ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ମୁମ୍ବାଇରେ ପହଞ୍ଚିଲା ସିବିଆଇ
ମୁମ୍ବାଇ,୨୦।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଟିମ ଗୁରୁବାର ସାରେ ମୁମ୍ବାଇରେ ପହଞ୍ଚିଛି। ଉକ୍ତ ଟିମରେ ୪ ଜଣ ଅଧିକାରୀ ସାମିଲ ଅଛନ୍ତି। ସେହିପରି ଆଉ ଏକ ଟିମ ବିଳମ୍ବିତ…
ସୋନୁ ସୁଦଙ୍କୁ ପ୍ରତିଦିନ ଏତିକି ଲୋକ କରନ୍ତି ସାହାଯ୍ୟ ପାଇଁ ନିବେଦନ: ପ୍ରଥମ ଥର ଶେୟାର କଲେ ତଥ୍ୟ
ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଭଗବାନ ପାଲଟିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଏହି ସାହାଯ୍ୟ କ୍ଷେତ୍ରରେ ସେ କ୍ରମାଗତଭାବେ ଆଗେଇ ଚାଲିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ସାହାର୍ଯ୍ୟ କରିବାରୁ ଆରମ୍ଭ ହୋଇଥିବା…
ସ୍ବଚ୍ଛ ସର୍ବେକ୍ଷଣ ୨୦୨୦: ଓଡିଶାକୁ ୨ ପୁରସ୍କାର
ଭୁବନେଶ୍ୱର,୨୦।୮(ବ୍ୟୁରୋ)-କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ‘ସ୍ବଚ୍ଛ ସର୍ବେକ୍ଷଣ ୨୦୨୦’ ଫଳାଫଳ ପ୍ରକାଶ ପାଇଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ସ୍ବଚ୍ଛ ମହୋତ୍ସବ ଅବସରରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ପୁରୀ ଏହି ଫଳାଫଳ ଘୋଷଣା କରିଛନ୍ତି।…
ଦାୟିତ୍ୱ ଦେଲେ ନବୀନ: ବିଜେଡି ୪୫ ସମ୍ପାଦକ ନିଯୁକ୍ତ
ଭୁବନେଶ୍ୱର,୨୦ା୮(ବ୍ୟୁରୋ)-ବିଜୁ ଜନତା ଦଳର ସାଙ୍ଗଠନିକ ପୁନର୍ଗଠନ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ଜଣଙ୍କୁ ଦଳର ସମ୍ପାଦକ ଓ ୪୧ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତିି। ଗୁରୁବାର ବିଜେଡି ପକ୍ଷରୁ ଏ ନେଇ ବିଜ୍ଞପ୍ତି…
ସଞ୍ଜୟ ଦତ୍ତଙ୍କ ଅଭିନୟରେ ପ୍ରଭାବିତ ହୋଇ ଏହି ଉପହାର ଦେଇଥିଲେ ଅମିତାଭ ବଚ୍ଚନ
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଫିଲ୍ମ ଦେଖିବାକୁ ବହୁତ ଭଲ ପାଆନ୍ତି। ଖାଲି ସେତିିକି ନୁହେଁ, ଯେଉଁ କଳାକାରଙ୍କ ଅଭିନୟ ତାଙ୍କୁ ଭଲଲାଗେ ସେ ତାଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ନିକଟରେ ବିଗ୍ବି ଫିଲ୍ମ ‘ଲୁଟକେସ’ରେ ଅଭିନେତା କନାଲ ଖେମୁଙ୍କ ଅଭିନୟକୁ…
ମୃତ୍ୟୁର ୭ ଘଣ୍ଟା ପରେ ଫ୍ରିଜ୍ରୁ ବାହାରି ଆସିଲେ ବୃଦ୍ଧା: ତାପରେ କ’ ଣ ହେଲା…
ମୃତ୍ୟୁର ୭ ଘଣ୍ଟା ପରେ ଫ୍ରିଜ୍ରୁ ବାହାରି ଆସିଲେ ବୃଦ୍ଧା: ତାପରେ କ’ ଣ ହେଲା… ମସ୍କୋ: ନିଶ୍ୱାସ ଚାଲିଥାଏ ପର୍ଯ୍ୟନ୍ତ ବ୍ୟକ୍ତି ଜୀବିତ ଥାଏ। ଥରେ ନିଶ୍ୱାସ ବନ୍ଦ ହେଲେ ତା’ର ଅସ୍ତିତ୍ୱ ଶେଷ ହୋଇଯାଏ। ମାତ୍ର ମୃତ୍ୟୁ ମୁଖରୁ…
ଭୁବନେଶ୍ୱରରୁ ଆଉ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୦।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଆଉ ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୯ରୁ କ୍ୱାରାଣ୍ଟାଇନରୁ ୧୭୨ ଜଣ ଚିହ୍ନଟ ହୋଇଥିବାବେଳେ ୧୪୭ ଲୋକାଲ କଣ୍ଟାକ୍ଟ କେସ ରହିଛି। ବୁଦ୍ଧନଗର ଗୋପବନ୍ଧୁ କଲୋନୀରୁ ୧୨ଜଣ, ସତ୍ୟନଗର ଏଚବି କଲୋନୀରୁ ଜଣେ, ସତ୍ୟନଗର ରାଜକୁମାର ବସ୍ତିରୁ…
୨୨ କୋଟିରେ ବିକ୍ରି ହେଲା ୪ ଭଙ୍ଗା ଚେୟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସଉକ ଲୋକଙ୍କୁ ପାଗଳ କରିଦେଇଥାଏ। ନିଜର ଏହି ସଉକକୁ ପୂରଣ କରିବା ପାଇଁ ଲୋକେ କିଛି ବି କରିପାରନ୍ତି। ସେମିତି କିଛି ଏବେ ଫ୍ରାନ୍ସରେ ଦେଖିବାକୁ ମିଳିଛି। ବହୁତ ପୂରୁଣା ଏବଂ ଭାଙ୍ଗିଯାଇଥିବା ୪ଟି ଚେୟାରକୁ ନେବା ପାଇଁ ୨୨ କୋଟି…
୨ ଦିନରେ ୨ଥର ମା’ ହେଲେ ଏହି ମହିଳା
ମା’ ହେବାର ଅନୁଭବ ଅତ୍ୟନ୍ତ ରୋମାଞ୍ଚକର। ପ୍ରତ୍ୟେକ ମହିଳା ନିଜ ଜୀବନରେ ଏହି ସମୟକୁ ସବୁଠାରୁ ସୁଖଦ ସମୟ ବୋଲି ମନେ କରିଥାନ୍ତି। ଗର୍ଭାବସ୍ଥାରେ ଅନେକ ସମୟରେ ଏମିତି କିଛି ଅଘଟଣ ଘଟେ ଯାହାକି ଏହାକୁ ବହୁତ ଜଟିଳ କରିଦେଇଥାଏ। ଏମିତି…
ଚାଇନାକୁ ପୁଣି ଝଟ୍କା: ଭାରତ ପରେ ଏହି ଦେଶ ବ୍ୟାନ୍ କଲା ଚାଇନା ଆପ୍
ତାଇପେଇ,୨୦ା୮: ଭାରତ ପରେ ତାଇଓ୍ବାନ ମଧ୍ୟ ନିଜ ଦେଶର ସୁରକ୍ଷା ପାଇଁ ଚାଇନାର ଅନେକ ଆପ୍ ପ୍ରତି ପ୍ରତିବନ୍ଧକ ଲଗାଇଛି। ତାଇଓ୍ବାନର ଅଧିକାରୀମାନେ ଚାଇନାର ଷ୍ଟ୍ରିମିଂ ପ୍ଲାଟଫର୍ମ iQiyi ଏବଂ Tencentକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି। ତାଇୱାନର ଅର୍ଥ ବ୍ୟାପାର…
ମଦ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣା: ମାଷ୍ଟରମାଇଣ୍ଡ୍ ସମେତ ୭ କୋର୍ଟ ଚାଲାଣ
ବ୍ରହ୍ମପୁର ଅଫିସ,୨୦ା୮: ମଦ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ସହ ତାଙ୍କ ଦୋକାନର ସେଲସମ୍ୟାନ୍ଙ୍କୁ ହତ୍ୟା ଉଦ୍ୟମ କରିଥିବା ଘଟଣାରେ ସଦର ଥାନା ପୋଲିସ ଘଟଣାର ମାଷ୍ଟରମାଇଣ୍ଡ୍ ସମେତ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମାଷ୍ଟରମାଇଣ୍ଡ୍ ବେନ୍ଦାଳିଆ ଗ୍ରାମର ଦୁର୍ଦ୍ଦାନ୍ତ…
୭୬ ବର୍ଷୀୟ ବୃଦ୍ଧ ୭୧ ବର୍ଷୀୟା ବୃଦ୍ଧାଙ୍କୁ କଲେ ପ୍ରେମ ନିବେଦନ: ଆଉ ତା’ପରେ…
ପ୍ରେମ ମାନେନା ଜାତି, ଧର୍ମ। ଏହାର କୌଣସି ବୟସ ନ ଥାଏ। କୌଣସି ବି ବୟସରେ ପ୍ରେମ ହୋଇପାରେ। ସେମିତି କିଛି ଘଟିଛି ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ୭୧ ବର୍ଷୀୟା ଗ୍ଲୋରିୟା ଜଣେ ବିଧବା ମହିଳା। ୭୬ ବର୍ଷୀୟ…
Archives


