Home

ଏ ହେଉଛନ୍ତି ରିୟା ଚକ୍ରବର୍ତ୍ତୀଙ୍କ ଘରେ ଚଢ଼ାଉ କରିଥିବା ଆଇଆର୍‌ଏସ୍‌ ଅଫିସର: ଅଜୟ ଦେବଗନ୍‌ଙ୍କ ଫିଲ୍ମର ଅଭିନେତ୍ରୀଙ୍କୁ କରିଛନ୍ତି ବିବାହ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ଘଟଣାରେ ଡ୍ରଗ୍ସ ମୋଡ଼ ଆସିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଆକ୍ସନ ମୋଡ୍‌ରେ ଆସିଥିଲା। ପ୍ରଥମେ ରିୟାଙ୍କ ଘରେ ଏନ୍‌ସିବି…

ଗର୍ଭବତୀ ମହିଳାଙ୍କ ପେଟରୁ ଶିଶୁ ଚୋରି

ଅପରାଧ ଦୁନିଆରେ ଜଡିତ ଲୋକଙ୍କ ମନରେ ଭିନ୍ନ ପ୍ରକାରର ଚିନ୍ତାଧାରା ଚାଲିଥାଏ। ସେମାନଙ୍କ ଭିତରେ ଅନୁଭବ ବୋଲି କିଛି ନ ଥାଏ। ଏମିତି ଏକ ଭୟଙ୍କର ଅପରାଧ ବ୍ରାଜିଲରେ ଘଟିଛି। ଜଣେ ମହିଳା ନିଜ ସନ୍ତାନକୁ ହରାଇବା ପରେ ନିଜର ବନ୍ଧୁଙ୍କ…

ସ୍ମାର୍ଟଫୋନ୍‌ ନ ଥିବା ପିଲାଙ୍କୁ ପଢ଼ାଇବାକୁ ଆସୁଛନ୍ତି ‘ସ୍ପିକର ଟିଚର’

ମୁମ୍ବାଇ, ୮।୯: କରୋନା ସଂକ୍ରମଣ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ କେତେକ ସ୍କୁଲ ପକ୍ଷରୁ ଅନ୍‌ ଲାଇନ୍‌ ପାଠପଢ଼ା ଜାରି ରହିଛି। ତେବେ ଯେଉଁ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍‌ ନାହିଁ ସେମାନେ କିଭଳି ପାଠ ପଢ଼ିବେ। ଏହି ସମସ୍ୟାର…

ଶେଷରେ ଗିରଫ ହେଲେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା

ଶେଷରେ ପ୍ରତୀକ୍ଷାର ଅନ୍ତ ହୋଇଛି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇପଡିଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମଙ୍ଗଳବାର ଏନସିବି ଗିରଫ କରିଛି। ଡ୍ରଗ୍ସ ସେବନ କରିବା ସହିତ ରିୟାଙ୍କ ନାଁରେ ଅନେକ ଗୁରୁତର ଅଭିଯୋଗ…

୧୦୦ ବର୍ଷ ପୁରୁଣା ପାଣି ଟାଙ୍କିର ମରାମତି କାର୍ଯ୍ୟ ଆରମ୍ଭ: ଖର୍ଚ୍ଚ ହେବ ୧ କୋଟି ୮୦ଲକ୍ଷ ଟଙ୍କା

ଶିମଲା,୮।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାର ଐତିହାସିକ ରିଜ ମୈଦାନରେ ଅବସ୍ଥିତ ୧୦୦ ବର୍ଷ ପୁରୁଣା ଜଳ ସଂରକ୍ଷଣ ଟ୍ୟାଙ୍କର ମରାମତି କାମ ଆରମ୍ଭ ହୋଇଛି। ଟ୍ୟାଙ୍କରେ ଆସିଥିବା ଫାଟକୁ ପୂରଣ କରିବା ପାଇଁ ଟ୍ୟାଙ୍କକୁ ବ୍ୟାରିକେଡ କରିଛି। ସୁଇଜରଲ୍ୟାଣ୍ଡର ଏକ…

କଂଗ୍ରେସର ଝୁମ୍ପୁଡ଼ି ବସ୍ତି ରାଜନୀତି

ନୂଆଦିଲ୍ଲୀ, ୮।୯: ରାଜଧାନୀ ଦିଲ୍ଲୀର ରେଳ ଲାଇନ କଡ଼ରେ ଥିବା ୪୮ ହଜାରରୁ ଅଧିକ ଝୁମ୍ପୁଡ଼ି ଘର ହଟିବା ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ପର୍ଯ୍ୟାୟକ୍ରମେ ଝୁମ୍ପୁଡ଼ିଗୁଡ଼ିକୁ ହଟାଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ନିର୍ଦ୍ଦେଶ ଅନୁସାରେ ରେଲଓ୍ବେ…

ଅଷ୍ଟ୍ରେଲିଆର ବିବିଏଲ୍‌ରେ ଖେଳିବାକୁ ଇଚ୍ଛା ପ୍ରକାଶ କଲେ ଯୁବରାଜ ସିଂହ, ଡିସେମ୍ବରରୁ ସିଜନ୍‌-୧୦ ଆରମ୍ଭ

ନୂଆଦିଲ୍ଲୀ,୮।୯: ଗତବର୍ଷ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ ଭାରତୀୟ କ୍ରିକେଟର ଯୁବରାଜ ସିଂହ। ଏବେ ସେ ଅଷ୍ଟ୍ରେଲିଆର ଟି-୨୦ ବିଗ୍‌ ବ୍ୟାସ୍‌ ଲିଗ୍‌(ବିବିଏଲ୍‌)ରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ତାଙ୍କ ପାଇଁ କ୍ଲବ ଖୋଜିବାରେ ସାହାଯ୍ୟ ମଧ୍ୟ କରୁଛି।…

ମୁଁ ଗୋବରରେ ଜନ୍ମ ହୋଇଛି, ଏଣୁ କରୋନା ମୋ ଆଖପାଖକୁ ଆସିପାରିବ ନାହିଁ: ଏହି ମନ୍ତ୍ରୀଙ୍କ ଅଜବ ଯୁକ୍ତି

ଭୋପାଳ,୮।୯: ଗୋଟିଏ ପଟେ ଦେଶରେ ମହାମାରୀ କରୋନା ଜନିତ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ କିଛି ନେତା ଅଜବ ଯୁକ୍ତି କରୁଥିବା ନଜିରକୁ ଆସିଛି। ଏହି କ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧିନ ସରକାରରେ…

ଏହି ଲୋକପ୍ରିୟ ଅଭିନେତାଙ୍କୁ ସମଲିଙ୍ଗୀ ଭାବୁଥିଲେ ଶାଶୁ

ଖିଲାଡି ହିରୋ ଅକ୍ଷୟ କୁମାର ବଲିଉଡ୍‌ର ଆଗଧାଡିର ଅଭିନେତାଙ୍କ ମଧ୍ୟରେ ଜଣେ। ତାଙ୍କର ପ୍ରକୃତ ନାମ ରାଜିବ ଭାଟିୟା। ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିସାରିଥିବା ଅକ୍ଷୟଙ୍କ ଅଭିନୟ କ୍ୟାରିୟର ସେତେଟା ସହଜ ନ ଥିଲା। କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି…

ଏହି କାରଣରୁ ଲତା ମଙ୍ଗେଶକରଙ୍କ ସହ ଝଗଡା କରିଥିଲେ ଆଶା ଭୋସଲେ

ମୁମ୍ବାଇ: ବଲିଉଡର ମେଲୋଡି କୁଇନ ଭାବରେ ଜଣାଶୁଣା ଆଶା ଭୋସଲେ ଆଜି ୮୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୩୩ ମସିହାରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ। ସେ ଏପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଆଶା ଭୋସଲେଙ୍କ ବଡ ଭଉଣୀ…

୪୬ ଲକ୍ଷରୁ ଅଧିକ ଚାଷୀ ‘ପିଏମ୍‌ କିଷାନ ଯୋଜନା’ରୁ ବଞ୍ଚିତ

ନୂଆଦିଲ୍ଲୀ, ୮।୯: ଦେଶରେ ଚାଷୀଙ୍କ ବିକାଶ ପାଇଁ ‘ପିଏମ୍‌ କିଷାନ ଯୋଜନା’ ପ୍ରଣୟନ କରାଯାଇଛି। ଇତିମଧ୍ୟରେ ଏହି ଯୋଜନାକୁ ୨୦ ମାସ ପୂରଣ ହୋଇଛି। ତେବେ ଆବଶ୍ୟକ କାଗଜ ପତ୍ର ଦାଖଲ କରି ନ ଥିବାରୁ ୪୬ ଲକ୍ଷ ୧୩ ହଜାର…

ଧୋନୀଙ୍କ ଏହି ଅଭ୍ୟାସକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଇରଫାନ୍‌: କହିଲେ ‘ପୂର୍ବରୁ ଏଭଳି ଦେଖିନାହିଁ’

ନୂଆଦିଲ୍ଲୀ,୮।୯: ଆସନ୍ତା ୧୯ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଆଇପିଏଲ୍‌ ୨୦୨୦। ଏହାପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅଭ୍ୟାସ ଜାରି କରିଛନ୍ତି। ତେବେ ଧୋନୀଙ୍କ ଓ୍ବିକେଟ୍‌କିପିଂକୁ ନେଇ ଭାରତୀୟ ଟିମ୍‌ର ପୂର୍ବ ଅଲରାଉଣ୍ଡର ଇରଫାନ ପଠାନ ଆଶ୍ଚର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?