Home

କୋଇଲା ଖଣି ନିଲାମ ୩ ମାସ ଘୁଞ୍ଚାଅ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):କୋଭିଡ୍‌-୧୯ ଯେ କେବଳ ସ୍ବାସ୍ଥ୍ୟକୁ ପ୍ରଭାବିତ କରି ନାହିଁ, ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ଦୋହଲାଇ ଦେଇଛି। ଏହି ମହାମାରୀ କୋଇଲା ବଜାରକୁ ପ୍ରଭାବିତ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ…

ପିତା ଶ୍ରମିକ, ଝିଅ ବ୍ୟାଙ୍କ୍‌ ଆକାଉଣ୍ଟରେ ଅଛି ୯ କୋଟି ୯୯ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ଲକ୍ଷ୍ନୌ,୨୨।୯: ଉତ୍ତର ପ୍ରଦେଶର ବାଲିଆ ଜିଲାର ବାଂଶଡିହ ଅଞ୍ଚଳର ରୁକୁନପୁରା ଗାଁରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଗାଁର ଜଣେ ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯ କୋଟି ୯୯ ଲକ୍ଷ ଟଙ୍କା ଆସିଥିଲା। ଏହା ଦେଖି ଯୁବତୀ ଜଣଙ୍କ ମା’ଙ୍କ…

ଟୁଇଟରରୁ ସବୁଦିନ ପାଇଁ ବିଦାୟ ନେବି, କାହିଁକି ଏମିତି କହିଲେ କଙ୍ଗନା

କେନ୍ଦ୍ର ସରକାର ଆଣିଥିବା କୃଷି ବିଲ୍‌କୁ ପଞ୍ଜାବ ଏବଂ ହରିୟାଣାର କୃଷକମାନେ ବିରୋଧ କରୁଛନ୍ତି। ସେପଟେ ଏହାକୁ ରାଜନୀତି ଆରମ୍ଭ ହୋଇଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏହି ମାମଲାରେ ମୁହଁ ଖୋଲିଛନ୍ତି। ତେବେ ତାଙ୍କୁ କିଛି ୟୁଜର୍ସ ଟୁଇଟର୍‌ରେ…

ଯୁକ୍ତ ୨ ନାମଲେଖା ସମୟସୀମା ବୃଦ୍ଧି

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟ ବୃଦ୍ଧି କରାଯାଇଛି। ଚଳିତମାସ ୨୬ ପରିବର୍ତ୍ତେ ୩୦ ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଇ ଦିଆଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ନାମଲେଖା ପ୍ରକ୍ରିୟା ସମୟରେ କୋଭିଡ ନିର୍ଦ୍ଦେଶାବଳୀ ଉପରେ…

କଙ୍କଡ଼ାରେ ନୃସିଂହ ଅବତାର ଚର୍ଚ୍ଚା

ପୁରୀ ଅଫିସ, ୨୨।୯: ପୁରୀ ସମୁଦ୍ରରୁ ମିଳିଛି ଏକ ଭିନ୍ନ ପ୍ରଜାତିର କଙ୍କଡ଼ା। ପୂର୍ବରୁ ଏମିତି କଙ୍କଡ଼ା ଦେଖି ନ ଥିବା ମତ୍ସ୍ୟଜୀବୀମାନେ କହିଛନ୍ତି। କଙ୍କଡ଼ାରେ ମହାପ୍ରଭୁଙ୍କ ନୃସିଂହ ଅବତାର ରହିଥିବା ଚର୍ଚ୍ଚା ହେଉଛି। ଏହାକୁ ଦେଖିବା ଲାଗି ଲୋକଙ୍କ ଭିଡ଼…

୪୨ ବର୍ଷ ତଳେ ଏଲିଅନ୍‌କୁ ଗୁଳିମାଡ଼ କରିଥିଲା ଆମେରିକା !

ଓ୍ବାଶିଂଟନ, ୨୨।୯: ଏଲିଅନ୍‌ର ଉପସ୍ଥିତି ନେଇ ବହୁ କଥା ଶୁଣିବାକୁ ମିଳିଥାଏ। ଏହାକୁ ନେଇ ବହୁ ଫିଲ୍ମ ମଧ୍ୟ ହୋଇ ସାରିଛି। କେତେକ ଏହାକୁ କାଳ୍ପନିକ ବୋଲି ମନେ କରିଥାନ୍ତି। ତେବେ ପୃଥିବୀ ଭଳି ଜୀବନ୍ତ ଗ୍ରହର ଉପସ୍ଥିତିକୁ ମହାକାଶ ବିଜ୍ଞାନୀମାନେ…

ଶରଦ ପାଓ୍ବାର-ଉଦ୍ଧବ ଠାକ୍‌ରେଙ୍କୁ ଆୟକର ନୋଟିସ୍‌

ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ୮ ଏମ୍‌ପିଙ୍କ ନିଲମ୍ବନ ନେଇ ଦେଶର ରାଜନୈତିକ କ୍ଷେତ୍ରରେ ଝଡ଼ ଉଠିଛି। ଏପରିସ୍ଥଳେ ମଙ୍ଗଳବାର ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଏବଂ ଶିବସେନା ସୁପ୍ରିମୋ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆୟକର ବିଭାଗ ପକ୍ଷରୁ ନୋଟିସ୍‌…

ତୃତୀୟ କୃଷି ବିଧେୟକକୁ ରାଜ୍ୟ ସଭାରେ ମଞ୍ଜୁରୀ

ନୂଆଦିଲ୍ଲୀ, ୨୨।୯: ନିଲମ୍ବିତ ଏମ୍‌ପିଙ୍କୁ ବିରୋଧୀ ଦଳ ସଦସ୍ୟ ମଙ୍ଗଳବାର ଗୃହତ୍ୟାଗ କରିବା ପରେ ତୃତୀୟ କୃଷି ବିଧେୟକକୁ ଧ୍ୱନି ମତରେ ମଞ୍ଜୁରୀ ମିଳିଛି। ଶାସକ ଦଳ ଏଭଳି ସୁଯୋଗକୁ ହାତଛଡ଼ା ନ କରି ଗୃହରେ ଉପସ୍ଥିତ ଥିବା ସଦସ୍ୟଙ୍କ ଦ୍ୱାରା…

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଚା’ ଚର୍ଚ୍ଚା: କପ୍‌ ଧରିଲେ ହରିବଂଶ

ନୂଆଦିଲ୍ଲୀ, ୨୨।୯: ଆଗକୁ ବିହାର ବିଧାନସଭା ନିର୍ବାଚନ। ଏପରିସ୍ଥଳେ ମୌସୁମୀ ଅଧିବେଶନରେ ରାଜ୍ୟ ସଭାରେ ହୋଇଥିବା ହଙ୍ଗାମାରେ ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯିବା ପରେ ଘଟଣା ନୂଆ ମୋଡ ନେଇଛି। ଉପ ବାଚସ୍ପତି ବିହାର ଜନସାଧାରଣଙ୍କ ପାଇଁ ବେଶ୍‌ ଗୁରୁତ୍ୱ ବହନ…

ରଣବୀରଙ୍କୁ ସୁପର୍‌ ଡ୍ରଗ୍‌ କହିଥିଲେ ଦୀପିକା, ଭାଇରାଲ ହେଉଛି ପୋଷ୍ଟ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କନେକ୍ସନ ଯାଞ୍ଚ୍‌ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଏବେ ବଲିଉଡରେ ଡ୍ରଗ୍ସ ଯୋଗାଉଥିବା ଚେନ୍‌କୁ ଧରିବାକୁ ଚେଷ୍ଟା ଚଳାଇଛି। ଏନସିବି ଅନୁସନ୍ଧାନରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ପ୍ରକାଶ…

ଜାତିସଂଘରେ ଭାରତର କଡ଼ା ଜବାବ: ଆତଙ୍କବାଦୀଙ୍କୁ ଶହୀଦ୍‌ କହୁଛି ପାକିସ୍ତାନ

ଜେନେଭା, ୨୨।୯: ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜାତିସଂଘର ୭୫ ବର୍ଷପୂର୍ତ୍ତିି ଅବସରରେ ଆୟୋଜିତ ଏକ ବୈଠକରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ବିଦିଶା ମୈତ୍ରା ପାକିସ୍ତାନ ଆତଙ୍କବାଦୀଙ୍କୁ ଶହୀଦ୍‌ କହୁଥିବା ପ୍ରକାଶ କରିଛନ୍ତି।…

ବିଶ୍ୱର ସବୁଠୁ ବୟସ୍କା ମହିଳା ହାସଲ କଲେ ଆଉ ଏକ ରେକର୍ଡ

ଜାପାନର କେନ ଟନାକା ବିଶ୍ୱର ସବୁଠୁ ଜୀବନ୍ତ ବୟସ୍କା ମହିଳା ଭାବେ ଗିନିଜ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। କେନ ଗତ ଶନିବାର ୧୧୭ ବର୍ଷ ୨୬୧ ଦିନରେ ପଦାର୍ପଣ କରି ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?