ଆଇସିସି ଚେୟାରମ୍ୟାନଶିପ୍: ବାର୍କ୍ଲେ ଓ ଖ୍ବାଜା ପ୍ରାର୍ଥୀ
ନୂଆଦିଲ୍ଲୀ, ୨୦ା୧୦ (ପି.ଟି.): ଶଶାଙ୍କ ମନୋହରଙ୍କ ସ୍ଥାନରେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଚେୟାରମ୍ୟାନ ପଦବୀ ପାଇଁ କେବଳ ଦୁଇ ଜଣ ଯଥା ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍ଜେଡ୍ସି)ର ଗ୍ରେଗୋର୍ ବାର୍କ୍ଲେ ଓ ସିଙ୍ଗାପୁରର ଇମ୍ରାନ ଖ୍ବାଜା ପ୍ରାର୍ଥୀ ହୋଇଛନ୍ତି। ଅକ୍ଟୋବର ୧୮…
ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୩୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୯।୧୦(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୨୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୯୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୮୯, ଅନୁଗୋଳରୁ ୧୭୪, ସୁନ୍ଦରଗଡରୁ ୧୫୪, ବାଲେଶ୍ୱରରୁ ୧୧୪, ମୟୂରଭଞ୍ଜରୁ ୧୧୦, ପୁରୀରୁ ୧୦୯, ସମ୍ବଲପୁରରୁ ୧୦୭, କଳାହାଣ୍ଡିରୁ…
ସକାରାତ୍ମକ ମାନସିକତା ପାଇଁ…
ତଟକା ଫଳମୂଳ ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। କାରଣ ଏଗୁଡିକରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଯଦି ଏହାକୁ ଜଣେ ବ୍ୟକ୍ତି ନିଜର ନିୟମିତ ଖାଦ୍ୟ ତାଲିକାରେ ସାମିଲ କରନ୍ତି, ତେବେ ତାଙ୍କର…
ହୋଟେଲ କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଗିରଫ କଲା ପୋଲିସ
ଇସଲାମାବାଦ,୧୯।୧୦: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁ ସଫଦର ଏୱାନଙ୍କୁ ପୋଲିସ ଗିରଫ କରିଛି। ସେମାନେ ରହୁଥିବା ହୋଟେଲର କବାଟ ଭାଙ୍ଗି ପୋଲିସ ସଫଦରଙ୍କୁ ଗିରଫ କରିଥିବା ସରିଫଙ୍କ ଝିଅ ମରିୟମ କହିଛନ୍ତି। ସଫଦର ପିଏମଏଲ-ଏନର ଜଣେ ନେତା। ପ୍ରଧାନମନ୍ତ୍ରୀ…
ସ୍ବର୍ଗଦ୍ୱାରରୁ ହଟିଲା କଟକଣା
ପୁରୀ ଅଫିସ,୧୯ା୧୦: ମହାମାରୀ କରୋନା ପାଇଁ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଉପରେ ଲଗାଯାଇଥିବା କଟକଣା ହଟିଛି । ସୋମବାର ଜିଲାପାଳ ବଲୱନ୍ତ ସିଂ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏଣିକି ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ ଅନୁପାଳନ କରି ଜିଲା…
ନାଁ ମନେ ନ ପଡିବାରୁ ଆଇଟମ୍ କହିଥିଲି: କମଳନାଥ
ଭୋପାଳ,୧୯।୧୦: ମଧ୍ୟପ୍ରଦେଶ ବିଧାନସଭାର ୨୮ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ କ୍ୟାବିନେଟ୍ ମନ୍ତ୍ରୀ ଇମର୍ତି ଦେବୀଙ୍କୁ ଆଇଟମ୍ କହିବାକୁ ନେଇ ରାଜନୀତି ତୀବ୍ର ହୋଇଛି। ଏହି ବିବୃତ୍ତି ବିରୋଧରେ…
ଦୁରାରୋଗ୍ୟରେ ପୀଡିତ ପିଲାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ: ଡଚ୍ ସରକାର ଦେଲେ ଅନୁମତି
ନେଦରଲାଣ୍ଡରେ କିଛି ପିଲା ଏବେ ଏକ ଅଜଣା ରୋଗ ବା ଦୁରାରୋଗ୍ୟରେ ଆକ୍ରାନ୍ତ ହୋଇଛନ୍ତି। ଯାହାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରିପାରି ନାହିଁ। ଉକ୍ତ ଶିଶୁଙ୍କ ପରିବାର ଲୋକେ ସେମାନଙ୍କ କଷ୍ଟ ସହିପାରୁ ନାହାନ୍ତି କି ଦେଖି ମଧ୍ୟ ପାରୁ…
ହୃତ୍ପିଣ୍ଡକୁ ସୁସ୍ଥ ରଖେ ସନ୍ତୁଳିତ ଖାଦ୍ୟ
ସୁସ୍ଥ ହୃତ୍ପିଣ୍ଡ ପାଇଁ ଆମେ ଖାଦ୍ୟପେୟ ପ୍ରତି ସତର୍କ ରହିବା ନିହାତି ଆବଶ୍ୟକ। ବିଭିନ୍ନ ପ୍ରକାର ଖାଦ୍ୟ ଖାଆନ୍ତୁ। ଅତି ଅଧିକ ଖାଆନ୍ତୁ ନାହିଁ କିମ୍ବା ଅତି କମ ଖାଆନ୍ତୁ ନାହିଁ। ତେଲ, ଚର୍ବି, ଘିଅ, ଲହୁଣି ଇତ୍ୟାଦି ସ୍ୟାଚୁରେଟେଡ ଫ୍ୟାଟ୍…
ସୁପର ଓଭର୍ ପୂର୍ବରୁ ରାଗି ଯାଇଥିଲେ କ୍ରିସ୍ ଗେଲ୍
ଦୁବାଇ,୧୯।୧୦: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ଦୁଇଟି ସୁପର ଓଭରରେ ଜିତିବା ପରେ କିଙ୍ଗସ ଏକାଦଶ ପଞ୍ଜାବ ଦଳର ମନୋବଳ ଦୃଢ ହୋଇଛି। ସୁପର ଓଭର ପୂର୍ବରୁ ପଞ୍ଜାବ ଖେଳାଳିମାନେ ନର୍ଭସ ଥିବା ଜଣାପଡୁଥିଲେ। କିନ୍ତୁ ଟି-୨୦ର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ…
କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ ମେଦବହୁଳତା
ମେଦବହୁଳତା ଆଜିକାଲି ଏକ ସାଧାରଣ ସମସ୍ୟା ପାଲିଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ତେବେ ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କର କାର୍ଯ୍ୟଦକ୍ଷତା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ସତର୍କ କରାଇ ଦେଇଛନ୍ତି ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ।…
ଡେମଚୋକ୍ରୁ ଧରାପଡ଼ିଲେ ଚାଇନା ସୈନ୍ୟ: ଗୁପ୍ତ କାଗଜପତ୍ର ଜବତ
ଲେହ, ୧୯।୧୦: ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା କମିବାର ନା ଧରୁନି। ସୋମବାର ଲଦାଖର ଡେମଚୋକ୍ ଅଞ୍ଚଳରୁ ଜଣେ ଚାଇନା ସୈନ୍ୟଙ୍କୁ ଭାରତୀୟ ଯବାନମାନେ ଧରିଛନ୍ତି। ସେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ତାଙ୍କ ପାଖରୁ ବହୁ ଗୁପ୍ତ କାଗଜପତ୍ର ଜବତ…
ଜାଣନ୍ତି ଅପରେଶନ ସମୟରେ ଡାକ୍ତରମାନେ କାହିଁକି ପିନ୍ଧିଥାନ୍ତି ସବୁଜ କିମ୍ବା ନୀଳ ରଙ୍ଗର ପୋଷାକ
ହସ୍ପିଟାଲରେ ଡାକ୍ତରମାନେ ଅପରେଶନ କରିବା ସମୟରେ ସବୁଜ କିମ୍ବା ନୀଳ ରଙ୍ଗର ପୋଷାକ ପିନ୍ଧୁଥିବା ନିଶ୍ଚିତ ଦେଖିଥିବେ। କେବେ ମନକୁ ପ୍ରଶ୍ନ ଆସିଛି କି ଏତେ ରଙ୍ଗ ଥାଇ ଡାକ୍ତରମାନେ କାହିଁକି ଏହି ଦୁଇ ରଙ୍ଗର କପଡ଼ା ପିନ୍ଧୁଛନ୍ତି। ତେବେ ଆସନ୍ତୁ…

