Home

ହାମିଲଟନ ଦ୍ରୁତତମ

ବୁଦାପେଷ୍ଟ, ୧୭ା୭ (ଏପି)-ହଙ୍ଗେରିଆନ ଗ୍ରାଁ ପ୍ରିର ପ୍ରଥମ ପ୍ରାକ୍ଟିସ ସେସନରେ ଫର୍ମୁଲା ଓ୍ବାନ ଚାମ୍ପିୟନ ଲୁଇସ୍‌ ହାମିଲଟନ ଦ୍ରୁତତମ ବିବେଚିତ ହୋଇଛନ୍ତି। ହମିଲଟନ ତାଙ୍କ ମର୍ସିଡିଜ୍‌ ଟିମ୍‌ମେଟ୍‌ ଭାଲଟେରୀ ବୋଟାସ୍‌ଙ୍କଠାରୁ .୦୮୬ ସେକେଣ୍ଡ ସମୟ ବ୍ୟବଧାନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୫୩ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୭।୭(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୪୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୨୨୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୪୧, ନବରଙ୍ଗପୁରରୁ ୩୩, ଖୋର୍ଦ୍ଧାରୁ ୨୮, ବଲାଙ୍ଗୀରରୁ ୨୬, କେନ୍ଦୁଝରରୁ ୧୭, ବାଲେଶ୍ୱରରୁ ୧୫, ଜଗତସିଂହପୁର ଓ ମାଲକାନଗିରିରୁ…

କଲେଜ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ

ହାଇଦ୍ରାବାଦ,୧୭।୭: ସ୍କୁଲରେ ମିଡ୍‌ ଡେ ମିଲ୍‌ ବା ମଧ୍ୟାହ୍ନ ଭୋଜନ କଥା ସମସ୍ତେ ଜାଣିଥିବେ। ହେଲେ ଏବେ ଜୁନିୟର ଓ ଡିଗ୍ରୀ କଲେଜରେ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ। ତେଲେଙ୍ଗାନା ସରକାର ଏମିତି ଏକ ଯୋଜନା କରିଥିବା ଜଣାପଡିଛି। ସରକାର ଆସନ୍ତା…

ସ୍ବରାଙ୍କ ଓ୍ବେବ୍‌ ସିରିଜ୍‌ ‘ରସଭରୀ’କୁ ହଟାଇଲା ଆମାଜନ୍‌ ପ୍ରାଇମ୍‌ !

ବମ୍ବେ: କିଛି ଦିନ ତଳେ ଅଭିନେତ୍ରୀ ସ୍ବରା ଭାସ୍କର ଅଭିନୀତ ଓ୍ବେବ୍‌ ସିରିଜ୍‌ ‘ରସଭରୀ’ର ରିଲିଜ ହୋଇଥିଲା। ଆମାଜନ ପ୍ରାଇମ୍‌ ଭିଡିଓରେ ଏହାକୁ ରିଲିଜ କରାଯାଇଥିଲା। ହେଲେ ଏହାକୁ ଓଟିଟି ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି ବୋଲି ଚର୍ଚ୍ଚା ଜୋର ଧରିଥିଲା। କଥାଟି…

ରାଜନୈତିକ ଡ୍ରାମା: ସଞ୍ଜୟ ଜୈନ ଗିରଫ

ଜୟପୁର,୧୭।୭: ରାଜସ୍ଥାନରେ ଚାଲିଥିବା ରାଜନୈତିକ ଡ୍ରାମା ମଧ୍ୟରେ ଅଶୋକ ଗେହଲୋଟ ସରକାରଙ୍କୁ ଭାଙ୍ଗିବାକୁ ନେଇ ଏବେ ଏକ ଅଡ଼ିଓ ଟେପ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଅଶୋକ ଗେହଲୋଟ ଓ ସଚିନ ପାଇଲଟଙ୍କ ମଧ୍ୟରେ କଳି ଚରମ ସୀମାରେ ପହଞ୍ଚିଛି।…

ମିଥ୍ୟା ନୁହେଁ ବିକାଶ ଦୁବେ ଏନ୍‌କାଉଣ୍ଟର: ୟୁପି ପୋଲିସ

ନୂଆଦିଲ୍ଲୀ,୧୭।୭: କୁଖ୍ୟାତ ଅପରାଧି ବିକାଶ ଦୁବେ ଓ ତାଙ୍କ ସହଯୋଗୀଙ୍କ ଏନ୍‌କାଉଣ୍ଟର ମାମଲାକୁ ନେଇ ସୁପ୍ରିମକୋର୍ଟରେ ଉତ୍ତର ପ୍ରଦେଶ ପୋଲିସ ତା’ର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିଛି। ଏଥିରେ ପୋଲିସ କହିଛି ସମସ୍ତ ଏନ୍‌କାଉଣ୍ଟର ସତ୍ୟଥିଲା ଏହାକୁ ମିଥ୍ୟା ବୋଲି କୁହାଯାଇ…

କଟକରେ ଆଉ ୯ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୭।୭: କଟକ ସହରରେ ଶୁକ୍ରବାର ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ସଂକ୍ରମିତ ସଂଖ୍ୟା ୩୨୩କୁ ବୃଦ୍ଧି ପାଇଛି। ସେଥିରୁ ୧୮୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୫ ଆକ୍ଟିଭ୍‌ କେସ୍‌ ଅଛନ୍ତି।…

ରାଜଧାନୀରେ ଏକ ଗଣମାଧ୍ୟମ ସଂସ୍ଥାର ୫ଜଣଙ୍କୁ କରୋନା

ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ଚିହ୍ନଟ ହୋଇଥିବା ୧୨୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ ଅଛନ୍ତି। ସେମାନଙ୍କର ବୟସ ଯଥାକ୍ରମେ ୩୫, ୩୨, ୨୪,୨୮, ୩୦ ବର୍ଷ ଏବଂ ସମସ୍ତେ ପୁରୁଷ ଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ…

ଜୁଲାଇ ୩୧ ଯାଏ ମୋ’ ବସ୍‌ ସେବା ବନ୍ଦ

ଭୁବନେଶ୍ୱର,୧୭।୭(ବ୍ୟୁରୋ)-ସାରା ରାଜ୍ୟରେ ଦିକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏ ଲକ୍‌ଡାଉନ କଟକଣା ଲାଗୁ କରିଛନ୍ତି। ତେବେ ଏହି ସମୟରେ ମୋ ବସ୍‌…

ବିଶ୍ୱର କୌଣସି ଶକ୍ତି ଭାରତରୁ ଏକ ଇଞ୍ଚ ଜାଗା ନେଇପାରିବନି: ପ୍ରତିରକ୍ଷା ମନ୍ତ୍ରୀ

ଜମ୍ମୁ,୧୭।୭: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଦୁଇ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଶୁକ୍ରବାର ଲେହ ପହଞ୍ଚିଛନ୍ତି। ଏହି ଅବସରରେ ସେ ଭାରତୀୟ ବୀର ଯବାନଙ୍କ ସାହାସ ବୃଦ୍ଧି କରି କହିଛନ୍ତି ସୀମାରେ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ଗଲଓ୍ବାନ ଘାଟିରେ ଯବାନ ଦେଶବାସୀଙ୍କ…

ଜିହ୍ବାର ଲାଳସା ସମ୍ବରଣ ନ କରିବାରୁ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା

ଇନ୍ଦୋର,୧୭।୭: ଦେଶର କରୋନା ସଂକ୍ରମଣରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜିଲା ମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋର ସାମିଲ ରହିଛି। ଏହି ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ଔଷଧ, ଫଳ, ପନିପରିବା, ସ୍ନାକ୍ସ, ଚାଟ ଓ ଖାଦ୍ୟସାମଗ୍ରୀ…

ଗଞ୍ଜାମ ପ୍ରଶାସନର ବଡ଼ ପଦକ୍ଷେପ: ମୁଖ୍ୟ ପ୍ରବେଶ ପଥ ସିଲ୍‌

ଗଞ୍ଜାମ,୧୭।୭(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର l କରୋନା ନିଜର କାୟା ବିସ୍ତାର କରି ଚାଲିଛି l ବିଶେଷକରି ଗଞ୍ଜାମ ଜିଲାରେ ଦିନକୁ ଶହ ଶହ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି l ତେଣୁ ଏହାକୁ ନେଇ ଜିଲା ପ୍ରଶାସନ ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri