Home

ସୁଶାନ୍ତଙ୍କ ବାପାଙ୍କ ଫୋନ୍‌, ମେସେଜ୍‌ର ଜବାବ ଦେଉ ନ ଥିଲେ ରିୟା-ଶ୍ରୁତି: ସ୍କ୍ରିନ୍‌ଶଟ୍‌ ଭାଇରାଲ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ସନ୍ଦେହ ଘେରରେ। ଦିନକୁ ଦିନ ଏହି ଘଟଣା ନୂଆମୋଡ ମଧ୍ୟ ନେଉଛି। ଉଭୟ ସିବିଆଇ ଏବଂ ଇଡି ମୃତ୍ୟୁ ସହ ସମ୍ପୃକ୍ତ ସମସ୍ତ…

ଏହି ରାଜ୍ୟର ଦୁଇ ନଦୀରୁ ମିଳିଥାଏ ସୁନା, ଏବେ ସୁନାଖଣି ଥିବା ନେଇ ବଢ଼ିଲା ସମ୍ଭାବନା

ଛତିଶଗଡ଼ର ଜଶପୁରରେ ସୁନାଖଣି ପାଇବାର ସମ୍ଭାବନା ବଢ଼ିବାରେ ଲାଗିଛି। କାରଣ ଏଠାରେ ଥିବା ଦୁଇଟି ନଦୀ ଅବବାହିକାରେ ସୁନାର କଣିକା ଦେଖିବାକୁ ମିଳିଥିଲା। ଏବେ ଏଠାରେ ସର୍ଭେ କରାଯାଇ ତଥ୍ୟ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି। ଜଶପୁରନଗରରେ ଥିବା ଈବ୍‌ ଏବଂ…

ବେହେରାସାହି ପରେ ଏବେ ଚିନ୍ତା ବଢ଼ାଇଲା ଜାଲୁଆ ସାହି: ଆଜି ଚିହ୍ନଟ ହେଲେ…

କଟକ ଅଫିସ,୧୧।୮: କଟକରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ସହରରେ ଆଉ ୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଉଛି। ସେଥିରୁ ୮୭୦ ଆକ୍ଟିଭ୍‌…

ପରଲୋକରେ ପ୍ରସିଦ୍ଧ କବି ଇନ୍ଦୋରୀ

ଭୋପାଳ,୧୧।୮: ପ୍ରସିଦ୍ଧ କବି ରାହତ ଇନ୍ଦୋରୀଙ୍କ ମଙ୍ଗଳବାର ନିଧନ ଘଟିଛି। ହୃଦ୍‌ଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ କାବ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶିବରାଜ…

ଜୀବନରେ ଖୁସି ଚାହୁଁଥିଲେ ମାନନ୍ତୁ ଚାଣକ୍ୟଙ୍କ ଏହି ୫ କଥା, ଅସୁବିଧା ପାଖ ମାଡ଼ିବନି

ମଣିଷମାନଙ୍କ ପାଇଁ ସୁଖର ଅର୍ଥ ଶାରୀରିକ ସମ୍ବଳ ନୁହେଁ। ସୁଖର ପ୍ରକୃତ ଅର୍ଥ ହେଉଛି ଆତ୍ମସନ୍ତୋଷ ଏବଂ ଆତ୍ମା ସହ ଜଡିତ ବୋଲି ଚାଣକ୍ୟ କହିଛନ୍ତି। ଖୁସି ହେବା ପାଇଁ ଜଣେ ବ୍ୟକ୍ତି କେବଳ ନିଜର ଆଚରଣ ବଦଳାଇବା ଆବଶ୍ୟକ। ଚାଣକ୍ୟ…

ରୁଷିଆ ଭ୍ୟାକ୍ସିନ ପାଇଁ ୧ ବିଲିୟନ ଡୋଜର ଅର୍ଡର ଦେଲେ ଏହି ଦେଶ

ମସ୍କୋ,୧୧।୮: ଗତ କିଛି ମାସରୁ ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। କରୋନା ଯୋଗୁଁ କୋଟି କୋଟି ଲୋକଙ୍କ ଜୀବନ ଯାଇଥିବା ବେଳେ ଏହା ସବୁ ଦେଶର ଅର୍ଥନୀତି ଅବସ୍ଥାକୁ ଦୋହଲାଇ ଦେଇଛି। ଏହାର ମୁକାବିଲା ପାଇଁ ସବୁ…

ବିଜ୍‌ନେସ୍‌ମ୍ୟାନ୍‌ ରତନ ଟାଟାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ଜାଣନ୍ତୁ…

ବଲିଉଡ କଳାକାରଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରାୟ ସମସ୍ତଙ୍କୁ ଜଣା। କାରଣ ଅନେକ ସମୟରେ ଏହାକୁ ନେଇ ଚର୍ଚ୍ଚା ଚାଲିଥାଏ। ମାତ୍ର ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଜାଣିବା ରତନ ଟାଟାଙ୍କ ଶିକ୍ଷାଗତ…

ପିଲାଙ୍କୁ ବେକ ପର୍ଯ୍ୟନ୍ତ ଗାତରେ ପୋତିବା ପ୍ରଥାକୁ ନେଇ ରାଜ୍ୟସରକାରଙ୍କୁ ଏନଏଚଆରସିର ନୋଟିସ

ବେଙ୍ଗାଲୁରୁ,୧୧।୮: କର୍ନାଟକର କେତେକ ସ୍ଥାନରେ ଦିବ୍ୟାଙ୍ଗ ଶିଶୁଙ୍କୁ ସୁସ୍ଥ କରିବା ପାଇଁ ବେକ ପର୍ଯ୍ୟନ୍ତ ଏକ ଗାତରେ ପୋତିଦିଆଯିବା ନେଇ ଏକ ପ୍ରଥା ରହିଛି। ଯାହାକୁ ନେଇ ଜାତୀୟ ମାନବ ଅଧିକାର ଆୟୋଗ (NHRC) ରାଜ୍ୟ ସରକାରଙ୍କୁ ସୋମବାର ଏକ ନୋଟିସ…

ଏ ହେଉଛନ୍ତି କ୍ରିକେଟ ଦୁନିଆର ଆଗାମି ସୁପରଷ୍ଟାର: ଭିଡିଓ ଶେୟାର କଲେ ଡିନ୍‌ ଜୋନ୍ସ

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍‌ ଜୋନ୍ସ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ବିଲେଇ ଅତି ସୁନ୍ଦର ଭାବେ ଫିଲ୍ଡିଂ କରୁଛି। ଏହାକୁ ଦେଖି ଲୋକେ କ୍ରିକେଟ ଦିନିଆର…

ଶାରିରୀକ ସମ୍ପର୍କ ନ ରଖିବାକୁ ସ୍ତ୍ରୀ ରାଣ ପକାଇବାରୁ ସ୍ବାମୀ ନେଲେ ଏମିତି ନିଷ୍ପତ୍ତି

ଅହମଦାବାଦ୍‌,୧୧।୮: ଗୁଜରାଟର ଅହମଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀଙ୍କୁ ଆତ୍ମହତ୍ୟା ପାଇଁ ଉସ୍‌କାଇଥିବା ଅଭିଯୋଗରେ ଜଣେ ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୃତ ସୁରେନ୍ଦ୍ର ସିଂଙ୍କ ମା ମୁଲି ପରମାରଙ୍କ ଅଭିଯୋଗ ମୁତାବକ ପୁଅର ବିବାହ ୨୦୧୮ରେ ଗୀତା…

ସ୍ତ୍ରୀଙ୍କୁ ଛୋଟ ଛୋଟ ଖଣ୍ଡକରି କାଟି ବାଥ୍‌ରୁମ୍‌ରେ ଫ୍ଲସ୍‌ ମାରିଦେଲେ ସ୍ବାମୀ: ଜାଣନ୍ତୁ କାହିଁକି…

ବେଜିଂ, ୧୧।୮: ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ସାଧାରଣ କଥା। ଏହାର ସମାଧାନ କରି ପୁଣିଥରେ ସେମାନେ ଖୁସିରେ ଜୀବନ ବିତାଇଥାନ୍ତି। ଜଦି ଏହି ଝଗଡା ଅଣାୟତ ହୁଏ, ତେବେ ସେମାନେ ଛାଡପତ୍ର ନେଇ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନିଅନ୍ତି। ହେଲେ…

ମାଉଥ୍‌ ଓ୍ବାଶ୍‌ରେ ଗର୍ଗଲିଂ କଲେ ଦୂର ହେବ କରୋନା ସଂକ୍ରମଣ!

ବଜାରରେ ମିଳୁଥିବା ମାଉଥ୍‌ ଓ୍ବାଶ୍‌ ଦ୍ୱାରା ଗର୍ଗଲିଂ କଲେ ମୁହଁ ଓ ଗଳାରେ ଥିବା କରୋନା ଭାଇରସ୍‌ ସଂକ୍ରମଣ କିଛି ମାତ୍ରାରେ ଦୂର ହୋଇଯିବ ବୋଲି ବୈଜ୍ଞାନିକମାନେ ଏକ ଗବେଷଣା ପରେ ଦାବି କରିଛନ୍ତି। ପିଟିଆଇ ରିପୋର୍ଟ ଅନୁଯାୟୀ, ଜର୍ମାନର Ruhr…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri