Home

ବଡ଼ତେଲେନପାଲିରେ ପହ୍ଲାରୁଆ ବେଳେ ବଜ୍ରପାତ: ଚାଲିଗଲା ୩ ମହିଳାଙ୍କ ଜୀବନ

ବଲାଙ୍ଗୀର ଅଫିସ, ୨୮।୭- ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବଡତେଲେନ୍‌ପାଲି ଗାଁରେ ମଙ୍ଗଳବାର ବଜ୍ରାଘାତରେ ୩ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯୁବତୀ ଗୁରୁତର ଆହତ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତିି ହୋଇଛନ୍ତି। ବଡତେଲେନପାଲି ଗାଁର…

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ଲାଜମା ଚିକିତ୍ସା ନୂଆ ଆଶା ସଞ୍ଚାର କରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ବିହାର ବନ୍ୟାରେ ପୁଅଙ୍କ ସହ ଜୀବିକା ହରାଇଥିଲେ ଭୋଳା, ଜାଣିବା ପରେ ସୋନୁ କଲେ ଏମିତି

ବମ୍ବେ: ଅଭିନେତା ସୋନୁ ସୁଡ। କରୋନା କାଳରେ କୌଣସି ଭଗବାନଙ୍କଠାରୁ କମ୍‌ ନୁହନ୍ତି। କାରଣ ଭଗବାନ ହୁଏତ ଡେରିରେ ଶୁଣନ୍ତି, ହେଲେ ସୋନୁଙ୍କୁ କିଛି କହିଲେ ତାହା ଶୀଘ୍ର ହୋଇଯାଏ। ସୋସିଆଲ ମିଡିଆରେ ଏଭଳି କାର୍ଯ୍ୟକୁ ନେଇ ତାଙ୍କୁ ସୁପରମ୍ୟାନ୍‌ ଭାବେ…

ଡରାଇଲାଣି କରୋନା: ରାଜଧାନୀରୁ ଚିହ୍ନଟ ହେଲେ ଆଉ ୨୧୫ ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ..

ଭୁବନେଶ୍ୱର,୯୨୮।୭(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ପୁଣି ୨୧୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୦ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୬୫ ଲୋକାଲ କେସ୍‌ ରହିଛନ୍ତି। ସେହିଭଳି ୧୩୦ଜଣ ସୁସ୍ଥ…

୩ ମାସରେ ପ୍ରଥମ ଥର ୨୪ଘଣ୍ଟାରେ ସର୍ବନିମ୍ନ ପଜିଟିଭ୍‌ ଚିହ୍ନଟ

ମୁମ୍ବାଇ,୨୮।୭: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ଶହ ଶହଙ୍କ ଜୀବନ ମଧ୍ୟ ଯାଉଛି। ଇତିମଧ୍ୟରେ ଦେଶର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ କୁହାଯାଉଥିବା…

ନିଜଠାରୁ ଦୁଇ ବର୍ଷ ବଡ଼ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ଏହି ସୁପରଷ୍ଟାର, ଜଣାପଡ଼ିବା ପରେ..

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଧନୁଷଙ୍କ ଆଜି ହାପି ବର୍ଥ ଡେ। ୧୯୮୩ ଜୁଲାଇ ୨୮ରେ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତା। ଧନୁଷ ବାପା କସ୍ତୁରୀ ରାଜା ଥିଲେ ଜଣେ ନିର୍ଦ୍ଦେଶକ। ଧନୁଷ ତାଙ୍କ ନିର୍ଦ୍ଦୋନାରେ ନିର୍ମିତ ଫିଲ୍ମ ‘ଥୁଲ୍ଲୁବାଧୋ ଇଲାମାଇ’ରୁ…

କରୀନାଙ୍କ ଏହି ସାଧାରଣ ଦେଖାଯାଉଥିବା ଡ୍ରେସ୍‌ର ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ମୁମ୍ବାଇ: ବଲିଉଡ୍‌ ବେବୋ କରୀନା କପୁର ଖାଁ ନିଜର ଫ୍ୟାଶନ ସେନ୍ସ ପାଇଁ ବେଶ୍‌ ଜଣାଶୁଣା। ରେଡ୍‌ କାର୍ପେଟ ହେଉ କି ଘରେ ତାଙ୍କ ଡ୍ରେସ୍‌ ସବୁବେଳେ ଷ୍ଟାଇଲିଷ୍ଟ ଓ ଭିନ୍ନ ରହିଥାଏ। ଏହାକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି।…

ଆଇସିୟୁରେ ଭର୍ତ୍ତି ହେଲେ ଏହି ଅଭିନେତା: ଆର୍ଥିକ ସହାୟତା ମାଗିଲେ ଭାଇ

ଟିଭି ଶୋ’ ‘ମନ୍‌ କି ଆଓ୍ବାଜ୍‌ ପ୍ରତିଜ୍ଞା’ରେ ଅଭିନୟ କରି ଘରେ ଘରେ ପରିଚିତ ଅଭିନେତା ଅନୁପମ ଶ୍ୟାମ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମୁମ୍ବାଇସ୍ଥିତ ଲାଇଫ୍‌ଲାଇନ୍‌ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପାଇଁ ଅନୁପମଙ୍କ ଭାଇ ଅନୁରାଗ ଆର୍ଥିକ…

ବୁଧବାର ଭାରତରେ ପହଞ୍ଚିବ ରାଫାଲ

ଅମ୍ବାଲା,୨୮।୭: ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଓ ମାରାତ୍ମକ ବୋମା ସହ ସଜ୍ଜିତ ଭାରତୀୟ ବାୟୁସେନାର ଘାତକ ଯୁଦ୍ଧ ବିମାନ ରାଫାଲ ଜୁଲାଇ ୨୯ରେ ପଞ୍ଜାବର ଅମ୍ବାଲାରେ ପହଞ୍ଚିବ। ଏଥିପାଇଁ ଅମ୍ବାଲା ଏୟାରଫୋର୍ସର ଆଖପାଖ ଅଞ୍ଚଳରେ ଧାରା ୧୪୪ଲାଗୁ କରାଯାଇଛି। ଏକ ସପ୍ତାହ ମଧ୍ୟରେ,…

ବିଗ୍‌ ବିଙ୍କୁ ଜଣେ ବ୍ୟକ୍ତି କହିଲେ ‘ଆପଣ କୋଭିଡ-୧୯ରେ ମରିଯାଆନ୍ତୁ’; ଆଉ ତା ପରେ..

ବମ୍ବେ: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଜୁଲାଇ ୧୧ରେ ଏହା ଜଣାପଡ଼ିବା ପରେ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରି ନାନାଦି ପୂଜା, ହୋମଯଜ୍ଞ, ଅଭିଶେକ କରୁଥିବା ନଜିରକୁ ଆସୁଛି। ହେଲେ ଏହି ସମୟରେ…

ଜୁଆ ଖେଳି ଗିରଫ ହେଲେ ଏହି ଲୋକପ୍ରିୟ ଅଭିନେତା

ଲୋକପ୍ରିୟ ତାମିଲ ଅଭିନେତା ଶାମଙ୍କୁ ତାମିଲନାଡୁର ରାଜଧାନୀ ଚେନ୍ନାଇର ଅପସ୍କେଲ ନନ୍‌ଗମ୍ବାକମ୍‌ ସ୍ଥିତ ଆପାର୍ଟମେଣ୍ଟରୁ ଜୁଆ ଖେଳିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଶାମଙ୍କ ସହ ଉକ୍ତ ଆପାର୍ଟମେଣ୍ଟରୁ ଆଉ ୧୧ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଜଣେ ଛାତ୍ରଙ୍କ ଆତ୍ମହତ୍ୟା ପରେ…

ବେନ୍‌ ଷ୍ଟୋକ୍ସଙ୍କ ଡ୍ରେସରେ ଲାଗିଥିଲା ଦାଗ, ସାଥୀ ଖେଳାଳିଙ୍କ ଥିଲା ଏମିତି ପ୍ରତିକ୍ରିୟା

କରୋନା ଯୋଗୁ ପ୍ରାୟ ଚାରିମାସ ପରେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରୁ ଅନ୍ତର୍ଜାତୀୟ କ୍ରିକେଟ ଫେରିଛି। ଓଲ୍ଡ ଟ୍ରାଫର୍ଡରେ ଦୁଇ ଦଳ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ ସମୟରେ ବେନ ଷ୍ଟୋକ୍ସଙ୍କ ଧଳା ଡ୍ରେସରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri