୪୪ ଏମ୍ପି, ୧୪୩ ବିଧାୟକଙ୍କ ନାମରେ ଆପରାଧୀକ ମାମଲା
ଲକ୍ଷ୍ନୌ, ୯।୭: ଦେଶରେ ଆପରାଧୀକ ମାମଲାରେ ଶୀର୍ଷରେ ଉତ୍ତରପ୍ରଦେଶ ରହିଛି। ରାଜ୍ୟର ମୋଟ ୪୦୩ ବିଧାୟକଙ୍କ ମଧ୍ୟରୁ ୧୪୩ଜଣଙ୍କ ନାମରେ ଏକାଧିକ ଆପରାଧୀକ ମାମଲା ରହିଛି। ସେହିପରି ୮୦ ଏମ୍ପିଙ୍କ ମଧ୍ୟରୁ ୪୪ ଜଣଙ୍କ ନାମରେ ବିଭିନ୍ନ ମାମଲା ରହିଛି। ମୁଖ୍ୟମନ୍ତ୍ରୀ…
ବାହୁବଳୀ ବିଧାୟକ: ଜେଲ୍ରେ ରହି ବି ଜିତୁଛନ୍ତି ନିର୍ବାଚନ
ଲକ୍ଷ୍ନୌ, ୯।୭: ଉତ୍ତରପ୍ରଦେଶରେ ସର୍ବାଧିକ ଆପରାଧୀକ ମାମଲା ଘଟିଥାଏ। ଏଠାରେ ଏଭଳି ୫ ବାହୁବଳୀ ବିଧାୟକ ରହିଛନ୍ତି, ଯେଉଁମାନେ ଜେଲ୍ରେ ରହି ବି ନିର୍ବାଚନ ସହଜରେ ଜିତୁଛନ୍ତି। ସେମାନଙ୍କ ମଧ୍ୟରେ ମୁଖତାର ଅନ୍ସାରୀ, ବିଜୟ କୁମାର, ଅଶୋକ ସିଂ ଚନ୍ଦେଲ, ଇନ୍ଦ୍ରପ୍ରତାପ…
ଫିଲ୍ମ ‘ଥ୍ରୀଲର’ରେ ନଜର ଆସିବେ ଓଡ଼ିଆ ହିରୋଇନ: ଟ୍ରୋଲ୍ ହେଲେ ରାମ ଗୋପାଲ
ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ‘ଥ୍ରୀଲର’ ନାମକ ଏକ ନୂଆ ଫିଲ୍ମ ଦର୍ଶକଙ୍କ ପାଇଁ ନେଇ ଆସୁଛନ୍ତି। ସେ ଓଡ଼ିଶାର ଜଣେ ନୂଆ ଅଭିନେତ୍ରୀ ଅପ୍ସରା ରାନୀଙ୍କୁ ସାଇନ୍ କରିଛନ୍ତି। ଏନେଇ ବର୍ମା ନିଜ ଟୁଇଟର୍ରେ ପୋଷ୍ଟ କରି…
ଦିବ୍ୟାଙ୍ଗଙ୍କ ଲାଗି ଟ୍ରାନ୍ସଫର ଟୁଲ୍ସ
ଚଣ୍ଡିଗଡ଼: ନିଜର ସବୁ କାମ କରିବା ପାଇଁ ଦିବ୍ୟାଙ୍ଗମାନଙ୍କୁ ଏଣିକି ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଦିବ୍ୟାଙ୍ଗଙ୍କ କାମକୁ ସହଜ କରିବା ପାଇଁ ଏବେ ଏକ ସ୍ବତନ୍ତ୍ର ଧରଣର ଡିଭାଇସ୍ ବାହାର କରିଛନ୍ତି ହରିୟାଣା ରୋହତକର ଜନତା କଲୋନୀର…
ପୁରୁଣା ଜିନ୍ସରେ କଳାକୃତି
ଭୋପାଳ: ପୁରୁଣା ଜିନ୍ସରେ ତିଆରି ହୋଇଛି କଳାକୃତି। ଏକଥା ଶୁଣିବାକୁ ଅବଶ୍ୟ ଟିକିଏ ଭିନ୍ନ ମନେ ହେଉଥିବ। କିନ୍ତୁ ଏଭଳି ଏକ କଳାକୃତି ତିଆରି କରିଛନ୍ତି ମଧ୍ୟପ୍ରଦେଶର ଇନ୍ଦୋରର କଳାକାରମାନେ। ୨୧ ଜଣ କଳାକାର ମିଶି ପୁରୁଣା ଜିନ୍ସ କପଡ଼ାକୁ ଏକାଠି…
ହାତୀଙ୍କ ପାଇଁ ବ୍ୟାୟାମଶାଳା
ଡେରାଡୁନ୍: ଏଣିକି ଜିମ୍ରେ ବ୍ୟାୟାମ କରିବେ ହାତୀ। ଉତ୍ତରାଖଣ୍ଡସ୍ଥିତ ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟରେ ହାତୀଙ୍କ ପାଇଁ ତିଆରି ହୋଇଛି ଏକ ଜିମ୍। ଏହି ବିରାଟକାୟ ବନ୍ୟପ୍ରାଣୀମାନେ ଯେପରି ନିଜକୁ ଫିଟ୍ ରଖିପାରିବେ, ସେଥିପାଇଁ ଏହି ନିଆରା ପଦକ୍ଷେପ ନିଆଯାଇଛି। ଏଠାରେ ଏବେ…
ଗଞ୍ଜାମ ସହରରେ ଗୋଷ୍ଠୀ ସଂକ୍ରମଣ ରୋକିବା, ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ
ଗଞ୍ଜାମ,୯।୮(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଠାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସମାନ ଅବସ୍ଥା ଗଞ୍ଜାମ ଏନ୍ଏସିରେ ମଧ୍ୟ ଦେଖିବାକୁ ମିଳିଛି। ତେବେ କରୋନା ମୁକାବିଲା କରିବା ଏବେ…
ଏହି ମ୍ୟାଚ୍ ପରେ କେବଳ ଧୋନୀ, କୋହଲି ନୁହେଁ, ସାରା ଭାରତୀୟଙ୍କ ହୃଦୟ କାନ୍ଦିଥିଲା
ଜୁଲାଇ ୯, ଏହି ତାରିଖକୁ କୌଣସି ଭାରତୀୟ କ୍ରିକେଟ ପ୍ରଶଂସକ ଭୁଲିପାରିବେ ନାହିଁ। ଆଜିକୁ ଠିକ ଗୋଟିଏ ବର୍ଷ ପୂର୍ବେ ବିଶ୍ୱକପ ୨୦୧୯ରେ ଭାରତୀୟ କ୍ରିକେଟ ଦଳ ସେମିଫାଇନାଲ ଖେଳିଥିଲା। ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା ଭାରତ। ମ୍ୟାଚର ଫଳାଫଳ ୧୦ ଜୁଲାଇରେ…
ଅପରାଧୀ-ପ୍ରଶାସନର ମଧୁଚନ୍ଦ୍ରିକା: ବିକାଶ ଦୁବେଙ୍କ ଗିରଫ ନାଟକ
ଲକ୍ଷ୍ନୌ, ୯।୭: କାନପୁରରେ ୮ ଜଣ ପୋଲିସଙ୍କୁ ହତ୍ୟା କରିଥିବା ଅପରାଧୀ ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଛି। ତାଙ୍କୁ ମଧ୍ୟପ୍ରଦେଶ ଉଜୈନର ମହାକାଳ ମନ୍ଦିରରୁ ଗିରଫ କରାଯାଇଥିବା କୁହାଯାଉଛି। ତେବେ ଗିରଫ ଘଟଣା ଏକ ନାଟକ ପରି ମନେ ହେଉଥିବା…
ଆଜୀବନ କାରାଦଣ୍ଡ ଭୋଗୁଥିବା ୫ କଏଦୀ ମୁକ୍ତ
ଭଦ୍ରକ ଅଫିସ,୯।୮: ରାଜ୍ୟ ଆଇନ ବିଭାଗର ବିଜ୍ଞପ୍ତି ତଥା ରାଜ୍ୟ ଜେଲ୍ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁଯାୟୀ ଭଦ୍ରକ ଉପକାରାଗାରରୁ ବୁଧବାର ରାତିରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୫ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି। ମୁକ୍ତ ହୋଇଥିବା କଏଦମାନେ ହେଲେ ଚାନ୍ଦବାଲି ଥାନା ଅନ୍ତର୍ଗତ…
ବିକାଶ ଦୁବେ ଗିରଫ ହୋଇଛନ୍ତି ନା କରିଛନ୍ତି ଆତ୍ମସମର୍ପଣ ସରକାର କରନ୍ତୁ ସ୍ପଷ୍ଟ: ଅଖିଳେଶ
ଲକ୍ଷ୍ନୌ, ୯।୭: କାନପୁରରେ ୮ ଜଣ ପୋଲିସଙ୍କୁ ହତ୍ୟା କରିଥିବା ଅପରାଧୀ ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଛି। ଏନେଇ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସରକାରଙ୍କୁ ଘେରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ, ବିକାଶ ଦୁବେ ଗିରଫ…
କରୋନା ନେଲା ଆଉ ୪ଜୀବନ: ଜାଣନ୍ତୁ କେଉଁଠାରୁ କେତେ
ଭୁବନେଶ୍ୱର,୯।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୩ ରହିଥିବା ବେଳେ ଭଦ୍ରକରୁ ଜଣେ ରହିଛନ୍ତି। ଗଞ୍ଜାମରେ କରୋନା ଜନିତ…
Archives


