୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଘଟଣା: ଅଭିଯୁକ୍ତ ଗିରଫ
ବ୍ରହ୍ମପୁର ଅଫିସ,୨୦ା୮: ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ କେସ୍ ନମ୍ବର ୨୩୬/୨୦ ଅନୁସାରେ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ କାଳିଆ ସ୍ବାଇଁ (୩୨)ବୋଲି ଥାନାଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି ।…
କଣ୍ଟେନ୍ମେଣ୍ଟ ଜୋନ୍କୁ ନେଇ ତାତିଲେ ବ୍ୟବସାୟୀ, ଅତିରିକ୍ତ ତହସିଲଦାରଙ୍କୁ କଲେ ଘେରାଉ
ଜଗନ୍ନାଥପ୍ରସାଦ,୨୦ା୮: ବର୍ତ୍ତମାନ କରୋନା ନିୟମ କଟକଣାକୁ ନେଇ ପ୍ରଶାସନ ଓ ବ୍ୟବସାୟୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ଗୁରୁବାର ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାଦୁଆ ଅଞ୍ଚଳରେ ଥିବା ବଜାରର କିଛି ଖୁଚୁରା ବ୍ୟବସାୟୀ ଦୋକାନ ସକାଳ ୮ଟାରେ ଖୋଲିଥିଲେ। ଏହା…
ନିଜ ଗାଈକୁ ବଞ୍ଚାଇବା ପାଇଁ ଚାଷୀ ମଗାଇଲେ ହେଲିକାପ୍ଟର: ଆଉ ତା’ପରେ…
ଏକ ଗାଈ ହେଲିକପ୍ଟର ସହାୟତାରେ ଆକାଶରେ ଉଡୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ସ୍ବିଜରଲାଣ୍ଡର ଏକ ପାହାଡିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଏକ ଗାଈ ଚରୁଥିବା ବେଳେ ପାହାଡ ଉପରକୁ ଚଢ଼ିଯାଇଥିଲା। ସେଠାରୁ ଗାଈଟି…
ହଟ୍ସ୍ପଟ୍ରେ ଏସ୍ସିବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ଆଜି ୧୦ ପଜିଟିଭ୍ ଚିହ୍ନଟ
କଟକ ଅଫିସ,୨୦ା୮: ଏସ୍ସିବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ବୁଧବାର ପ୍ରଥମ କରି ୩ ଜଣ ଷ୍ଟାଫ୍ଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। ତେବେ ଗୁରୁବାର ସକାଳେ ଆଉ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଆଟେଣ୍ଡାଣ୍ଟ ଏବଂ…
ପ୍ରଥମ ଦେଖାରେ ସୋନିଆଙ୍କ ପ୍ରେମରେ ପଡ଼ିଥିଲେ ରାଜୀବ ଗାନ୍ଧୀ, ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ପ୍ରେମ
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ। ସେ ୨୦ ଅଗଷ୍ଟ ୧୯୪୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୯୧ ନିର୍ବାଚନ ପ୍ରଚାର ସମୟରେ ବୋମା ବିସ୍ଫୋରଣରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଏହି ଖାସ୍ ଦିନରେ…
ମାଧୁରୀ ଶ୍ରୀଲଙ୍କାରେ ନେଇଥିଲେ କୁକିଂ କ୍ଲାସ୍: ଏବେ ଲକ୍ଡାଉନରେ କାମ ଦେଉଛି
ମୁମ୍ବାଇ: ବଲିଉଡ୍ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିଥାନ୍ତି। ସେ କେବଳ ତାଙ୍କ ଫିଲ୍ମର ବାର୍ଷିକିରେ ପୋଷ୍ଟ କରନ୍ତି ତାହା ନୁହେଁ ପ୍ରଶଂସକଙ୍କ ସହ ବେଶ୍ ଆକର୍ଷଣୀୟ କାର୍ଯ୍ୟକଳାପ ମଧ୍ୟ ସହ ଶେୟାର କରିଥାନ୍ତି।…
ନିର୍ବାଚନ ପୂର୍ବରୁ ମହାମେଣ୍ଟକୁ ଝଟ୍କା: ଦଳ ଛାଡିଲେ ଜିତନରାମ
ପାଟନା,୨୦।୮: ବିହାରରେ ଏବେଠାରୁ ରାଜନୈତିକ ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ବନ୍ଧୁତା ଭାଙ୍ଗିବା ଓ ନୂଆ ସମ୍ପର୍କ ଗଢ଼ିବା ସ୍ଥିତି ଜାରି ରହିଛି। ଇତିମଧ୍ୟରେ ଜିତନରାମ ମାଝିଁଙ୍କ ପାର୍ଟି ହମ୍ ମେଣ୍ଟରୁ ଅଲଗା ହୋଇଥିବା ଜଣାପଡ଼ିଛି। ଗୁରୁବାର ମେଣ୍ଟରୁ ଓହରିବା…
ଓଳଗ ପଞ୍ଚାୟତ ଶଟ୍ଡାଉନ୍
ଆରଡ଼ି,୨୦ା୮(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତକୁ ସରପଞ୍ଚ ଅନସୂୟା ସେଠୀ ୫ ଦିନ ଶଟ୍ଡାଉନ୍ ଘୋଷଣା କରିଛନ୍ତି । ଏହି ଶଟ୍ଡାଉନ୍ ଗୁରୁବାର ରାତି ୧୨ଟାରୁ ମଙ୍ଗଳବାର ରାତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିସହିତ ପଞ୍ଚାୟତରେ…
୬୫ ବର୍ଷ ବୟସ୍କା ମହିଳା ୧୩ ମାସରେ ପ୍ରସବ କରିଛନ୍ତି ୮ ସନ୍ତାନ…
ମୁଜାଫରପୁର, ୨୦।୮: ଜଣେ ୬୫ ବର୍ଷ ବୟସ୍କା ମହିଳା ୧୩ ମାସରେ ୮ଜଣ ସନ୍ତାନଙ୍କୁ ପ୍ରସବ କରିଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ବିହାର ସ୍ବାସ୍ଥ୍ୟ ବିଭାଗ କାଗଜ ପତ୍ରରେ ସତ୍ୟରେ ପରିଣତ ହୋଇଛି। ମହିଳାଙ୍କ ନାମରେ…
ମୋଦି ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍
ନୂଆଦିଲ୍ଲୀ,୨୦।୮: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିବା ସହ ସ୍ଥିତି ଅଣାୟତ ହେବାରେ ଲାଗିଛି। ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ଲକ୍ଷ ପାର କରିଛି। ଏହା କବଳରୁ କେହି ଭିଭିଆଇପି ମଧ୍ୟ ବର୍ତ୍ତି ପାରିନାହାନ୍ତି। ଇତିମଧ୍ୟରେ ମୋଦି ସରକାରଙ୍କ ଆଉ…
ଭାରତରେ ୩ ଜୈଶ୍ ଆତଙ୍କବାଦୀ: ଟାର୍ଗେଟ୍ରେ ଦିଲ୍ଲୀ
ନୂଆଦିଲ୍ଲୀ, ୨୦।୮: ଭାରତରେ ୩ ଜୈଶ୍-ଇ-ମହମ୍ମଦ୍ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ଦିଲ୍ଲୀ ସହିତ କେତେକ ଭିଆଇପିଙ୍କୁ ସେମାନେ ଟାର୍ଗେଟ୍ କରିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀର ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ଗୁୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ଆକ୍ରମଣ କରିବା…
ବୁଢ଼ାବଳଙ୍ଗରେ ବନ୍ୟା ଜଳ: ଜଳକା, ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି
ବାଲେଶ୍ୱର ଅଫିସ,୨୦ା୮: ଦୁଇଦିନ ଧରି ଲଗାଣ ଏବଂ ଉପର ମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁ ବୁଢାବଳଙ୍ଗ ନଦୀର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲେଶ୍ୱର ସଦର ବ୍ଲକ ପରିଖି ପଞ୍ଚାୟତର ୯ ନଂ. ଓ୍ବାର୍ଡ ନନ୍ଦଚକ (ଜଙ୍ଗଲ ଘେରି) ସମ୍ପୂର୍ଣ୍ଣ…
Archives


