ଏଥର ହ୍ବାଟ୍ସଆପ୍ରେ ଅଭିଯୋଗ: ନମ୍ବର ଜାରି କଲା କଟକ ପୋଲିସ
କଟକ ଅଫିସ,୨୭।୭: ଥାନାକୁ ଯିବା ଆଉ ଦରକାର ପଡ଼ିବ ନାହିଁ। ଏବେ ହ୍ବାଟ୍ସଆପ୍ ନମ୍ବରରେ ଅଭିଯୋଗ କରିହେବ। ପ୍ରଦତ୍ତ ନମ୍ବରରେ ମେସେଜ କଲେ ପୋଲିସ ତଦନ୍ତ ଆରମ୍ଭ କରିବ। ଏଭଳି ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛି କଟକ ପୋଲିସ। ଡିସିପି…
୫୦ ହେକ୍ଟର ଚାଷଜମି ପଡ଼ିଆ
ରଘୁନାଥପୁର,୨୭।୭(ଡି.ଏନ.ଏ.): ଶାଖା କେନାଲରେ ପାଣି ନ ଆସିବାରୁ ୫୦ ହେକ୍ଟର ଚାଷ ଜମି ପଡ଼ିଆ ପଡିଛି। ଏହାଛଡ଼ା କଟକ-ପାରାଦୀପ ରେଳ ଲାଇନ ତଳେ ଯାଇଥିବା କେନାଲରେ ଉପରୁ ମେଟାଲ ଖସି ପୋତି ହୋଇପଡିଥିବାରୁ ପାଣି ମାଡିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି।…
ପ୍ରତାପଚନ୍ଦ୍ର ସ୍ମାରକୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତର ନାହାନ୍ତି, ରୋଗୀସେବା ଠପ
ରାହାମା,୨୭।୭(ଡି.ଏନ୍.ଏ): କୁଜଙ୍ଗ ବ୍ଲକ ରାହାମା ଅଧୀନ ପ୍ରତାପଚନ୍ଦ୍ର ସ୍ମାରକୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନ ଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୫ ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ୧୯୯୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି…
ମାଡ଼ି ଆସୁଛି ମହାବିପଦ: ଦବିଯିବ ପୃଥିବୀ
ଓ୍ବାଶିଂଟନ, ୨୭।୭: ପୃଥିବୀରେ କରୋନା ମହାମାରୀ ନେଇ ଆତଙ୍କ ଦେଖାଦେଇଛି। କରୋନା ପରେପରେ ଆଗାମୀ ୨୦ ବର୍ଷ ମଧ୍ୟରେ ପୃଥିବୀ ପାଇଁ ମହାବିପଦ ମାଡ଼ିଆସୁଛି ବୋଲି ପରିବେଶ ବିଜ୍ଞାନୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ୨୦୪୦ ସୁଦ୍ଧା ପୃଥିବୀ ୧୩୦ କୋଟି ଟନ୍…
ବଳଦ କିଣିବାକୁ ଟଙ୍କା ନାହିଁ, ବିଲରେ ହଳ କରୁଥିଲେ ଏହି ଦୁଇ ଝିଅ; ଟ୍ରାକ୍ଟର ପଠାଇଲେ ସୋନୁ
କରୋନା ସମୟରେ ସାଧାରଣ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଅଭିନେତା ସୋନୁ ସୁଦ୍। ଲକ୍ଡାଉନ୍ ସମୟରେ ସୋନୁ ହଜାର ହଜାର ଶ୍ରମିକଙ୍କ ସହାୟତାର ହାତ ବଢାଇଛନ୍ତି। ନିକଟରେ ସେ ଆନ୍ଧ୍ର ପ୍ରଦେଶର ଏକ ଗରିବ କୃଷକ ପରିବାରକୁ ଟ୍ରାକ୍ଟର ପଠାଇଛନ୍ତି। ଆନ୍ଧ୍ରପ୍ରଦେଶର…
ତିର୍ତ୍ତୋଲ ଉପନିର୍ବାଚନ: ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା
ଜଗତ୍ସିଂହପୁର ଅଫିସ, ୨୭।୭: ଜୁଲାଇ ୬ରେ ତିର୍ତ୍ତୋଲ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ବିଷ୍ଣୁ ଚରଣ ଦାସଙ୍କ ପରଲୋକ ହୋଇଯାଇଛି। ଏହାପରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇଉଠିଛି। କାରଣ ୬ ମାସ ଭିତରେ ଉପନିର୍ବାଚନ ହେବା…
କାଳିଆ ଟଙ୍କା ନ ଫେରାଇବାକୁ କହିଲେ ପ୍ରଦୀପ୍ତ
ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ସବୁ ବ୍ଲକ କୃଷି ଅଧିକାରୀଙ୍କ ପାଖକୁ ଚିଠି ଦିଆଯାଇ ଅଯୋଗ୍ୟ କାଳିଆ ଯୋଜନା ହିତାଧିକାରୀମାନଙ୍କ ନିକଟରୁ ଅର୍ଥ ଫେରସ୍ତ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଅନୁଯାୟୀ ସବୁ ଅଯୋଗ୍ୟ ହିତାଧିକାରୀଙ୍କ ନିକଟକୁ ଚିଠି…
ନକଲି କୋଭିଡ୍ ପାସ୍ ଲଗାଇ ପୁରୀରେ କାର୍
ପୁରୀ ଅଫିସ/ପିପିଲି (ସ୍ବ. ପ୍ର/ଡି.ଏନ.ଏ.),୨୭।୭: ପୁରୀ ଜିଲାରୁ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଛନ୍ତି। ତେଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଏକାଧିକ ପଦକ୍ଷେପ ଗ୍ରହଣ କରିଛି। ସୀମା ସିଲ୍ ସହ ଜିଲାର ସବୁ ପ୍ରବେଶ ପଥରେ ଆସନ୍ତା ୩୧ ପର୍ଯ୍ୟନ୍ତ…
ଅରୁଣାଚଳ ସୀମାରେ ଚାଇନା ସୈନ୍ୟ
ନୂଆଦିଲ୍ଲୀ,୨୭ା୭(ଆଇଏଏନ୍ଏସ୍): ପୂର୍ବ ଲଦାଖରେ ଚାଇନା ସୈନ୍ୟ ପ୍ରବେଶ କରି ଭାରତୀୟ ଅଞ୍ଚଳକୁ ଅକ୍ତିଆର କରିବାକୁ ଯୋଜନା ଚଳାଇଥିବାବେଳେ ଏହାକୁ ନେଇ ୩ ମାସ ହେଲା ସୀମାରେ ଉତ୍ତେଜନା ଲାଗି ରହିଛି। ଦୁଇଦେଶର ସୈନ୍ୟ ମୁହାଁମୁହିଁ ହେବା ସହ ରକ୍ତାକ୍ତ ସଂଘର୍ଷ ମଧ୍ୟ…
ରାଜସ୍ଥାନରେ ଅଚଳାବସ୍ଥା ଜାରି
ଜୟପୁର,୨୭ା୭(ପି.ଟି.): ରାଜସ୍ଥାନରେ ସରକାର ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକିବା ଲାଗି ରାଜ୍ୟପାଳଙ୍କ ପାଖକୁ ଦ୍ୱିତୀୟ ପ୍ରସ୍ତାବ ପଠାଇଛନ୍ତି। ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଡାକିବା ଲାଗି ରାଜ୍ୟ କ୍ୟାବିନେଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ…
କ୍ୱାରାଣ୍ଟାଇନ୍ ସେଣ୍ଟରରେ ଉତ୍କୋଚ ଦାବି
ଖୋର୍ଦ୍ଧା ଅଫିସ,୨୭।୭କରୋନା ଲକ୍ଡାଉନ ଯୋଗୁ ବାହାର ରାଜ୍ୟରୁ ପ୍ରବାସୀଙ୍କୁ ସରକାର ଫେରାଇ ଆଣି କ୍ୱାରାଣ୍ଟାଇନ୍ରେ ରଖାଉଛନ୍ତି। ଏଥିଲାଗି ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ତେବେ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ଏକ ରାଣ୍ଟାଇନ୍ ସେଣ୍ଟରରେ ରହୁଥିବା ପ୍ରବାସୀଙ୍କଠାରୁ ଟଙ୍କା ଆଦାୟ କରାଯାଉଥିବା ନେଇ…
ଚାଇନାକୁ ଦୁଃଖ ଦେଇଛି ୟାଙ୍ଗ୍ଜି
ବେଜିଂ/ଓ୍ବାଶିଂଟନ,୨୭ା୭ :କେନ୍ଦ୍ରୀୟ ଚାଇନାରେ ଦେଶର ଦୀର୍ଘତମ ନଦୀ ‘ୟାଙ୍ଗଜି’ ପ୍ରୟଙ୍କରୀ ବନ୍ୟା ଆଣିଛି। ଜୁନ୍ ପହିଲାରୁ ଲଗାଣ ବର୍ଷା ଫଳରେ ନଦୀର ଜଳସ୍ତର ୫୦ ଫୁଟ ବୃଦ୍ଧି ପାଇଛି। ଏଥିରେ ୨୪ଟି ରାଜ୍ୟର ୪୦ ନିୟୁତ ଲୋକ ପ୍ରଭାବିତ ଓ ୨୦୦ରୁ…
Archives


