Home

ରାସ୍ତାପାର୍ଶ୍ୱରେ ମୃତଦେହ ପଡ଼ିଥିବା ଭାବି ଭିଡ଼ ଜମାଇଲେ ଲୋକେ, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ଦେଖିଲେ ପ୍ରଥମେ ଭୟ କରିବେ ପରେ ହସି ହସି ଗଡ଼ିଯିବେ। ଜଣେ ବ୍ୟକ୍ତି ରାସ୍ତା ପାର୍ଶ୍ୱରେ ଏକ ଧଳା ଚାଦର ଘୋଡ଼େଇ ହୋଇ ଶୋଇଛନ୍ତି। ମୃତଦେହ ପଡ଼ିଥିବା ଭାବି…

ଖିଲାଡି କିଙ୍ଗଙ୍କୁ ଜନ୍ମଦିନରେ ଏଭଳି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ: କହିଲେ ‘ଆପଣ ରୋଲ ମଡେଲ, ହିରୋ’

ଆଜି ଖିଲାଡି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ହାପି ବର୍ଥ ଡେ। ୧୯୬୭ ସେପ୍ଟେମ୍ବର ୯ ତାରିଖଷର ଅମୃତସରରେ ଜନ୍ମଗ୍ରହଣ କରିଥିଲେ ଅକ୍ଷୟ। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ…

ସମସ୍ତେ ମୋ ଝିଅକୁ ଫାଶୀରେ ଝୁଲାଇବାକୁ ଚାହାନ୍ତି, ମୋର ମରିଯିବା ଉଚିତ: ରିୟାଙ୍କ ବାପା

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସର ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ଗିରଫ ହୋଇଛନ୍ତି ପ୍ରେମିକା ରିୟା ଚକ୍ରବର୍ତ୍ତୀ। ଭାଇ ସୌଭିକଙ୍କ ପରେ ମଙ୍ଗଳବାର ଏନ୍‌ସିବି ତାଙ୍କୁ ଗିରଫ କରିଛି। ଏପରିକି ତାଙ୍କୁ ୧୪ ଦିନ ପାଇଁ…

ଏପରି ବିପଦପୂର୍ଣ୍ଣ ସ୍ଥାନରେ କାର୍‌ ପାର୍କିଂ କଲେ ଡ୍ରାଇଭର, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଠିକ୍‌ ସେମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓରେ ଜଣେ ବ୍ୟକ୍ତି ନିଜ କାର୍‌କୁ ଏମିତି ଏକ ସ୍ଥାନରେ ପାର୍କିଂ…

ପବଜୀର ହେଲା ଅନ୍ତିମ ଯାତ୍ରା: କାନ୍ଦିଲେ, ଏମିତି କହିଲେ ଖେଳାଳି…

ଭାରତ ସରକାର ପବ୍‌ଜୀ ଖେଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପବଜୀ ନିଷେଧ ହେବା ପରଠାରୁ ଭାରତୀୟ ପ୍ରଶଂସକମାନେ ଦୁଃଖୀ ହୋଇପଡିଛନ୍ତି। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ଏକ ଭିଡିଓରୁ ଏହା ସ୍ପଷ୍ଟ ବାରିହୋଇ ପଡ଼ୁଛି। ୩୫ ସେକେଣ୍ଡର ଏହି ଭିଡିଓରେ ଖେଳାଳିମାନେ…

ଅବସର ପରେ ପୁନର୍ନିଯୁକ୍ତି ମନା

ଡେରାଡୁନ୍‌, ୯।୯: ଏବେ ଅବସର ଗ୍ରହଣ କରିଥିବା ସରକାରୀ କର୍ମଚାରୀଙ୍କୁ ଆଉ ପୁନର୍ନିଯୁକ୍ତି ମିଳିବ ନାହିଁ। ଏନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଉତଙ୍କ ସରକାର ନୂଆ ଆଇନ ଆଣିଛନ୍ତି। ଅବସର ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଠିକାରେ କୌଣସି ସରକାରୀ କାର୍ଯ୍ୟାଳୟରେ…

ସିମ୍‌ କାର୍ଡରେ ସୋନୁ ସୁଦଙ୍କ ଫଟୋ ବନାଇଲେ ବ୍ୟକ୍ତି: ଏମିତି ମଜାଳିଆ ଉତ୍ତର ଦେଲେ ଅଭିନେତା

କରୋନା ମହାମାରୀ ସମୟରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକ ତଥା ଅଭାବୀ ଲୋକଙ୍କୁ ସହଯୋଗ କରି ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଲୋକେ ତାଙ୍କୁ ଯେଉଁପ୍ରକାରର ସହଯୋଗ ମାଗିଛନ୍ତି ସେ ସମସ୍ତଙ୍କୁ ସାହାଯ୍ୟ କରିଛନ୍ତି। ଏଥିପାଇଁ ଦେଶ ବାହାରେ ମଧ୍ୟ…

ମାତ୍ର ୨୨ ବର୍ଷ ବୟସରେ ୪୨ ଲକ୍ଷ ଟଙ୍କା ପ୍ୟାକେଜ୍‌ର ଚାକିରି ପାଇଲେ ଏହି ୨ ଛାତ୍ର

ଚଣ୍ଡିଗଡ,୯।୯: କରୋନା ସମୟରେ ଲୋକେ ଚାକିରି ହରାଉଥିବାବେଳେ ଚଣ୍ଡିଗଡର ଦୁଇ ଛାତ୍ର କମାଲ କରି ଦେଖାଇଛନ୍ତି। ପଞ୍ଜାବ ଇଞ୍ଜିନିୟରିଂ କଲେଜର ଦୁଇ ଛାତ୍ର ମୟଙ୍କ ସଗ୍ଗର ଏବଂ ପ୍ରଦ୍ୟୁମ୍ନ ଗୋଏଲଙ୍କୁ ୨୨ ବର୍ଷ ବୟସରେ ୪୨ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ଚାକିରି…

୧୨ରୁ ଚାଲିବ ୩ ସ୍ପେଶାଲ ଟ୍ରେନ୍‌: ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୯।୯(ବ୍ୟୁରୋ): ଆସନ୍ତା ୧୨ ତାରିଖରୁ ଶ୍ରମିକଙ୍କ ପାଇଁ ୩ ସ୍ପେଶାଲ ଟ୍ରେନ୍‌ ଚାଲିବ। ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧିଧାମ, ପୁରୀ -ଓଖା ରୁଟ୍‌ରେ ଏହି ଟ୍ରେନ୍‌ ଚଳାଚଳ କରିବ। ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରିଯିବାକୁ ଚାହୁଁଥିବା ପ୍ରବାସୀଙ୍କ ପାଇଁ ଏହି ଟ୍ରେନ୍‌ ଚାଲିବ। ଏ…

୨୧ ଦିନରେ ଦେଶକୁ କରୋନା ମୁକ୍ତ କରାଇବା ବଦଳରେ ଅର୍ଥବ୍ୟବସ୍ଥାକୁ ଡୁବେଇଲେ ମୋଦି

ନୂଆଦିଲ୍ଲୀ, ୯।୯: ଦେଶର ଅର୍ଥବ୍ୟବସ୍ଥା ନେଇ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଜାରି ରହିଛି। ଏନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୋଦି ୨୧ ଦିନରେ ଦେଶକୁ କରୋନା ମୁକ୍ତ କରିବାକୁ…

ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା

୨୦୨୦ ବର୍ଷ ସିନେମା ପାଇଁ କଳା ବର୍ଷ ବୋଲି ପ୍ରମାଣିତ ହୋଇଛି। ଗୋଟିଏ ପରେ ଗୋଟିଏ କଳାକାର ଏହି ଦୁନିଆରୁ ବିଦାୟ ନେଉଛନ୍ତି। ଏହି ସମୟରେ ତେଲୁଗୁ ଟିଭି ଅଭିନେତ୍ରୀ ଶ୍ରାବଣୀ ଆତ୍ମହତ୍ୟା କରିଛନ୍ତି। ଏହି ଖବର ଆସିବା ପରେ ତାଙ୍କ…

ଖୋଲିଲା ସ୍କୁଲ: ପ୍ଲାଷ୍ଟିକ ଟେଣ୍ଟରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

କରୋନା ମହାମାରୀ କବଳରେ ସମଗ୍ର ବିଶ୍ୱ। କରୋନା ପାଇଁ ଏବେ ସବୁକିଛି ବଦଳିଯାଇଛି। ସ୍କୁଲ, କଲେଜ, ମଲ, ପବ୍ଲିକ ଟ୍ରାନ୍ସପୋର୍ଟ, ପବ୍‌ ଆଦି। ଲୋକମାନେ ଧୀରେ ଧୀରେ କରୋନା ସହ ବଞ୍ଚିବା ଶିଖିଗଲେଣି। ଏହିପରି ଇରାନରେ ଗତ କିଛି ଦିନ ହେବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri