବତୀ ତିଆରି କାରଖଶାରେ ଭୀଷଣ ନିଆଁ ଲାଗିଯାଇଛି। ଫଲରେ ୭ଜଣ ଜୀବନ୍ତଦଗ୍ଧ ହୋଇଥିବାବେଳେ ୪ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଏବେ ବି କାରଖାନା ଭିତରେ ଅନେକ କର୍ମଚାରୀ…
ଜୁଲାଇ ୩୧ ପର୍ଯ୍ୟନ୍ତ ଖୋଲିବନି ଖୋର୍ଦ୍ଧା ଜିଲାର ଏହି ୯ ଐତିହ୍ୟସ୍ଥଳୀ
ଭୁବନେଶ୍ୱର,୫ା୭(ବ୍ୟୁରୋ)/ ଖୋର୍ଦ୍ଧା ଅଫିସ – ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲାରେ ଥିବା ୯ଟି ଐତିହ୍ୟ କୀର୍ତ୍ତିରାଜିକୁ ସର୍ବସାଧାରଣଙ୍କ ପାଇଁ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲାରେ କୋଭିଡ୍-୧୯ ସଂକ୍ରମଣ ଦିନକୁ ଦିନ ଉଗ୍ର ରୂପ ନେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜୁଲାଇ…
ଭେଣ୍ଟିଲେଟରରେ ଥିଲେ ସ୍ବାମୀ, ସ୍ତ୍ରୀ ଦେଲେ ଏମିତି ଉପହାର ଯାହା ଜାଣି ହେବେ ଆଶ୍ଚର୍ଯ୍ୟ
ଲଣ୍ଡନ: କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଏହି ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି। କରୋନାରେ ସମ୍ପର୍କୀୟଙ୍କୁ ହରାଇ ଅନେକ ଲୋକ ଭାଙ୍ଗି ମଧ୍ୟ ପଡିଛନ୍ତି। ସେମିତି ଜଣେ ମହିଳା ହେଉଛନ୍ତି କାନନ ପଟେଲ। ବ୍ରିଟେନରେ ରହୁଥିବା…
Archives


